ସରସ୍ବତୀ ପଣ୍ଡା ସେ ହସିଦେଲାବରଷା ଝରିଗଲାଶୋଷିନେଲା ମାଟିର ଓଠତୃପ୍ତ ପଞ୍ଚପ୍ରାଣବାସ୍ନାୟିତ ମନଆଉ ବାସ୍ନାୟିତ ହୃଦୟର ତୁଠ। ସେ କହିଦେଲାଭଲପାଏ ବୋଲିମିଳିଗଲା ସରଗର ସୁଖବୟସର ଦାଗଗଲାତ ଉଭେଇଝଲସିଲା ପ୍ରିୟତମା ମୁଖ। ସେ ଯାଚିଦେଲାଆଞ୍ଜୁଳେ ଶରଧାଭରିଗଲା ପ୍ରୀତିର ପଣତଚମକି ଚାହିଁଲାମଥାର ଟିକିଲିପାହାଁନ୍ତି ସପନ ଏବେ ଲାଗେ ସତ ସତ। ସେ ମାଗିନେଲାଦୁଃଖର ଅତୀତସାତସିଆଁ ପଉଷର ଭେଟିଶ୍ରାବଣର ଦହଗଞ୍ଜବୈଶାଖର ଲୁହ ସଞ୍ଜଆଉ ଦରସିଝା ଉଦରର ତାତି। ଶ୍ରୀରାମପୁର ,ମଙ୍ଗଳପୁର,ଯାଜପୁର

ବାସ୍ତବ ବ୍ୟୁରୋ:ଭାରତୀୟ ମୂଳ ନିଲ୍ ମୋହନଙ୍କୁ ୟୁଟ୍ୟୁବର ନୂତନ ସିଇଓ ଭାବରେ ନିଯୁକ୍ତ କରାଯାଇଛି। ଏହାପୂର୍ବରୁ ନିଲ୍ ମୋହନ ୟୁଟ୍ୟୁବ ର ସିପିଓ ଥିଲେ। ତାଙ୍କୁ ପଦୋନ୍ନତି ଦିଆଯାଇ ଏହି ଦାୟିତ୍ୱ ଦିଆଯାଇଛି। ୨୦୦୮ ମସିହାରୁ ନିଲ୍ ମୋହନ ଗୁଗୁଲ ସହିତ କାମ କରୁଛନ୍ତି। ୨୦୧୩ ମସିହାରେ କମ୍ପାନୀ ତାଙ୍କୁ ୫୪୪ କୋଟି ଟଙ୍କା ବୋନସ ଦେଇଥିଲା । ସେ ପୂର୍ବତନ ସିଇଓ ସୁଜନ ଡିଆନ ସ୍ଥାନ ନେବେ। ନିକଟରେ […]

ବାସ୍ତବ ବ୍ୟୁରୋ: ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ପ୍ରଧାନ ବିଚାରପତି ଭାବରେ ୧୦୦ ଦିନ ପୂରଣ କରିଛନ୍ତି। CJI ଏହି ତିନି ମାସ ମଧ୍ୟରେ ସୁପ୍ରିମକୋର୍ଟରେ ୧୪,୦୦୦ ରୁ ଅଧିକ ମାମଲାର ସମାଧାନ କରିଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରି କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ପେପରଲେସ୍ ହୋଇଯାଇଛି। ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ବିଷୟରେ ସବୁଠାରୁ ବଡ କଥା ହେଲା ୯ ନଭେମ୍ବର ୨୦୨୨ ରୁ ୧୫ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ […]

ସଂଜୟ ଶତପଥୀ(କଟକ): ଗତ ୩ ଦିନ ଧରି କଟକ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଓଡ଼ିଶା ଚୁକ୍ତି ଭିତ୍ତିକ ଠିକା ସଫେଇ କର୍ମଚାରୀ ସଂଘ ପକ୍ଷରୁ ସଭାପତି ଶ୍ରୀ ମୋହନ ନାୟକ ଙ୍କ ନେତୃତ୍ବରେ ଚାଲିଥିବା ଦିବାରାତ୍ର ଧାରଣା ର ଆଜି ୩ୟ ଦିବସରେ ଆନ୍ଦୋଳନକାରୀ ଙ୍କ ଦ୍ଵାରା କଟକ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ନିଗମର ମାନନୀୟ ମେୟର ଶ୍ରୀ ସୁବାସ ସିଂ ଙ୍କର […]

ବାସ୍ତବ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନରୁ ‘ଜଲ ଜନ ଅଭିଯାନ’ର ଶୁଭାରମ୍ଭ କରିଛନ୍ତି। ଏହି ମିଶନର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଗଛ ଲଗାଇବା ଏବଂ ଜଳ ସଂରକ୍ଷଣ କରିବା ପାଇଁ ପ୍ରେରିତ କରିବା । ମୋଦୀ ଏହାକୁ ଆବୁ ରୋଡ (ସିରୋହି) ର ବ୍ରହ୍ମ କୁମାରିସ୍ ପ୍ରତିଷ୍ଠାନରେ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଆରମ୍ଭ କରିଥିଲେ । ସେ କହିଛନ୍ତି ଯେ ଏହି ମିଶନ ଏମିତି ସମୟରେ ଆରମ୍ଭ […]

ଦୀପକ ସାହୁ(କଳାହାଣ୍ଡି): ସରକାର ଶିକ୍ଷା ଏକ ମୌଳିକ ଅଧିକାର ବୋଲି ଡିଣ୍ଡିମ ପିଟୁଥିବା ବେଳେ ଏହି ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି ଦୁର୍ଗମ ଅଞ୍ଚଳ ର ଛାତ୍ରଛାତ୍ରୀ । ଶିକ୍ଷାର ବିକାଶ କୁ ନେଇ ଅନେକ ଗୁଡିଏ ଯୋଜନା ହୋଇଥିବା ବେଳେ ଏଥିରେ କୋଟି କୋଟି ଟଙ୍କା ବ୍ୟୟବରାଦ ମଧ୍ଯ କରାଯାଉଛି କିନ୍ତୁ ସରକାରଙ୍କ ଇଛାଶକ୍ତିର ଅଭାବ ଯୋଗୁଁ ଏହି ସବୁ ଯୋଜନା ବାଟବଣା ହେବାରେ ଲାଗିଛି । ଏଭଳି […]

ସଂଜୟ ଶତପଥୀ(କଟକ): କଟକ ମହାନଗର ନିଗମର ଅପାରଗତା ଇତିମଧ୍ୟରେ ବହୁ ଚର୍ଚ୍ଚିତ ହୋଇଯାଇଛି । କିଛି ଦିନ ଧରି ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସଂଗଠନ, ବିଭିନ୍ନ ଦଳ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଧାରଣା, ଆନ୍ଦୋଳନ ଚାଲିଛି। କିନ୍ତୁ ସମସ୍ୟାର ସଠିକ୍ ସମାଧାନ ନା କରିପାରୁଛନ୍ତି କଟକ ମହାନଗର ନିଗମର ମାନନୀୟ ମେୟର ନା ମାନନୀୟ କମିଶନର। ବିଗତ ଦୁଇ ଦିନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଓ […]

ସଂଜୟ ଶତପଥୀ(କଟକ):ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ହତ୍ୟା ତଥା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଥିବାରୁ ରାଜ୍ୟ ବ୍ୟାପି ବିଜେପି ର ଆନ୍ଦୋଳନ ଡାକରାରେ କଟକରେ କଟକ ନଗର ବିଜେପି ତରଫରୁ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଅପାରଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବୀ କରି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା କରାଯାଇଥିଲା। ସଭାରେ […]

ସସ୍ମିତା ପଣ୍ଡା ତୁମେ ସରି ସରି ଯାଉଥିବା ବେଳେଫେରିବାର ବାହାନା….ତଟିନୀ ତୁଠର ସ୍ମୃତି କି ଅନୁଭୂତିଅଗଣାକୁ ଢାଙ୍କି ଥିବା ନିର୍ମଳ ଆକାଶବାରମ୍ବାର ଭୋଗୁଥିବାଅଭିମାନ ଆଉ ଅଭିଯୋଗତଥାପି ତୁମ ରମ୍ୟକଳାରେମୁଁ ମୋହମନା ।। ଚିରା ଚିଠି ଅପବାଦରେଜୀବନର ନିର୍ଯ୍ୟାସ….ଅଟକ ବନ୍ଦୀରେ ଧାଡ଼ି ଧାଡ଼ି ଅବଶୋସଟିପେ ଟିପେ ମିଶାଣ ଫେଡାଣତିଳଚିହ୍ନରେ ସ୍ମୃତିର ଫଗୁଣରଙ୍ଗଣୀରୁ ରାଣୀ ହେବାକୁସାତସିଆଁ ଅନୁଭବରେଅଦମ୍ୟ ପ୍ରୟାସଖାସ୍…. ତୁମେ ମୋ ଇଚ୍ଛାକୁ ସାଇତିଛ ବୋଲି ।। କଟିକଟା, କଟକ

ମନୋଜ ମହାନ୍ତି(ଭୁବନେଶ୍ବର):ଆସନ୍ତା ୧୮ ତାରିଖରେ ମହାଶିବରାତ୍ରୀ । ଏଥିପାଇଁ ଆଜି ପ୍ରଭୁ ଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ ହୋଇଛି । ସୂଚନା ମୁତାବକ ରାତି ୧୦ଟାରେ ମହାଦୀପ ଉଠିବ । ଏହାପରେ ଭକ୍ତିମାନେ ରାତି ୧୦ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ କରିପାରିବେ । ନିର୍ଘଣ୍ଟ ହୋଇଥିବା ନୀତି ମୁତାବକ ପ୍ରଭୁ ଲିଙ୍ଗରାଜଙ୍କର ରାତି ୩ଟାରୁ ମଙ୍ଗଳ ଆଳତୀ ଓ ଅବକାଶ ନୀତି କରାଯିବ । ଏହାପରେ ଭୋର ସାଢେ […]

Pin It on Pinterest