ବାସ୍ତବ ବ୍ୟୁରୋ: ଆଜି (ରବିବାର) ପାକିସ୍ତାନର ଏକଛତ୍ରବାଦୀ ଶାସକ ତଥା ପୂର୍ବତନ ରାଷ୍ଟ୍ରପତି ପର୍ୱେଜ୍ ମୁଶାରଫ୍ଙ୍କ ଦେହାନ୍ତ ହୋଇଛି। ୭୯ ବର୍ଷିୟ ମୁଶରଫ୍ ‘ଆମିଲଇଡୋସିସ୍’ ନାମରେ ଏକ ବିରଳ ରୋଗଦ୍ବାରା ଆକ୍ରାନ୍ତ ହୋଇଥିଲେ। ସମଗ୍ର ଶରୀର ଅଙ୍ଗପ୍ରତ୍ୟେଙ୍ଗ ଏବଂ ଟିସ୍ୟୁରେ ‘ଆମିଲଇଡ୍’ ନାମରେ ଗୋଟାଏ ପ୍ରୋଟିନ୍ ଜମିବାରୁ ତାଙ୍କୁ ଏହି ରୋଗ ହୋଇଥିଲା ବୋଲି ତାଙ୍କ ପରିବାରସୂତ୍ରରୁ ପ୍ରକାଶ। ଏଥିଯୋଗୁଁ ତାଙ୍କ ଅଙ୍ଗପ୍ରତ୍ୟେଙ୍ଗ ଏବଂ ଟିସ୍ୟୁଗୁଡ଼ିକ ଠିକ୍ ଭାବେ କାମ […]
ବାସ୍ତବ ବ୍ୟୁରୋ: ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖରୁ ମାଟ୍ରିକ ପରୀକ୍ଷା ହେବ। ଏନେଇ ବୋର୍ଡ ପକ୍ଷରୁ ଜାରି ହୋଇଛି ପରୀକ୍ଷା ସୂଚୀ। ଏହି ପରୀକ୍ଷା ୧୦ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ମାଟ୍ରିକ ପରୀକ୍ଷା ସହ ମଧ୍ୟମା, ଓପନ ସ୍କୁଲ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ସକାଳ ୮ଟା ରୁ ୧୦ଟା ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ । ଚଳିତବର୍ଷ ୫ ଲକ୍ଷ ୩୨ […]
ଦେବକାନ୍ତ ମହାନ୍ତି (ଚାନ୍ଦବାଲି)୦୪/୦୨/୨୦୨୩-ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନସ୍ଥ ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତା ମହୁଲିଆ ଛକନିକଟ ରେ ଜଣେ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ଶବ ଜବତ କରି ଚାନ୍ଦବାଲି ଶଵ ବ୍ୟବଚ୍ଛେଦ କେନ୍ଦ୍ରକୁ ପଠାଇଛି। ଶଵ ଜଵଦ ବେଳେ ବ୍ୟକ୍ତିଙ୍କ ବେକରେ ଗାମୁଛା ଭିଡି ମାରି ଦେଇଥିବା ସନ୍ଦେହ କରା ଯାଉଛି। ଶବ ନିକଟରେ ରକ୍ତ ଛିଟା ପଡ଼ି ଥିବା ବେଳେ ଶବର କୌଣସି […]
ବାସ୍ତବ ବ୍ୟୁରୋ: ଚିଲ୍ ରେ ଗ୍ରୀଷ୍ମ ପ୍ରବାହ ହେତୁ ଅନେକ ଜଙ୍ଗଲରେ ନିଆଁ ଲାଗିଯାଇଛି । ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହିତ ପ୍ରାୟ ୧୪ ହଜାର ହେକ୍ଟର (35 ହଜାର ଏକର) ଜମି ପୋଡି ପାଉଁଶ ହୋଇଯାଇଛି। ଅଧିକାରୀ କହିଛନ୍ତି ଯେ ରାଜଧାନୀ ସାଣ୍ଟିଆଗୋ ଠାରୁ ପ୍ରାୟ ୫୦୦ କିଲୋମିଟର ଦୂରରେ ଥିବା ସାଣ୍ଟା ଜୁଆନା ସହରରେ ଜଣେ ଅଗ୍ନିଶମ କର୍ମଚାରୀଙ୍କ ସମେତ ୧୧ ଜଣଙ୍କର […]
ବାସ୍ତବ ବ୍ୟୁରୋ: ଭେଟେରାନ ଦକ୍ଷିଣ ଭାରତୀୟ ଗାୟିକା ବାଣୀ ଜୟରାମ୍ ଙ୍କର ଆଜି (ଶନିବାର) ଦେହାନ୍ତ ହୋଇଛି। କିଛି ଦିନ ତଳେ ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା । ସୂଚନା ମୁତାବକ, ଚେନ୍ନାଇସ୍ଥିତ ତାଙ୍କ ଘରେ ବାଣୀ ଜୟରାମଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ବାଣୀ ଜୟରାମଙ୍କୁ ୭୮ବର୍ଷ ବୟସ ହୋଇଥିଲା। ତେବେ କେଉଁ କାରଣ ପାଇଁ ତାଙ୍କର ଦେହାନ୍ତ ହେଲା, ତାହା ଜଣା ପଡିନାହିଁ । ତାଙ୍କ […]
ବାସ୍ତବ ବ୍ୟୁରୋ: ଆସାମ ସରକାର ଆଜି (ଶୁକ୍ରବାର) ବାଲ୍ୟ ବିବାହ ବିରୋଧରେ ଏକ ବଡ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ବାଲ୍ୟ ବିବାହରେ ଯୋଗ ଦେଇଥିବାରୁ ୫୨ ପୁରୋହିତ ଏବଂ କାଜିଙ୍କୁ ଗିରଫ କରାଯାଇଛି। ଡିଜିପି ଜିପି ସିଂ କହିଛନ୍ତି ଯେ ଧୁବ୍ରି, ବାରପେଟା, କୋକରାଝାର, ବିଶ୍ୱନାଥ ଜିଲ୍ଲାରୁ ସର୍ବାଧିକ ଗିରଫ କରାଯାଇଛି। ଏହାପୂର୍ବରୁ ଗୁରୁବାର ସନ୍ଧ୍ୟାରେ ବାଲ୍ୟ ବିବାହ ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୦୨-୦୨-୨୦୨୩ ରାତ୍ରୀରେ ଜେସିବ ମେସିନ ସାହର୍ଯ୍ୟରେ ହେଉଛି ଲକ୍ଷାଧ୍ୟକ ଟଙ୍କାର ମାଟି ଚୋରୀ , ସେହି ମାଟିକୁ ସରକାରୀ ସ୍ଥାନରୁ ଉଠାଯାଇ ପୁଣି ସରକାରୀ କାର୍ଯ୍ୟଦେଶରେ ବିନିଯୋଗ କରାଯାଉଛି । ଏପଟେ ନାଳ ଖୋଳା ପାଇଁ ମନରେଗା ସାହାଯ୍ଯରେ ପ୍ରଜେକ୍ଟ ପାଇଁ ଆଗୁଆ ନାଳରୁ ମାଟି ଉଠାଯାଉଛି ପୁଣି ସେହି ମାଟିକୁ ୫ ଟି ସ୍କୁଲରେ ମାଟି ଫିଲିଙ୍ଗ କରାଯାଉଛି। ଏପେଟେ ସରକାରଙ୍କ ରାଜସ୍ବ ଫାଙ୍କି ମାଟି ଉଠାଣ […]
ବାସ୍ତବ ବ୍ୟୁରୋ: କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ତଥା ଛାତ୍ରଛାତ୍ରୀମାନଙ୍କର ବହୁ ଦିନର ଦାବି ଆଜି ପୂରଣ ହୋଇଛି । କୋରାପୁଟ ଜିଲ୍ଲାର ଜୟପୁରରେ ଥିବା ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ବିକ୍ରମଦେବ ମହାବିଦ୍ୟାଳୟ ୧୯୪୭ ମସିହାରେ ସ୍ଥାପିତ ହୋଇଥିଲା। ଚଳିତ ବର୍ଷ ଏହି ମହାବିଦ୍ୟାଳୟ ତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି । ବିକ୍ରମ ଦେବ […]
ବାସ୍ତବବ୍ୟୁରୋ(ଭୁବନେଶ୍ୱର): ଉତ୍କଳରତ୍ନ ପ୍ରଫେସର ଶତ୍ରୁଘ୍ନନାଥଙ୍କ ୧୦୮ ତମ ଜୟନ୍ତୀ ଉତ୍ସବ ବୁଧବାର,ଅପରାହ୍ଣଘ ୪.୩୦ ମିନିଟ ସମୟରେ ସହୀଦନଗର ବିଷ୍ଣୁମନ୍ଦିର ପରିସରସ୍ଥିତ ସାଂସ୍କୃତିକ ପରିଷଦ ପ୍ରେକ୍ଷାଳୟରେ ପ୍ରାବନ୍ଧିକ ଡ଼ଃ ଏକାଦଶୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି lପ୍ରାରମ୍ଭରେ ଶ୍ରୀ ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରାଯାଇ ଶୁଭାରମ୍ଭ କରାଯାଇଥିଲା। ଏଥିରେ କବି ଗୌତମ ଚରଣ ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ […]
ବାସ୍ତବ ବ୍ୟୁରୋ: ଆଜି ପୂର୍ବାହ୍ନ ୧୧ଟା ବେଳେ ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଥିଲେ।


