ପ୍ରମୋଦ ନାୟକ(ଭୁବନେଶ୍ବର): ରାଜଧାନୀରେ ହୋଲି ପାଇଁ ସଜାଗ କମିଶନରେଟ ପୋଲିସ। ସ୍ପେଶାଲ ସ୍କ୍ୱାର୍ଡ ଓ ଟିମ-୬୦ ରାଜଧାନୀ ଉପରେ ରଖିବ ତିଖ୍ନ ନଜର। ଏ ନେଇ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇ କହିଛନ୍ତି କି, ରାଜଧାନୀରେ ସକାଳ ୭ଟାରୁ ଅପରାହ୍ଣ ୩ଟା ଯାଏ ହୋଲି ପାଳିବାକୁ ଅନୁମତି ଦିଆଯାଇଛି। ଏହି ସମୟରେ ସ୍ପେଶାଲ ସ୍କ୍ୱାର୍ଡ ଓ ଟିମ-୬୦ ରାଜଧାନୀ ଉପରେ […]
ବାସ୍ତବ ବ୍ୟୁରୋ: NTA NEET UG ପରୀକ୍ଷା ଫର୍ମ ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୬, ୨୦୨୩ ରୁ ପରୀକ୍ଷା ପାଇଁ ଅନଲାଇନ୍ ଆବେଦନ ଫର୍ମ ଆରମ୍ଭ ହୋଇ ୬ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ ଚାଲିବ । ଏହି ବର୍ଷ NTA ନ୍ୟାସନାଲ ଏଲିଜିବିଲିଟି କମ ପ୍ରବେଶିକା ପରୀକ୍ଷା (NEET-UG) 2023 ପାଇଁ ଆବେଦନ ଫି ବୃଦ୍ଧି କରିଛି। ଆସନ୍ତୁ ଜାଣିବା କେଉଁ ବର୍ଗ ପାଇଁ […]
ବାସ୍ତବ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୋମବାର କହିଛନ୍ତି ଯେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ମାଧ୍ୟମରେ ଲେଣ- ଦେଣ ଗତ ୧ ବର୍ଷରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଦୈନିକ କାରବାର ମଧ୍ୟ ୩୬ କୋଟି ଅତିକ୍ରମ କରିଛି, ଯାହା ଫେବୃଆରୀ ୨୦୨୨ ରେ ୨୪ କୋଟିରୁ ୫୦% ବୃଦ୍ଧି ପାଇଛି । ମୂଲ୍ୟ ଦୃଷ୍ଟିରୁ, ଏହି କାରବାରଗୁଡ଼ିକର ଟ୍ରାଞ୍ଜାକ୍ସନ ୬.୨୭ […]
ପୁରୁଷୋତ୍ତମ ମହାପାତ୍ର(ଭଞ୍ଜନଗର):୦୬/୦୩/୦୨୩-ଭଞ୍ଜନଗର କୋର୍ଟ ପରିସର ମଧ୍ୟରେ ଉତ୍କଳ ସାମ୍ବାଦିକ ସଂଘର ଆହ୍ୱାନ କ୍ରମେ ଏକ ବୈଠକ ସଂଘର ସଭାପତି ପ୍ରଦୀପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ରାଜନୈତିକ ଦଳ ଏବଂ ଭଞ୍ଜନଗର ବ୍ଲକର ବିଭିନ୍ନ ଅନୁଷ୍ଠାନମାନେ ଯୋଗଦାନ କରିଥିଲେ । ଅତିଥିଭାବେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦ୍ୟୁମ୍ନ ନାୟକ, ଘୁମୁସର ଜିଲ୍ଲା ଉପସଭାପତି ଅଯୋଧ୍ୟାନାଥ ମହାପାତ୍ର, କଂଗ୍ରେସ ପିସିସି ସଭ୍ୟ ଦେବୀ ପ୍ରସାଦ […]
ସଂଜୟ ଶତପଥୀ(କଟକ): ଆଗକୁ ରଙ୍ଗ ଖେଳିବାର ପର୍ବ ହୋଲି ଉତ୍ସବ ଓ ଜନସାଧାରଣଙ୍କର ଉତ୍ସୁକତାକୁ ଦେଖୂ ଚଳଚଞ୍ଚଳ ହୋଇଉଠିଛନ୍ତି କିଛି ନକଲି ରଙ୍ଗ ବେପାରୀ।ଅନୁଶୋଚନା ନାହିଁ କିଛି ଅର୍ଥ ଉପାର୍ଜନ ଲାଗି କେତେ ଦୁର୍ମୂଲ୍ୟ ମନୁଷ୍ୟ ଜୀବନ ସହ ସେମାନେ ଖେଳ ଖେଳିବାକୁ ଯାଉଛନ୍ତି।ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ହୃଦୟଙ୍ଗମ କରିବା ସହ ଅମୂଲ୍ୟ ମନୁଷ୍ୟ ଜୀବନ କୁ ରକ୍ଷା କରିବାକୁ ଆଜି କଟକ କମିଶନରେଟ୍ ପୋଲିସ୍ ଅଣ୍ଟାଭିଡି ସଜାଗ ହୋଇଉଠିଛି। […]
ବାସ୍ତବ ବ୍ୟୁରୋ: ମାଣିକ ସାହା ଦ୍ୱିତୀୟ ଥର ପାଇଁ ତ୍ରିପୁରାର ସିଏମ୍ ହେବେ। ସୋମବାର ବିଜେପି ବିଧାନସଭା ପାର୍ଟି ବୈଠକରେ ସାହା ବିଧାନସଭା ଦଳର ନେତା ଭାବରେ ମନୋନୀତ ହୋଇଛନ୍ତି। ସନ୍ଧ୍ୟାରେ ସାହା ରାଜ ଭବନରେ ପହଞ୍ଚି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ବିଜେପିର ଜଣେ ମୁଖପାତ୍ର ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଏହି ଚୟନକୁ ଦଳର ସମସ୍ତ ବିଧାୟକ ସର୍ବସମ୍ମତି କ୍ରମେ […]
ବାସ୍ତବ ବ୍ୟୁରୋ : ସୋମବାର ଦିନ ବିଧବା ମାଆମାନେ ବୃନ୍ଦାବନରେ ଥିବା ଗୋପୀନାଥ ମନ୍ଦିରରେ ଫୁଲ ଏବଂ ଅଭିର ସହିତ ହୋଲି ଖେଳିଲେ। ଏଥିରେ ଅଂଶଗ୍ରହଣ କରିବାକୁ ଏକ ହଜାରରୁ ଅଧିକ ଦେଶୀ ତଥା ବିଦେଶୀ ମହିଳା ମଧ୍ୟ ପହଞ୍ଚିଥିଲେ। ବିଦେଶୀ ପର୍ଯ୍ୟଟକମାନେ କହିଛନ୍ତି – ଚମତ୍କାର, ପ୍ରଥମ ଥର ପାଇଁ ଏପରି ଦୃଶ୍ୟ ଦେଖି, ପ୍ରଥମ ଥର ପାଇଁ ଏପରି ଆନନ୍ଦ ଅନୁଭବ କରୁଛୁ । ଗୋପୀନାଥ ମନ୍ଦିରର […]
ବାସ୍ତବ ବ୍ୟୁରୋ:ଆଜି (ସୋମବାର) ବଡ଼ି ସକାଳେ ନିକୋବର ଦ୍ବୀପପୁଞ୍ଜ ଠାରେ ୫.୦ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ କହିଛି। ସେହିପରି ଆଜି ସକାଳ ପ୍ରାୟ ୬:୩୦ରେ ଗୁଜୁରାଟ ର ଦ୍ୱାରକାଠାରେ ମଧ୍ୟ ୪.୩ ତୀବ୍ରତା ର ଭୂମିକମ୍ପ ଅନୁଭୂତ ହୋଇଥିଲା । ନିକୋବର ଦ୍ବୀପପୁଞ୍ଜ ଠାରେ ଭୋର୍ ପ୍ରାୟ ୫.୭ରେ ସଂଘଠିତ ହୋଇଥିବା ଏହି ଭୂମିକମ୍ପ ଯୋଗୁଁ କୌଣସି ଧନଜୀବନ କ୍ଷୟକ୍ଷତି ହୋଇଥିବାର […]
ବାସ୍ତବ ବ୍ୟୁରୋ : ତ୍ରିପୁରାରେ ୩୨ ଟି ଆସନରେ ବହୁମତ ହାସଲ କରି ବିଜେପି ନିର୍ବାଚନରେ ଜିତିଛି, କିନ୍ତୁ କିଏ ସିଏମ ହେବ ସେନେଇ ନିଷ୍ପତ୍ତି ନିଆଯାଇ ନାହିଁ। ତେବେ ଏଥର ରାଜ୍ୟରେ ବିଜେପି ମହିଳା ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଏହା ଦ୍ୱିତୀୟ ଥର ହେବ ଜଣେ ମହିଳା ରାଜ୍ୟର ନେତୃତ୍ୱ ନେବେ। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ ପ୍ରତିମା ଭୌମିକ ଧନପୁର […]
ବାସ୍ତବ ବ୍ୟୁରୋ: ତୋସାଖାନା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ପାକିସ୍ତାନ ପୋଲିସ ରବିବାର ତାଙ୍କ ଘରେ ପହଞ୍ଚିଥିଲା। ଇସଲାମାବାଦ ପୋଲିସ ଟ୍ୱିଟ୍ କରି କହିଛି ଯେ ଏସପି ତାଙ୍କ ଘରେ ପହଞ୍ଚିବା ପରେ ଇମ୍ରାନ ସେଠାରେ ଉପସ୍ଥିତ ନଥିଲେ। କିଛି ଘଣ୍ଟା ପରେ ଇମ୍ରାନ ଖାନ ଲାହୋରରେ ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ ଯେ “ମୁଁ କେବେ କାହା ଆଗରେ ମୁଣ୍ଡ […]


