ବାସ୍ତବ ବ୍ୟୁରୋ: ଆର୍ଥିକ ବର୍ଷର ଶେଷ ମାସ ୨୦୨୨-୨୩ ଅର୍ଥାତ୍ ମାର୍ଚ୍ଚ ଆରମ୍ଭ ହୋଇଯାଇଛି । ଏହି ମାସ ସରିବା ଆଗରୁ ଆପଣନଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ହେବ । ଏହି କାର୍ଯ୍ୟଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି PAN କୁ ଆଧାର ସହିତ ଲିଙ୍କ୍ କରିବା । ଯଦି ଆପଣ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ତାହା ନକରନ୍ତି, ତେବେ ଆପଣଙ୍କର PAN ନିଷ୍କ୍ରିୟ ହୋଇଯିବ । […]

ସଂଜୟ ଶତପଥୀ(କଟକ): ଓଡ଼ିଶାର ବରପୁତ୍ର, ବୀରପୁତ୍ର, ଇଣ୍ଡୋନେସିଆ ର ଭୂମିପୁତ୍ର, ପ୍ରବାଦ ପୁରୁଷ, ଅପ୍ରତିଦ୍ଵନ୍ଦୀ ରାଜନେତା ତଥା ସଦାସର୍ବଦା ଓଡ଼ିଶାବାସୀଙ୍କ ବିଜୟକୁ ସ୍ବାଗତ କରୁଥିବା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ମହାସମାରୋହରେ କଟକରେ ପାଳିତ ହେଉଛି। ଏହି ପରିପ୍ରେକ୍ଷୀରେ ଶତାଧିକ ବିଜୁ ପ୍ରେମୀ ଏକ ସାଇକେଲ ଶୋଭାଯାତ୍ରାରେ ପ୍ରବାଦ ପୁରୁଷଙ୍କ ଜନ୍ମସ୍ଥାନ ଆନନ୍ଦ ଭବନରୁ ବାହାରି ବିଭିନ୍ନ ସ୍ଲୋଗାନ ସହ ବକ୍ସି […]

ବାସ୍ତବ ବ୍ୟୁରୋ: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାସ୍ଥିତ ରାଜ୍ୟ ଶକ୍ତି କମ୍ପାନୀ ପର୍ଟାମିନା ଦ୍ୱାରା ପରିଚାଳିତ ଏକ ତୈଳ ଡିପୋରେ ଭୟାବହ ଅଗ୍ନିକାଣ୍ଡ ଘଟିବା ଫଳରେ ଦୁଇ ଶିଶୁଙ୍କ ସମେତ ୧୭ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୬ ଜଣ ନିଖୋଜ ଅଛନ୍ତି । ଉକ୍ତ ଇନ୍ଧନ ଭଣ୍ଡାର ଉତ୍ତର ଜାକର୍ତ୍ତାର ଏକ ଜନବହୁଳ ଅଞ୍ଚଳ ନିକଟରେ ଅବସ୍ଥିତ । ଏହା ଇଣ୍ଡୋନେସିଆର ଆବଶ୍ୟକତାର ୨୫ ପ୍ରତିଶତ ଇନ୍ଧନ ଯୋଗାଉଛି। ମାମଲା […]

ଜୟନ୍ତ ଶତପଥୀ(ଡେରାବିଶ):କେନ୍ଦ୍ରାପଡ଼ାର ଡେରାବିଶ ବ୍ଲକସ୍ଥ, ଚାନ୍ଦୋଳ ପଞ୍ଚାୟତ ଅନ୍ତର୍ଗତ ନହଣଶାସନ ଠାରେ, ଶ୍ରୀ ଶ୍ରୀ ରଘୁନାଥ ଓ ଶ୍ରୀ ଶ୍ରୀ ଲକ୍ଷେଶ୍ୱରଙ୍କ କୃପା ଅବଲମ୍ବନ କରି ଶ୍ରୀ ଲକ୍ଷେଶ୍ୱର କୃପାପରିଷଦ ୩୧ତମ ଶ୍ରୀରାମ ଚରିତ ମାନସ ନବାର୍ଣ୍ଣ ପାରାୟଣ ମହାଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ଫ୍ରେବୁଆରି ୨୧ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଶ୍ରୀ ଲକ୍ଷେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଅଛି । କାର୍ଯ୍ୟସୂଚୀ ଅନୁଯାୟୀ […]

ପ୍ରମୋଦ ନାୟକ(ଭୁବନେଶ୍ବର): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଚାଲିଛି। ଏହାଛଡ଼ା କେନ୍ଦୁଝରର ୭ଟି ଓ ଭୁବନେଶ୍ୱରର ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି।ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି ଆଦେଶ ବଳରେ ୧୦ଜଣ ଡିଏସପି, ୭ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଚଢ଼ଉ କରାଯାଉଛି।ଭୁବନେଶ୍ୱରରେ ତାଙ୍କର ପାଞ୍ଚଟି […]

ନୂଆଦିଲ୍ଲୀ: ଦେଶର ତିନି ଉତ୍ତରପୂର୍ବ ରାଜ୍ୟରେ ସଂପନ୍ନ ହୋଇଥିବା ବିଧାନସଭା ନିର୍ବାଚନରେ, ତ୍ରିପୁରା ଓ ନାଗାଲାଣ୍ଡ୍‌ରେ ବିଜେପି ପୁଣି ଥରେ ସରକାର ଗଠନ କରିବାକୁ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଅନ୍ୟପକ୍ଷରେ ମେଘାଳୟରେ ଝୁଲା ସ୍ଥିତି ଦେଖିବାକୁ ମିଳିଛି। ଦୁଇଟି ରାଜ୍ୟରେ ମିଳିଥିବା ନିର୍ବାଚନୀ ସଫଳତା ପାଇଁ ତ୍ରିପୁରା ଓ ନାଗାଲାଣ୍ଡ୍‌ର ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଛନ୍ତି। ମେଘାଳୟରେ ଦଳର ସ୍ଥିତି ପୂର୍ବାପେକ୍ଷା ସୁଦୃଢ଼ ହୋଇଥିବାରୁ ଭୋଟର୍‌ଙ୍କୁ କୃତଜ୍ଞତା ଜଣାଇବା […]

ବାସ୍ତବବ୍ୟୁରୋ(କୋରାପୁଟ):ଶୁକ୍ରବାର ଭୋର ୫.୫ ମିନିଟରେ କୋରାପୁଟ ଜିଲ୍ଲାର ନାରାୟଣପାଟଣା ଓ ଲକ୍ଷ୍ମୀପୁରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ହଠାତ ଭୋରରେ ଲୋକେ ଉଠିଥିବାବେଳେ ଝରକା ଓ ଆସବାବପତ୍ର ଗୁଡିକ ଆପେ ଆପେ ଦୋହଲିବାରେ ଲାଗିଥିଲା। ଲୋକେ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ। ପରେ ଏହା ଭୂକମ୍ପ ବୋଲି ଜଣାପଡିଥିଲା। ତେବେ ଜଗଦଳପୁରଠାରୁ ୧୨୯ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବାବେଳେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୮ ଥିବା […]

ବାସ୍ତବ ବ୍ୟୁରୋ: ତିନି ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ଭୋଟ ଗଣତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏପର୍ଯ୍ୟନ୍ତ ମିଳିଥିବା ରିପୋର୍ଟ ଅନୁସାରେ ତ୍ରିପୁରା ଏବଂ ନାଗାଲାଣ୍ଡରେ ବିଜେପିର ପ୍ରତ୍ୟାବର୍ତ୍ତନ । ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମାଙ୍କ ଏନପିପି ମେଘାଳୟର ଏକକ ବୃହତ୍ତମ ଦଳ ହୋଇପାରିଛି। ସର୍ବଶେଷ ରିପୋର୍ଟ ଅନୁସାରେ ଅଧିକାଂଶ ଆସନରେ ଫଳାଫଳ ଆସିଛି ଏବଂ ରାଜନୈତିକ ଦଳ ଅନେକଙ୍କ ନେତୃତ୍ୱ ନେଇଛନ୍ତି। ସୂଚନା ଅନୁଯାୟୀ, ବିଜେପି […]

ବାସ୍ତବ ବ୍ୟୁରୋ: ନୂଆଦିଲ୍ଲୀର ‘ଜେଏନ୍‌ୟୁ’ ବିଶ୍ବବିଦ୍ୟାଳୟ ପରିସରରେ ଧାରଣା ଦେଲେ ଶିକ୍ଷାର୍ଥୀମାନେ ୨୦,୦୦୦ ଟଙ୍କା ଜରିମାନା ଏବଂ ହିଂସାକାଣ୍ଡ ଭିଆଇଲେ ଆଡ୍‌ମିସନ୍‌ ରଦ୍ଦ ଅଥବା ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନେ ଦେବେ ବୋଲି ନୂତନ ଗାଇଡଲାଇନରେ ‘ଜବାହର୍‌ଲାଲ୍‌ ନେହେରୁ ବିଶ୍ବବିଦ୍ୟାଳୟ’ ଉଲ୍ଲେଖ କରିଛି।  ‘ଜେଏନ୍‌ୟୁ ଶିକ୍ଷାର୍ଥୀମାନଙ୍କ ପାଇଁ ଶୃଙ୍ଖଳା ନିମୟ ଓ ଶିଷ୍ଟ ଆଚରଣ’ରେ ପ୍ରତିବାଦ ଏବଂ ଜାଲିଆତି ଭଳି ବିଭିନ୍ନ ପ୍ରକାରର କାର୍ଯ୍ୟ ପାଇଁ ବିଭିନ୍ନ ପ୍ରକାର ଦଣ୍ଡବିଧାନ […]

ସଂଜୟ ଶତପଥୀ(କଟକ) :ପୁଣି ଓଲିଉଡ ପାଇଁ ଏକ ଦୁଃଖଦ ଖବର,ଓଡିଆ କଳାଜଗତରେ ଆଉ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା । ଲୋକପ୍ରିୟ ଯୁବ ଅଭିନେତା ପିଣ୍ଟୁ ନନ୍ଦ ଆଉ ନାହାଁନ୍ତି । ସେ ବୁଧବାର ରାତିରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ପିଣ୍ଟୁଙ୍କର ରାତି ପ୍ରାୟ ୧୧ଟା ୨୫ ସମୟରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ଲିଭର ସିରୋସିସ୍‌ରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କର […]

Pin It on Pinterest