ନବୀନ ଦାଶ(ବରଗଡ): ପ୍ରଜ୍ଞାନ ମିଶନ୍ ପକ୍ଷରୁ ୨୨ ଅକ୍ଟୋବର, ଶନିବାର ଦିନ ସୋହେଲା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୀତା ସୁଗୀତା କର୍ତ୍ତବ୍ଯା ଶୀର୍ଷକ ବ୍ଲକ୍ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଯଶୋଦା ଦାଶ, ପ୍ରଧାନ ଶିକ୍ଷକ ବିକ୍ରମ ପ୍ରଧାନ, ସଂସ୍କୃତ ଶିକ୍ଷକ ସୁବ୍ରତ ପଣ୍ଡା ଓ ଗୀତାନୁରାଗୀ ଅଗସ୍ତି ଭୋଇ ଅତିଥି ଭାବରେ ଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମ ଉଦ୍ଘାଟନ […]
ବାସ୍ତବ ବ୍ୟୁରୋ : ଦୀପାବଳି ପାଇଁ ସଜେଇ ହେଉଛି ଅଯୋଧ୍ୟା ନଗରୀ। ଶ୍ରୀରାମ ଜନ୍ମ ଭୂମିରେ ଏ ବର୍ଷ ୧୭ଲକ୍ଷ ଦୀପ ଜଳାଇବାକୁ ପ୍ରସ୍ତୁତି ଚାଲିଛି । ଏବେଠୁ ଆଲୋକରେ ଝଲସିଲାଣି ଅଯୋଧ୍ୟ ସହର । ରବିବାର ସନ୍ଧ୍ୟାରେ ଦୀପ ଆଲୁଅରେ ଝଲସିବ ୪୦ଟି ଘାଟ । ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ଭଗବାନ ଶ୍ରୀରାମଙ୍କ ଦର୍ଶନ କରିବା ସହ ସ୍ୱତନ୍ତ୍ର […]
ସଂଜୟ ଶତପଥୀ(କଟକ): କଟକ ଚୈ।ଧୁରୀବଜାରସ୍ଥିତ ମ୍ଯୂନିସିପାଲ୍ ମଡେଲ ହାଇସ୍କୁଲ ଠାରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ “ସୁରଭି”କାର୍ଯ୍ୟକ୍ରମ ଗୋଷ୍ଠୀ ଶିକ୍ଷା ସଂଯୋଜିକା ଶ୍ରୀମତୀ ବିଭାଷିନୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ମୀନା ସାହୁଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ ପ୍ରାରମ୍ଭ ରେ ସଭାପତିଙ୍କ ଦ୍ବାରା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପାଞ୍ଜଳୀ ଅର୍ପଣ କରାଯାଇଥିଲା।ଏହି ମହୋତ୍ସବରେ ମ୍ଯୂନିସିପାଲ୍ ମଡେଲ କ୍ଲଷ୍ଟର ଅଧୀନରେ ଥିବା […]
ବାସ୍ତବ ବ୍ୟୁରୋ: ଏଥର ଧୁମଧାମରେ ପାଳନ ହେବ ଦୀପାବଳି । ବେପାରୀମାନେ ମଧ୍ୟ ବାଣ ବିକ୍ରି କରି କିଛି ରୋଜଗାର କରିବାକୁ ଆଶା ବାନ୍ଧିଛନ୍ତି । ଏହି ସମୟରେ କମିସନରେଟ ପୁଲିସ କଟକ ଓ ଭୁବନେଶ୍ୱରରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି କରିଛି । କମିସନରେଟ ପୁଲିସ ପକ୍ଷରୁ ଦୀପାବଳି ପାଇଁ ନିର୍ଦ୍ଦେଶାବଳି ଜାରି ହୋଇଛି। ଦୀପାବଳି ଦିନ ମାତ୍ର ୨ ଘଂଟା ବାଣ ଫୁଟାଇବାକୁ […]
ବାସ୍ତବ ବ୍ୟୁରୋ: ଓମିକ୍ରନ୍ର ନୂଆ ସବ୍ ଭାରିଏଣ୍ଟ ‘ଏକ୍ସ୍ବିବି’ ଯୋଗୁଁ କେତେକ ଦେଶରେ ଆଉ ଏକ ସଂକ୍ରମଣ ଲହର୍ ଦେଖା ଦେଇପାରେ ବୋଲି ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ମୁଖ୍ୟ ବୈଜ୍ଞାନିକା ଡକ୍ଟର୍ ସୌମ୍ୟା ସ୍ବାମୀନାଥନ୍ କହିଛନ୍ତି । ସ୍ବାମୀନାଥନ୍ କହିଛନ୍ତି, “ଓମିକ୍ରନ୍ର ୩୦୦ ସବ୍ ଭାରିଏଣ୍ଟ ଅଛି। ମୋର ମନେହୁଏ ସମ୍ପ୍ରତି ବାହାରି ଥିବା ‘ଏକ୍ସ୍ବିବି’ ହେଉଛି ଗୋଟାଏ ପୁନଃମିଶ୍ରିତ ଭୂତାଣୁ। ଆଗରୁ ମଧ୍ୟ ଆମେ କେତେଗୁଡ଼ିଏ ପୁନଃମିଶ୍ରିତ ଭୂତାଣୁ […]
ବାସ୍ତବବ୍ୟୁରୋ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଦେଢ଼ ବର୍ଷ ମଧ୍ୟରେ ଅର୍ଥାତ ଡିସେମ୍ବର ୨୦୨୩ ସୁଦ୍ଧା ୧୦ ଲକ୍ଷ ଯୁବକଙ୍କୁ ଚାକିରି ଦେବେ। ସେ ଏହି ମେଗା ନିଯୁକ୍ତି ଡ୍ରାଇଭ୍କୁ ଧନ୍ତରାସ୍ ଦିନ ଅର୍ଥାତ୍୨୨ ଅକ୍ଟୋବର ଦିନ ଦିୱାଲୀ ଧମାକା ଆରମ୍ଭ କରିବେ | ଏହି ଦିନ ୭୫୦୦୦ ଯୁବକଙ୍କୁ ନିଯୁକ୍ତି ପତ୍ର ଦେବେ | ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଯୁବକମାନଙ୍କ ସହିତ ବାର୍ତାଳାପ କରିବେ | […]
ଭୁବନେଶ୍ୱର(ବାସ୍ତବ ବ୍ୟୁରୋ): ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ସି-ତ୍ରଙ୍ଗକୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଆଜି (ଗୁରୁବାର) ଜାରି କରିଛି ଏକ ବୁଲେଟିନ୍। ଆଇଏମ୍ଡି ଜାରି କରିଥିବା ବୁଲେଟିନ୍ ସୂଚନା ଆଧାରରେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଅକ୍ଟୋବର ୨୩ ଓ ୨୪ରେ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଉପକୂଳ ଓଡ଼ିଶାରେ ପବନ ବହିବାର ସମ୍ଭାବନା ରହିଛି। ୨୩ ଅକ୍ଟୋବରରେ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା […]
ନବୀନ ଦାଶ(ଅତାବିରା): ଅତାବିରା ବ୍ଲକ ସରଣ୍ଡା ଛକରେ ଆଜି ଦୁଇଜଣ ଠକ ଙ୍କୁ ଅତାବିରା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ସେମାନେ ହେଲେ ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ଚାରବାଟି ନିକଟସ୍ଥ ଇଣ୍ଡିଆ ବଜାର ର ସୁକାନ୍ତ ଆଚାର୍ଯ୍ୟ(୨୦) ଓ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ କେରାଡଗଡ ର ସୁଶାନ୍ତ ପ୍ରଧାନ(୪୨) । ଜାତୀୟ ରାଜପଥରେ ପୋଲିସ ଯାନବାହନ ଗୁଡ଼ିକୁ ଯାଞ୍ଚ କରୁଥିବା ବେଳେ ଏହି […]
ବାସ୍ତବବ୍ୟୁରୋ:ଇଣ୍ଡୋନେସିଆର ଜାକର୍ତ୍ତା ଇସଲାମିକ୍ ସେଣ୍ଟର ଗ୍ରାଣ୍ଡ ମସଜିଦର ବିଶାଳ ଗମ୍ବୁଜରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।ଯାହା ଫଳରେ ଗମ୍ବୁଜ ଭୁଶୁଡି ପଡିଲା। ଗଲ୍ଫ ଟୁଡେ ରିପୋର୍ଟ ଅନୁଯାୟୀ ଏହି ଦୁର୍ଘଟଣାରେ କୌଣସି ହତାହତ ହୋଇନାହାଁନ୍ତି। ଗମ୍ବୁଜର ନବୀକରଣ କାର୍ଯ୍ୟ ଚାଲିଥିବା ସମୟରେ ନିଆଁ ଲାଗିଯାଇଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ଦଶଟି ଅଗ୍ନି ନିରାପାଟ ଗାଡି ବ୍ୟବହୃତ ହୋଇଥିଲା ।
ଡ଼.ନବକିଶୋର ମିଶ୍ର ହିନ୍ଦୁ ଧର୍ମର ପ୍ରମୁଖ ପର୍ବ ମଧ୍ୟରୁ ଦିୱାଲୀ ବା ଦୀପାବଳି ଅନ୍ୟତମ | ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ଅମାବାସ୍ୟାରେ ଦିୱାଲୀ ପାଳନ କରାଯାଏ।ଏହି ବର୍ଷ କାର୍ତ୍ତିକ ମାସର ଅମାବାସ୍ୟା ତାରିଖ ୨୪ ଅକ୍ଟୋବରରେ | ଏଭଳି ପରିସ୍ଥିତିରେ ୨୪ ଅକ୍ଟୋବରରେ ଦୀପାବଳିର ପର୍ବ ପାଳନ କରାଯିବ | ବିଶ୍ୱାସ କରାଯାଏ ଯେ ଏହି ଦିନ ଲକ୍ଷ୍ମୀ-ଗଣେଶଙ୍କୁ ପୂଜା କରିବା ଦ୍ୱାରା ଘରେ […]


