ବାସ୍ତବ ବ୍ୟୁରୋ: ଚାଇନାର ଆତଙ୍କ ଖେଳାଇଥିବା ଓମିକ୍ରନ ଭାରିଏଣ୍ଟର ବିଏଫ ୭ ଓଡ଼ିଶା ଓ ଗୁଜରାଟରୁ ଠାବ ହେବା ପରେ ସମସ୍ତେ ଆତଙ୍କିତ ହୋଇପଡ଼ିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା କୁ ନେଇ, ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ, କରୋନା ପାଇଁ ପ୍ରସ୍ତୁତି, ଟିକାକରଣର ସ୍ଥିତି, ନୂତନ କୋଭିଡ-୧୯ ଭାରିଆଣ୍ଟର ଆଗମନ […]

ବାସ୍ତବ ବ୍ୟୁରୋ : ଆସନ୍ତା ଜାନୁଆରି ୧୬ ତାରିଖ ସୁଦ୍ଧା ୮ ଦଫା ଦାବି ପୂରଣ ନ ହେଲେ ୧୭ ତାରିଖ ଠାରୁ କୌଣସି ଘରୋଇ ବସ୍‌ ରାସ୍ତାରେ ଗଡ଼ିବ ନାହିଁ । ଘରୋଇ ବସ୍ ମାଲିକ ସଂଘ ରାଜ୍ୟ ସରକାରଙ୍କୁ ଏପରି ଚେତାବନୀ ଦେଇଛି। ଘରୋଇ ବସ୍‌ ମାଲିକ ସଂଘ ଏପରି ନିଷ୍ପତ୍ତି ନେଇଛି। ଆଜି ୮ ଦଫା ଦାବି ପୂରଣ ନେଇ ଘରୋଇ ବସ୍‌ ମାଲିକ ସଂଘର […]

ବାସ୍ତବ ବ୍ୟୁରୋ : ଚୀନରେ କୋଭିଡ୍-୧୯ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ପରିସ୍ଥିତି ଏପରିକି, କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ମେଡିକାଲ୍ ବାହାରେ ଅପେକ୍ଷା କରିବାକୁ ପଡ଼ୁଛି। ବେଜିଂର ଅନେକ ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା ପାଇଁ ମିଳୁନି ବେଡ୍। ଡାକ୍ତର ଏବଂ ନର୍ସିଂ କର୍ମଚାରୀଙ୍କ ଅଭାବ ରହିଥିବା ବେଳେ ଔଷଧ ଏବଂ ଅମ୍ଳଜାନର ସଙ୍କଟ ମଧ୍ୟ ଗଭୀର ହେବାରେ ଲାଗିଛି। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି, ଏସମୟର ବହୁ […]

ସୁବର୍ଣ୍ଣପୁର(ନମୋଗୁରୁ ହୋତା):ସୋନପୁର ସହର ସ୍ଥିତ ଜିଲ୍ଳା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପୂର୍ଣ୍ଣ ମାତ୍ରାରେ ଜନସାଧାରଣ ଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ ୫୦ ଶଯ୍ୟାବିଶିଷ୍ଟ ମାତୃ ଓ ଶିଶୁ ସ୍ବାସ୍ଥ୍ଯ କେନ୍ଦ୍ରର କାର୍ଯ୍ୟକାରୀ କରାଯାଇଛି l ଏଣିକି ମାତୃ ଓ ଶିଶୁ ସମ୍ୱନ୍ଧୀୟ ସମସ୍ତ ଚିକିତ୍ସା ସେବା ସୁବିଧା ଏହି କେନ୍ଦ୍ରରେ ଜନସାଧାରଣ ଙ୍କ ନିମନ୍ତେ ଉପଲବ୍ଧ ରହିବ l ପ୍ରକାଶ ଥାଉକି ୨୦୨୨ ଜୁନ […]

ସଂଜୟ ଶତପଥୀ(କଟକ): ଓଡ଼ିଶାରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କର ଶିକ୍ଷାର ବିକାଶରେ ମୂଖ୍ୟ ଭୂମିକାକୁ ଦୀର୍ଘ ୭୬ ବର୍ଷ ଧରି ନିଷ୍ଠାର ସହ ନିର୍ବାହ କରିଆସୁଥୂବା ସର୍ବପୁରାତନ ଅନୁଷ୍ଠାନ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ର ଚଳିତ ବର୍ଷର ୯ମ ଓ ୧୦ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ଅନୁଷ୍ଠିତ ହେବାକୁ ଥିବା ଟର୍ମ-୨ ପରୀକ୍ଷା ଲାଗି ଟେଷ୍ଟ ପେପର ପ୍ରକାଶ ପାଇଛି। ଛାତ୍ର ଛାତ୍ରୀ, ଶିକ୍ଷକ ଓ ଅଭିଭାବକ ମାନଙ୍କ ଦ୍ଵାରା […]

ସଂଜୟ ଶତପଥୀ(କଟକ):୧୮/୧୨- ରବିବାର ଆଜି ରୋଟ୍ରାକ୍ଟ ଡିଷ୍ଟ୍ରିକ୍ଟ୍ ୩୨୬୨ ର ବାର୍ଷିକ କ୍ରିକେଟ୍ ପ୍ରତିଯୋଗିତା କଟକ ବିଡାନାସୀ ସ୍ଥିତ ବସୁନ୍ଧରା ଖେଳପଡିଆରେ ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରତିଯୋଗିତା ରୋଟ୍ରାକ୍ଟ କଟକ ସେଣ୍ଟ୍ରାଲ୍ ତରଫରୁ ଆୟୋଜନ କରାଯାଇଥିଲା। ଏହି କ୍ରିକେଟ୍ ପ୍ରତିଯୋଗିତାର ମୁଖ୍ଯ ଉଦ୍ଦେଶ୍ଯ ଥିଲା ରୋଟ୍ରାକ୍ଟ ଦ୍ୱାରା ହେଉଥିବା ବିଭିନ୍ନ ସେବାମୂଳକ କାର୍ଯ୍ଯକ୍ରମ ବିଶେଷ କରି ଗରୀବ ପିଲା ଙ୍କୁ ଦୈନିକ ମାଗଣା ଶିକ୍ଷାଦାନ ଯୋଜନା ଯାହା “ପାଠଶାଳା” […]

ବାସ୍ତବ ବ୍ୟୁରୋ: ସରଗମ କୌଶଲ ମିସେସ୍ ୱାର୍ଲ୍ଡ ୨୦୨୨ ଟାଇଟଲ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ୬୩ ଟି ଦେଶର ମହିଳା ଅଂଶଗ୍ରହଣ କରିଥିଲେ, ଯେଉଁଥିରୁ ସରଗମ କୌଶଲ ଜିତିଛନ୍ତି । ଭାରତ ୨୧ ବର୍ଷ ପରେ ମିସେସ୍ ୱାର୍ଲ୍ଡର ମୁକୁଟ ଫେରି ପାଇଛି । ଏହା ପୂର୍ବରୁ ୨୦୦୧ ମସିହାରେ ଡକ୍ଟର ଆଦିତି ଗୋବିତ୍ରିକର ଏହି ଟାଇଟଲ ଜିତିଥିଲେ। ମିସେସ୍ ଇଣ୍ଡିଆ ପାଜିଏଣ୍ଟ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡଲ୍ ରେ […]

ସଂଜୟ ଶତପଥୀ(କଟକ): ଆଜି କଟକର ପ୍ରସିଦ୍ଧ ଝାଞ୍ଜିରୀମଙ୍ଗଳା ର ଖଣ୍ଡାୟତ ସାହିସ୍ଥିତ ଦୋଳଗୋବିନ୍ଦ ମଣ୍ଡପଠାରେ ସେଣ୍ଟର ଫର୍ ସାଇଟ୍ ଆଇ ହସ୍ପିଟାଲ, ଭୁବନେଶ୍ୱର ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ସୁମିତ୍ରା ବସ୍ତିଆଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି। ଏହି ଚକ୍ଷୁ ଚିକିତ୍ସା ଶିବିରରେ ସ୍ଥାନୀୟ ବାସିନ୍ଦା ଓ ପାଖ ଅଞ୍ଚଳରୁ ବହୁ ଚକ୍ଷୁ ରୋଗୀ ସେମାନଙ୍କର ଚକ୍ଷୁ ପରୀକ୍ଷା କରାଇବା ସହ ଶିବିରର ମୂଖ୍ୟ […]

ବାସ୍ତବ ବ୍ୟୁରୋ: ଆଜି (ରବିବାର) ମୁମ୍ବାଇରେ ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନ୍‌ଏସ୍ ମୋର୍ମୁଗାଓ । ଏହା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପି୧୫ବି ଷ୍ଟିଲଥ ଗାଇଡେଡ୍ ମିଶାଇଲ୍ ବିଧ୍ୱଂସକାରୀ ଯୁଦ୍ଧଜାହାଜ। ଭାରତ ମହାସାଗରରେ ଚୀନ୍‌ର ଉପସ୍ଥିତିକୁ ଚ୍ୟାଲେଞ୍ଜ କରିବା ସହ ଏହା ଭାରତୀୟ ନୌସେନାର ଶକ୍ତି ବୃଦ୍ଧି କରିବ। ଆଧୁନିକ ଟେକ୍‌ନିକ୍‌ରେ ତିଆରି ସେନ୍ସର୍ ଓ ରାଡାର୍ ଯୁକ୍ତ ଏହି ଯୁଦ୍ଧ ଜାହଜକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ […]

ସଂଜୟ ଶତପଥୀ(କଟକ): ପାକିସ୍ଥାନ ମନ୍ତ୍ରୀ ବିଲାବଲ ଭୂଟୋ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଅଭାଦ୍ରୋଚିତ ଟିପ୍ପଣୀ(ଗୁଜୁରାଟ ର କଂସେଇ )ଦେଇଥିବାରୁ କଟକ ନଗର ବିଜେପି ତରଫରୁ ଆଜି କଲେଜଚ୍ଛକ ଠାରେ ଅପରାହ୍ନରେ ଏକ ପ୍ରତିବାଦ ସଭା ସହ ଭଟ୍ଟ ‘ଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। କଟକ ନଗର ଜିଲ୍ଲା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଶ୍ରୀ ନୟନ କିଶୋର […]

Pin It on Pinterest