ବାସ୍ତବ ବ୍ୟୁରୋ : ଦୃଷ୍ଟିହୀନଙ୍କ ପାଇଁ ୨୦୨୨ ଟି -୨୦ ବିଶ୍ୱକପର ଫାଇନାଲରେ ଭାରତ ବାଂଲାଦେଶକୁ ପରାସ୍ତ କରି କ୍ରମାଗତ ତୃତୀୟ ଟାଇଟଲ ହାସଲ କରିଛି । ବେଙ୍ଗାଲୁରୁର ଏନ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ମ୍ୟାଚରେ ଭାରତ ବାଂଲାଦେଶକୁ ୧୨୦ ରନରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨ ଓ୍ବିକେଟ ହରାଇ ୨୭୭ ରନ କରିଥିଲା । ଭାରତ ପକ୍ଷରୁ ରମେଶ ୧୬୩ ରନ କରିଥିବାବେଳେ […]

 ବାସ୍ତବ ବ୍ୟୁରୋ: ପୁଣି ବଢ଼ିଲା ସିଏନଜି ମୂଲ୍ୟ। ଆଜି(ଶନିବାର) ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ (ଆଇଜିଏଲ୍) ଦିଲ୍ଲୀ-ଏନସିଆରରେ ସିଏନଜି ମୂଲ୍ୟ ବୃଦ୍ଧି କରିଛି। ଆଇଜିଏଲ୍ ଦିଲ୍ଲୀରେ ସିଏନଜି ମୂଲ୍ୟ ୭୮.୬୧ରୁ କିଲୋପ୍ରତି ୭୯.୫୬ ଟଙ୍କାକୁ ବୃଦ୍ଧି କରିଛି। ନୋଏଡା, ଗ୍ରେଟର ନୋଏଡା ଏବଂ ଗାଜିଆବାଦରେ ଏହାର ମୂଲ୍ୟ କିଲୋଗ୍ରାମ ପିଛା ୮୧.୧୭ରୁ  ୮୨.୧୨ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଗୁରୁଗ୍ରାମରେ ସିଏନଜି ମୂଲ୍ୟ ବର୍ତ୍ତମାନ କେଜି ପ୍ରତି  ୮୭.୮୯ ଟଙ୍କା ଛୁଇଁଛି […]

ସଂଜୟ ଶତପଥୀ(କଟକ):ଆଜି କଟକ ମହାନଗର ନିଗମ ପକ୍ଷରୁ କଟକର ମଲାଚଣ୍ଡିଆ ଛକ ଠାରୁ ବାଦାମବାଡ଼ି ଛକ ପର୍ଯ୍ୟନ୍ତ ଉଠାଦୋକାନୀ ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ନିଜର ପେଟ ଚାଖଣ୍ଡକ ଲାଗି ରାସ୍ତା କଡ଼ରେ ନିଜର ବେପାର ପସରା ଖୋଲିଥିବା ବହୁତ ଗରୀବ ଲୋକମାନେ ଏହି କାର୍ଯ୍ୟକ୍ରମରେ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ଆଗକୁ ହେବାକୁ ଥିବା ବିଶ୍ବକପ୍ ହକି ଖେଳ, ବାଦାମବାଡ଼ି ବସଷ୍ଟାଣ୍ଡର ନବୀକରଣ ଏବଂ କଟକ ସହରରେ ୪ ଲେନ୍ […]

ବାସ୍ତବ ବ୍ୟୁରୋ: ଆସନ୍ତା ଜାନୁଆରୀ ମାସରେ ଅନୁଷ୍ଠିତ ହେବ ଜେଇଇ ମେନ୍ ପରୀକ୍ଷା। ଜାନୁଆରୀ ୨୪ରୁ ୩୧ତାରିଖ ପର୍ଯ୍ୟନ୍ତ ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ଅନୁଷ୍ଠିତ ହେବ ଜେଇଇ ମେନ୍ ପରୀକ୍ଷା। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (ଏନଟିଏ) ଦ୍ୱାରା ଆୟୋଜିତ ହେଉଥିବା ଏହି ପରୀକ୍ଷା ନିମନ୍ତେ ଡିସେମ୍ବର ୧୫ରୁ ଅନଲାଇନ ଆବେଦନ ପତ୍ର ଆରମ୍ଭ ହୋଇଛି ଓ ଆବେଦନର ଶେଷ ତାରିଖ ଜାନୁଆରୀ ୧୨ତାରିଖ ରହିଛି। ସୂଚନାନୁଯାୟୀ, ଜେଇଇ(ମେନ୍) ପରୀକ୍ଷା […]

ସଂଜୟ ଶତପଥୀ(କଟକ): ନଗର ଜିଲ୍ଲା ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ର ଏକ ବନ୍ଧୁ ମିଳନ ଖଟବିନ ସାହି ରୋଭର୍ସ ଷ୍ଟ୍ରିଟ ରେ ଅନୁଷ୍ଠିତ ହୋଇଯାଇଛି। ନଗର ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ମହମ୍ମଦ ସବିର ଙ୍କ ନେତୃତ୍ୱରେ ହୋଇଥିଲା । ଏହି ସଭାରେ କଟକ ନଗର ବିଜେପି ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ ମୁଖ୍ୟ ବକ୍ତା ରୂପେ ଯୋଗଦେଇ କେନ୍ଦ୍ରର ବିଜେପି ସରକାରଙ୍କର ମୁସଲମାନ ଭାଇ ଭଉଣୀଙ୍କ ପାଇଁ ହେଉଥିବା […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୧୫//୧୨//୨୦୨୨:ଚାନ୍ଦବାଲିରେ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଚାନ୍ଦବାଲି ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ଆଜି ଏକ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଚାନ୍ଦବାଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ବହୁଦିନ ହେବ ଡ଼ାକ୍ତର ସମସ୍ୟା ସହ ଆବଶ୍ୟକ କର୍ମଚାରୀ ଅଭାବ ରହିଛି, ସ୍ବାସ୍ଥ୍ୟକେନ୍ଦ୍ରରେ ଯେଇଁ ଡ଼ାକ୍ତର ଅଛନ୍ତି ସଠିକ ଭାବେ ମେଡ଼ିକାଲରେ କାର୍ଯ୍ୟ କରୁନାହାନ୍ତି ଓ ଘୋରେଇ ଚିକିତ୍ସାରେ ବ୍ୟସ୍ତ […]

ବାସ୍ତବ ବ୍ୟୁରୋ : ଆସନ୍ତା ଜାନୁଆରି ପହିଲାରୁ ଶ୍ରୀମନ୍ଦିର ଭିତରକୁ କେହିବି ମୋବାଇଲ ଫୋନ୍‌ ନେଇପାରିବେ ନାହିଁ। ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ସାଧାରଣ ଦର୍ଶକଙ୍କ ପାଇଁ ମୋବାଇଲ ଫୋନ୍‌ କଟକଣା ଥିବା ବେଳେ ଏବେ ପୁଲିସ, ସେବାୟତ ଓ କର୍ମଚାରୀଙ୍କୁ ମଧ୍ୟ ବାରଣ ହୋଇଛି। ଆଜି (ଗୁରୁବାର) ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ପରେ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୧୪//୧୨//୨୦୨୨-ଆଜି ଚାନ୍ଦବାଲି ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ପଂଚାୟତ ସମିତି ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ମିନତୀ ସୁତାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସାଧାରଣ ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋତି ବିକାଶ ଦାସ ଅଭିଭାଷଣ ମାଧ୍ୟମରେ ସମସ୍ତ ଜନପ୍ରତିନିଧି ଓ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ସଂଵୋଧିତ କରିବା ସହ ସ୍ୱାଗତ କରିଥିଲେ । ଉକ୍ତ ବୈଠକକୁ ସୁଚାରୁ ରୂପେ […]

ସଂଜୟ ଶତପଥୀ(କଟକ): କଟକ ମହାନଗର ନିଗମର ଓ୍ଯାର୍ଡ ନଂ:-୧ ର ବିଡାନାସୀ ଠାରେ ଦୈନନ୍ଦିନ କାର୍ଯ୍ୟରେ କଟକ ମହାନଗର ନିଗମ ପକ୍ଷରୁ ନିୟୋଜିତ ଜାଗୃତି ଠିକା ସଂସ୍ଥା ପକ୍ଷରୁ ରାସ୍ତା ସଫା ଲାଗି ନିୟୋଜିତ ସଫେଇ ମହିଳା କର୍ମଚାରୀ ଶ୍ରୀମତୀ କୁନି ନାୟକ ସଫେଇ କାର୍ଯ୍ୟ କରୁଥିବା ସମୟରେ ଗତ ତା ୨୭/୧୧/୨୦୨୨ ରିଖ ଦିନ ଏକ ଅଜଣା ଗାଡ଼ି ଧକ୍କାରେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସା ନିମନ୍ତେ […]

ବାସ୍ତବ ବ୍ୟୁରୋ : ଦୁଇମାସ ପୂର୍ବେ ପାକିସ୍ତାନର ଅର୍ଥମନ୍ତ୍ରୀ ଥିବା ମିଫତାହ ଇସମାଇଲ କହିଛନ୍ତି ଯେ ପାକିସ୍ତାନକୁ ବର୍ତ୍ତମାନ ଯେକୌଣସି ସମୟରେ ଡିଫଲ୍ଟର ଘୋଷିତ କରାଯାଇପାରେ। ଏକ ଟିଭି ସୋ ରେ ସେ କହିଛନ୍ତି – ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଅର୍ଥାତ୍ ଆଇଏମ୍ଏଫ୍ ଆମକୁ ନୂତନ ଋଣର କିସ୍ତି ଦେବାକୁ ପ୍ରସ୍ତୁତ ନୁହେଁ। ଇମ୍ରାନ ଖାନଙ୍କ ସମୟରେ ଆମ ଅର୍ଥନୀତିରେ ଆରମ୍ଭ ହୋଇଥିବା ବିନାଶରୁ ଆମେ ପୁନରୁଦ୍ଧାର ହୋଇପାରି ନାହୁଁ […]

Pin It on Pinterest