ସଂଜୟ ଶତପଥୀ(କଟକ)୧୩।୧୨: ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ କଟକ ମହାନଗର ନିଗମ(ସିଏମସି)ପକ୍ଷରୁ ସିଏମସି ଅଧିନରେ କାର୍ଯ୍ୟକରୁଥିବା ଠିକା ଛଟେଇ ଶ୍ରମିକମାନଙ୍କୁ ପୁନଃ ନିଯୁକ୍ତି ଓ ଅନ୍ୟାନ୍ୟ ଦାବୀରେ ସଂଘରସଭାପତି ବସନ୍ତ କୁମାର ସାହୁଙ୍କ ନେତୃତ୍ଵରେ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ସିଏମସି କମିସନରଙ୍କୁ ୫ ଦଫା ସମ୍ବଳିତ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଏହି ଦାବୀ ଗୁଡିକ ମଧ୍ୟରେ ଠିକା କର୍ମଚାରୀମାନେ ଦୀର୍ଘ୧୪ବର୍ଷରୁ […]

ସଂଜୟ ଶତପଥୀ(କଟକ):କଟକ ସଦରର ବହୁ ଅଙ୍ଗନୱାଡ଼ି ମହିଳା କର୍ମୀ ମାନେ ଆଜି ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କରସ୍ ଆସୋସିଏସନରେ ଯୋଗ ଦେଇଛନ୍ତି । ଏଥି ପାଇଁ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କରସ୍ ଆସୋସିଏସନର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସଦର ଅଞ୍ଚଳର ବହୁ ମହିଳା କର୍ମୀ ମାନେ ଏହି ବୈଠକରେ ଯୋଗ ଦେଇ ସଂଘ ସହିତ ସାମିଲ ହୋଇଥିଲେ । ଏହାପରେ ଅଙ୍ଗନୱାଡ଼ି ମହିଳା କର୍ମୀଙ୍କର […]

ବାସ୍ତବ ବ୍ୟୁରୋ : ଅରୁଣାଚଳ ପ୍ରଦେଶରେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ପୁଣି ସଂଘର୍ଷ ଘଟିଛି। ଏହି ସଂଘର୍ଷରେ ଉଭୟ ଦେଶର ସୈନିକ ଆହତ ହୋଇଥିବା ଖବର ରହିଛି। ଏହି ସଂଘର୍ଷ ଗତ ଡିସେମ୍ବର ୯ ତାରିଖରେ ଅରୁଣାଚଳପ୍ରଦେଶର ତୱାଙ୍ଗ ସେକ୍ଟରରେ ୟାଙ୍ଗଷ୍ଟେ ଏରିଆରେ ଏହି ଘଟଣା ଘଟିଛି। ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ସହ କେତେକ ଭାରତୀୟ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ଭାରତୀୟ ସୈନ୍ୟଙ୍କ ପ୍ରତିଜବାରେ […]

ଜୟନ୍ତଶତପଥୀ(କେନ୍ଦ୍ରାପଡା):ଆଦର୍ଶ ଧର୍ମ ପରାୟଣ ସାଇ ସେବକ ତଥା ପୂର୍ବତନ କେନ୍ଦ୍ରାପଡା ଜିଲ୍ଲା ଅନୁନିବନ୍ଧକଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ ବାନାମ୍ବର ଜେନାଙ୍କର ( ୮୩ ) ଗତକାଲି ତାଙ୍କ ଗରାପୁର ସ୍ଥିତ ବାସଭବନରେ ପରଲୋକ ଘଟିଛି। ସ୍ଵର୍ଗତ ଜେନା ଜଣେ ପରୋପକାରୀ ତଥା ଧର୍ମ ପରାୟଣ ଆଦର୍ଶ ବ୍ୟକ୍ତି ଭାବରେ ସମସ୍ତଙ୍କର ପ୍ରିୟଭାଜନ ହୋଇ ପାରିଥିଲେ। ।ସରକାରୀ ସେବାରୁ ଅବସର ନେବା ପରେ ଭଗବାନ ଶ୍ରୀ ସତ୍ୟସାଇ ସେବା ସମିତି ସହିତ […]

ବାସ୍ତବ ବ୍ୟୁରୋ : ଉତ୍ସବର ରୁତୁ ସରିବା ପରେ ମଧ୍ୟ ଦେଶରେ ଯାନବାହନ ବିକ୍ରି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ନଭେମ୍ବର ମାସରେ, ପ୍ରତି ସେକେଣ୍ଡରେ ଗୋଟିଏ ଗାଡି ବିକ୍ରି ହୋଇଥିଲା ଏବଂ ମୋଟ ବିକ୍ରି ୨୩.୮୦ ଲକ୍ଷର ଏକ ଐତିହାସିକ ଉଚ୍ଚରେ ପହଞ୍ଚିଥିଲା । ଗତ ବର୍ଷ ନଭେମ୍ବର ତୁଳନାରେ ଏହା ୨୬% ଅଧିକ । ଦୁଇ ଚକିଆ ବିକ୍ରି ୨୩.୬୧% ଏବଂ ଗତ ମାସରେ […]

ତ୍ରୀନାଥ ବାରିକ(ପୁରୀ): ରାଜ୍ୟର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୪ ତମ ବାର୍ଷିକ ଉତ୍ସବ ଏବଂ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ପୁରୀ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାରସ୍ଵତ ସମାବେଶରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରାଚୀନ ସାହିତ୍ୟ ଏବଂ ବର୍ତ୍ତମାନର ସାହିତ୍ୟ ଉପରେ […]

ବାସ୍ତବ ବ୍ୟୁରୋ : ଆଜି ରାତିରେ ଲ୍ୟାଣ୍ଡଫଲ କରିବ ସାମୁଦ୍ରିକ ବାତ୍ୟା ‘ମାଣ୍ଡୋସ’ । ସାମୁଦ୍ରିକ ବାତ୍ୟା ମାଣ୍ଡୋସ୍‌ ତାମିଲନାଡୁର ମହାବଲିପୁରମ୍‌ ଆଡକୁ ଅଗ୍ରସର ହେଉଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନାନୁଯାୟୀ, ସାମୁଦ୍ରିକ ଝଡ଼ ‘ମାଣ୍ଡୋସ’ ଏକ ଘୂର୍ଣ୍ଣିବଳୟରେ ଦୁର୍ବଳ ହୋଇ ପୁଡୁଚେରୀର କାରାଇକାଲ ଠାରୁ ପ୍ରାୟ ୧୮୦ କିଲୋମିଟର ଉତ୍ତର-ପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ଏହା ଉତ୍ତର ତାମିଲନାଡୁରୁ ପଶ୍ଚିମ ଉତ୍ତର-ପଶ୍ଚିମ ଆଡକୁ ଅଗ୍ରସର ହେଉଥିବା ବେଳେ ପୁଡୁଚେରୀ […]

ବାସ୍ତବ ବ୍ୟୁରୋ : ପରଲୋକରେ ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କର । ସୂଚନାନୁଯାୟୀ, ଆଜି(ଗୁରୁବାର) ସକାଳେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ହୋଇଥିଲା। ତାଙ୍କର ବିୟୋଗରେ ଓଡ଼ିଶାର ଶାସ୍ତ୍ରୀୟ ତବଲା ବାଦନ କ୍ଷେତ୍ରରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। […]

ବାସ୍ତବ ବ୍ୟୁରୋ: ପଦ୍ମପୁର ଉପ-ନିର୍ବାଚନରେ ବିଜେଡିର ବାଜିମାତ୍ । ବାଜି ମାରି ନେଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା। ବର୍ଷା ସିଂହ ବରିହା ୧ ଲକ୍ଷ ୧୯ ହଜାର ୬୪୭ ଖଣ୍ଡ ଭୋଟ୍ ପାଇଛନ୍ତି। ସେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୪୨, ୧୦୬  ଭୋଟ୍‌ରେ ପରାସ୍ତ କରିଛନ୍ତି। ବିଜେପିର ପ୍ରଦୀପ ପୁରୋହିତ ୭୭ ହଜାର ୫୪୧ ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ […]

ବାସ୍ତବବ୍ୟୁରୋ:ଆଜି ଆକାଶରେ ଏକ ଚମତ୍କାର ଦୃଶ୍ୟ ରହିବ | ଆମ ପୃଥିବୀ ମଙ୍ଗଳ ଏବଂ ସୂର୍ଯ୍ୟ ମଧ୍ୟରେ ରହିବ | ଚନ୍ଦ୍ର ମଧ୍ୟ ଏକ ଘଣ୍ଟା ପାଇଁ ଏକ ସରଳ ରେଖାରେ ରହିବେ | ଏହି କାରଣରୁ, ମଙ୍ଗଳ ଚନ୍ଦ୍ରର ପଛେ ପଛେ ଦେଖାଯିବ | ଅବଶ୍ୟ, ଉତ୍ତର ଆମେରିକା ଏବଂ ଉତ୍ତର ଆଫ୍ରିକା ଏବଂ ଗଲ୍ଫକୁ ଗଲ୍ଫ ଦେଶମାନଙ୍କ ଅଂଶରୁ ଏହି ସମଗ୍ର ଘଟଣାରେ ଦେଖିପାରିବେ | ଭାରତରେ […]

Pin It on Pinterest