ବାସ୍ତବ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଦେଶର ପୁଲିସ ପାଇଁ “ଗୋଟିଏ ରାଷ୍ଟ୍ର, ଗୋଟିଏ ୟୁନିଫର୍ମ”ର ପ୍ରସ୍ତାବ ଦେଇଛନ୍ତି। ଯାହା ବିଜେପି ସରକାରଙ୍କ ‘ଏକକ’ ବିଚାରଧାରାର ଅନ୍ୟତମ ଆଭିମୁଖ୍ୟକୁ ଦର୍ଶାଉଛି। ହରିୟାଣାରେ ଚାଲିଥିବା ରାଜ୍ୟ ଗୃହମନ୍ତ୍ରୀମାନଙ୍କ ‘ଚିନ୍ତନ ଶିବିର’ରେ ସେ କହିଛନ୍ତି ଯେ , ଏହା କେବଳ ଏକ ପ୍ରସ୍ତାବ, କିନ୍ତୁ ବାଧ୍ୟତାମୂଳକ ନୁହଁ। ଏହି ପ୍ରସ୍ତାବ ଉପରେ ରାଜ୍ୟମାନଙ୍କୁ ଚିନ୍ତା କରିବାକୁ ସେ କହିଛନ୍ତି । […]

ବାସ୍ତବ ବ୍ୟୁରୋ : ଆଜି (ଶୁକ୍ରବାର) ଧଉଳି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ।  ସୁବର୍ଣ୍ଣ ଜୟନ୍ତୀ ପାଇଁ ସଜେଇ ହୋଇଛି ଧଉଳି ଶାନ୍ତିସ୍ତୁପ । ଏହି ଅବସରରେ ବୌଦ୍ଧ ସାଧୁସନ୍ଥ ରାଜଧାନୀ ଭୁବନେଶ୍ୱରରେ ଶାନ୍ତି ଶୋଭାଯାତ୍ରା କରିଛନ୍ତି । ରାଜଭବନରୁ ଧଉଳି ପର୍ଯ୍ୟନ୍ତ ହୋଇଥିବା ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଦେଶ ବିଦେଶର ଶତାଧିକ ବୌଦ୍ଧ ସାଧୁ। ଧଉଳିରେ ପହଞ୍ଚିବା ପରେ ଶାନ୍ତି ପ୍ରାର୍ଥନା କରିଥିଲେ ବୌଦ୍ଧ ସନ୍ୟାସୀ ଏବଂ ଧର୍ମଗୁରୁ […]

ବାସ୍ତବ ବ୍ୟୁରୋ : କୋଣାର୍କରେ ଡିସେମ୍ବର ୧ରୁ ଇକୋ ରିଟ୍ରିଟର ଚତୁର୍ଥ ସଂସ୍କରଣ। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏ ବର୍ଷ ଇକୋ ରିଟ୍ରିଟ୍‌କୁ ଅଧିକ ଆକର୍ଷଣୀୟ କରିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ସମର୍ଥ ବର୍ମା କହିଛନ୍ତି,  ପର୍ଯ୍ୟଟକମାନଙ୍କ ପାଇଁ ୭୦ଟି ଲଜ୍ ପାଇଁ ଟେଣ୍ଟ କରାଯିବ। ତାରକା ହୋଟେଲ ଭଳି ସୁବିଧା ରହିବ। ଇକୋ ରିଟ୍ରିଟ୍ […]

ବାସ୍ତବ ବ୍ୟୁରୋ: ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ନଭେମ୍ବର ୧ରୁ ପର୍ଯ୍ୟଟକ ମାନଙ୍କ ପାଇଁ ପୁଣି ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଜାତୀୟ ଉଦ୍ୟାନ (ଅଭୟାରଣ୍ୟ) ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପର୍ଯ୍ୟଟକ ମାନଙ୍କ ପାଇଁ ସକାଳ ୬ଟାରୁ ସକାଳ ୯ଟା ମଧ୍ୟରେ ପ୍ରବେଶ କରିପାରିବେ । ବାରିପଦା ପଟୁ ପିଠାବଟା ଗେଟ୍ ଏବଂ ଯଶିପୁର ପଟୁ […]

ବାସ୍ତବବ୍ୟୁରୋ:ବଲିଉଡର ଲୋକପ୍ରିୟ କାହାଣୀକାର ତଥା ନିର୍ଦ୍ଦେଶକ ଇସମାଇଲ ଶ୍ରଫଙ୍କ ଗୁରୁବାର (ଆଜି)ସକାଳେ ଦେହାନ୍ତ ହୋଇଛି। ସେ ୬୨ ବର୍ଷ ବୟସରେ ମୁମ୍ବାଇର କୋକିଲାବେନ ଧୀରବାଇ ଅମ୍ବାନୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚନା ଅନୁଯାୟୀ,ମସ୍ତିଷ୍କ ଆଘାତ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ କ୍ୟାରିଅର୍ ରେ ସେ ଅନେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ, କିନ୍ତୁ ୮୦ ଦଶକରେ ନିର୍ମିତ ‘ଥୋଡି ସି ବେୱାଫାଇ’ ଚଳଚ୍ଚିତ୍ରରୁ ଅଧିକ ଖ୍ୟାତି […]

ନବୀନ ଦାଶ(ବରଗଡ):୨୬/୧୦- ବରଗଡ଼ ଜିଲ୍ଲା ଅତାବିରା ରେଙ୍ଗାଲି କେମ୍ପ କେନାଲ କଲୋନୀ ସ୍ଥିତ ମାଁ ଶ୍ୟାମାକାଳୀ ଙ୍କ ଗତ ୨୩ତାରିଖ ଦିନ ଠାରୁ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇ ଆଜି ପୂର୍ଣ୍ଣାହୁତି ସହ ଗମ୍ଭିରା ପ୍ରବେଶ ସମ୍ପନ୍ନ ହୋଇଛି । ୨୪ତାରିଖ ଦିନ ମାଁ ଙ୍କ ନବ ନିର୍ମିତ ପିତ୍ତଳ ବିଗ୍ରହ ଶସ୍ୟା ଭିଷେକ ସହ ଚଣ୍ଡୀ ହୋମ, କୁଷ୍ମାଣ୍ଡ ବଳି ଆଦି ନୀତିକାନ୍ତି ଷୋଡ଼ଶ ଉପଚାର […]

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ବିଜେପି ପ୍ରବକ୍ତା ସମ୍ବିତ୍ ପାତ୍ର ନୂଆଦିଲ୍ଲୀ ଠାରେ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଭେଟି,ଧାମନଗର ଉପନିର୍ବାଚନରେ ଶାସକ ଦଳ ତରଫରୁ ଅସାଧୁ ଉପାୟରେ ଭୋଟରଙ୍କୁ ଟଙ୍କା ବାଣ୍ଟିବା ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବା ପରିପେକ୍ଷୀରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କି, ଧାମନଗରରେ […]

ବାସ୍ତବବ୍ୟୁରୋ:ସଂଯୁକ୍ତରାଷ୍ଟ୍ର ଆମେରିକାରରୁ ପର୍ତ୍ତୁଗାଲ ପର୍ଯ୍ୟନ୍ତ ଅନେକ ଦେଶରେ ମୂଳ ଭାରତୀୟ ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଛନ୍ତି। ଏହି ତାଲିକାରେ ରୁଷି ସୁନାକ ମଧ୍ୟ ଯୋଗ ଦେଇଛନ୍ତି। ବର୍ତ୍ତମାନ ଏହି ସାତୋଟି ଦେଶରେ ଭାରତୀୟ ମୂଳ ନେତାମାନେ ଶୀର୍ଷ ସ୍ଥାନରେ ଅଛନ୍ତି। ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀଣ ଜଗନ୍ନାଥ ପ୍ରବୀଣ କୁମାର ଜଗନ୍ନାଥ ମରିସସର ପ୍ରଧାନମନ୍ତ୍ରୀ ଅଟନ୍ତି। ଏହାପୂର୍ବରୁ ସେ କ୍ୟାବିନେଟରେ ଅନେକ ପ୍ରମୁଖ ପଦବୀରେ ଅବସ୍ଥାପିତ ହୋଇଛନ୍ତି। ସେ ଏକ ଭାରତୀୟ […]

ବାସ୍ତବବ୍ୟୁରୋ: ମଲ୍ଲିକାର୍ଜୁନ ଖାର୍ଗେ ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ଭାବରେ ଶପଥ ଗ୍ରହଣ କରିବେ। ସକାଳ ୧୦ ଟାରେ AICC ମୁଖ୍ୟାଳୟରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ | ଏହି ସମୟରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ସମସ୍ତ ବଡ ନେତା ଉପସ୍ଥିତ ରହିବେ। କଂଗ୍ରେସ ସଭାପତି ପଦରେ ପହଞ୍ଚିଥିବା ଖାର୍ଗେ ହେଉଛନ୍ତି ଦ୍ୱିତୀୟ ଦଳୀୟ ନେତା। ଏହା ବ୍ୟତୀତ ସେ ଏହି ପଦବୀରେ ଅବସ୍ଥାପିତ […]

ବାସ୍ତବ ବ୍ୟୁରୋ: ଭାରତରେ ମେସେଜିଂ ଆପ୍ ହ୍ୱାଟସ୍‌ ଆପ୍ ଆଜି (ମଙ୍ଗଳବାର) ମଧ୍ୟାହ୍ନରେ ଡାଉନ ହୋଇଯାଇଛି। ଲୋକେ ଏହି ଆପ୍‌ ରେ ମେସେଜ୍ ପଠାଇବା ଓ ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ହ୍ୱାଟସ୍‌ ଆପରେ ମେସେଜ୍ ସେଣ୍ଡ କଲେ ଏରର ଦେଖାଉଛି। ଦେଶରେ ହ୍ୱାଟସ୍‌ ଆପ୍ ଡାଉନ ପଡିବାର ଅଭିଯୋଗ ଲୋକେ ସୋସିଆଲ୍ ମିଡ଼ିଆ ରେ ମଧ୍ୟ କଲେଣି। ହ୍ୱାଟସ୍‌ ଆପ୍ ଡାଉନ ପଡିବା ଯୋଗୁ ବିଶ୍ୱରେ କୋଟିକୋଟି ଲୋକେ […]

Pin It on Pinterest