ବାସ୍ତବ ବ୍ୟୁରୋ: ଗତ ୨୩ ତାରିଖ ରାତି କେନ୍ଦ୍ରାପଡ଼ା ସଦର ଥାନା ବାଲିଆ ବଜାରରେ କାର୍ତ୍ତିକଶ୍ବେରଙ୍କ ମୂର୍ତ୍ତି ଭସାଣି ସମୟରେ ବାଣ ଫୁଟିବା ଘଟଣାରେ ଆହତଙ୍କୁ ଭେଟିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଆହତମାନଙ୍କ ସ୍ଥିତି ସମ୍ପର୍କରେ ଅବଗତ ହେବା ସହ କିପରି ସେମାନଙ୍କ ଚିକିତ୍ସା ସଠିକ ଢ଼ଙ୍ଗରେ ହୋଇ ପାରିବ ସେନେଇ ଶ୍ରୀ ମହାପାତ୍ର ଏସବିବି କତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି, […]

ନମିତା କୁଅଁର(ଭୁବନେଶ୍ବର): ମାର୍ଗଶିର ମାସ ଗୁରୁବାର।  ଓଡ଼ିଆଣୀମାନେ ଘରେ ଝୋଟି ପକାଇ ମାଣ ଓଷା ପାଳନ କରୁଥିବା ବେଳେ ଆନ୍ଦୋଳନରତ ମହିଳାମାନେ ରାଜରାସ୍ତା ଉପରେ ମାଣଓଷା କରୁଥିବାର ଦେଖାଯାଉଛି ।  ଅନେକ ସ୍ବାଭିମାନି ଓଡ଼ିଆ ଏମିତି ରାସ୍ତା ଉପରେ ମାଣଓଷାକୁ ନାପସନ୍ଦ କରିଛନ୍ତି। ରାଜଧାନୀର ରାଜରାସ୍ତା। ପଡ଼ିଛି ଝୋଟି , ମଝିରେ ଥୁଆ ହୋଇଛି ଖଟୁଲି । ସେଥିରେ ମାଣ ରଖି ଧାନ ପେଣ୍ଡି ଘୋଡ଼ାଇ ଏକାଠି ସମସ୍ତେ କରୁଛନ୍ତି ମାଣ […]

ବାସ୍ତବ ବ୍ୟୁରୋ : ବିନା ପୁରୁଷରେ ଜାମା ମସ୍‌ଜିଦ୍‌ରେ ପ୍ରବେଶ କରିପାରିବେନି ମହିଳା । ଜାମା ମସ୍‌ଜିଦ୍‌ ମସ୍କ ମ୍ୟାନେଜ୍‌ମେଣ୍ଟ୍‌ କମିଟି ମସ୍‌ଜିଦ୍‌ ଭିତରକୁ କେବଳ ମହିଳାଙ୍କ ଆସିବା ଉପରେ ପ୍ରତିବନ୍ଧକ ଲଗାଇଛି। କମିଟି ପକ୍ଷରୁ କୁହାଯାଇଛି ଯେ ଜଣେ କିମ୍ବା ଦଳେ ମହିଳା ପୁରୁଷ ସଦସ୍ୟଙ୍କ ବିନା ମସ୍‌ଜିଦ୍‌ ଭିତରକୁ ପ୍ରବେଶ କରିପାରିବେ ନାହିଁ। ମହିଳାମାନେ ନିଜ ସାଙ୍ଗରେ ପରିବାରର କେହି ଜଣେ ପରୁଷଙ୍କୁ ଧରି ଆସିବାକୁ ବାଧ୍ୟତାମୂଳକ […]

ବାସ୍ତବ ବ୍ୟୁରୋ : ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅସିମ ମୁନିର ପାକିସ୍ତାନର ନୂଆ ଆର୍ମି ଚିଫ୍‌ । ଜେନେରାଲ କମର ଜାବେଦ ବାଜୱାଙ୍କ ସ୍ଥାନରେ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅସିମ ମୁନିର ପାକିସ୍ତାନର ନୂଆ ଆର୍ମି ଚିଫ୍‌ ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ ପାକିସ୍ତାନ ପ୍ରଧାମନ୍ତ୍ରୀ ସେହବାଜ ସରିଫ ଘୋଷଣା କରିଛନ୍ତି। ମୁନିରଙ୍କୁ ଏହି ପଦରେ ନିଯୁକ୍ତ କରିବା ପାଇଁ ରାଷ୍ଟ୍ରପତି ଆରିଫ୍‌ ଆଲ୍‌ଭିଙ୍କୁ ସୁପାରିଶ କରାଯାଇଛି। ସୂଚନାନୁଯାୟୀ, […]

ବାସ୍ତବ ବ୍ୟୁରୋ : ଆଜି ରାତି ପ୍ରାୟ ସାଢ଼େ ୯ଟା ବେଳେ କେନ୍ଦ୍ରାପଡ଼ା ସଦର ଥାନା ବାଲିଆ ବଜାରରେ କାର୍ତ୍ତିକେଶ୍ୱର ଭସାଣି ରେ ବାଣ ଫୁଟି ୨୦ଜଣ ଆହତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ଅଛି। କାହାର ସମ୍ପୂର୍ଣ୍ଣ ଶରୀର ଜଳି ଯାଇଛି ତ କାହାର ସମଗ୍ର ଶରୀର ରକ୍ତାକ୍ତ ହୋଇପଡ଼ିଛି। ବହୁ ସଂଖ୍ୟକ ମହିଳା ଓ ଶିଶୁ ମଧ୍ୟ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ […]

ବାସ୍ତବ ବ୍ୟୁରୋ : ଆଜି ଓଡ଼ିଶା ଷ୍ଟାଫ୍‌ ସିଲେକସନ କମିସନ (ଓଏସ୍‌ଏସ୍‌ସି) ପକ୍ଷରୁ ୭୫୪୦ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ତେବେ ଏହି ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହେବା ପାଇଁ ଆଶାୟୀ ଛାତ୍ରଛାତ୍ରୀମାନେ ଆସନ୍ତା ଡିସେମ୍ବର ୧୧ ତାରିଖ ଠାରୁ ୨୦୨୩ ଜାନୁଆରି ୯ ତାରିଖ ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ତେବେ ଫେବ୍ରୁଆରୀ ୨୩ରେ ପ୍ରିଲିମନାରି ପରୀକ୍ଷା ହୋଇପାରେ । ପ୍ରିଲିମନାରି ଓ ମୁଖ୍ୟ ପରୀକ୍ଷା ଉଭୟ […]

ବାସ୍ତବ ବ୍ୟୁରୋ : ଆଜି(ବୁଧବାର) ଦିନ ୧୧ଟାରେ ପ୍ରଚଣ୍ଡ ଶବ୍ଦରେ ଥରିଲା ୩ ଜିଲ୍ଲା। ଭଦ୍ରକ , ଯାଜପୁର , କେନ୍ଦୁଝର ଜିଲ୍ଲା ପ୍ରଚଣ୍ଡ ଶବ୍ଦ ହୋଇଛି । ଯାହାଫଳରେ ଲୋକେ ଭୟଭୀତ ହୋଇଯାଇଥିଲେ । କିନ୍ତୁ ଏହା ୧୦ ମିନିଟ୍‌ ଭିତରେ ଆଉ ଏକ ଶବ୍ଦ ହୋଇଥିଲା । ଶବ୍ଦର ମାତ୍ରା ଏପରି ଥିଲା ଯେ କିଛି କ୍ଷଣ ପାଇଁ ଘରଦ୍ବାର ଦୋହଲି ପଡ଼ିଥିଲା। ପ୍ରତ୍ୟେକ୍ଷଦର୍ଶୀଙ୍କଠାରୁ ପ୍ରକାଶ ଯେ […]

ବାସ୍ତବ ବ୍ୟୁରୋ : ଆଜି (ବୁଧବାର) ସି.ଭି. ଆନନ୍ଦ ବୋଷ ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। କୋଲ୍‌କାତା ସ୍ଥିତ ରାଜଭବନରେ କାଲ୍‌କାଟା ହାଇକୋର୍ଟର ମୁଖ୍ୟ ବିଚାରପତି ପ୍ରକାଶ ଶ୍ରୀବାସ୍ତବ ତାଙ୍କୁ ଶପଥ ପାଠ କରାଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜ୍ୟ କ୍ୟାବିନେଟ୍‌ର ସଦସ୍ୟ, ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ, ବାମ ସାମ୍ମୁଖ୍ୟର ଅଧ୍ୟକ୍ଷ ବିମାନ ବୋଷ ପ୍ରଭୃତି ମାନ୍ୟଗଣ୍ୟ ବ୍ୟକ୍ତିମାନେ […]

ସଞ୍ଜୟ ଶତପଥୀ(କଟକ): ବହୁ ବ୍ୟବଧାନ ପରେ ମୁହଁ ଖୋଲିଲେ ଓପିଏସ୍‌ସି ର ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି । ଗ୍ରୁପ୍ ବିର ୭୯୬ ଏଏସ୍‌ଓ (ଆସିଷ୍ଟାଣ୍ଟ୍ ସେକ୍‌ସନ ଅଫିସର) ଚୟନ ପ୍ରକ୍ରିୟାରେ ଅନିୟମିତତାକୁ ନେଇ ଉଠିଥିବା ଅଭିଯୋଗକୁ ସେ,ଏକ ସାମ୍ବାଦିକ ସମ୍ମିଳନୀରେ ଖଣ୍ଡନ କରିଛନ୍ତି। ଅଧ୍ୟକ୍ଷ ଶ୍ରୀ ମହାନ୍ତି ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିବା ସହିତ ଏଏସ୍‌ଓ ପରୀକ୍ଷାର ସ୍ବଚ୍ଛତା ସଂପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି, […]

Pin It on Pinterest