ସଂଜୟ ଶତପଥୀ(କଟକ): ବାବା ପିଲଚୁ ଯୁବକ ସଂଘ, ବାଲ୍ମୀକିନଗର ସି ଡି ଏ ସେକ୍ଟର ୧୩, କଟକ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ପ୍ରଥମ ବାର୍ଷିକ ନେଣ୍ଡା ସହରାୟ ପର୍ବ (କାଳୀପୂଜା) ଉପଲକ୍ଷେ ଫୂଟବଲ ପ୍ରତିଯୋଗୀତା ଓ ଢାବୁଲ ତାମସା ଆଜି ହେଉଛି ପ୍ରଥମ ଦିନ ଏଥିରେ ୮ ଗୋଟି ଫୂଟବଲ ଦଳ ଅଂଶ ଗ୍ରହଣ କରିଥିଲେ l ଦଳ ଗୁଡିକ ହେଲେ – ଏଭର ଗ୍ରୀନ ସି ଡି ଏ […]

ବାସ୍ତବ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । କେନ୍ଦୁପତ୍ର ଉପରେ ଲାଗିଛି ୧୮ ପ୍ରତିଶତ ଜିଏସ୍‌ଟି । ଯାହା ଦ୍ୱାର ପ୍ରଭାବିତ ହେଉଛନ୍ତି ତୋଳାଳି । କେନ୍ଦ୍ରୁପତ୍ରରୁ ଜିଏସ୍‌ଟି ପ୍ରତ୍ୟାହାର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅନୁରୋଧ କରିଛନ୍ତି । ସୂଚନାନୁଯାୟୀ, କିଛି ଦିନ ତଳେ ହୋଇଥିବା ଜିଏସ୍‌ଟି ବୈଠକରେ ବଡ଼ ନିଷ୍ପତ୍ତି ହୋଇଥିଲା । କେନ୍ଦୁପତ୍ର […]

ବାସ୍ତବ ବ୍ୟୁରୋ : ଗୁଜରାଟ ନିର୍ବାଚନ ପାଇଁ ଆପ୍‌-କଂଗ୍ରେସ-ବିଜେପି ତିନି ଦଳ ଚଳାଇଛନ୍ତି ଜୋର୍‌ସୋର୍‌ରେ ନିର୍ବାଚନୀ ପ୍ରଚାର । ଏହାରି ଭିତରେ ଆଜି(ଶନିବାର) ଗୁଜୁରାଟ ପାଇଁ ନିର୍ବାଚନ ଇସ୍ତାହାର ଜାରି କରିଛି ବିଜେପି। ଦଳ ସଭାପତି ଜେପି ନଡ୍ଡା, ଗୁଜୁରାଟ ମୁଖ୍ୟମନ୍ତ୍ରୀ ସିଆର୍ ପାଟିଲଙ୍କ ଉପସ୍ଥିତିରେ ଇସ୍ତାହାର ଜାରି କରାଯାଇଛି। ଏଥର ବିଜେପି ସରକାର ୨୦ ଲକ୍ଷ ନିଯୁକ୍ତି ଦେବା ନେଇ ଘୋଷଣା କରିଛି। ଆସନ୍ତା ୫ ବର୍ଷରେ ଏହି […]

ସଂଜୟ ଶତପଥୀ(କଟକ): କଟକ ମହାନଗର ନିଗମର ବସ୍ତି ଉଚ୍ଛେଦ ଅଭିଯାନ ବିରୁଦ୍ଧରେ କଟକ ମହାନଗର ନିଗମ ଅନ୍ତର୍ଗତ ତୁଳସୀପୁର ଅଞ୍ଚଳର ହରିଣ ପାର୍କ ନିକଟରେ ଥିବା ବସ୍ତିର ଶତାଧିକ ବାସିନ୍ଦା ଏକାଠି ହୋଇ ସଭାପତି ଶ୍ରୀ ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ନେତୃତ୍ବରେ ଆଇନ୍ ସହାୟତା ଲାଗି କଟକ ମହାନଗର ନିଗମର ମର୍କତନଗରସ୍ଥିତ ସେକ୍ଟର -୬ ରେ ଥୂବା ମାଗଣା ଆଇନ୍ ସହାୟତା କେନ୍ଦ୍ର (କ୍ଲାପ୍)ର ଦ୍ବାରସ୍ଥ ହୋଇଛନ୍ତି। ଏହି ଅସହାୟ […]

ବାସ୍ତବ ବ୍ୟୁରୋ : ଆସନ୍ତାକାଲିଠୁ ପଦମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସପକ୍ଷରେ ଦଳର ହେଭିୱେଟ୍ ନେତାମାନେ ପ୍ରଚାର ମୈଦାନ ରେ ଓଲେଇବେ । ଆଜି ବିଜେପି ପାଇଁ ପ୍ରଚାର ମୈଦାନରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ସୁରେଶ ପୂଜାରୀ, ସଙ୍ଗୀତା ସିଂହଦେଓ, ବସନ୍ତ ପଣ୍ଡା, ଜୁଏଲ ଓରାମ, କନକ ବର୍ଦ୍ଧନ ସିଂହଦେଓ ଓ ମନମୋହନ ସାମଲ ଆଦି ପ୍ରଚାର କରିଛନ୍ତି । ଦଳର ରାଜ୍ୟ […]

ନବିନ ଦାଶ(ବରଗଡ଼)୨୫/୧୧:ଅଲ୍ ଓଡିଶା ଲେଡିସ ଅଙ୍ଗନ ବାଡ଼ି ୱାର୍କର୍ସ ଏସୋସିଏସନ୍ କର୍ମୀ ଓ ସହାୟିକା ମାନଙ୍କ ପକ୍ଷରୁ ବିଭିନ୍ନ ନ୍ୟାର୍ଯ୍ୟ ଦାବୀ ଗୁଡ଼ିକୁ ନେଇ ଗତ ନଭେମ୍ବର ୨୧ତାରିଖ ଦିନ ଠାରୁ ଭୁବନେଶ୍ୱର ଠାରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଥିବାବେଳେ,ଦିନକୁ ଦିନ ଆନ୍ଦୋଳନ ତୀବ୍ରତର ହେଉଛି । ଏହି ପରିପେକ୍ଷିରେ, ବରଗଡ଼ ଜିଲ୍ଲା ଉପସଭାପତି ଅରୁଣା ମହାପାତ୍ର ଙ୍କ ନେତୃତ୍ୱରେ ଅତାବିରା ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା […]

ବାସ୍ତବ ବ୍ୟୁରୋ : ଆଜି ରାଜଧାନୀ ଭୁବନେଶ୍ୱର ଏମ୍ସ ରେ କବକ ସଂକ୍ରମଣ ଓ ନିରାକରଣ ନିମନ୍ତେ ଅତ୍ୟାଧୁନିକ ମଲିକୁଲାର ଏବଂ ଡାଇଗ୍ନୋଷ୍ଟିକ୍ ଗବେଷଣା କେନ୍ଦ୍ର ଉଦଘାଟିତ ହୋଯାଇଛି। ଏମ୍ସ ଭୁବନେଶ୍ବରରେ ଆରମ୍ଭ ହୋଇଥିବା ଏପରି ଅନୁସନ୍ଧାନକେନ୍ଦ୍ର ପୂର୍ବ ଭାରତରେ ପ୍ରଥମ। ଆଜି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସଙ୍କ ଉପସ୍ଥିତିରେ ବିଶ୍ୱପ୍ରସିଦ୍ଧ ମେଡିକାଲ ମାଇକୋଲୋଜିଷ୍ଟ ପ୍ରଫେସର ଅରୁଣାଲୋକ ଚକ୍ରବର୍ତ୍ତୀ ଏମ୍ସ ର ମାଇକ୍ରୋ ବାୟୋଲୋଜି ବିଭାଗରେ […]

ବାସ୍ତବ ବ୍ୟୁରୋ: ଗତ ୨୩ ତାରିଖ ରାତି କେନ୍ଦ୍ରାପଡ଼ା ସଦର ଥାନା ବାଲିଆ ବଜାରରେ କାର୍ତ୍ତିକଶ୍ବେରଙ୍କ ମୂର୍ତ୍ତି ଭସାଣି ସମୟରେ ବାଣ ଫୁଟିବା ଘଟଣାରେ ଆହତଙ୍କୁ ଭେଟିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଆହତମାନଙ୍କ ସ୍ଥିତି ସମ୍ପର୍କରେ ଅବଗତ ହେବା ସହ କିପରି ସେମାନଙ୍କ ଚିକିତ୍ସା ସଠିକ ଢ଼ଙ୍ଗରେ ହୋଇ ପାରିବ ସେନେଇ ଶ୍ରୀ ମହାପାତ୍ର ଏସବିବି କତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି, […]

ନମିତା କୁଅଁର(ଭୁବନେଶ୍ବର): ମାର୍ଗଶିର ମାସ ଗୁରୁବାର।  ଓଡ଼ିଆଣୀମାନେ ଘରେ ଝୋଟି ପକାଇ ମାଣ ଓଷା ପାଳନ କରୁଥିବା ବେଳେ ଆନ୍ଦୋଳନରତ ମହିଳାମାନେ ରାଜରାସ୍ତା ଉପରେ ମାଣଓଷା କରୁଥିବାର ଦେଖାଯାଉଛି ।  ଅନେକ ସ୍ବାଭିମାନି ଓଡ଼ିଆ ଏମିତି ରାସ୍ତା ଉପରେ ମାଣଓଷାକୁ ନାପସନ୍ଦ କରିଛନ୍ତି। ରାଜଧାନୀର ରାଜରାସ୍ତା। ପଡ଼ିଛି ଝୋଟି , ମଝିରେ ଥୁଆ ହୋଇଛି ଖଟୁଲି । ସେଥିରେ ମାଣ ରଖି ଧାନ ପେଣ୍ଡି ଘୋଡ଼ାଇ ଏକାଠି ସମସ୍ତେ କରୁଛନ୍ତି ମାଣ […]

Pin It on Pinterest