ଜୟସେନ୍ ରଇତ(ମୋହନା)୨୩/୦୧/୨୩:ଗଜପତି ଜିଲ୍ଲା ମୋହନା ଥାନା ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା l ଅପରାଧୀ କୁ ଗୋଡ଼ାଇ ପୋଲିସ ଗାଡି ହୋଇଛି ଦୁର୍ଘଟଣାଗ୍ରସ୍ତ l ଏକ ଗଞ୍ଜେଇ ବୋଝେଇ କାର କୁ ୧୧୨ ପୋଲିସ ଗାଡି ଗୋଡାଉଥିବା ବେଳେ ଗଂଜେଇ ବୋଝେଇ କାର ଟି ଅତି ଦ୍ରୁତ ଗତିରେ ଆଗକୁ ଆଗକୁ ଯାଉଥିଲା l ଫଳରେ ରାସ୍ତା ରେ ପ୍ରବଳ ମାତ୍ରାରେ ଧୂଳି ହେବାରୁ ପୋଲିସ ଗାଡ଼ିକୁ […]

ସଂଜୟ ଶତପଥୀ(କଟକ):ଆଜି ଜାନୁଆରୀ ୨୩ ତାରିଖ,ଆମ ଦେଶର ସ୍ବାଧୀନତା ସଂଗ୍ରାମର ଅନ୍ୟତମ କର୍ଣ୍ଣଧାର ତଥା କଟକର ବୀରପୁତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପୂଣ୍ୟ ଜନ୍ମଜୟନ୍ତୀ ।ସାରା ଦେଶ ଆଜି ତାଙ୍କୁ ଜଣାଇବ ଶ୍ରଦ୍ଧାଞଳୀ । ଏହି ଅବସରର ସୁଭାଷଙ୍କର ୧୨୬ତମ ଜନ୍ମଜୟନ୍ତି ପାଳନ କରିବାକୁ ଓଡ଼ିଶା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ କଟକ ଓଡ଼ିଆ ବଜାରସ୍ଥିତ ଜାନକୀନାଥ ଭବନ ତରବରିଆ ଭାବେ ଚଳଚଞ୍ଚଳ ହୋଇଉଠିଚି। ଫାଟକ ଠାରୁ […]

ସଂଜୟ ଶତପଥୀ(କଟକ): ଆଜି ତା ୨୨/୦୧/୨୦୨୩ ରିଖ ଦିନ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ, ଓଡ଼ିଶାର ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ କାର୍ଯ୍ୟକ୍ରମ ମହାସମାରୋହରେ ଭୁବନେଶ୍ୱରର ଫରେଷ୍ଟ ପାର୍କସ୍ଥିତ ସଂଘ କାର୍ଯ୍ୟାଳୟ ଗୃହ ରେ ରାଜ୍ୟର ବହୁ ସଦସ୍ୟଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସଂଘର ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ରଜନୀକାନ୍ତ ସାମନ୍ତରାୟ। ସଂଘର ନିୟମାବଳୀ ଅନୁଯାୟୀ […]

ବାସ୍ତବ ବ୍ୟୁରୋ : ଗୁଗୁଲ୍, ଆମାଜନ, ଫେସବୁକ୍ ପରି ବଡ କମ୍ପାନୀଗୁଡିକରେ କାହିଁକି ଚାଲିଛି ଛଟେଇ ପର୍ବ? କିଛି ମାସ ମଧ୍ୟରେ ୮୦ ହଜାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ୧୨,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛନ୍ତି। ଦୁନିଆର ବଡ ଟେକ୍ନୋଲୋଜି କମ୍ପାନୀଗୁଡିକରେ ଛଟେଇ ମଧ୍ୟରେ ଗୁଗୁଲର ମାମଲା ସର୍ବଶେଷ ଅଟେ। ଗତ କିଛି ଦିନ ମଧ୍ୟରେ ମାଇକ୍ରୋସଫ୍ଟ, ଟ୍ୱିଟର, ଫେସବୁକ୍ ପରି […]

ପ୍ରମୋଦ ନାୟକ( ଭୁବନେଶ୍ବର)୨୧/୦୧:ଆମ ଭାଷା, ସାହିତ୍ୟ ଓ ସଂସ୍କୃତି ଆନୁକୁଲ୍ୟରେ ତଥା ଆଜିର ସୃଜନୀର ମିଳିତ ସହଯୋଗରେ ଏକ ମହିଳା ଆଲୋଚନା ଚକ୍ର ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଜିର ସୃଜନୀର ପ୍ରତିଷ୍ଠାତ୍ରୀ ସୁଜାତା ନନ୍ଦଙ୍କ ପ୍ରାରମ୍ଭିକ ଭାଷଣରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ସାହିତ୍ୟିକା ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ଗାୟତ୍ରୀ ମହାନ୍ତି, କବୀ ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ସେବା ମହାପାତ୍ର ଏବଂ ଭେଷଜ […]

ସଜୟ ଶତପଥୀ(କଟକ): ଆଜି କଟକର ଦେଉଳସାହିସ୍ଥିତ ମୋନାଲିସା ପ୍ଯାଲେସ୍ ସଭାଗୃହରେ ନେତାଜୀ ସେବା ସଂଘ, କଟକ ପକ୍ଷରୁ ଆଗାମୀ ଜାନୁଆରୀ ୨୩ ତାରିଖରେ କଟକରେ ପାଳିତ ହେବାକୁ ଥିବା ୧୨୬ ତମ ନେତାଜୀ ଜୟନ୍ତୀ ଉପଲକ୍ଷେ ଏକ ସାମ୍ୱାଦିକ ସମ୍ମିଳନୀ ସଂଘର ସଭାପତି ଶ୍ରୀ ବିରେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘର ଉପଦେଷ୍ଟା ଶ୍ରୀ ଦେବେନ୍ଦ୍ର କୁମାର […]

ବାସ୍ତବ ବ୍ୟୁରୋ: ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଏବଂ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକୀୟ ଇନିଂସ ଆଧାରରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ODI ସିରିଜର ଦ୍ୱିତୀୟ ମ୍ୟାଚରେ ୮ ୱିକେଟରେ ପରାସ୍ତ କରିଛି । ଏହା ସହ ଭାରତ ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨ -୦ ଅଗ୍ରଣୀ ହାସଲ କରିଛି। ସିରିଜର ଶେଷ ମ୍ୟାଚ୍ ୨୪ ଜାନୁଆରୀରେ ଇନ୍ଦୋରରେ ଖେଳାଯିବ । ରାୟପୁରରେ ଆଜି ଖେଳା ଯାଉଥିବା ଦ୍ୱିତୀୟ ଦିନିକିଆରେ ଭାରତୀୟ […]

ପ୍ରମୋଦ ନାୟକ(ଭୁବନେଶ୍ୱର):ଭୁବନେଶ୍ୱର ସ୍ଥିତ ସୁର୍ଯ୍ୟନଗର ଠାରେ ଥିବା ରାଜ୍ୟ ଭିଜିଲାନ୍ସ ଏକାଡେମୀ ର ସମ୍ମିଳନୀ କକ୍ଷରେ ଡିଜିଟାଲ ଦୁନିଆରେ ହେଉଥିବା ଅର୍ଥିକ କାରବାର ଏବଂ ଏଥିରେ ହେଉଥିବା ଘୋଟାଲା ର ତଦନ୍ତ କିପରି କରାଯିବ ସେହି ବିଷୟରେ ଭିଜିଲାନ୍ସ ପକ୍ଷରୁ 2 ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | ବିଭିନ୍ନ ଦୁର୍ନୀତି ଘଟଣାରେ ଓଡିଶା ଭିଜିଲାନ୍ସ କିପରି ନିଜର କାର୍ଯ୍ୟ କରିଛି ଏବଂ ଆଗକୁ କଣ ଚ୍ୟାଲେଞ୍ଜ ଆସୁଛି ସେହି […]

ବାସ୍ତବ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ୧୨ଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର ଲାଗିଛି। ସୂଚନାନୁଯାୟୀ,ଆଜି (ଶନିବାର) ବସିଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ ବୈଠକ । ଏହି ବୈଠକରେ ସବୁ ବିଭାଗୀୟ ମନ୍ତ୍ରୀ ଓ ସଚିବ ଉପସ୍ଥିତ ଥିଲେ । କ୍ୟବିନେଟରେ ନିଆଯାଇଥିବା  ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରେ ରହିଛି ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍ ଏଡ୍ ବୃଦ୍ଧି । ଫଳରେ […]

ବାସ୍ତବ ବ୍ୟୁରୋ: ଗୁରୁବାର ଦିନ ଇରାକର ଫୁଟବଲ୍ ଷ୍ଟାଡିୟମରେ ହୋଇଥିବା ଦଳାଚକଟା ରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୦ ଜଣ ଆହତ ହୋଇଛନ୍ତି। ୪ ଦଶନ୍ଧି ପରେ ଇରାକରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଫୁଟବଲ୍ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍ ରେ ଯେତେବେଳେ ହଜାର ହଜାର ଲୋକ ବସ୍ରା ଷ୍ଟାଡିୟମ ଏବଂ ଏହାର ଆଖପାଖ ଅଞ୍ଚଳରେ ମ୍ୟାଚ୍ ଦେଖିବା ପାଇଁ ଏକାଠି ହୋଇଥିଲେ ଏହି ଘଟଣା ଘଟିଥିଲା । ଇରାକର […]

Pin It on Pinterest