ବାସ୍ତବ ବ୍ୟୁରୋ:ମହାକାଶ କାର୍ଯ୍ୟକ୍ରମ ନାମରେ ଚୀନ୍ ନିଜର ସାମରିକ ଶକ୍ତି ବୃଦ୍ଧି କରୁଛି। ଇଣ୍ଡୋ ପାସିଫିକ୍ ସେଣ୍ଟର ଫର ଷ୍ଟ୍ରାଟେଜିକ୍ କମ୍ୟୁନିକେସନର ରିପୋର୍ଟରେ ନାସାର ଜଣେ ଅଧିକାରୀଙ୍କ ଉଦ୍ଧେଶ୍ୟରେ ଏହି ସୂଚନା ଦିଆଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଚୀନ୍ ଏହାର ମହାକାଶ କାର୍ଯ୍ୟକ୍ରମକୁ ଅର୍ଥନ, ତିକ, ସାମରିକ ଏବଂ ଟେକ୍ନୋଲୋଜି ଶକ୍ତି ବୃଦ୍ଧି କରିବାକୁ ବ୍ୟବହାର କରୁଛି। ଏହା କରି ଚାଇନା ଆମେରିକା ଭଳି ବଡ ଶକ୍ତିକୁ ଚ୍ୟାଲେଞ୍ଜ […]

ବାସ୍ତବ ବ୍ୟୁରୋ: ଆଜି (ଶନିବାର) ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଥିବା  ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ କରାଯାଇଛି । ଏହାକୁ ଅମୃତ ଉଦ୍ୟାନ ନାମରେ ନାମିତ କରିଛନ୍ତି କେନ୍ଦ୍ର ସରକାର । ଭାରତର ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ କରୁଥିବା ‘ଅମୃତ ମହୋତ୍ସବ’ର ବିଷୟବସ୍ତୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମୋଗଲ ଗାର୍ଡେନର ନାମ ଅମୃତ ଉଦୟାନକୁ ପରିବର୍ତ୍ତନ କରିଛନ୍ତି। ପ୍ରତିବର୍ଷ ବସନ୍ତ ଋତୁରେ ଏହା ସାଧାରଣ ଜନତାଙ୍କ ପାଇଁ […]

ବାସ୍ତବ ବ୍ୟୁରୋ: ବିଶିଷ୍ଟ ସାହିତ୍ୟିକ ତଥା ରାଜନେତା ହୁସେନ ରବି ଗାନ୍ଧୀଙ୍କର ଆଜି ମଧ୍ୟାହ୍ନରେ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ତାଙ୍କର ଶେଷ ଦର୍ଶନ ଲାଗି ମରଶରୀରକୁ କଟକ ବାସଭବନରେ ରଖାଯାଇଛି। ସେ ୨୦୦୮ରୁ ୨୦୧୦ ଯାଏ ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ଦାୟିତ୍ବ ନିର୍ବାହ କରିଥିଲେ। ହୁସେନ ରବି ଗାନ୍ଧୀ ୧୯୪୮ ମସିହା ଏପ୍ରିଲ ୨୩ ତାରିଖରେ ଯାଜପୁର […]

ବାସ୍ତବ ବ୍ୟୁରୋ: ଭାରତର ତୃତୀୟ ବୃହତ୍ତମ ଅଟୋ ଉତ୍ପାଦନକାରୀ କମ୍ପାନୀ ଏହାର ଗାଡିର ମୂଲ୍ୟ ୧ ଫେବୃଆରୀରୁ ବୃଦ୍ଧି କରିବାକୁ ଘୋଷଣା କରିଛି | କମ୍ପାନୀ ତିନି ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମୂଲ୍ୟ ବୃଦ୍ଧି କରିଛି। ଏହାପୂର୍ବରୁ ନଭେମ୍ବର ୭ ରେ ଟାଟା ମୋଟର୍ସ ଯାତ୍ରୀବାହୀ ଗାଡିର ମୂଲ୍ୟ ୦.୯୦% ବୃଦ୍ଧି କରିଥିଲା। କମ୍ପାନୀ କହିଛି ଯେ କାର ତିଆରିର କମ୍ପୋନେଣ୍ଟ ମୂଲ୍ୟ ବୃଦ୍ଧି ଏବଂ ନୂତନ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୨୭-୧-୨୦୨୩:ବିକାଶ ପଥେ ଚାନ୍ଦବାଲି ଏନ ଏ ସି । ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଚାନ୍ଦବାଲି ଏନ ଏ ସି ବାଲିଗାଁର ୧୧ ନମ୍ବର ୱାର୍ଡ଼ରେ ଅର୍ଜୁନ ପାର୍କ ଓ ମିଶନ ଶକ୍ତି ଗୃହର ଶୁଭ ଉଦଘାଟାନ କଲେ ଚାନ୍ଦବାଲି ବିଧାୟକ । ଉକ୍ତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥ୍ ଭାବେ ଚାନ୍ଦବାଲି ବିଧାୟକ ଡ଼ ବ୍ୟମୋକେଶ ରାୟ, ଏନ ଏ ସି ଅଧ୍ୟକ୍ଷା ଶାନ୍ତଲତାସେଠୀ, ଜିଲ୍ଲା ପରିଷଦ […]

ବାସ୍ତବ ବ୍ୟୁରୋ:ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଅଣ୍ଡର ୧୯ ମହିଳା ଟି-୨୦ ବିଶ୍ୱକପରେ ଭାରତୀୟ ଦଳ ଶୁକ୍ରବାର ଦିନ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ତ ମହିଳା ଦଳ ନିର୍ଦ୍ଧାରିତ ୨୦ ଓଭର୍‌ରେ ୯ ୱିକେଟ ହରାଇ ମାତ୍ର ୧୦୭ ରନ କରିଥିଲା। ଏହାର ଜବାବରେ ଭାରତୀୟ ମହିଳା ଦଳ ଓପନର […]

ସଂଜୟ ଶତପଥୀ(କଟକ): ଆଜି ପବିତ୍ର ୭୪ତମ ସାଧାରଣତନ୍ତ୍ର ଦିବସ ସାରା ଦେଶରେ ପାଳନ କରାଯାଉଥିବା ବେଳେ କଟକ ସହରର ମଙ୍ଗଳାବାଗ କାଠଗୋଲା ସାହିରେ କଟକର ବହୁ ଖ୍ୟାତନାମା ଓ ବରିଷ୍ଠ ଚିକିତ୍ସକ ତଥା ସହକାରୀ ମାନଙ୍କ ଦ୍ଵାରା ପ୍ରତିଷ୍ଠିତ ମେଟ୍ରୋ ମନୋରମା ଓ୍ବେଲଫେୟାର ସୋସାଇଟି ପକ୍ଷରୁ ଏହି ଦିବସ ମହାସମାରୋହରେ ସୋସାଇଟି ପରିସରରେ ପାଳିତ ହୋଇଯାଇଛି। ସୋସାଇଟିର ସଭାପତି ଡ଼.ବି.କେ.ଦାସ ଏହି ସାଧାରଣତ ଦିବସରେ ଜାତୀୟ ପତାକା ଉନ୍ମୀଳନ କରି […]

 ବାସ୍ତବ ବ୍ୟୁରୋ(ଦେବକାନ୍ତ ମହାନ୍ତି): ଆଜି ଦେଶ ପାଳୁଛି ୭୪ତମ ଗଣତନ୍ତ୍ର ଦିବସ। ବିଶ୍ବର ଯେଉଁ କୋଣରେ ଥିଲେ ବି ଏହି ଦିବସକୁ ନେଇ ଗର୍ବ କରୁଛି ପ୍ରତ୍ୟେକ ଭାରତୀୟ। ଦୀର୍ଘ ୨୦୦ବର୍ଷର ଶାସନ ପରେ ୧୯୪୭ ରେ ଭାରତ ବ୍ରିଟିଶ ଶାସନରୁ ମୁକ୍ତ ହୋଇଥିଲା। ୧୯୫୦ମସିହା ଆଜିର ଦିନରେ ଦେଶରେ ସମ୍ବିଧାନ ପ୍ରଣୟନ ହୋଇଥିବା ବେଳେ ଦେଶବାସୀ ନିଜ ଶାସନ ଡୋରି ନିଜ ହାତକୁ ନେଇଥିଲେ। ଯେଉଁ ସ୍ବର୍ଣ୍ଣିମ ମୂହୁର୍ତ୍ତକୁ […]

ସଂଜୟଶତପଥୀ(କଟକ): ଆଜି ପବିତ୍ର ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ କଟକ ମେରିଆବଜାରର ଦୁଇ ସମାଜସେବୀ ଅନୁଷ୍ଠାନ ସ୍ବଃ ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ଓ ସ୍ବଃ ଯଦୁମଣି ମଙ୍ଗରାଜ ସ୍ମୃତି ସଂସଦ ପକ୍ଷରୁ ମିଳିତ ଭାବେ ୭୪ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ମେରିଆବଜାର ପଡ଼ିଆରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସମାଜସେବୀ ଶ୍ରୀ କିଶୋର କୁମାର ମଙ୍ଗରାଜଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୂଖ୍ୟ ଅତିଥି […]

ସଂଜୟଶତପଥୀ(କଟକ): ଆଜି ୭୪ତମ ପବିତ୍ର ସ୍ୱାଧୀନତା ଦିବସରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଚଣ୍ଡ ସମର୍ଥକ ବାଉଁଶ ଗଳିର ସେକ ରେହମାନ (ଦିବ୍ୟାଙ୍ଗ) ଭାଇ ମୋଦିଜୀଙ୍କୁ ତାଙ୍କର ଭାରତରେ ତଥା ବିଶ୍ୱରେ କରିଚାଲିଥିବା ମହାନ କାର୍ଯ୍ୟ ପାଇଁ ଶୁଭେଚ୍ଛା ଜଣାଇବାକୁ ତଥା ଦିବ୍ୟାଙ୍ଗ ଭାଇ ମାନଙ୍କ ଦୁଃଖ ଜଣାଇବାକୁ ନିଜ ହାତ ତିଆରି ତିନିଚକିଆ ସାଇକେଲ ଚଲାଇ ନେତାଜୀଙ୍କ ଜନ୍ମସ୍ଥାନ ଓଡ଼ିଆ ବଜାରରୁ ଦିନ ୧୦ଟାରେ ଦିଲ୍ଲୀ ଯାତ୍ରା ଶୁଭାରମ୍ଭ […]

Pin It on Pinterest