ବାସ୍ତବ ବ୍ୟୁରୋ: ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୁଗର ବୋମା ଶୁକ୍ରବାର ଦିନ ଇଂଲଣ୍ଡର ଗ୍ରେଟ୍ ୟାରମାଉଥରେ ନିଷ୍କ୍ରିୟ ହେବା ପୂର୍ବରୁ ବିସ୍ଫୋରଣ ହୋଇଗଲା । ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଏହି ଘଟଣା ଘଟିଥିଲା। ବୋମା ବିସ୍ଫୋରଣର ଶବ୍ଦ ୧୫ ମାଇଲ ଅର୍ଥାତ୍ ୨୪ କିଲୋମିଟର ଦୂର ଯାଏ ଶୁଭିଥିଲା । ପୋଲିସର ସୂଚନାନୁସାରେ, ବୋମା ବିସ୍ଫୋରଣରେ କେହି ଆହତ ହୋଇନାହାଁନ୍ତି, ଅଞ୍ଚଳର ସମସ୍ତ ଲୋକ ସୁରକ୍ଷିତ ଅଛନ୍ତି। ଏରିଆ […]
ବାସ୍ତବ ବ୍ୟୁରୋ: ବରଗଡ଼ ଜିଲ୍ଲା ପାଇକମାଳ ଅଂଚଳର ଜନସାଧାରଣଙ୍କ ବହୁ ଦିନର ଦାବି ଆଜି ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଇକମାଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାବରେ ଉନ୍ନୀତ କରାଯାଇଛି। ଗତ ଉପନିର୍ବାଚନ ସମୟରେ ପାଇକମାଳର ଜନତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାଇକମାଳରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବା ପାଇଁ ଦାବି କରିଥିଲେ। ସ୍ଥାନୀୟ ଲୋକଙ୍କର ଦାବି ମୁତାବକ ମୁଖ୍ୟମନ୍ତ୍ରୀ ସେମାନଙ୍କ […]
ବାସ୍ତବ ବ୍ୟୁରୋ: ହିମାଚଳ ପ୍ରଦେଶର ଅନେକ ଅଞ୍ଚଳରେ କ୍ରମାଗତ ତୁଷାରପାତ ହେଉଛି। ଏହି କାରଣରୁ ଚାରୋଟି ଜାତୀୟ ରାଜପଥ ସମେତ ୧୭୬ ଟି ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୦ ବିଦ୍ୟୁତ୍ ଏବଂ ୧୦ ଟି ଜଳ ଯୋଗାଣ କାରଖାନା ଅଟକି ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାହାଡ ଏବଂ ସମତଳର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ଏବଂ ବଜ୍ରପାତ ପାଇଁ […]
ବାସ୍ତବ ବ୍ୟୁରୋ: ଆଜି ୨ଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କ ଏହା ଦ୍ୱିତୀୟ ଓଡ଼ିଶା ଗସ୍ତ। ରାଷ୍ଟ୍ରପତି ଦିନ ପ୍ରାୟ ୧୧ଟା ୧୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସିଧାସଳଖ ରାଜଧାନୀର ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ମଧ୍ୟାହ୍ନ ଗୋଟାଏ ୫ ମିନିଟରେ ସେ ରାଜଭବନରେ ଭୋଜନ କରିବେ। ଅପରାହ୍ନରେ ରମାଦେବୀ ମହିଳା […]
ବାସ୍ତବବ୍ୟୁରୋ(ଅନୁଗୁଳ): ଅନୁଗୁଳସ୍ଥିତ ନାଲକୋ ସ୍ମେଲ୍ଟର ଏଵଂ ପାୱାର କମ୍ପ୍ଲେକ୍ସର ଅଫିସର ସଙ୍ଘର ବାର୍ଷିକ ସାଧାରଣ ବୈଠକ (AGM) ତଥା ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।ଏହି ସଭାରେ ସଭାପତିତ୍ବ କରିଥିଲେ ସଂଘର ସଭାପତି ପ୍ରସନ୍ନ କୁମାର ମଲ୍ଲିକ।ସାଧାରଣ ସମ୍ପାଦକ ନଳିନୀକାନ୍ତ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିବାବେଳେ,ସଂଘର କୋଷାଧ୍ୟକ୍ଷ ଗୌତମ କୁମାର ନାୟକ ସଂଘର ଆୟବ୍ୟୟର ହିସାବ ପ୍ରଦାନ କରିଥିଲେ । ଏହି ବୈଠକରେ ସଂଘର କାର୍ଯ୍ୟନିର୍ବାହୀ ସମିତିର […]
ନିହାର ପରିଡା(କେନ୍ଦ୍ରାପଡ଼ା): ୦୮-୦୨-୨୩-କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଜଳସମ୍ପଦ ବିଭାଗ ତରଫରୁ ଛତା ସ୍ଥିତ ସହକାରୀ ନିର୍ବାହୀଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଏଜିଏମ ଅଶୋକ କୁ ଆଚାର୍ଯ୍ୟ,ଜିଲ୍ଲା ପରିଷଦ ଅଧକ୍ଷା ଗୀତାଞ୍ଜଳୀ ସେଠୀ, ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ଜଳସେଚନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମେଶ ଚନ୍ଦ୍ର ସେଠୀ ଓ ଜଳସେଚନ ୨ […]
ନିହାର ପରିଡା(କେନ୍ଦ୍ରାପଡା):୦୮/୦୨ଉତ୍କଳ ଭାରତୀ ଡକ୍ଟର କୁନ୍ତଳା କୁମାରୀ ସାବତଙ୍କ ୧୨୨ ତମ ଜୟନ୍ତୀ କେନ୍ଦ୍ରାପଡା ସହରର ଅର୍ବାନ୍ ବ୍ୟାଙ୍କ ପାର୍ଶ୍ଵ ପ୍ରତିମୂର୍ତ୍ତି ସ୍ଥଳରେ ପାଳିତ ହୋଇ ଯାଇଛି। କୁନ୍ତଳା କୁମାରୀ ସାବତ ପ୍ରତିଭା ପୂଜା ସମିତିର ସଭାପତି ଆଡଭୋକେଟ କୁଞ୍ଜବିହାରୀ ପରିଡ଼ା ଙ୍କ ଅଧ୍ୟକ୍ଷତାରେ ତଥା ରାଜଶ୍ରୀ ଓ ଉତ୍କଳ ଭାରତୀର ସମ୍ପାଦକ ଆଶୁକବି ହେମନ୍ତ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ବିଶିଷ୍ଟ ଜନନାୟକ ବିଜୟ କୁମାର ମହାପାତ୍ର […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୦୮/୦୨/୨୦୨୩-ଚାନ୍ଦବାଲି ଉପଖଣ୍ଡ ପୋଲିସ କାର୍ଯ୍ୟାଳୟ ଅଧୀନରେ ଥିବା ୬ଟି ଥାନା ଓ ୩ଟିଫାଣ୍ଡି ଏବେ ଚୋରା କୋଇଲା କାରବାର ପେଣ୍ଠ ସ୍ଥଳୀ ପାଲଟିଛି, ପ୍ରତିଦିନ ଧାମରା ରେଳ ପଥରୁ ଚୋରା କୋଇଲା ମାଫିଆ ମାନେ ପିକପ ଭ୍ୟାନ ଓ ଟ୍ରକ ମାଧ୍ୟ୍ୟମରେ ଅବାଧରେ କାରବାର କରୁଛନ୍ତି, ଏକଥା ଯେ ପୋଲିସ ନଜରରେ ନାହିଁ ତା ତାହା କହିବା ନିରର୍ଥକ, ସବୁ ମିଲି ଭଗତରେ ଆରମ୍ଭ ହୋଇଛି l […]
ବାସ୍ତବ ବ୍ୟୁରୋ: ସୋମବାର ସକାଳେ ତୁର୍କୀ ଏବଂ ସିରିଆରେ ୩ ଟି ବଡ଼ ଭୂକମ୍ପ ହୋଇଥିଲା। ତୁର୍କୀ ସମୟ ଅନୁଯାୟୀ, ପ୍ରଥମ ଭୂକମ୍ପ ସକାଳ ୪ ଟା (ତୀବ୍ରତା ୭.୮), ଦ୍ୱିତୀୟଟି ସକାଳ ୧୦ ଟା (ତୀବ୍ରତା ୭.୬) ଏବଂ ତୃତୀୟଟି ସୋମବାର ଅପରାହ୍ନ ୩ ଟା (ତୀବ୍ରତା ୬.୦) ରେ ଘଟିଥିଲା। ତୁର୍କୀରେ ୩,୫୪୯ ଲୋକ ପ୍ରାଣ ହରାଇଛନ୍ତି ଏବଂ ୨୦ ହଜାର ୫୩୪ ରୁ ଅଧିକ ଲୋକ […]
ବାସ୍ତବବ୍ୟୁରୋ(ନୟାଗଡ): ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ସ୍ଥିତ ମଧୁବନ ମିନି ଷ୍ଟାଡିୟମ ଠାରେ ୪ର୍ଥ ରାଜ୍ୟ ସ୍ତରୀୟ ମହେନ୍ଦ୍ର ସ୍ଵାଇଁ ମେମୋରିଆଲ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇ ଯାଇଛି। ଖଣ୍ଡପଡା ସ୍ପୋର୍ଟସ ଏକାଡେମୀ ଆନୁକୂଲ୍ୟରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ବିଶିଷ୍ଟ ସମାଜସେବୀ ତଥା ଯୁବନେତା ଇଂ ଦୁଷ୍ମନ୍ତ କୁମାର ସ୍ଵାଇଁ ଅଧ୍ୟକ୍ଷତା କରିଥିଲେ। ନୟାଗଡ଼ ଡି ଏଫ ଓ କ୍ଷମା ଷଢଙ୍ଗୀ ମୁଖ୍ୟ ଅତିଥି, ରାଜ୍ୟ କ୍ରୀଡା ବିଭାଗର ବରିଷ୍ଠ […]


