ବାସ୍ତବ ବ୍ୟୁରୋ: ତିନି ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ଭୋଟ ଗଣତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏପର୍ଯ୍ୟନ୍ତ ମିଳିଥିବା ରିପୋର୍ଟ ଅନୁସାରେ ତ୍ରିପୁରା ଏବଂ ନାଗାଲାଣ୍ଡରେ ବିଜେପିର ପ୍ରତ୍ୟାବର୍ତ୍ତନ । ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମାଙ୍କ ଏନପିପି ମେଘାଳୟର ଏକକ ବୃହତ୍ତମ ଦଳ ହୋଇପାରିଛି। ସର୍ବଶେଷ ରିପୋର୍ଟ ଅନୁସାରେ ଅଧିକାଂଶ ଆସନରେ ଫଳାଫଳ ଆସିଛି ଏବଂ ରାଜନୈତିକ ଦଳ ଅନେକଙ୍କ ନେତୃତ୍ୱ ନେଇଛନ୍ତି। ସୂଚନା ଅନୁଯାୟୀ, ବିଜେପି […]

ବାସ୍ତବ ବ୍ୟୁରୋ: ନୂଆଦିଲ୍ଲୀର ‘ଜେଏନ୍‌ୟୁ’ ବିଶ୍ବବିଦ୍ୟାଳୟ ପରିସରରେ ଧାରଣା ଦେଲେ ଶିକ୍ଷାର୍ଥୀମାନେ ୨୦,୦୦୦ ଟଙ୍କା ଜରିମାନା ଏବଂ ହିଂସାକାଣ୍ଡ ଭିଆଇଲେ ଆଡ୍‌ମିସନ୍‌ ରଦ୍ଦ ଅଥବା ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନେ ଦେବେ ବୋଲି ନୂତନ ଗାଇଡଲାଇନରେ ‘ଜବାହର୍‌ଲାଲ୍‌ ନେହେରୁ ବିଶ୍ବବିଦ୍ୟାଳୟ’ ଉଲ୍ଲେଖ କରିଛି।  ‘ଜେଏନ୍‌ୟୁ ଶିକ୍ଷାର୍ଥୀମାନଙ୍କ ପାଇଁ ଶୃଙ୍ଖଳା ନିମୟ ଓ ଶିଷ୍ଟ ଆଚରଣ’ରେ ପ୍ରତିବାଦ ଏବଂ ଜାଲିଆତି ଭଳି ବିଭିନ୍ନ ପ୍ରକାରର କାର୍ଯ୍ୟ ପାଇଁ ବିଭିନ୍ନ ପ୍ରକାର ଦଣ୍ଡବିଧାନ […]

ସଂଜୟ ଶତପଥୀ(କଟକ) :ପୁଣି ଓଲିଉଡ ପାଇଁ ଏକ ଦୁଃଖଦ ଖବର,ଓଡିଆ କଳାଜଗତରେ ଆଉ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା । ଲୋକପ୍ରିୟ ଯୁବ ଅଭିନେତା ପିଣ୍ଟୁ ନନ୍ଦ ଆଉ ନାହାଁନ୍ତି । ସେ ବୁଧବାର ରାତିରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ପିଣ୍ଟୁଙ୍କର ରାତି ପ୍ରାୟ ୧୧ଟା ୨୫ ସମୟରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ଲିଭର ସିରୋସିସ୍‌ରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କର […]

ବାସ୍ତବ ବ୍ୟୁରୋ: ଭାରତ ନେତୃତ୍ୱରେ ହେବାକୁ ଥିବା ଜି -୨୦ ସମ୍ମିଳନୀରେ ବୈଦେଶିକ ମନ୍ତ୍ରୀମାନେ ଆଜି ଏବଂ ଆସନ୍ତାକାଲି ଭେଟିବେ। ବୈଦେଶିକ ମନ୍ତ୍ରୀଙ୍କ ଉପସ୍ଥିତି ଦୃଷ୍ଟିରୁ ଏହା ସବୁଠୁ ବଡ ବୈଠକ ହେବ। ଜି -୨୦ ଦେଶ ବ୍ୟତୀତ ସମଗ୍ର ବିଶ୍ୱରୁ ୪୦ ଜଣ ପ୍ରତିନିଧୀ ଏଥିରେ ଅଂଶଗ୍ରହଣ କରିବେ। ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ହେବାକୁ ଥିବା ବୈଠକରେ ଜି -୨୦ ସଦସ୍ୟ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, […]

ବାସ୍ତବ ବ୍ୟୁରୋ: ଚଳିତ ବର୍ଷ ମାର୍ଚ୍ଚରୁ ଝାଂଜି ର ପ୍ରକୋପ ଆରମ୍ଭ ହେବ । ଦେଶର ସମତଳ ଅଞ୍ଚଳରେ ଉତ୍ତାପ ଫେବୃଆରୀରେ ୧୨୨ ବର୍ଷର ରେକର୍ଡ ଭାଙ୍ଗିଛି। ପାଣିପାଗ ବିଭାଗ ଅନୁଯାୟୀ, ମାର୍ଚ୍ଚରୁ ଏଥର ଝାଂଜି ର ପ୍ରକୋପ ଆରମ୍ଭ ହେବ। ଉତ୍ତର ଏବଂ ମଧ୍ୟ ଭାରତରେ ଦିନର ତାପମାତ୍ରା ସ୍ୱାଭାବିକଠାରୁ ୧.୭୩ ଡିଗ୍ରୀ ଥିଲା । ଏହାପୂର୍ବରୁ ଫେବୃଆରୀ ୧୯୦୧ ରେ ୦.୮୧ ଡିଗ୍ରୀ ରେକର୍ଡ କରାଯାଇଥିଲା । […]

ମନୋଜ ମହାନ୍ତି(ଭୁବନେଶ୍ୱର): ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌)ର ଠିକାସଂସ୍ଥାକୁ ଅହେତୁକ ଅନୁକମ୍ପା। ବହୁତଳ କାର୍‌ ପାର୍କିଂରେ ବେପାର ହେଉନି। ଯେଉଁ ପରିମାଣରେ ପାର୍କିଂ ହେବା ଆଶା କରାଯାଉଥିଲା, ସେହି ପରିମାଣରେ ହେଉନାହିଁ। ଏଭଳି କାରଣ ଦେଖାଇ ଦୁଇ ଠିକାସଂସ୍ଥାକୁ ମାସକୁ ୮ଲକ୍ଷରୁ ଅଧିକ ହିସାବରେ ୫ ମାସର ୩୦ଲକ୍ଷ ଟଙ୍କାରୁ ଅଧିକ ପରିମାଣର ଦେୟ ଛା‌ଡ଼ି ଦେବାକୁ ଚକ୍ରାନ୍ତ ଚାଲିଛି । ବେପାର ହେଉ ନଥିବାରୁ ଧାର୍ଯ୍ୟ ଦେୟ […]

ପୁରୁଷୋତ୍ତମ ମହାପାତ୍ର(ଭଞ୍ଜନଗର): ଦିର୍ଘ ୬ବର୍ଷ ପରେ ପୁଣିଥରେ ଭଞ୍ଜନଗର ସହରରେ ଚଳିତ ବର୍ଷ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି।କରୋନା କଟକଣା ସକାଶେ ଗତ ଥର ଯାତ୍ରା ବନ୍ଦ ରହିଥିଲା। ହେଲେ ଏହି ବର୍ଷ ଯାତ୍ରାକୁ ଶାନ୍ତି ଶୃଙ୍ଖଳା, ଅଧିକ ଆକର୍ଷଣୀୟ ଓ ଧୂମ୍ ଧାମ ସହକାରେ ପାଳନ କରିବା ପାଇଁ ଯାତ୍ରା କମିଟି ପକ୍ଷରୁ ସ୍ଥାନୀୟ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ […]

ବାସ୍ତବ ବ୍ୟୁରୋ: ସକାଳ ୭ ଟାରୁ ଆରମ୍ଭ ହୋଇଥିବା ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ସନ୍ଧ୍ୟା ୫ ଟାରେ ଶେଷ ହୋଇଥିଲା। କେତେକ ବୁଥରେ ଗୁଳି ବିନିମୟ ଓ ପଥର ଫିଙ୍ଗା ଘଟଣା ଘଟିଥିବା ବେଳେ ବାକି ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଚାଲିଥିଲା। ଅପରାହ୍ନ ୫ ଟା ପର୍ଯ୍ୟନ୍ତ ମେଘାଳୟରେ ୭୪.୩୨% ଏବଂ ନାଗାଲାଣ୍ଡରେ ୮୩.୩୬% ଭୋଟିଂ ହୋଇଛି । ବିଧାନସଭାରେ ଉଭୟ ରାଜ୍ୟରେ […]

ବାସ୍ତବ ବ୍ୟୁରୋ(କୋଲକାତା): ସୋମବାର ସକାଳେ କୋଲକାତାରୁ ବ୍ୟାଙ୍କକ୍‌ ଅଭିମୁଖେ ଉଡ଼ାଣ ଭରିବା ସମୟରେ ହଠାତ୍‌ ବିମାନର ଗୋଟିଏ ଇଞ୍ଜିନ୍‌ ବ୍ଲେଡ୍‌ ଭାଙ୍ଗିଯାଇଥିବା ଦେଖି ପାଇଲଟ୍‌ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଥିଲେ। ପରେ ମଝି ଆକାଶରୁ ବିମାନଟି ବିମାନବନ୍ଦରକୁ ଫେରି ୧୮ ମିନିଟ୍‌ ପରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ଏହି ସ୍ପାଇସ୍‌ ଜେଟ୍‌ ବିମାନରେ ୧୭୮ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ ଥିଲେ । […]

ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ): କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ର ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଆସିଛି ।ବର୍ଦ୍ଧିତ ପେନସନ ବାଛିବାର ଅବଧି ଆଉ ଦୁଇମାସ ବୃଦ୍ଧି କରାଗଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବର୍ଦ୍ଧିତ ପେନସନ ରାଶି ପାଇବା ପାଇଁ ଇଚ୍ଛୁକ ଇପିଏଫଓ ଗ୍ରାହକମାନେ ଆସନ୍ତା ମାର୍ଚ୍ଚ ୩ ସୁଦ୍ଧା ନିଜ ନିଯୁକ୍ତିଦାତାଙ୍କ ସହ ମିଳିତ ଭାବେ ଆବେଦନ କରିବା ପାଇଁ ଅବଧି ଘୋଷଣା କରାଯାଇଥିଲା । ଏଥିପାଇଁ ସେମାନଙ୍କୁ […]

Pin It on Pinterest