ସଂଜୟ ଶତପଥୀ(କଟକ): ପୁରୁଷ ହକି ବିଶ୍ୱକପ୍ର ଉଦଘାଟନୀ ସମାରୋହ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ସହିତ ଆରମ୍ଭ ହୋଇଛି | ଏଥିରେ ଓଡ଼ିଶାର ସଂସ୍କୃତି ସହ ଗୀତ, ନୃତ୍ୟ ଏବଂ ପ୍ରଯୁକ୍ତିବିଦ୍ୟାର ଭରପୂର ମନୋରଂଜନ ରହିବ। ଏହି ଉଦ୍ଘାଟନୀ ଉତ୍ସବର ନାମ ‘ସେଲିବ୍ରେସନ’ ରଖାଯାଇଛି। ୪୦,୦୦୦ ଦର୍ଶକଙ୍କ ଭରପୂର ଷ୍ଟାଡିୟମରେ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ ବଲିଉଡ ତାରକା ରଣଭୀର ସିଂ, ଦିଶା ପଟାନୀଙ୍କ ସହ ଦର୍ଶକମାନଙ୍କ ମନ […]
ବାସ୍ତବ ବ୍ୟୁରୋ : ଆଜି(ମଙ୍ଗଳବାର) iQoo ଏହାର ନୂତନ ଫ୍ଲାଗସିପ୍ ସ୍ମାର୍ଟଫୋନ୍ iQoo-୧୧ 5G ଭାରତରେ ଲଞ୍ଚ କରିଛି | କମ୍ପାନୀ ଏହି ସ୍ମାର୍ଟଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୮ ଜେନ ୨ ପ୍ରୋସେସର ଏବଂ ଭିଭୋ ଭି ୨ ଇମେଜିଙ୍ଗ ଚିପ ଦେଇଛି | ଏଥିରେ ୬.୭୮ ଇଞ୍ଚର 2K ଏମୋଲେଡ଼ ଡିସପ୍ଲେ ଅଛି | ଏହା ୧୨୦W ଫ୍ଲାସଚାର୍ଜ ଫାଷ୍ଟ ଚାର୍ଜିଂ ସହ ଏଥିରେ ୫୦୦୦mAh ବ୍ୟାଟେରୀ ଦିଆଯାଇଛି […]
ରାକେଶ ମହାନ୍ତି(ପାଟକୁରା): ପାଟକୁରା ନିର୍ବାଚନ ମଣ୍ଡଳୀର ଗରଦପୁର ବ୍ଲକ ରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ, ଆଗାମୀ ନିର୍ବାଚନ କୁ ଆଖି ଆଗରେ ରଖି ବନ୍ଧୁମିଳନର ଆଢୁଆଳେ ଶକ୍ତି ପ୍ରଦର୍ଶନ । ତୀକନପୁର ପଞ୍ଚାୟତ ରେ ବନ୍ଧୁ ମିଲନ କାର୍ଯ୍ୟକ୍ରମ ଅବସରରେ ହଜାର ହଜାର ସମର୍ଥକ ଙ୍କ ସହ ବିଜୟ ମହାପାତ୍ର ରୋଡ ଶୋ କରି ବିରାଟ ଶୋଭାଯାତ୍ରାରେ ସଭାରେ ଯୋଗ ଦେଇଥିଲେ ।ଏହି ସଭାରେ ବିଜୟ ମହାପାତ୍ର ଆଗାମୀ […]
ବାସ୍ତବ ବ୍ୟୁରୋ: ଅଟାର ଅଭାବ ହେତୁ ପାକିସ୍ତାନରେ ହାହାକାର | ସବସିଡିଯୁକ୍ତ ଅଟାର ଷ୍ଟକ୍ ଶେଷ ହୋଇଯାଇଛି | ଏହି କାରଣରୁ ସରକାର ଦେଶର ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କୁ କମ୍ ମୂଲ୍ୟରେ ଅଟା ପ୍ୟାକେଟ୍ ଯୋଗାଉଛନ୍ତି। ଅଟାର ଅଭାବ ଏତେ ଭୟଙ୍କର ଯେ ଶସ୍ତା ଅଟା କିଣିବାକୁ ଚେଷ୍ଟା କରି ଏପର୍ଯ୍ୟନ୍ତ ୪ ଜଣ ପ୍ରାଣ ହରାଇଛନ୍ତି। ଶନିବାର ଦିନ ସିନ୍ଧ ରାଜ୍ୟର ମିରପୁର ଖାସ୍ ଜିଲ୍ଲାରେ ଖାଦ୍ୟ ବିଭାଗରୁ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଗୁରୁ ଶିଷ୍ୟର ପବିତ୍ର ସମ୍ପର୍କ କେଉଁ ଆଦିମ ଯୁଗରୁ।ଶିକ୍ଷା ଗ୍ରହଣ ପରେ ଛାତ୍ରଟିଏ ବିଶ୍ୱକଲ୍ୟାଣ ପାଇଁ ନିଜକୁ ବିଭିନ୍ନ ଦିଗରେ ନିୟୋଜିତ କରିଥାଏ ସତ,ମାତ୍ର ଭୂଲି ନ ଥାଏ ନିଜ ଜନ୍ମଦାତ୍ରୀ ,ଜନ୍ମଭୂମି , ଶିକ୍ଷକ /ଶିକ୍ଷୟତ୍ରୀ ଏବଂ ପିଲାଦିନର ସହପାଠୀଙ୍କୁ । ସେହି ସ୍ମୃତିକୁ ମନେପକାଇ ଚାନ୍ଦବାଲି ବ୍ଳକର ମତୋ କଲ୍ୟାଣ ମଣ୍ଡପ ଠାରେ ମତୋ ଉଚ୍ଚ ବିଦ୍ୟାଳୟର ୧୯୬୯ ବ୍ୟାଚର ଛାତ୍ରଛାତ୍ରୀ ଓ ଶିକ୍ଷକ ମାନେ […]
ସଂଜୟ ଶତପଥୀ(କଟକ): ସଂପ୍ରତି ଭାରତବର୍ଷରେ ଜନସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇବାରେ ଆଗାମୀ ଦିନରେ ଦେଶବାସୀ ବହୁ ସଙ୍କଟର ସମ୍ମୁଖୀନ ହେବା ସହ ବିଶେଷ କରି ଘୋର ଆର୍ଥିକ ସଙ୍କଟର ମଧ୍ୟ ସମ୍ମୁଖୀନ ହେବେ। ଜଣାଯାଏ ଯେ ଆମଦେଶର ପରିସୀମା ଅନୁଯାୟୀ ଆକଳନ କଲେ ଜନସଂଖ୍ୟା ହୂ ହୂ ହୋଇ ବଢ଼ିବାରେ ଲାଗିଛି।ଏହି ବୃଦ୍ଧିକୁ ରୋକ୍ ଲଗାଇବା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ଯୋଜନା […]
ମାଲକାନଗିରି(ଏନ୍ ରବି): କୁଡୁମୁଲଗୁମ୍ମା ସ୍ଥାନୀୟ ଡ଼ାରୱିନ ସ୍ମାରକୀ ମହାବିଦ୍ୟାଳୟ ଠାରେ ତିନିଦିନିଆ ଜିଲ୍ଲାସ୍ତରୀୟ ଯୁବ ରେଡ୍ କ୍ରସ୍ ଶିବିରର ଆୟୋଜନ କରାଯାଇଛି । ଶିବିରର ଉଦ୍ଘାଟନରେ ସୀମା ସୁରକ୍ଷା ବଳ, ୮୮ ବାଟାଲିୟନ, ବାଲିମେଳାର କମାଣ୍ଡାଣ୍ଟ ଅମିତ୍ କୁମାର୍ ଶର୍ମା ରେଡ କ୍ରସ୍ ପତାକା ଉତ୍ତୋଳନ କରି କରିଥିଲେ। ତତ୍ପରେ ଏକ ସଭାର ଆୟୋଜନ କରା ଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର୍ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜିଲ୍ଲା […]
ନୂଆଦିଲ୍ଲୀ: BSNLଏୟାରଟେଲ ଓ ଜିଓ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ: ସରକାରୀ ଟେଲିକମ୍ କମ୍ପାନୀ BSNL ଏପ୍ରିଲ୍ ୨୦୨୪ ସୁଦ୍ଧା 5G ସେବା ଆରମ୍ଭ କରିବ |ଏୟାରଟେଲ ଏବଂ ଜିଓ ପରେ ବର୍ତ୍ତମାନ ସରକାରୀ ଟେଲିକମ୍ କମ୍ପାନୀ ‘ଭାରତ ସଞ୍ଚାର ନିଗମ ଲିମିଟେଡ୍’ (ବିଏସ୍ଏନ୍ଏଲ୍) ମଧ୍ୟ ଏହାର 5G ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କେନ୍ଦ୍ର ଆଇଟି ଏବଂ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୮-୧-୨୦୨୨:ଭଦ୍ରକ ଜିଲ୍ଲା ସତ୍ୟସାଇ ସେବା ସଂଗଠନ ଆହାନରେ ଚାନ୍ଦବାଲିରେ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ଚାନ୍ଦବାଲି ଏନ ଏସି ସତ୍ୟସାଇ ସେବା ସଂଗଠନ ଆଶ୍ରମ ପରିସରରେ ଶୀତ କାଳିନ ସ୍ବତନ୍ତ୍ର ପ୍ରେମ ସଂଜୀବନୀ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ରକ୍ତଦାନ ଶିବିରରେ ଚାନ୍ଦବାଲି ସତ୍ୟସାଇ ସେବା ସଂଗଠନର ଆବାହକ ରବିନ୍ଦ୍ର ଭୋଳଙ୍କ ସହିତ ଭଦ୍ରକ ବ୍ଲଡ ବ୍ୟାଙ୍କର ଡ଼ାକ୍ତର ଶରତ ଆଚାର୍ଯ୍ୟ ଯୋଗ ଦେଇ […]
ବାସ୍ତବ ବ୍ୟୁରୋ: ଜାଡରେ ଥରୁଛି ଓଡ଼ିଶା । ଗତ ଦୁଇ ଦିନ ହେବ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଆଜି ୧୦ ଡିଗ୍ରି ତଳେ ଓଡ଼ିଶାର ୨୧ ସହର ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେମିଳିଗୁଡ଼ା ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ବୋଲି ଜଣାଯାଇଛି। ସେମିଳିଗୁଡ଼ାରେ ୨ ଡିଗ୍ରି ତାପମାନ ରେକର୍ଡ ହୋଇଛି। ଝାରସୁଗୁଡ଼ାଠାରେ ତାପମାତ୍ରା ୬.୬ ଡିଗ୍ରି ରେକର୍ଡ ହୋଇଛି। ସେହିଭଳି […]


