ଚାନ୍ଦବାଲି(ଦେବକାନ୍ତ ମହାନ୍ତି): ଧାମରା ବନ ବିଭାଗର ଫରେଷ୍ଟର କୁମୁଦ ସାହୁ ଓ ଗାର୍ଡ ପ୍ରଶାନ୍ତ ସାହୁ ବିଶେଷ ସୂତ୍ରରୁ ଖବର ପାଇ ଧାମରା ନିକଟସ୍ଥ କାଲିନାଲି ଘାଟ ନିକଟରୁ କୋଡିଏ କିଲୋ ମାଂସ ସହ ଗୋଟେ ବୋଟକୁ ଜବଦ କରିଛନ୍ତି l ବୋଟରେ ମାଂସ ନେଇ ଆସୁଥିବା ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ l ଦୁଇ ଜଣ ଯୁବକ ହେଲେ ସେକ ହୁସେନ […]
ବାସ୍ତବ ବ୍ୟୁରୋ: ଭାରତ ଆଜି ୭୪ ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଏହି ଅବସରରେ ସାରା ବିଶ୍ୱରୁ ଅଭିନନ୍ଦନର ସୁଅ ଛୁଟୁଛି । ଭାରତରେ ଥିବା ଆମେରିକୀୟ ଦୂତାବାସ ଏହି ଅବସରରେ ଏକ ଭିଡିଓ କରି ଅଭିନନ୍ଦନ ଜଣାଇଛନ୍ତି। ଏହି ଭିଡିଓରେ ଆମେରିକାର ଦୁଇ ଅଧିକାରୀ ରାଘବନ୍ ଏବଂ ଷ୍ଟିଫାନି ଭାରତୀୟ ଗାୟକ ପବିତ୍ରା ଚାରିଙ୍କ ସହ ବନ୍ଦେ ମାତରମ ଗାଇଥିବାର ନଜର ଆସିଛନ୍ତି। ଆମେରିକୀୟ ଦୂତାବାସ ଏହି […]
ସଂଜୟ ଶତପଥୀ(କଟକ): ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟ ମହିଳାମାନଙ୍କ ଲାଗି “ମହିଳା ସଶକ୍ତିକରଣ ଓ ନାରୀ ସୁରକ୍ଷା ତଥା ଗାଁ କୁ ସମ୍ମାନ,ମାଆକୁ ସମ୍ମାନ ” ଡାକରା ରାଜ୍ୟରେ କେତେ ସଫଳ ହୋଇଛି ତାହାର ଏକ ନମୁନା ଆଜି ଦେଖିବାକୁ ମିଳିଛି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ । କଟକ କମିଶନରେଟ୍ ପୋଲିସ୍ ଅଧିନସ୍ଥ ଜଗତପୁର ଅଞ୍ଚଳର ଏହି ନିଃସହାୟ ବାପାମାଆ ଗତ ଏକ ମାସ ତଳୁ ନିଜର […]
ଦୀପକ ସାହୁ(କଳାହାଣ୍ଡି): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତା ଓ ଅଯୋଗ୍ୟ ହିତାଧିକାରୀମାନଙ୍କୁ ଆବାସ ଦେବା ଘଟଣା କୁ ପ୍ରତିବାଦ କରି ଆଜି କଳାହାଣ୍ଡି ବିଜେପି ପକ୍ଷରୁ ଭବାନିପାଟଣା ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ । ପ୍ରକାଶ ଯେ ରାଜ୍ଯ ସରକାର ଓଡିଶାର ୨୭ ଲକ୍ଷ ଲୋକଙ୍କ ପାଇଁ ଘର ଆବଶ୍ୟକ ବୋଲି ମାଗିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗରିବ ଲୋକଙ୍କୁ ମୁଣ୍ଡ ଉପରେ ଛାତ […]
ବାସ୍ତବ ବ୍ୟୁରୋ(ନୂଆ ଦିଲ୍ଲୀ) : ଅଟା ଖୋଲାରେ ଆଣିଲେ ୧ କିଲୋଗ୍ରାମ ପିଛା ୩୮-୪୦ ଟଙ୍କା ଏବଂ ବ୍ରାଣ୍ଡେଡ୍ ପ୍ୟାକେଟ ୪୫-୫୫ ଟଙ୍କା ରେ ବିକ୍ରି ହେଉଛି । ଜାନୁଆରୀ ୨୦୨୨ ର ମୂଲ୍ୟ ତୁଳନାରେ ଏହା ୪୦% ରୁ ଅଧିକ ଅଟେ । ବିଶ୍ଳେଷକମାନଙ୍କ ମତରେ, ଯଦି ସରକାର ଖୋଲା ବଜାରରେ ଗହମର ଷ୍ଟକ୍ ନ ଛାଡନ୍ତି, ତେବେ ଅଟାର ମୂଲ୍ୟ ଆହୁରି ବଢି ପାରେ। ରପ୍ତାନି ଉପରେ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ଥାନା ଅଧିନ ଚାନ୍ଦବାଲି ଏନ ଏ ସି ସିମୁଳିଆରେ ଏକ ପ୍ରସ୍ତାବିତ ମଦ ଦୋକାନ ଖୋଲାଯିବା ନେଇ ବିଜ୍ଞତି ପ୍ରକାଶ ପାଇବା ପରେ ଜନ ଆନ୍ଦୋଳନ ତେଜିବାରେ ଲାଗିଛି । ବଜାର ଠାରୁ ମାତ୍ର କେଇ ମିଟର ଦୂରରେ ଅବସ୍ଥାପିତ ହେବାକୁ ଯାଉଥିବା ଉକ୍ତ ଦୋକାନ ନିକଟରେ ତାରିଣୀମନ୍ଦିର , ହରିଜନ ବସ୍ତି ଓ ସତ୍ୟସାଇ ମନ୍ଦିର ଓ ଜଗନ୍ନାଥ ମନ୍ଦିର ସହିତ ନିକଟରେ ଦୂର୍ଗା ମନ୍ଦିର […]
ସୁବର୍ଣ୍ଣପୁର(ନମୋଗୁଋ ହୋତା): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପାତାଳୀ ଶ୍ରୀକ୍ଷେତ୍ରର ପାରିପାର୍ଶିକ ବିକାଶର ବାର୍ତ୍ତାନେଇ ଆଜି ସକାଳୁ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସରକାରୀ ଅଧିକାରୀ ତ୍ରୀକୁଟ ପାହାଡ ଚଢି ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ଏହି ବିଶେଷ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଆବୋଲି ସୁନିଲ ନରୱେଣେ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଓ ନିଶିପୁନମ ମିଞ୍ଜ,ଜିଲ୍ଲା ପରିଷଦ ସିଇଓ ନିହାର ରଞ୍ଜନ କହଁର, ଉପ […]
ବାସ୍ତବ ବ୍ୟୁରୋ: ଓସ୍କାର ୨୦୨୩ ପାଇଁ ଚୂଡ଼ାନ୍ତ ମନୋନୟନ ଘୋଷଣା କରାଯାଇଛି । ୩ଟି ଭାରତୀୟ ଚଳଚ୍ଚିତ୍ର ଓ ଡକ୍ୟୁମେଣ୍ଟାରିକୁ ମନୋନୟନ ମିଳିଛି । ମନୋନୟନ ପାଇଥିବା ଭାରତୀୟ ଚଳଚ୍ଚିତ୍ର ହେଲେ ଏସଏସ ରାଜମୌଲୀଙ୍କ ଚଳଚ୍ଚିତ୍ର ଆରଆରଆର୍, ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ଅଲ ଦାଟ୍ ବ୍ରେଦସ ଓ କ୍ଷୁଦ୍ର ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ଦି ଏଲିଫାଣ୍ଟ ହ୍ବିସ୍ପର୍ସ । ଭାରତୀୟ ଚଳଚ୍ଚିତ୍ର RRR ର ନାଟୁ-ନାଟୁ ଗୀତକୁ ବେଷ୍ଟ ଅରିଜିନାଲ ଗୀତ ବର୍ଗରେ […]
ବାସ୍ତବ ବ୍ୟୁରୋ: ଦେଶର ରାଜଧାନୀ ଦିଲ୍ଲୀ ସମେତ ୫ ଟି ରାଜ୍ୟରେ ଆଜି ବଡ଼ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଅପରାହ୍ଣ ୨.୩୦ରେ ଦିଲ୍ଲୀ-ଏନସିଆର ଓ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳର ଲୋକମାନେ ୩୦ ସେକେଣ୍ଡ ପାଇଁ ଭୂକମ୍ପ ଝଟକା ଅନୁଭବ କରିଛନ୍ତି। ଦିଲ୍ଲୀ-ଏନସିଆର ବ୍ୟତୀତ ଉତ୍ତରାଖଣ୍ଡ, ବିହାର, ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ଥାନର କେତେକ ଅଞ୍ଚଳରେ ଏହି ଭୂକମ୍ପର ପ୍ରଭାବ ମଧ୍ୟ ଅନୁଭୂତ ହୋଇଛି। ଝଟକା ଅନୁଭବ ହେବାରୁ ଲୋକମାନେ […]
ବାସ୍ତବ ବ୍ୟୁରୋ: ଆଜି ପରାକ୍ରମ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରମବୀର ଚକ୍ର ସମ୍ମାନିତ ବୀର ଯବାନମାନଙ୍କ ନାମାନୁସାରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ୨୧ଟି ନାମହୀନ ବଡ଼ ବଡ଼ ଦ୍ବୀପର ନାମକରଣ କରିଛନ୍ତି। ଆଜି(ସୋମବାର) ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି- ଆଣ୍ଡାମାନ ମାଟି ରେ ପ୍ରଥମ କରି ତ୍ରିରଙ୍ଗା ଉତ୍ତୋଳନ କରାଯାଇଥିଲା। ଏଠାରେ ସ୍ୱାଧୀନ […]


