ଭୁବନେଶ୍ବର :ଆଂଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାଇ, ଗୁରୁବାର ସୃଷ୍ଟି ହୋଇଥିବା ଲଘୁଚାପବଳୟ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘନୀଭୂତ ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳସ୍ଥ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳ ଉପରେ ରହିବ। ଏହା ପ୍ରଭାବରେ ରାଜ୍ୟରେ ଆଜିଠାରୁ ପ୍ରବଳ ବର୍ଷା ଆରମ୍ଭ ହେବ। ୧୦ ଓ […]
ବାସ୍ତବ ବ୍ୟୁରୋ : ପରଲୋକ ବ୍ରିଟେନ ମହାରାଣୀ ଏଲିଜାବେଥ (ଦ୍ବିତୀୟ) । ମହାରାଣୀ ଏଲିଜାବେଥ(ଦ୍ବିତୀୟ)ଙ୍କର ଗୁରୁବାର ଦିନ ୯୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।ବୁଧବାର ଠାରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା, ପରେ ଡାକ୍ତରଙ୍କ କଡା ତତ୍ତ୍ୱାବଧାନରେ ତାଙ୍କୁ ରଖାଯାଇଥିଲା। ଗୁରୁବାର ତାଙ୍କ ମୃତ୍ୟୁ ଘୋଷଣା କରାଯାଇଥିଲା। ତାଙ୍କ ମୃତ୍ୟୁକୁ ନେଇ ବ୍ରିଟେନରେ ଜାତୀୟ ଶୋକ ଘୋଷଣା କରାଯାଇଛି ଏବଂ ଦେଶର ଜାତୀୟ ପତାକା […]
ଏସ୍.ବାସ୍ତବ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ରାତି ୮ ଟାରେ ଇଣ୍ଡିଆ ଫାଟକ ସମ୍ମୁଖରେ କର୍ତବ୍ୟ ପଥ ଉଦଘାଟନ କରିଛନ୍ତି। ସେ ସନ୍ଧ୍ୟା ୭ ଟାରେ କର୍ତବ୍ୟ ପଥରେ ପହଞ୍ଚିଥିଲେ | ପ୍ରଥମେ ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ। ୧୯ ମାସର ନିରନ୍ତର କାର୍ଯ୍ୟ ପରେ, ସେଣ୍ଟ୍ରାଲ୍ ଭିସ୍ତା ଆଭେନ୍ୟୁ କାର୍ଯ୍ୟ ସମାପ୍ତ ହୋଇଛି | ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି- ସ୍ୱାଧୀନତାର ଅମୃତ ମହୋତ୍ସବରେ ଦେଶ […]
ନମୋଗୁରୁ ହୋତା(ସୁବର୍ଣ୍ଣପୁର)୦୮/୦୯: ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଗୋଷ୍ଠୀ ସଂଘର୍ଷ। ବିନିକା ନୂଆ ବଜାରରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ଛୁରାମାଡ଼ ହୋଇଥିବା ଖବର ମିଳିଛି । ଦୁଇ ଗୋଷ୍ଠୀରୁ ଜଣେ ଲେଖାଏଁ ଆହତ ହୋଇଛନ୍ତି । ସୁଚନା ଅନୁଯାଇ, ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନନ୍ତର କରାଯାଇଛି । ବିନିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି […]
ବାସ୍ତବ ବ୍ୟୁରୋ: ପ୍ରକାଶ ପାଇଲା ନିଟ୍ ରେଜଲ୍ଟ । ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । ଏହି ପ୍ରବେଶିକା ପରୀକ୍ଷାରେ ରାଜସ୍ଥାନ ଝିଅ ତନିସ୍କା ଅଲ୍ ଇଣ୍ଡିଆ ଟପ୍ପର ହୋଇଛନ୍ତି । ତନିସ୍କା ମୋଟ ୭୨୦ ମାର୍କରୁ ୭୧୫ ମାର୍କ ରଖିଛନ୍ତି । ସେହିପରି ୱତ୍ସା ଆଶିଶ ବାତ୍ରା ଦ୍ବିତୀୟ, ହୃଷିକେଶ ନାଗଭୂଷଣ ଗାଙ୍ଗୁଲେ ତୃତୀୟ ଏବଂ ଋଚା ପାୱଶେ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏହି ଚାରିଜଣ […]
ବାସ୍ତବବ୍ୟୁରୋ:ବାଙ୍ଗାଲୋରରେ ଏକ ସପ୍ତାହ ହେଲା ପ୍ରବଳ ବର୍ଷା ଲାଗି ରହିଛି। ୩ ଦିନ ହେଲା ସହର ପାଣିରେ ପରିପୂର୍ଣ୍ଣ | ରାସ୍ତା ଅଛି କି ନାହିଁ ଜଣା ପଡୁନି, ସବୁ କଲୋନୀ, ଜଳମଗ୍ନ ହୋଇଛି | ଲୋକଙ୍କ ସମସ୍ୟା ଦେଖି ବର୍ତ୍ତମାନ କର୍ଣ୍ଣାଟକ ସରକାର କିଛି ପଦକ୍ଷେପ ନେଇଛନ୍ତି। ବାଙ୍ଗାଲୋରରେ ସ୍କୁଲ ବନ୍ଦ ରହିଛି। ଆଇଟି ବିଭାଗର କର୍ମଚାରୀଙ୍କ ପାଇଁ ଘରୁ କାମ ଅନୁମୋଦନ କରାଯାଇଛି। ବେଙ୍ଗାଲୁରୁ ମ୍ୟୁନିସିପାଲିଟି କର୍ପୋରେସନ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଡ୍ରାଇଭରଙ୍କ ଉନ୍ମତ କାଣ୍ଡ,୩୦ ଫୁଟୁ ତଳକୁ ଖସିଲା ଆମ୍ବୁଲାନ୍ସ। ଆମ୍ବୁଲାନ୍ସ ଡ୍ରାଇଭର ମଦ ନିଶାରେ ୩୦ ଫୁଟୁ ତଳକୁ ଖସାଇଲେ ଆମ୍ବୁଲାନ୍ସ ଖବର ଅନୁଯାଇ, ଭଦ୍ରକ ଜିଲ୍ଲା ତିହିଡ଼ିରୁ ଚାନ୍ଦବାଲି ବାଂଶଡ଼ା ଅଭିମୁଖେ ଏକ ଶବ ନେବା ପାଇଁ ଆମ୍ବୁଲାନ୍ସ ଟି ଆସୁଥିବା ବେଳେ ନାଲୁଗୁଣ୍ଡା ଛକ ନିକଟରେ ଭାରସାମ୍ୟ ହରାଇ ୩୦ ଫୁଟୁ ତଳକୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଗାଡ଼ିରୁ ଡ୍ରାଇଭରଙ୍କୁ […]
ଏସ୍.ବାସ୍ତବ: ଏବେ କାରରେ ଯାତ୍ରା କରୁଥିବା ଲୋକମାନଙ୍କ ପାଇଁ,ଆଗ ସିଟ୍ ର ଯାତ୍ରୀଙ୍କ ପରି ପଛ ସିଟର ଯାତ୍ରୀମାନଙ୍କ ପାଇଁ ମଧ୍ୟ ସିଟ୍ ବେଲ୍ଟ ବାଧ୍ୟତାମୂଳକ | ଯଦି ଆପଣ ଏହା ନକରନ୍ତି ତେବେ ଆପଣଙ୍କୁ ଜୋରିମାନା ଦେବାକୁ ପଡିବ । ମଙ୍ଗଳବାର ଏକ ସାକ୍ଷାତକାରରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏହା ଘୋଷଣା କରିଛନ୍ତି । କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ […]
ରାକେଶ ମହାନ୍ତି(କେନ୍ଦ୍ରାପଡ଼ା): ୧୯୯୩ ମସିହାରେ ହେଲା ଚକବନ୍ଦୀ, ଚାଷଜମି କୁ ଜଳସେଚିତ ଜମି ରେ ପରିବର୍ତ୍ତନ କଲେ । ହେଲେ ୩୦ ବର୍ଷ ହେଲାଣି କେନାଲ ନାହିଁ । ହେଲେ ଜଳକର ଦେବାପାଇଁ ଆର ଆଇ ଙ୍କ ତାଗିଦ । ଦୀର୍ଘଦିନ ଧରି ନଦେବାରୁ ନୋଟିସ କରାଯାଉଛି କେନ୍ଦ୍ରାପଡା ତହସିଲ କାର୍ଯ୍ୟଳୟ ତରଫରୁ । ଜଳକର ସମସ୍ୟା ଙ୍କୁ ଗୋଗୁଆ ଆର ଆଇ ସର୍କଲ ଦୋବନ୍ଧା ରେଭେନ୍ୟୁ ର ସୋବଳା […]
ରାକେଶ ମହାନ୍ତି(କେନ୍ଦ୍ରାପଡ଼ା): ମହାକାଳପଡା ବ୍ଲକର ବେଆଇନ ଭାବେ ପ୍ରାୟ ୧୧୦୦ ଏକର ରୁ ଉର୍ଦ୍ଧ୍ବ ଜମିରେ ବେଆଇନ ଭାବେ ଚିଙ୍ଗୁଡ଼ି ଚାଷ ଚାଲିଥିଲା।ସ୍ବର୍ଗତ ସୂଚନା ଅଧିକାର କର୍ମୀ ରଞ୍ଜନ ଦାଶ ଲୋକୟୁକ୍ତ ଙ୍କ ନିକଟରେ ଅଭିଯୋଗ କରିଥିଲେ । ପରେ ଫାଲକନ୍ ମେରିଏନ୍ ଚିଙ୍ଗୁଡ଼ି ଚାଷ ବନ୍ଦ କରିଦେଇ ଥିବା ବେଳେ ଓଡିଶା ଆକୁଆ ନାମକ କମ୍ପାନୀ ର ଲିଜ ବାତିଲ ସହ ତୁରନ୍ତ ନିଜର ଆସବାସ ସାମଗ୍ରୀ ନେଇ […]


