ବାସ୍ତବ ବ୍ୟୁରୋ: ସରିଲା ପଦ୍ମପୁର ଉପନିର୍ବାଚନ ଏବେ ଫଳାଫଳକୁ ଅପେକ୍ଷା । ୩୧୯ଟି ବୁଥରେ ମତଦାନ ହୋଇଥିବାବେଳେ ୪ଟି ବୁଥରେ ଇଭିଏମ ଅଚଳ ହେବାରୁ ସଙ୍ଗେସଙ୍ଗେ ପରିବର୍ତ୍ତନ କରାଯାଇଥିଲା। ସେପଟେ ଭୋଟ ଦେବାକୁ ପଦ୍ମପୁର ବାସୀଙ୍କୁ ମୁଖ୍ଯମନ୍ତ୍ରୀ ଅପିଲ କରିଥିବାବେଳେ ନୂଆ ଭୋଟର ମଧ୍ୟ ଭୋଟ ଦେଇଥିଲେ । ତେବେ ଭିନ୍ନକ୍ଷମ ତଥା ବୟସ୍କ ଭୋଟରଙ୍କ ପାଇଁ ୬୨୮ ଜଣ ସ୍ବେଚ୍ଛାସେବୀଙ୍କୁ ଦାୟିତ୍ବରେ ଥିବାବେଳେ ୩ଟି ବ୍ଲକରେ ପର୍ଯ୍ଯାୟକ୍ରମେ ୨୯, […]
ବାସ୍ତବବ୍ୟୁରୋ:ଗୁଜୁରାଟ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ସୋମବାର ଶେଷ ହୋଇଛି। ବର୍ତ୍ତମାନ ଗୁଜୁରାଟ ଏବଂ ହିମାଚଳ ପ୍ରଦେଶର ନିର୍ବାଚନ ଫଳାଫଳ ୮ ଡିସେମ୍ବରକୁ ଅପେକ୍ଷା କରାଯାଇଛି। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଏଥର ବିଜେପି ଉଭୟ ରାଜ୍ୟରେ ପ୍ରତ୍ୟାବର୍ତ୍ତନ କରିବ ନା କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ଜିତିବ ତାହା ସ୍ଥିର ହେବ। ତେବେ ସୋମବାର ଆସିଥିବା ଏକଜିଟ୍ ସର୍ଭେରେ ୨୭ ବର୍ଷ ଧରି ଗୁଜୁରାଟରେ କ୍ଷମତାରେ […]
ବାସ୍ତବ ବ୍ୟୁରୋ: ପ୍ରଥମ ଦିନିକିଆ ମ୍ୟାଚରେ ଭାରତକୁ ୧ ଓ୍ବିକେଟରେ ହରାଇଲା ବାଂଲାଦେଶ । ୧୮୬ ରନ୍ରେ ଅଲ୍ଆଉଟ୍ ହେଲା ଭାରତ । ଢାକାଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । କିନ୍ତୁ ଟିମ୍ର କୌଣସି ବ୍ୟାଟସମ୍ୟାନ୍ ପଡିଆରେ ଅଧିକ ସମୟ ଧରି ତିଷ୍ଠି ପାରିନଥିଲେ । ମ୍ୟାଚ୍ ଆରମ୍ଭରୁ ଶିଖର ଧଓ୍ବନ ଓ ବିରାଟ କୋହଲିଙ୍କ ଓ୍ବିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର […]
ବାସ୍ତବ ବ୍ୟୁରୋ : ରାଜ୍ୟରେ ପରବର୍ତ୍ତୀ ୨ରୁ ୪ ଦିନ ଭିତରେ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ। ଫଳରେ ଆଜି ଅର୍ଥାତ ରବିବାର ରାତିରୁ ରାଜ୍ୟରେ ଶୀତ ବଢ଼ିବ। ଓଡ଼ିଶାରେ ଏବେ ବିଶେଷ ଶୀତ ନଥିବା ବେଳେ ରାଜ୍ୟର ସର୍ବନିମ୍ନ ତାପାମାତ୍ରା କୋରାପୁଟରେ ୧୧.୫ ଡିଗ୍ରି ଓ କେନ୍ଦୁଝରରେ ୧୩.୮ ଡିଗ୍ରି ରେକର୍ଡ ହୋଇଛି। ତେବେ ଆସନ୍ତାକାଲି (ସୋମବାର)ଠାରୁ ରାଜ୍ୟର ପାଗ ଶୁଖିଲା ଓ ଖରାଟିଆ […]
ବାସ୍ତବ ବ୍ୟୁରୋ : ଆଜି (ରବିବାର) ଭାରତ-ବାଂଲାଦେଶ ଦିନିକିଆ ସିରିଜ୍ । ଦିନ ସାଢେ ୧୧ଟାରେ ଏହି ମ୍ୟାଚ୍ ଶେର-ଏ-ବାଂଲା ଷ୍ଟାଡିୟମ୍ରେ ଖେଳାଯିବ । ପ୍ରଥମ ଓ୍ବାନଡେ’ ପାଇଁ ଉଭୟ ଦଳ ଉପଯୁକ୍ତ ପ୍ରସ୍ତୁତି କରିଛନ୍ତି । ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇବ । ଓ୍ବାନଡେ’ ମ୍ୟାଚ୍ ପାଇଁ ବିରାଟ କୋହଲି ଓ କେ ଏଲ ରାହୁଲ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି […]
ବାସ୍ତବ ବ୍ୟୁରୋ : ଆଜି ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ମୁହାଁମୁହିଁ ହୋଇଛନ୍ତି ବିଜେପି-ଟିଏମ୍ସି। ଜିଲ୍ଲାର ହୋତୁଗଞ୍ଜ ଅଞ୍ଚଳରେ ବିଜେପି ଓ ଟିଏମ୍ସି କର୍ମୀମାନେ ହିଂସା ଦେଖିବାକୁ ମିଳିଛି। ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ଡାଇମଣ୍ଡ ହାରବର ଠାରେ ରାଲି କରୁଥିଲେ। ଏହି ସମୟରେ ହିଂସା ସୃଷ୍ଟି ହୋଇଥିଲା। ଘଟଣାରେ ଟିଏମ୍ସି ଅଫିସରେ ଭଙ୍ଗାରୁଜା ହେବା ସହିତ ମଟରସାଇକେଲ୍ରେ ନିଆଁ ଲଗାଇ ଦିଆଯାଇଛି। ହିଂସାରେ ଘଟଣା ସ୍ଥଳରେ ଉତ୍ତେଜନାପୂର୍ଣ୍ଣ ରହିଛି। […]
ବାସ୍ତବ ବ୍ୟୁରୋ : ପଦ୍ମପୁର ରେ ଆଜି (ଶନିବାର) ପ୍ରଚାରର ଶେଷ ଦିନ । ପ୍ରଚାରରେ କମ୍ପୁଛି ପଦ୍ମପୁର । ଝାରବନ୍ଧରେ ଜୋରଦାର ପ୍ରଚାର କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତକାଲି ମୁଖ୍ୟମନ୍ତ୍ରୀ ପ୍ରଚାରରେ ଆସି ଯାହା କହିଥିଲେ ତା’ର କଡା ଜବାବ ରଖିବା ସହ ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ବିଶାଳ ଜନସଭାକୁ ସମ୍ବୋଧନ କରିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ […]
ବାସ୍ତବ ବ୍ୟୁରୋ : ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମ ଭୂଷଣ’ରେ ସମ୍ମାନୀତ ହେଲେ Google ଆଲଫାବେଟ୍ ର ସିଇଓ ସୁନ୍ଦର ପିଚାଇ । ଆମେରିକାରେ ଭାରତୀୟ ଦୂତଙ୍କ ଠାରୁ ପ୍ରତିଷ୍ଠିତ ପୁରସ୍କାର ପ୍ରାପ୍ତ କରି ପିଚାଇ କହିଛନ୍ତି ଯେ ‘ଭାରତ ମୋର ଏକ ଅଂଶ ଓ ମୁଁ ଯୁଆଡେ ବି ଯାଏ ତାକୁ ମୋ ସାଙ୍ଗରେ ନେଇଯାଇଥାଏ’। ସୁନ୍ଦର ପିଚାଇ ଗତକାଲି (ଶୁକ୍ରବାର) ନିଜ ପରିବାର ସଦସ୍ୟ […]
ବାସ୍ତବ ବ୍ୟୁରୋ: ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଶୀତକାଳୀନ ଅଧିବେଶନ ଶେଷ ହୋଇଛି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି। ଚଳିତ ବିଧାନସଭା ଶୀତକାଳୀନ ଅଧିବେଶନ ମାତ୍ର ୮ ଦିନ ପାଇଁ ଚାଲି ପାରିଛି। ଏହି ଅଧିବେଶନ ବନ୍ଦ କରିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଦେଇଥିଲେ ଏବଂ ଶାସକ ଦଳ ବିଧାୟକମାନେ ସମର୍ଥନ ଜଣାଇଥିଲେ। ପରେ ବାଚସ୍ପତି ଶ୍ରୀ […]
ବାସ୍ତବ ବ୍ୟୁରୋ: ଆଜି(ଶୁକ୍ରବାର) ଛତିଶଗଡ଼ର ଜଗଦଲପୁରରୁ ୧୧ କିଲୋମିଟର ଦୂରରେ ଥିବା ମାଲଗାଓଁରେ ଏକ ଚୂନ ପଥର ଖାଦାନ ଭୁଶୁଡ଼ିଯାଇଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ୦୬ ଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି । ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବାବେଳେ ମେଡିକାଲ ନେବାବେଳେ ଦୁଇ ଜଣକର ମୃତ୍ୟୁ ହୋଇଥିଲା । ତେବେ ଘଟଣା କିପରି ଘଟିଲା ସେ […]


