ବାସ୍ତବ ବ୍ୟୁରୋ : ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌ ଲଗାଇବାକୁ ମିଳିଲା ମାସେ ମହଲତ । ଯେଉଁ ସବୁ ଗାଡ଼ିର ନମ୍ୱର ପ୍ଲେଟ୍‌ର ଶେଷ ଅଙ୍କ ୧, ୨, ୩, ୪ ରହିଛି, ଉକ୍ତ ଗାଡ଼ିଗୁଡ଼ିକର ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌ ଲଗାଇବା ଅବଧିକୁ ପୁଣି ମାସେ ବଢ଼ାଇ ଦେଇଛନ୍ତି ରାଜ୍ୟ ସରକାର। ଯାହା ଫଳରେ ପୁଣି ଥରେ ଗାଡ଼ି ଚାଳକଙ୍କୁ ମିଳିଛି ଆଶ୍ୱସ୍ତି । ଅର୍ଥାତ ଡିସେମ୍ବର ୩୧ […]

ନୂଆଦିଲ୍ଲୀ: ଦିଲ୍ଲୀ ଏମସିଡି ନିର୍ବାଚନ ପୂର୍ବରୁ ତିନିଜଣ ପୂର୍ବତନ ଆଦମ ପାର୍ଟି ବିଧାୟକ ବିଜେପିରେ ଯୋଗ ଦେଲେ । ମଙ୍ଗଳବାର ଦିନ ସୁରେନ୍ଦ୍ର ସିଂ, ରାଜୁ ଧିଙ୍ଗନ୍ ଏବଂ ଚୌଧୁରୀ ଫତେହ ସିଂ ଦିଲ୍ଲୀରେ ବିଜେପି ସଦସ୍ୟତା ଗ୍ରହଣ କରିଛନ୍ତି। ବିଜେପିର ଜାତୀୟ ମୁଖପାତ୍ର ସମ୍ବିଦ ପାତ୍ର ଏହି ତିନି ନେତାଙ୍କୁ ଦଳରେ ସ୍ୱାଗତ କରିଛନ୍ତି। ଏହି ସମୟରେ ଦିଲ୍ଲୀ ବିଜେପି ସଭାପତି ଆଦେଶ ଗୁପ୍ତା ମଧ୍ୟ ଉପସ୍ଥିତ ଥିଲେ।

ଜୟନ୍ତଶତପଥୀ(କେନ୍ଦ୍ରାପଡ଼ା)୨୯/୧୧:ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିସରରେ ଥିବା ଯାତ୍ରୀ ନିବାସ କାର୍ଯ୍ୟାଳୟରେ ବଳଦେବଜୀଉ ପାଞ୍ଜି ପ୍ରକାଶନ କମିଟିର ଏକ ବୈଠକ ଇଣ୍ଟରନେସନାଲ ଏକାଡେମୀ ଅଫ୍ ଇଣ୍ଡିଆନ୍ ଷ୍ଟଡିଜ୍ , ଓଡ଼ିଶାର ଅଧ୍ୟକ୍ଷ ସାମ୍ବାଦିକ ଶ୍ରୀରାମ ଦାଶଙ୍କ ଆବାହକତ୍ଵ ଏବଂ ପଣ୍ଡିତ ସର୍ବେଶ୍ଵର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବଳଦେବ ପାଞ୍ଜି ପ୍ରକାଶ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଦେବୋତ୍ତର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ […]

ବାସ୍ତବ ବ୍ୟୁରୋ: ଆଜି(ମଙ୍ଗଳବାର) ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI) କରିଛି ଏକ ବଡ଼ ଘୋଷଣା । ଘୋଷଣା ଅନୁଯାୟୀ, ଡିସେମ୍ୱର ୧ରୁ ଖୁଚୁରା ଡିଜିଟାଲ ଟଙ୍କା (e₹-R) ପାଇଁ ପ୍ରଥମ ବ୍ୟାଚ୍ ଲଞ୍ଚ ହେବ । e₹-R ଡଜିଟାଲ ଟୋକନ ରୂପରେ ଲଞ୍ଚ ହେବ । ଏହା ଲିଗଲ ଟେଣ୍ଡରକୁ ମଧ୍ୟ ପ୍ରତିନିଧିତ୍ୱ କରିବ । ବର୍ତ୍ତମାନ ପ୍ରଚଳନରେ ଥିବା କାଗଜ ଏବଂ କଏନର ମୂଲ୍ୟବର୍ଗରେ ହିଁ ଡିଜିଟାଲ ଟଙ୍କା […]

ପ୍ରମୋଦ ନାୟକ(ଭୁବନେଶ୍ବର): ନଭେମ୍ବର ୩୦ ରୁ ୪ ଡିସେମ୍ବର ୪ ତାରିଖ ଯାଏ ଚାଲିବାକୁ ଥିବା ମେକ୍ ଇନ ଓଡ଼ିଶା କନକ୍ଲେଭକୁ ନେଇ ଡିସିପି ପ୍ରତୀକ ସିଂଙ୍କ ସୂଚନା ।ମେକ ଇନ ଓଡ଼ିଶା କନକ୍ଲେଭରେ ଜାପାନ, ନରୱେ, ଜର୍ମାନୀ, ନେପାଳ ଓ ବାଂଲାଦେଶ ଭଳି ଦେଶର ସମ୍ମାନାସ୍ପଦ ବ୍ୟକ୍ତିମାନେ ଯୋଗ ଦେବେ। ଏହାକୁ ଆଖି ଆଗରେ ରଖି ବିମାନ ବନ୍ଦରରୁ ଆରମ୍ଭ କରି ରାସ୍ତା, ହୋଟେଲ, ଜନତା ମଇଦାନ, ପାର୍କିଂ […]

ବାସ୍ତବ ବ୍ୟୁରୋ : ୫ ଦିନ ହେବ ଜଳୁଛି ମାର୍କେଟ୍ କମ୍ପ୍ଲେକ୍ସ ହେଲେ ଲିଭାଇ ପାରୁନି ଅଗ୍ନିଶମ ବିଭାଗ । ଦିଲ୍ଲୀ ଚାନ୍ଦନୀଚୌକ ଭାଗିରଥି ପ୍ୟାଲେସ ବଜାରରେ ଲାଗିଥିବା ନିଆଁ ୫ମ ଦିନରେ ପହଞ୍ଚିଛି। ନିଆଁ ଲିଭାଇବା ପାଇଁ ୧୫୦ଟି ଦମକଳ ଗାଡି ମୁତୟନ କରାଯାଇଥିଲେ ବି ଏଯାଏଁ ସମ୍ପୂର୍ଣ୍ଣ ଆୟତ ହୋଇପାରିନାହିଁ। ଯାହା ଏକ ଚିନ୍ତାର କାରଣ ପାଲଟିଛି। ଭାଗିରଥ ପ୍ୟାଲେସ୍ ବଜାରର ଅଗ୍ନିକାଣ୍ଡ ଯୋଗୁଁ ଏଠାରେ ପାଖାପାଖି […]

ବାସ୍ତବ ବ୍ୟୁରୋ : ଆସନ୍ତାକାଲିଠୁ ପଦ୍ମପୁର ଉପନିର୍ବାଚନରେ ୪ ଦିନ ଧରି ମାରାଥନ୍ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିବେ। ଆଜି(ସୋମବାର) ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ ଦ୍ୱାରା ପଦ୍ମପୁରରେ ହେବାକୁ ଥିବା ବିଭିନ୍ନ ସାଧାରଣ ସଭା ଓ ରୋଡ୍ ଶୋ’ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇଛି । ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, […]

ବାସ୍ତବ ବ୍ୟୁରୋ: ମହାରାଷ୍ଟ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ମହିଳାଙ୍କ ଉପରେ ନିଜର ବିବାଦୀୟ ଟିପ୍ପଣୀ ପାଇଁ ଦୁଃଖ ବ୍ୟକ୍ତ କରିବା ସହ କ୍ଷମା ମାଗିଛନ୍ତି ବାବା ରାମଦେବ । ସେ କହିଛନ୍ତି, ମହିଳାଙ୍କ ଉପରେ ସେ କରିଥିବା ଟିପ୍ପଣୀକୁ ଭୁଲ୍ ଭାବେ ଉପସ୍ଥାପନ କରାଗଲା। ଗତ ସପ୍ତାହରେ ଥାନେରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବାବା ରାମଦେବ କହିଥିଲେ ଯେ, ମହିଳାମାନେ ଶାଢୀରେ ସୁନ୍ଦର ଲାଗନ୍ତି, ସେମାନେ ସଲଓ୍ଵାର ସୁଟ୍‌ରେ […]

ବାସ୍ତବ ବ୍ୟୁରୋ : ଆଜି(ସୋମବାର) ଗୁଜରାଟ ନିର୍ବାଚନୀ ରାଲିରେ ଆପ୍‌ ମୁଖ୍ୟ ଅରବିନ୍ଦ କେଜରିୱାଲ୍‌ଙ୍କ ଉପରେ ପଥର ମାଡ଼ ହୋଇଛି। କେଜରିୱାଲ୍ ସୁରତରେ ରୋଡ୍ ଶୋ କରୁଥିବା ବେଳେ ଦୁର୍ବୃତ୍ତମାନ ତାଙ୍କ ଉପରକୁ ପଥର ଫିଙ୍ଗିଥିଲେ। ସୂଚନା ଦେଇ ଆପ୍‌ ପ୍ରାର୍ଥୀ ଅଳ୍ପେଶ କଥିରିୟା ବିଜେପିକୁ ଦୋଷ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି କି, ବିଜେପିର ଗୁଣ୍ଡାମାନେ ପଥର ମାଡ଼ କରିଛନ୍ତି । ଲୋକମାନେ କେଜରିୱାଲ୍‌ଙ୍କୁ ଫୁଲ୍ ଦେଇ ସ୍ୱାଗତ […]

ସଂଜୟ ଶତପଥୀ(କଟକ): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ୍ ଓ୍ବାର୍କରସ ଆସୋସିଏସନ୍,କଟକ ସହରାଞ୍ଚଳ-୨ ଶାଖା ପକ୍ଷରୁ ୮ ଦଫା ସମ୍ମିଳିତ ଏକ ଦାବିପତ୍ର ଓଡ଼ିଶାର ମାନନୀୟ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆସୋସିଏସନ୍ ର ସହରାଞ୍ଚଳ-୨ ଶାଖା ର ସଭାନେତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ସିଂହ ଙ୍କ ନେତୃତ୍ବରେ ଶତାଧିକ ଅଙ୍ଗନବାଡ଼ି କର୍ମଚାରୀ କଟକ-ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ୍ ଙ୍କୁ ଘରୋଇ କାର୍ଯ୍ୟାଳୟରେ ଭେଟି ସମସ୍ତ ସରକାରୀ […]

Pin It on Pinterest