ଡ଼. ନବକିଶୋର ମିଶ୍ରଗଣେଶ ଚତୁର୍ଥୀ ଅଗଷ୍ଟ ୩୦ ମଙ୍ଗଳବାର ଦିନ ୦୩ .୩୪ ରୁ ଆରମ୍ଭ ହୋଇ ,ଅଗଷ୍ଟ ୩୧ ,ବୁଧବାର ଦିନ ୦୩ .୨୩ ରେ ଶେଷ ହେବ | ଆଜିଠାରୁ ଘରେ ବୈଦିକ ଜପ ଏବଂ ଭଜନ କୀର୍ତ୍ତନ ସହିତ ଗଣପତି ପ୍ରତିଷ୍ଠା ହେବ। ୧୦ ଦିନ ଧରି, ବିଧି ଅନୁଯାୟୀ ଗଣପତି ବାପ୍ପାଙ୍କ ପୂଜା ସହିତ ସ୍ୱତନ୍ତ୍ର ଆରତୀ କରାଯାଏ | ଏହି ୧୦ ଦିନରେ […]

ଏସ୍.ବାସ୍ତବ: ସମ୍ଭାବ୍ୟ ହନିଟ୍ରାପ୍ ମାମଲାରେ ଜଣେ ବ୍ୟକ୍ତିଙ୍କୁ ଜାମିନ ପ୍ରଦାନ କରୁଥିବାବେଳେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ସହମତି ଭିତ୍ତିରେ ସେକ୍ସ ସମୟରେ ପାର୍ଟନରଙ୍କ ଜନ୍ମ ତାରିଖ ଯାଞ୍ଚ କରିବା ପାଇଁ ଆଧାର ଏବଂ ପ୍ୟାନ କାର୍ଡକୁ ଦେଖିବା ଆବଶ୍ୟକ ନାହିଁ। ବଳାତ୍କାର ମାମଲା ରୁଜୁ କରି ଟଙ୍କା ଲୁଟି ନେଇଥିବା ‘ପୀଡିତା’ ମହିଳା ଜଣକ ଅଭ୍ୟାସଗତ ଅପରାଧୀ କି ନାହିଁ ତାହା ଅନୁସନ୍ଧାନ କରିବାକୁ କୋର୍ଟ ପୋଲିସ ମୁଖ୍ୟଙ୍କୁ […]

ଖୋର୍ଦ୍ଧା(ବାସ୍ତବବ୍ୟୁରୋ) ତା.୩୦.୦୮.୨୦୨୨- ସଚେତନତା ଅଭାବରୁ ଆଜି ମଧ୍ୟ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ସମାଜରେ ବଞ୍ଚି ରହିଛି । ପିତାମାତା ଏବଂ ସମ୍ପର୍କୀୟ ମାନେ କେତେବେଳେ ପରମ୍ପରା ନାମରେ ତ ପୁଣି କେତେବେଳେ ଦାରିଦ୍ର୍ୟତା କାରଣରୁ କିଶୋରୀ ବାଳିକା ମାନଙ୍କୁ ବିବାହ ବନ୍ଧନରେ ବାନ୍ଧିଦେଇ ସେମାନଙ୍କୁ ଅକାଳ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି । ବିବାହ ଯୋଗ୍ୟ ବୟସ ପୂର୍ବରୁ ମାତୃତ୍ବ ଲାଭ କରି ଅକାଳରେ ଝଡି ଯାଉଛନ୍ତି […]

ଖୋର୍ଦ୍ଧା(ବାସ୍ତବବ୍ୟୁରୋ): ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକୀ ସ୍ମୃତି ଅବସରରେ,ଅଗଷ୍ଟ ୨୯କୁ ଜାତୀୟ କ୍ରିଡା ଦିବସ ରୁପେ ପାଳନ କରାଯାଉଛି । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା । ଏହାକୁ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ବିଶ୍ବନାଥ ତରାଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ସାମିଲ […]

ନବୀନ ଦାଶ(ଅତାବିରା):ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଚକୁଳି ଫାର୍ମ ନିକଟରେ ୧୧ଲକ୍ଷ ଟଙ୍କା ର ୧୦୯.୫ ଗ୍ରାମ ବ୍ରାଉନ ସୁଗାର୍ ସହ ୩ଜଣ ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଥିବା ଜଣା ପଡ଼ିଛି । ଗିରଫ ଅଭିଯୁକ୍ତ ମାନେ ବରଗଡ଼ ପୌରାଞ୍ଚଳ ୱାର୍ଡ ନଂ ୧ ର ଅମଜଦ ଖାନ୍(୩୦),ୱାର୍ଡ ନଂ ୩ ହାଟପଦା ର ଅଜୟ ପଟେଲ (୨୫), ୱାର୍ଡ ନଂ ୧୨ ର ମହମ୍ମଦ ଅଲତାବ୍ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ବିଜୁଜନତା ଦଳର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ରାଜ୍ୟରେ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟ ଯଥା-ରକ୍ତ ଦାନ ଶିବିର, ବୃକ୍ଷ ରୋପଣ ଆଦି କାର୍ଯ୍ୟ ଜାରି ରହିଛି । ଏହି କ୍ରମରେ ଚାନ୍ଦବାଲି ବ୍ଲକର ଜଳେଶ୍ବରପୁର ଓ ତେନ୍ତୁଲି ଡ଼ିହି ଗ୍ରାମପଞ୍ଚାୟତ ରେ ବୃକ୍ଷ ରୋପଣ କଲେ ବିଧାୟକ ଡ଼ଃ ବ୍ୟମାକେଶ ରାୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟିଏ ବୃକ୍ଷ କୋଟିଏ ଜୀବନ ନାରାକୁ ଚାନ୍ଦବାଲିର […]

ଏସ୍.ବାସ୍ତବ: ଅକ୍ଟୋବର ୧୯ ରେ କଂଗ୍ରେସ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ପାଇବ: ୧୭ ରେ ମତଦାନ; ଜୟରାମ ରମେଶ କହିଛନ୍ତି – ଯେକେହି ଦଳର ଅଧ୍ୟକ୍ଷ ପାଇଁ ନାମାଙ୍କନ କରିପାରିବେ । ଅକ୍ଟୋବର ୧୭ ରେ କଂଗ୍ରେସ ସଭାପତି ପଦ ପାଇଁ ମତଦାନ ଏବଂ ଅକ୍ଟୋବର ୧୯ ରେ ଗଣନା କରାଯିବ। ନିର୍ବାଚନ ସୂଚୀ ଅନୁଯାୟୀ ସେପ୍ଟେମ୍ବର ୨୨ ରେ ନିର୍ବାଚନ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେପ୍ଟେମ୍ବର ୨୪ ରୁ […]

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ମାଧ୍ୟମରେ ଦେଶ ସହ କଥା ହେଉଛନ୍ତି; ଏହା ହେଉଛି ମନ୍ କି ବାତ ର ୯୨ତମ ଏପିସୋଡ୍,ଯାହାର ପ୍ରଥମ ସଂସ୍କରଣ ୩ ଅକ୍ଟୋବର ୨୦୧୪ ରେ ପ୍ରସାରିତ ହୋଇଥିଲା | ସାମ୍ପ୍ରତିକ ବର୍ଷଗୁଡିକରେ,କାର୍ଯ୍ୟକ୍ରମର ପ୍ରତ୍ୟେକ ନୂତନ ଏପିସୋଡ୍ ପ୍ରତ୍ୟେକ ମାସର ଶେଷ ରବିବାରରେ ପ୍ରସାରିତ ହୋଇଛି। ଦେଶର ୭୫ତମ ସ୍ବାଧୀନତା ଦିବସ ପୂର୍ତ୍ତି ଅବସରରେ ଅଗଷ୍ଟ […]

ଦୁଃଶାସନ ପୃଷ୍ଟି(କାମାକ୍ଷାନଗର)୨୮|୦୮: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।ନାବାଳକ ସମେତ ୫ ମୃତ, ଅଟୋକୁ ଧକ୍କା ଦେଲା ଟ୍ରକ । ଖବର ଅନୁଯାଇ, ଏକ ଯାତ୍ରୀବାହୀ ଅଟୋରେ କିଛି ଯାତ୍ରୀଙ୍କୁ ନେଇ, ଏନଏଚ-୫୩ ଦେଇ ଯାଉଥିବା ବେଳେ, ମୁକ୍ତାପାଣି ନିକଟରେ ଅଟୋକୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ୫ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଛନ୍ତି । ସମସ୍ତ […]

ଭୁବନେଶ୍ୱର:ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାଇ,ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହୋଇଥିବାରୁ ମୌସୁମୀଜନିତ ଲଗାଣ ବର୍ଷା ହେଉନାହିଁ। ମୌସୁମୀଜନିତ ନିମ୍ନ ଚାପରେଖା ବର୍ତ୍ତମାନ ସମୁଦ୍ର ପତ୍ତନଠାରୁ ହିମାଳୟର ପାଦଦେଶ ଯାଏ ଲମ୍ବିଛି। ଦୁର୍ବଳ ମୌସୁମୀ ସ୍ଥିତି ଜାରି ରହୁଥିବାରୁ ବାୟୁମଣ୍ଡଳର ତାପମାତ୍ରା ବଢ଼ୁଛି, ଫଳରେ ଅପରାହ୍ନ ଆଡ଼କୁ ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବିକ୍ଷିପ୍ତ ବର୍ଷା ହେଉଥିବାର ପରିଲକ୍ଷିତ ହେଉଛି । ଠିକ ସେହିପରି […]

Pin It on Pinterest