ଭୁବନେଶ୍ୱର,୧୬/୦୭:ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ବରଗଡ଼, ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାରେ ପ୍ରବଳରୁ ବର୍ଷା ସମ୍ଭାବନା । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାଇ, ରବିବାରଠାରୁ ରାଜ୍ୟରେ ଲଘୁଚାପର ପ୍ରଭାବ କମିବା ସହ ବର୍ଷା ବି କମିବ । ଆଜି(ଶନିବାର) କେନ୍ଦ୍ରୀୟ ଓଡ଼ିଶାରେ ଅଧିକ ବର୍ଷା ହେବ । ନୂଆପଡ଼ା, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଚାନ୍ଦବାଲି ବ୍ଲକ ଜଳେଶ୍ୱରପୁରରେ ସମବାୟ ନିର୍ବାଚନରେ ବାଜିମାରିଲା କଂଗ୍ରେସ : ସଭାପତି ଭାବେ ନିର୍ବାଚିତ ହେଲେ ସୁଦର୍ଶନ ମାଉନ୍ତ l ଚାନ୍ଦବାଲି ବ୍ଲକର ମୌସୁଧା ପଂଚାୟତ ଓ ଜଲେଶ୍ବରପୁର ପଂଚାୟତକୁ ନେଇ ଜଳେଶ୍ବରପୁର ସେବା ସମବାୟ ଗଠିତ । ଦ୍ୱିତୀୟ ପର୍ଯ୍ୟୟ ସମବାୟ ନିର୍ବାଚନରେ ଜଳେଶ୍ୱରପୁର ସେବା ସମବାୟରେ କଂଗ୍ରେସ ଦଳ ବାଜି ମାରି ନେଇଛି , ସଭାପତି ଭାବେ ସାଷକ ଦଳକୁ ହରାଇ କଂଗ୍ରେସ ଦଳର […]

ନବୀନ ଦାଶ(ଅତାବିରା):ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏସି ମଧ୍ୟ ଦେଇ ଯାଇଥିବା ଅସମ୍ପୂର୍ଣ୍ଣ ତଥା ମରଣ ଯନ୍ତା ୫୩ନଂ ଚାରି ଥାକିଆ ମୁଖ୍ୟ ଜାତୀୟ ରାଜପଥ ସମ୍ବଲପୁର-ବରଗଡ଼ ୱେ ଲାଦେର ପାଲି ମୁଖ୍ୟ ଛକଠାରେ ଏକ ଅଙ୍ଗନୱାଡି କର୍ମୀ ବାହି ତିନି ଚକିଆ ଦୃତ ଗାମୀ ଟେମ୍ପୁ ଓଲଟିଲା। ଟେମ୍ପୁରେ ଅତାବିରା ରୁ ମିଟିଂ ସାରି ଅଙ୍ଗନୱାଡି କର୍ମୀ ମାନେ ପତ୍ରାପାଲି ଅଭିମୁଖେ ନିଜ ନିଜ ଘରକୁ ଫେରିବା ବାଟରେ […]

ରାକେଶ ମହାନ୍ତି(ଗରଦପୁର): ରିପୋର୍ଟ ବାସ୍ତବ ଟିଭିକେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ରେ ଥିବା ମହୁବୁଦା ଗ୍ରାମର ଜଣେ ବାଇଶି ବର୍ଷୀୟା ଯୁବତୀ ବେକରେ ରଶି ଦେଇ ଆତ୍ମହତ୍ୟା କରିଛନ୍ତି ,। ତାଙ୍କର ମାଆ ଏବଂ ଦାଦା ସେ ସେହି ପଂଚାୟତର ସରପଞ୍ଚ ଏବଂ ତାଙ୍କ କର୍ମୀ ଙ୍କ ଲାଗି ତାଙ୍କର ଝିଅ ଆତ୍ମହତ୍ୟା କରିବାର ମୁଖ୍ୟ କାରଣ ବୋଲି କହିଛନ୍ତି । ପୂର୍ବ ଶତ୍ରୁତା କୁ […]

ଭୁବନେଶ୍ୱର୧୫।୦୭: ଆଜିଠାରୁ ସାରା ଦେଶରେ ଆରମ୍ଭ ହେବ କୋଭିଡ ବୁଷ୍ଟର ଡୋଜ।ଏହି ପରିପେକ୍ଷୀରେ ଆମ ରାଜ୍ୟରେ ସହରାଞ୍ଚଳ ଉପରେ ଆଜିଠାରୁ ଅଧିକ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ୧୮ରୁ ୬୦ ବର୍ଷ ବର୍ଗ ଲୋକଙ୍କୁ ଦିଆଯିବ ଟିକା। ବିଏମ୍‌ସି କମିଶନର ୟୁନିଟ-୪ ସହାରଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେଏହି ଟିକାକରଣର ଶୁଭାରମ୍ଭ କରିବେ। ରାଜଧାନୀରେ କୋଭିଡ ସଂକ୍ରମଣ ହୁ ହୁ ହୋଇ ବଢୁଛି,ତେଣୁ ରାଜଧାନୀରେ ମୋଟ ୧୨ଟି ହସ୍ପିଟାଲରେ ଟିକାକରଣ […]

ଏସ.ବାସ୍ତବ:ଦେଶରେ କରୋନା ମାମଲା ପୁଣି ଥରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫ ,୫୦୫ ଟି ନୂଆ ମାମଲା ଚିହ୍ନଟ ହୋଇଛି। ଗୋଟିଏ ଦିନ ପୂର୍ବରୁ ଏହି ସଂଖ୍ୟା ୨୦ ,୧୩୯ ଥିଲା, ଯାହା ଫେବୃଆରୀ ଠାରୁ ସର୍ବାଧିକ ଥିଲା | ଗୁରୁବାର ଦିନ ୨୭ ଜଣ ରୋଗୀ କରୋନାରେ ମୃତ୍ୟୁ ବରଣ କରିଥିବାବେଳେ ୧୨ ,୭୩୯ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ନୂତନ ମାମଲା […]

ଦୁଶାସନ ପୃଷ୍ଟି (ଢେଙ୍କାନାଳ):ଚରିତ୍ରକୁ ସନ୍ଦେହ କରି, ଢ଼େଙ୍କାନାଳ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଚାଞ୍ଚଲ୍ୟକର ଘଟଣା। ନୃଶଂସ ଭାବେ ସ୍ତ୍ରୀର ବେକ କାଟି ହତ୍ୟା କରିଛି ସ୍ୱାମୀ। କେବଳ ସେତିକି ନୁହେଁ, ହତ୍ୟା ପରେ ସ୍ତ୍ରୀ କଟାମୁଣ୍ଡକୁ ଧରି ଦୀର୍ଘ ୧୨ କିଲୋମିଟର ରାସ୍ତା ଚାଲିବା ପରେ ଲୋକଙ୍କ ହାତରେ ଧରାପଡ଼ିଛି। ଏହି ଘଟଣା ଆଜି ସକାଳୁ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହିଭଳି ହୃଦୟ ବିଦାରକ […]

ସଂଜୟ ଶତପଥୀ(କଟକ): “ଭାରତର ସବୁଠାରୁ କୁଶ୍ଚିତ ଆଦର୍ଶକୁ ପ୍ରତିନିଧିତ୍ୱ କରୁଛନ୍ତି ଦ୍ରୋପଦି ମୁର୍ମୁ “କଂଗ୍ରେସ ନେତା ଅଜୟ କୁମାରଙ୍କ ଏହି ମନ୍ତବ୍ୟ କୁ ଵିରୋଧ କରି ଭାଜପା କଟକନଗର ଯୁବମୋର୍ଚା ତରଫରୁ ଆଜି ଅପରାହ୍ନ ରେ କଟକ ଚଣ୍ଡୀ ଛକରେ କୁଶ ପୁତ୍ତଳିକା ଦାହ କରାଯାଇଛି। ବିଜେପିର ନେତାମାନେ କହିଥିଲେ ଯେ ଶ୍ରୀମତୀ ଦ୍ରୋପଦି ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀନୀ ଭାବେ ଆଦିବାସୀ, ମହିଳା ଓ ଗରୀବ ଲୋକଙ୍କ ପ୍ରତିନିଧିତ୍ୱ କରୁଛନ୍ତି। […]

ଏସ୍.ବାସ୍ତବ:ଗୃହ ମନ୍ତ୍ରଣାଳୟ ପୂର୍ବତନ ଆମ୍ ଆଦମୀ ପାର୍ଟି ନେତା ତଥା ପ୍ରସିଦ୍ଧ କବି କୁମାର ବିଶ୍ୱଙ୍କ ସୁରକ୍ଷାକୁ ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି କରିଛି। ବର୍ତ୍ତମାନ କୁମାର ବିଶ୍ୱଙ୍କର ସୁରକ୍ଷାକୁ Y ରୁ Y ପ୍ଲସକୁ ବୃଦ୍ଧି କରାଯାଇଛି | ଗୃହ ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ, କୁମାରଙ୍କୁ ସାରା ଦେଶରେ ଏହି ସୁରକ୍ଷା ବର୍ଗ ଦିଆଯିବ। ଇଣ୍ଟେଲିଜେନ୍ସ ବ୍ୟୁରୋର ରିପୋର୍ଟ ଆଧାରରେ ଗୃହ ମନ୍ତ୍ରଣାଳୟ କୁମାର ବିଶ୍ୱଙ୍କ ସୁରକ୍ଷାକୁ ବଢ଼ାଯାଇଛି […]

ଏସ.ବାସ୍ତବ:ରାଷ୍ଟ୍ରପତି ପ୍ରାର୍ଥୀ ଦୌପ୍ରଦୀ ମୁର୍ମୁଙ୍କ ସମର୍ଥନ ଘୋଷଣା କରିଥିବା ଶିବସେନା ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଖବର ମୁତାବକ, ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ମର୍ମୁଙ୍କୁ ଭେଟିବାକୁ ଡକାଯାଇ ନଥିଲା। ଏନଡିଏ ପ୍ରାର୍ଥୀମାନେ ଗୁରୁବାର ମୁମ୍ବାଇରେ ପହଞ୍ଚିଛନ୍ତି। ଏହି ସମୟରେ ସେ ରାଜ୍ୟର ସମସ୍ତ ବିଧାୟକ ଏବଂ ସାଂସଦଙ୍କୁ ଭେଟିବେ। ଠାକରେ ମୁର୍ମୁ ଙ୍କୁ ସମର୍ଥନ ଘୋଷଣା ପରେ ରାଜନୈତିକ କରିଡରରେ ଆଲୋଚନା ତୀବ୍ର ହୋଇଛି। ଟାଇମ୍ସ ଅଫ୍ […]

Pin It on Pinterest