ଏସ.ବାସ୍ତବ: କେରଳରେ NEET-୨୦୨୨ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ଯାଇଥିବା ଛାତ୍ରୀଙ୍କୁ ବ୍ରା ଖୋଲିବାକୁ ବାଧ୍ୟ କରାଯିବା ଏକ ଲଜ୍ୟା ଜନକ ପରିସ୍ଥିତିର ଅଭିଯୋଗ ଆସିଛି ।ଝିଅଙ୍କର ଅଭିଯୋଗ ପରୀକ୍ଷା ପାଇଁ ହାଜର ହେବା ପୂର୍ବରୁ ତାଙ୍କ ବ୍ରା ହଟାଇବାକୁ ବାଧ୍ୟ ହୋଇଥିଲେ। ଏହି ପ୍ରସଙ୍ଗରେ ଅତି କମରେ ୧୦୦ ରୁ ଅଧିକ ଝିଅ ଅଭିଯୋଗ କରିଛନ୍ତି। କୁହାଯାଉଛି ଯେ ସୁରକ୍ଷା ଯାଞ୍ଚ ସମୟରେ ବ୍ରା ରେ ଥିବା ଧାତୁ […]
ଭୁବନେଶ୍ୱର ୧୯।୦୭ : ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍ ରେ ଲାଗିଛି ଟିକେ ବ୍ରେକ । କିଛି ଦିନ ହେଲା କରୋନା ଗ୍ରାଫ୍ଏକ ହଜାର ଉପରେ ରହୁଥିବା ବେଳେ ଗତ ୨୪ ଘଂଟାରେ ତଳ ମୁହଁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ […]
ସଂଜୟ ସତପଥୀ(କଟକ)୧୮-୦୭-୨୨:ଆଜି କଟକ ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟର ୫୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଉଦଘାଟକଭାବେ ସିଡିଏ ଅଧ୍ୟକ୍ଷଶ୍ରୀଯୁକ୍ତ ଅନୀଲ କୁମାର ସାମଲ, ମୁଖ୍ୟ ଅତିଥିଭାବେ କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ,ଡକ୍ଟର ଭବାନୀ ଶଙ୍କର ଚୟନି, ମୁଖ୍ୟ ବକ୍ତା ଭାବେ କଟକ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକ, ବିଶିଷ୍ଟ ଅତିଥି ଭାବେ ବିଦ୍ୟାଳୟର ଆଲମୁନି ତଥା କାଦମ୍ବିନୀର ସଂପାଦିକା ସୁସାହିତ୍ୟିକା ଡ଼ଃ ଇତିରାଣୀ ସାମନ୍ତ, […]
ଏସ୍. ବାସ୍ତବ: ଆଜିଠାରୁ ଅନେକ ଅତ୍ୟାବଶ୍ୟକୀୟ ଜିନିଷ ମହଙ୍ଗା ହେବାକୁ ଯାଉଛି | ଗତ ମାସରେ ଅନୁଷ୍ଠିତ ବୈଠକରେ ଜିଏସ୍ଟି ପରିଷଦ ଜିଏସ୍ଟି ହାର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଜିଏସ୍ଟି ହାର ବୃଦ୍ଧି ସହିତ ଦହି, ଲସି, ଚାଉଳ ଅଟା ଓ ମଇଦା ସହିତ ଅନେକ ଜରୁରୀ ଜିନିଷ ମହଙ୍ଗା ହେବ | ଦୁଗ୍ଧଜାତ ଦ୍ରବ୍ୟ ଏବଂଅଟା ଓ ମଇଦା ମହଙ୍ଗା ହେବ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ […]
ନୂଆଦିଲ୍ଲୀ: ୩୬ ଟି ରାଫେଲ ଯୁଦ୍ଧ ବିମାନ ଭାରତକୁ ବିତରଣ କାର୍ଯ୍ୟ ଶେଷ ହୋଇଛି। ଫ୍ରାନ୍ସ ଏ ବିଷୟରେ କାହିଁକି ଘୋଷଣା କରିଛି।ଆକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ? କଣ ଥିଲା ରାଫେଲ ଚୁକ୍ତି, ଚାରି ବର୍ଷ ପୂର୍ବେ ଭାରତ ଏବଂ ଫ୍ରାନ୍ସ ସରକାର ୩୬ ଟି ରାଫେଲ ବିମାନ କ୍ରୟ ପାଇଁ ୫୯ ହଜାର କୋଟି ଟଙ୍କା ମୂଲ୍ୟର ଚୁକ୍ତି ସ୍ୱାକ୍ଷର କରିଥିଲେ। ରାଫାଲ ଚୁକ୍ତି ଅନୁଯାୟୀ […]
ପ୍ରମୋଦ ନାୟକ(ଭୁବନେଶ୍ୱର)୧୭/୦୭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜୁ ଜନତା ଦଳ (ବିଜେଡି) ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ପ୍ରାର୍ଥୀ ଜଗଦୀପ ଧନଖରଙ୍କୁ ସମର୍ଥନ ଜଣାଇଛନ୍ତି। ସରକାରୀ ସୂତ୍ର ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବୀନ ପଟ୍ଟନାୟକଙ୍କ ସହ ଫୋନ ମାଧ୍ୟମରେ ଧନଖରଙ୍କ ସମର୍ଥନ ଲୋଡ଼ିବା ପରେ ମୁଖ୍ୟମନ୍ତ୍ର୍ୟ ନବୀନ ପତନୟକ ଏହି ନିଷ୍ପତ୍ତି ନେଇଛି।ଜଗଦୀପ୍ଙ୍କ ନାମାଙ୍କନ ସମୟରେ ମଧ୍ୟ ବିଜେଡିର ସାଂସଦ ଉପସ୍ଥିତ ରହିବେ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ବିକାଶ ଡିଣ୍ଡିମ ପିଟୁଛନ୍ତି ସରକାର,ସେ ଶିକ୍ଷା ହେଉ ବା ସ୍ୱାସ୍ଥ କିମ୍ବା ଗମନା ଗମନ,ଖାଲି ପ୍ରଚାର ପ୍ରସାରରେ ଆଗୁଆ ।କେଉଁଠି 5 ଟି ସ୍କୁଲ ପାଣିରେ ଭାସୁଛିତ,କେଉଁଠି ବିଜୁ ସ୍ୱାସ୍ଥ କାର୍ଡ ଧରି ବାର ଦୁଆର ଶୁଣ୍ଡି ପିଣ୍ଡା ହେଉଛନ୍ତି ସାଧାରଣ ଜନତା କେଉଁଠି କେଉଁଠି ରାସ୍ତାର ଆବଶ୍ୟକତା ନଥାଇ ରାସ୍ତା ଉପରେ ରାସ୍ତା କରି ଠିକାଦାର ପୋଷା ଚାଲିଛିତ, କେଉଁଠି ରାସ୍ତା ଖଣ୍ଡେ ପାଇଁ ପ୍ରଶାସନଠୁ […]
ରବି ପଟନାୟକ(ବୌଦ୍ଧ) ୧୭।୦୭:ସାଲୁଙ୍ଖି ନଦୀରେ ଗାଧୋଇବାକୁ ଯାଇ ମହିଳା ନିଖୋଜ ।ଘଟଣାଟି ବୌଦ୍ଧ ଗିରାସୀଙ୍ଗା ଗାଁର । ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ।ଏବେ ପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ । ସୂଚନା ଅନୁଯାଇ,ଗିରାସୀଙ୍ଗା ଗାଁର ଧୀରମଣି ଅମାତ,ସାଲୁଙ୍ଖୀ ନଦୀରେ ଗାଧୋଇବା ପାଇଁ ଯାଇଥିଲେ, ଗାଧୋଉଥିବା ସମୟରେ ହଠାତ୍ ପାଣି ମାଡି ଆସିଥିଲା । ଯାହାଫଳରେ ନଦୀରେ ଭାସିଯାଇଥିଲେ ଧୀରମଣୀ। ତୁରନ୍ତ ଅଗ୍ନିଶମ […]
ଏସ୍.ବାସ୍ତବ:ଶନିବାର ଅପରାହ୍ନରେ ଆୟୋଜିତ ହୋଇଥିବା ଆମ୍ ଆଦମୀ ପାର୍ଟିର ରାଜନୈତିକ ପରାମର୍ଶଦାତା କମିଟି (ପିଏସି) ବୈଠକରେ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀଙ୍କୁ ସମର୍ଥନ ନେଇ ନିଷ୍ପତ୍ତି ନେଇଛି। ନିର୍ବାଚନରେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ କରିବାକୁ ଦଳ ନିଷ୍ପତ୍ତି ନେଇଛି। ଆମ୍ ଆଦମୀ ଦଳର ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଦଳ ସମର୍ଥନ […]
ମନୋଜ ମହାନ୍ତି(ଭୁବନେଶ୍ୱର): ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଦେଶର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ମନୋନୀତ କରିଛି। ବିଜେପି ସଂସଦୀୟ ବୋର୍ଡ ବୈଠକରେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଧନଖରଙ୍କ ନାମ ଘୋଷଣା କରାଯାଇଥିଲା। ବିଜେପି ସଭାପତି ଜେପି ନଡ୍ଡା ତାଙ୍କ ନାମ ଘୋଷଣା କରିଛନ୍ତି। ଜଗଦୀପ ଧନଖର ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ଏହା ବ୍ୟତୀତ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ […]


