ରାକେଶ ମହାନ୍ତି(କେନ୍ଦ୍ରାପଡ଼ା):ବର୍ଷ ବର୍ଷ ଧରି ପ୍ରାଣିଚିକିତ୍ସାଳୟରେ ଝୁଲୁଛି ତାଲା । ହେଲେ ବାହାରେ ରଙ୍ଗମଖା ଚାଲିଛି ।ଏଲ୍ ଆଇ ଘରେ ବସି ନେଉଛନ୍ତି ଦରମା ।ଗୃହ ପାଳିତ ପଶୁ ପକ୍ଷୀ ମାନଙ୍କ ଚିକିତ୍ସା ଯୋଗାଇ ଦେବାକୁ ସରକାର ପ୍ରାଣୀଧନ ଚିକିତ୍ସାଳୟ ଖୋଲିଛନ୍ତି । ହେଲେ ସେହି କାର୍ଯ୍ୟାଳୟ ବର୍ଷ ବର୍ଷ ଧରି ତାଲା ଝୁଲୁଥିବାରୁ ଗୃହପାଳିତ ପଶୁଙ୍କ ଚିକିତ୍ସାଳୟରୁ ଦୂରେଇ ରହୁଥିବା ଦେଖିବାକୁ ମିଳିଛି । ସେହି ସ୍ଥାନରେ ଏଲ୍ […]

ଅନୁଗୋଳ:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଆଜି ମୁହଁ ଖୋଲିଛନ୍ତି ।ନିୟମକାନୁନର ପରିଧି ଭିତରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ହେବା ଉଚିତ୍ ବୋଲି ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି । ସେ କହିଛନ୍ତି କି,ସଂସ୍କୃତି ସମ୍ପନ୍ନ ରାଜ୍ୟ ଓଡ଼ିଶାରେ ମଠ, ମନ୍ଦିରର ଐତିହ୍ୟ ଓ ପରମ୍ପରା ଦୃଷ୍ଟିକୋଣରୁ ବିଶେଷ ମହତ୍ୱ ରହିଛି । ଏ ସବୁର ସୁରକ୍ଷା ପାଇଁ ଭାରତ ସରକାରଙ୍କ ବ୍ୟବସ୍ଥିତ ନିୟମ ରହିଛି […]

ଦୁଃଶାସନ ପୃଷ୍ଟି (ଭୁବନ):ମର୍ମନ୍ତୁଦ ସଡକ ଦୁର୍ଘଟଣା, ଦୁଇଜଣଙ୍କ ମୃତ୍ୟୁ ।ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଠାରୁ କିଛି ଦୂର ରେ EW ରୋଡ଼ରେ ଏକ ସଡ଼କ ଦୁର୍ଘଟଣା ରେ ଦୁଇ ଜଣ ଙ୍କର ମୃତ୍ୟୁ ଘଟିଛି | ଖବର ଅନୁଯାଇ, ଏକ ବାଇକ ସହିତ ଟ୍ରକର ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଯୁବକର ଢେଙ୍କାନାଳ ମେଡିକାଲ୍ ରେ ମୃତ୍ୟୁ ଘଟିଛି । ଦୁଇ […]

ପ୍ରମୋଦ ନାୟକ(ଭୁବନେଶ୍ୱର): ୧୩/୦୫- ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ସୁବାସ ସିଂହ କଟକ ମେୟର ହେବା ପରେ ରାଜ୍ୟସଭାରୁ ଇସ୍ତଫା ଦେବା ପରେ ଖାଲିପଡ଼ିଥିବା ଆସନ ପାଇଁ ଉପନିର୍ବାଚନ ହେବ ।ମେ ୨୬ରୁ ଜୁନ୍‌ ୨ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ । ଜୁନ୍‌ ୩ରେ ନାମାଙ୍କନ ଯାଞ୍ଚ କରାଯିବ । ୬ ତାରିଖ ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର କରି ପାରିବେ ଆଶାୟୀ ପ୍ରାର୍ଥୀ […]

ମନୋଜ ମହାନ୍ତି(ଫୁଲନଖରା ): ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ । ରାଜଧାନୀ ଉପକଣ୍ଠ ପାହାଳ ଥାନାରେ ଜଣେ ଯୁବତୀ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ,ଅଭିଯୁକ୍ତକୁ ପାହାଳ ଥାନା ପୋଲିସ ଗିରଫ କରିଛି। ଖବର ଅନୁଯାଇ,ଗତକାଲି ରାତିରେ କିଶନ ଅଗ୍ରୱାଲ(୨୪) ନାମକ ଜଣେ ଯୁବକ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଡ୍ୟାନ୍ସବାରକୁ ଯାଇଥିଲେ। ସେଠାରେ ତାଙ୍କର ଜଣେ ଯୁବତୀଙ୍କ ସହ ପରିଚୟ ହୋଇଥିଲା। ତାପରେ ନିଜ ଘରକୁ ଯିବା ଲାଗି […]

ଫାଷ୍ଟ ପାନ୍ ଇଣ୍ଡିଆ ନାସନାଲ ମାଷ୍ଟର୍ସ ଗେମ୍ସ-୨୦୨୨- ହେଉଛି ଭାରତର ସବୁଠାରୁ ବଡ କ୍ରୀଡା ଇଭେଣ୍ଟ ଯାହା କ୍ରୀଡା ପ୍ରେମୀ ସହର ବେଙ୍ଗାଲୁରୁରେ ଅନୁଷ୍ଠିତ ହେଉଛି | ଏହା ଭାରତର ସମସ୍ତ କ୍ରୀଡ଼ାବିତ୍ ଯେଉଁମାନେ ୩୦ବର୍ଷରୁ ଅଧିକ ବୟସର ଖେଳାଳିଙ୍କ ପାଇଁ ଖୋଲା ଅଛି | ଏହି ଖେଳରେ ୫୫ରୁ ଅଧିକ ବୟସ୍କ ଲଙ୍ଗ ଜମ୍ପ ରେ ପ୍ରକାଶ ଗଡ଼ନାୟକ ପ୍ରଥମ ହୋଇ ସ୍ୱର୍ଣ ପଦକ ଜିତିଥିବା ବେଳେ କିଶୋର […]

ଡ଼.ନବକିଶୋର ମିଶ୍ର ନ୍ୟାୟଦାତା ଶନି ଦେବ ଏପ୍ରିଲ୍ ଶେଷରେ ନିଜର ରାଶି ପରିବର୍ତ୍ତନ କରିଛନ୍ତି | କୁମ୍ଭ ରାଶିରେ ଶନି ଗମନାଗମନ କରିଛନ୍ତି | କିନ୍ତୁ ବର୍ତ୍ତମାନ ଶନି ଏହି ରାଶିରେ ରହି ପ୍ରତ୍ୟାବର୍ତ୍ତନ କରିବେ | ଶନି ପ୍ରତ୍ୟାବର୍ତ୍ତନ ଅର୍ଥ ହେଉଛି ଶନି ବିପରୀତ ଦିଗକୁ ଗତି କରିବେ | ଶନି ଥରେ ନୁହେଁ ଦୁଇଟି ପର୍ଯ୍ୟାୟରେ କୁମ୍ଭମେଳାକୁ ଯାଉଛନ୍ତି | ଶନି ୧୨ ଜୁଲାଇ ପର୍ଯ୍ୟନ୍ତ କୁମ୍ଭରେ […]

ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନ ନିମନ୍ତେ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ ରେ କଂଗ୍ରେସ, ବିଜେପି ଓ ବିଜେଡି ଦଳର ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ କରିଛନ୍ତି। ସବୁ ଦଳ ବିରାଟ ପଟୁଆରରେ ଯାଇ ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନାମାଙ୍କନ ଦାଖଲ କରିଥିଲେ। ପ୍ରଥମେ ବିଜେଡି ପକ୍ଷରୁ ଏକ ବିରାଟ ଶୋଭାଯାତ୍ରାରେ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ସେଠାରେ ପହଞ୍ଚି ତାଙ୍କର ନାମାଙ୍କନ ଦାଖଲ କରିଥିଲେ। ଏଥିରେ […]

ତ୍ରିନାଥ ବାରିକ(ସତ୍ୟବାଦୀ): ସତ୍ୟବାଦୀ ବ୍ଲକ୍ କେତକି ପାଟଣା ଗ୍ରାମରୁ ଆସିଲା ବଧୁ ହତ୍ୟା ଅଭିଯୋଗ।ଅଭିଯୋଗ ଆଣିଲେ ବଧୁ ର ପରିବାର ସଦସ୍ୟ। ସୂଚନା ମୁତାବକ କେତକିପାଟଣା ପଂଚାୟତ ବଡ଼ତୋଟା ଗ୍ରାମର ପ୍ରଫୁଲ୍ଲ କାଣ୍ଡି ଓ ପ୍ରମିଳା କାଣ୍ଡିଙ୍କ ଏକ ମାତ୍ର କନ୍ୟା ସତ୍ୟଭାମା କlଣ୍ଡି ବୈଦିକ ରିତିରେ ୭ ଜୁଲାଇ ୨୦୨୧ତାରିଖ ରେ ରାୟଖଣ୍ଡି ପଞ୍ଚାୟତ ଚକ୍ରପଡ଼ା ଗ୍ରାମର ପ୍ରିତବାସ ଓ ଅଲି ବେଜ ଙ୍କ ଏକ ମାତ୍ର ପୁଅ […]

ଆଶିଷ ନାୟକ(ରାଜକନିକା):୧୦।୦୫ -ସମ୍ପତ୍ତି ଲୋଭରେ ମା’କୁ ହତ୍ୟା କଲା ପୁଅ ଏମିତି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଧୀନ କନପୁର ଗାଁରେ ଏକ ଘଟିଛି । ମା’କୁ ହତ୍ୟା କରିବା ପରେ ତରବରିଆ ଭାବେ ମୃତଦେହକୁ ପୋଡ଼ି ଦେଇଛି ପୁଅ । ମୃତ ମହିଳା ହେଲେ ସ୍ୱର୍ଗତ ସୁଦାମ ବାରିକଙ୍କ ପତ୍ନୀ ଦୌପଦୀ ବାରିକ । ରାଜକନିକା ପୁଲିସ ଏହି ଘଟଣାର ଅଭିଯୋଗ ପାଇବା ପରେ […]

Pin It on Pinterest