ପ୍ରମୋଦ ନାୟକ(ଭୁବନେଶ୍ବର)୧୧।୦୫ : ବାତ୍ୟା ଅସାନୀ ପ୍ରଭାବରେ କେମିତି ଅଛି ଭୁବନେଶ୍ୱର, ରାଜଧାନୀରେ ବର୍ଷା ଜାରି ରହିଥିବାରୁ ସକାଳୁ ତଳିଆ ଅଞ୍ଚଳ ବୁଲି ଦେଖିଲେ ବିଏମ୍ସି ମେୟର ସୁଲୋଚନା ଦାସ । ବର୍ଷା ଲାଗି ରହିଲେ ତଳିଆ ଅଞ୍ଚଳରେ ପାଣି ଜମିବା ଭୁବନେଶ୍ୱର ବାସୀଙ୍କ ପାଇଁ ସବୁଦିନିଆ କଥା ।ହେଲେ ମେୟର ତଳିଆ ଅଂଚଳ ବୁଲି ଆସ୍ୱସ୍ଥି ପ୍ରକାଶ କରିଛନ୍ତି । ସୂଚନା ଅନୁଯାଇ, ବାତ୍ୟା ଅସାନୀ ପ୍ରଭାବରେ ମଙ୍ଗଳବାର […]
ଭୁବନେଶ୍ୱର, ୧୦/୦୫: ବାତ୍ୟା ଅସାନି ସମୁଦ୍ରରେ ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡକୁ ମୁହାଁଇଛି । ହେଲେ ବାତ୍ୟାକୁ ନେଇ ଲାଗି ରହିଛି ଅନେକ ଦ୍ବନ୍ଦ ।ଲ୍ୟାଣ୍ଡଫଲ କରିବ ନାହିଁ ବୋଲି ଆଇଏମ୍ଡି କହିଥିବା ବେଳେ ଆନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଜେଟିଡବ୍ଳୁସି କିନ୍ତୁ ଭିନ୍ନ କଥା କହୁଛି । ଆସନ୍ତା ୨୪ଘଣ୍ଟାରେ ବାତ୍ୟା ଅସାନି ଦୁର୍ବଳ ହେବବୋଲି ଆଇଏମ୍ଡିର କହିଥିବା ବେଳେ,ଜେଟିଡବ୍ଳୁସିର ଆକଳନ ଅନୁଯାଇ,ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆନ୍ଧ୍ରର […]
ଭୁବନେଶ୍ୱର : ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ,ସାମୁଦ୍ରିକ ଝଡ଼ ‘ଅସାନି’ର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଅଛି । ୧୧ ତାରିଖ ସକାଳ ସାଢ଼େ ୮ଟା ଯାଏ ଓଡ଼ିଶାର ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି କାରଣରୁ ଏସବୁ ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି […]
ଭୁବନେଶ୍ବର: କାୟା ବିସ୍ତରୁଛି ସାମୁଦ୍ରିକ ବାତ୍ୟା ‘ଅସାନି’ । ଭାରତୀୟ ପାଣିପାଗ ବିଭାଗର ୧୩ ନମ୍ବର ବୁଲେଟିନ୍ରୁ ଜଣାପଡ଼ିଛି ଯେ, ପୁରୀର ଦକ୍ଷିଣ ଦିଗକୁ ୬୫୦ କିଲୋମିଟର୍ ଦୂର ବଙ୍ଗୋପସାଗର ଉପରେ ରହିଛି ବାତ୍ୟା ‘ଅସାନି। ଭାରତୀୟ ପାଣିପାଗ ବିଭାଗ ମତରେ ,ଦକ୍ଷିଣପୂର୍ବ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଭୀଷଣ ସାମୁଦ୍ରିକ ବାତ୍ୟା ‘ଅସାନି’ ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୨୫ କିଲୋମିଟର୍ ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ […]
ପ୍ରମୋଦ ନାୟକ(ଭୁବନେଶ୍ବର): ସବୁ କଳ୍ପନା ଜଳ୍ପନାର ଶେଷ, ବ୍ରଜରାଜନଗର ଉପନିର୍ବାଚନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ।ବ୍ରଜରାଜନଗରର ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କ ନାଁରେ ବିଜେଡି ସୁପ୍ରିମୋ ମାରିଲେ ମୋହର ।ପ୍ରମୋଦ ନାୟକଭୁବନେଶ୍ବର: ସବୁ କଳ୍ପନା ଜଳ୍ପନାର ଶେଷ, ବ୍ରଜରାଜନଗର ଉପନିର୍ବାଚନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ।ବ୍ରଜରାଜନଗରର ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କ ନାଁରେ ବିଜେଡି ସୁପ୍ରିମୋ […]
ନମୋଗୁରୁ(ସୁବର୍ଣ୍ଣପୁର):୦୯/୦୫ – ସ୍କୁଲ ଭ୍ୟାନରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ଛାତ୍ର ଛାତ୍ରୀ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର କଲେଜ ଛକଠାରେ ଏକ ସ୍କୁଲ ଭ୍ୟାନରେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ସମୟରେ ନିଆଁ ଲାଗିଯାଇଥିଲା । ତେବେ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଯାଇଛନ୍ତି ଛାତ୍ରଛାତ୍ରୀ । କୌଣସି ଛାତ୍ରଛାତ୍ରୀ ଆହତ ହୋଇନଥିବା ବେଳେ ନିଆଁକୁ ଆୟତ୍ତ କରିଛନ୍ତି ସ୍ଥାନୀୟ ଲୋକେ । ଖବର ଅନୁଯାଇ,ଉଲୁଣ୍ଡା ଥାନା ଶିନ୍ଧୋଲ ଅଞ୍ଚଳରୁ […]
ପ୍ରମୋଦ ନାୟକ(ଭୁବେନେଶ୍ବର): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖ୍ ଆଜି ସ୍ଵତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନା, ଗଞ୍ଜାମ, ପୁରୀ, ଜଗତସିଂହପୁର କେନ୍ଦ୍ରାପଡ଼ା ଜିଲ୍ଲାର ଜିଲପାଳମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ,ଯେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା, ଚିକିଟି ଗଞ୍ଜାମ ଓ ଛତ୍ରପୁର ବ୍ଲକ, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ, ବ୍ରହ୍ମଗିରି, ପୁରୀ ସଦର, ଗୋପ, କାକଟପୁର ଓ ଆସ୍ତରଙ୍ଗ, ଜଗତସିଂହପୁର ଅଞ୍ଚଳର ବାଲିକୁଦା, ଏରସମା, କୁଞ୍ଜଙ୍ଗ, କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା ଓ […]
ଭୁବନେଶ୍ୱର: ଓଡ଼ିଶାର ନୃତ୍ୟ ଅନୁଷ୍ଠାନ ଲକ୍ଷ୍ୟ ଡ୍ୟାନ୍ସ ଏକାଡେମୀର ବାର୍ଷିକ ସଂଗୀତ ଓ ନୃତ୍ୟ ସମାରୋହ ସ୍ଥାନୀୟ ଓଡିଶୀ ଗବେଷଣା କେନ୍ଦ୍ର ଠାରେ ଆଜି ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଅଛିl ଓଡିଶୀ ଗବେଷଣା କେନ୍ଦ୍ରର ପୂର୍ବତନ କାର୍ଯ୍ୟନିର୍ବାହୀ ଡ଼ ସଂଗୀତା ଗୋସାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପାରମ୍ପରିକ ନୃତ୍ୟ ଓ ସଂଗୀତ ସମାରୋହରେ ମାନ୍ୟବର ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି , ରାଜସ୍ଥାନ ଭାରତୀୟ ପ୍ରଶାସନିକ […]
ପ୍ରମୋଦ ନାୟକ(ଭୁବନେଶ୍ଵର): ପରଲୋକରେ ବିଶିଷ୍ଟ ସାହିତ୍ୟିକ,ବାଗ୍ମୀ ତଥା ପଦ୍ମଶ୍ରୀ ରଜତ କର ।ଆଜି (ରବିବାର) ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ଭଞ୍ଜ ସାହିତ୍ୟର ବିଶିଷ୍ଟ ବ୍ୟାଖ୍ୟାକାର ରଜତ କର ୮୮ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି। ପୁଅ ରଞ୍ଜିତ କର ଦେଇଥିବା ସୂଚନା ଅନୁସାରେ, ହୃଦଘାତରେ ତାଙ୍କ ପରଲୋକ ଦେଇଛନ୍ତି। ୧୯୩୪ ମସିହା ଅକ୍ଟୋବର ୨ ତାରିଖରେ କଟକରେ ଜନ୍ମ ଗ୍ରହଣ […]
ପ୍ରମୋଦ ନାୟକ(ଭୁବନେଶ୍ୱର): ୦୮।୦୫ -୧୩ଟି ବିଭାଗର ୩୨ଟି ପ୍ରତିଶ୍ରୁତି ଉପରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେ ୨୯ ତାରିଖରେ ନବୀନ ସରକାର ପଞ୍ଚମ ପାଳିର ତୃତୀୟ ବର୍ଷ ପୁରଣ ହେବ। ଗତ ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ୩ ବର୍ଷରେ କେଉଁ ବିଭାଗ କେତେ ପାଳନ କରିଛି, ତାହାର ହିସାବ ମାଗିଛନ୍ତି ରାଜ୍ୟ ସରକାର। ସୂଚନା ଅନୁଯାଇ ,ପଞ୍ଚମ ପାଳିର ପ୍ରଥମ କ୍ୟାବିନେଟରେ ଯେଉଁସବୁ ନିଷ୍ପତ୍ତି ନିଆଯାଇଥିଲା, […]