ଦୁଃଶାସନ ପୃଷ୍ଟି(ଭୁବନ) ୨୮।୦୪ – ଶାଳ ବଣରେ ଝୁଲୁଛି ଯୁବକଙ୍କ ମୃତଦେହ । ଢେଙ୍କାନାଳ ଜିଲ୍ଲା ଭୂବନ ଥାନା ଓଡିଶ ପଞ୍ଚାୟତ ରଗଡ଼ିପଡ଼ା ଗାଁରେ ନିକଟରେ ଘଟିଛି ଘଟଣା । ମୃତକ ଅଁଳାଝରୀ ଗାଁର ତିର୍ଥବାସୀ ପାତ୍ରଙ୍କ ପୁଅ ଦଣ୍ଡୁଆ ପାତ୍ର ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ,ମୃତକ ଅଁଳାଝରୀ ଗାଁର ଦଣ୍ଡୁଆ ପାତ୍ରଏକ ମାସ ପୂର୍ବରୁ ଓଡିଶ ପଞ୍ଚାୟତର ରଗଡିପଡାସ୍ଥିତ ପିଉସା ଘରକୁ […]
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୦୨୪ ଜଣକୁ ବୃଦ୍ଧି ପାଇଛି ।ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୮୦୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୮୭୬୭ ଜଣ ସୁସ୍ଥ ହୋଇଛନ୍ତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା […]
ଡ଼. ନବକିଶୋର ମିଶ୍ର ଶୁକ୍ର ଗ୍ରହ, ଧନ ଏବଂ ଗୌରବର କାରକ,ଗଜକେଶରୀ ଯୋଗରେ ଶୁକ୍ର ରାଶି ପରିବର୍ତ୍ତନ କରୁଛି | କୁହାଯାଉଛି ଯେ ଏହି ଯୋଗରେ ଶୁକ୍ରର ପରିବର୍ତ୍ତନ ଅନେକ ରାଶିର ଭାଗ୍ୟକୁ ଜାଗ୍ରତ କରିବ | ବାସ୍ତବରେ, ଶୁକ୍ର ଗ୍ରହକୁ ଭାଗ୍ୟର ଗ୍ରହ ମଧ୍ୟ କୁହାଯାଏ | ଆଜି ଏହି ଗ୍ରହ ୨୮ ଏପ୍ରିଲରେ ମୀନ ରେ ପ୍ରବେଶ କରିବାକୁ ଯାଉଛି | ଆମେ ଆପଣଙ୍କୁ କହିବୁ ଯେ […]
ଭୁବନେଶ୍ୱର: ୨୮/୦୪-ଆଜିଠାରୁ ଯୁକ୍ତ ଦୁଇ ପରୀକ୍ଷା । ଏଥର ଅନଲାଇନ ନୁହେଁ ଅଫଲାଇନ ମୋଡରେ ହେବ ଯୁକ୍ତ ଦୁଇ ପରୀକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୩ ଲକ୍ଷ ୨୧ ହଜାର ୫୦୮ ଜଣ ଛାତ୍ର ଛାତ୍ରୀ ପରିୀକ୍ଷା ଦେବା ପାଇଁ ଏ ବର୍ଷ ବ୍ୟବସ୍ଥା କରାଯାଇଛି । କଳାରେ ୨ ଲକ୍ଷ ୧୩ ହଜାର ୪୩୨, ବିଜ୍ଞାନରେ ୭୮ […]
ନବୀନ ଦାଶ( ଅତାବିରା):ବରଗଡ଼ଜିଲ୍ଲା ଅତାବିରାବ୍ଲକ ଲରମ୍ଭା ମହାବିଦ୍ୟାଳୟ ଠାରେ ଆଠ ଦିନ ଧରି ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ମହା ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ପ୍ରମୋଦ କୁମାର ଭୋଇ ଙ୍କ ଅଧ୍ୟକ୍ଷତା ରେ ଜୀବ ବିଜ୍ଞାନ ପ୍ରାଧ୍ୟାପିକା ଡଃ ଅମୃତା ସାମନ୍ତ,ପରିଚାଳକ ହରିଶ୍ ପାତ୍ର,ଟ୍ରେନର ସୁଜାତା ଭୋଇ, ଅଧ୍ୟାପକ ସରୋଜ କୁମାର ନାୟକ, ଅଧ୍ୟାପକ ପବିତ୍ର ମହାଣା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ […]
ନବୀନ ଦାଶ: ବରଗଡ଼ ତୋରା ପଞ୍ଚାୟତ ବାନ୍ଦେନ୍ ଟିକ୍ରା ଗ୍ରାମରେ ଝୁଲନ୍ତା ଶବ କୁ ନେଇ ଏବେ ଆତଙ୍କ ରେ ଗ୍ରାମବାସୀ।ଶବ ଟି ଵିଲ ମଝିରେ ପାଖାପାଖି ୨୦ ରୁ ୨୫ଫୁଟ ଉଚ୍ଚରେ ଏକ ଗଛରେ ଝୁଲି ରହିଥିବା ବେଳେ ଶବ ଟି କାହାର ଓ କେବେ ଠାରୁ ଝୁଲୁଛି କାହାରିକୁ ଜଣାନାହିଁ।ଝୁଲନ୍ତା ଶବ କୁ ନେଇ ଲୋକେ ଘରୁ ବାହାରିବା ଓ ବିଲ କୁ ଯିବା ପାଇଁ ଭୟ […]
ଦେବକାନ୍ତ ମହାନ୍ତି( ଚାନ୍ଦବାଲି) ୨୭//୪//୨୦୨୨ – ଚାନ୍ଦବାଲି ଫଚାୟତ ସମିତିର ୩ୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି , ବୈଠକ ଆରମ୍ଭରୁ ୩୬ ଫଚାୟତର ସରପଞ୍ଚ ଓ ସମିତିସଭ୍ୟ, ଏବଂ ଜିଲ୍ଲାପରିଷଦର ସଭ୍ୟ ସଭ୍ୟା ମାନେ ସେମାନଙ୍କର ପରିଚୟ ପ୍ରଦାନ ପରେ ବୈଠକ ଆରମ୍ଭ ହୋଇଥିଲା । ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ମିନତି ସୂତାରଙ୍କ ଅଧ୍ୟକ୍ଷତାରେ ଚାନ୍ଦବାଲି ବିଧାୟକ ଡ଼. ବୋମକେଶ ରାୟ, ବିଡ଼ିଓ ଯୋତି ପ୍ରକାଶ ଦାସ […]
ପୁରୀ ୨୭।୦୪ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ଚାରିଘଣ୍ଟା ବନ୍ଦ ।ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଦ୍ଵିତୀୟ ଭୋଗମଣ୍ଡପ ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରି ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯାଇଥାଏ । ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି […]
ଡ଼.ନବକିଶୋର ମିଶ୍ର ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରାଶି ପରିବର୍ତ୍ତନ କରନ୍ତି | ଯାହା ସିଧାସଳଖ ମାନବ ଜୀବନକୁ ପ୍ରଭାବିତ କରିଥାଏ | ଗ୍ରହମାନଙ୍କର ରାଜା ସୂର୍ଯ୍ୟ ୧୪ ଏପ୍ରିଲରେ ମେଷ ରାଶିକୁ ଚଳନ କରିଛନ୍ତି | ମେ ୧୭ ପର୍ଯ୍ୟନ୍ତ ସୂର୍ଯ୍ୟ ଏହି ରାଶିରେ ରହିବେ | ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଶକ୍ତି, ସାହସ ଏବଂ ସମ୍ମାନର ଏକ କାରକ ଭାବରେ […]
ନୂଆଦିଲ୍ଲୀ: ଜାତୀୟ ରାଜଧାନୀର ନୂଆଦିଲ୍ଲୀ ରେଳ ଷ୍ଟେସନ ବାର୍ଷିକ ପ୍ରାୟ ୨୪୦୦ କୋଟି ଟଙ୍କା ରୋଜଗାରରେ ଆଗେଇ ଆସୁଛି। ଭାରତୀୟ ରେଳବାଇ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ, ଯେଉଁଥିରେ ପ୍ରତିଦିନ ପ୍ରାୟ ୨୫ ନିୟୁତ ଯାତ୍ରୀ ଯାତ୍ରା କରନ୍ତି | ପ୍ରାୟ ୧୫,୦୦୦ ଟ୍ରେନ୍ ସମଗ୍ର ଦେଶରେ ୭୦୦୦ ଷ୍ଟେସନ ଦେଇ ଯାଇଥାଏ | ସେଥିମଧ୍ୟରୁ ରେଳବାଇ ରୋଜଗାର କ୍ଷେତ୍ରରେ ରାଜଧାନୀର ନୂଆଦିଲ୍ଲୀ ରେଳ ଷ୍ଟେସନ ଆଗରେ […]