ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୨୮/୦୩ – ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ, ସରିଲା ଶର୍ମିଷ୍ଠାଙ୍କ ଛକା ପଞ୍ଝା ଖେଳ ପଡିଲା ହାତକଡ଼ି । ଭଦ୍ରକ ନଳାଙ୍ଗ ଗାଁରୁ ବନ୍ଧାହେଲେ ଅଭିଯୁକ୍ତ ଶର୍ମିଷ୍ଠା ରାଉତ୍ ଓ ସହଯୋଗୀ ଝୁନା ଭୋଇ । ଭଦ୍ରକ ପୋଲିସ ଓ କ୍ରାଇମବ୍ରାଞ୍ଚ ମିଳିତ ଉଦ୍ୟମରେ ଉଭୟଙ୍କୁ ଗିରଫ କରାଯାଇଛି । ଆଜି ଚାନ୍ଦବାଲି ଜେଏମଏଫସି କୋର୍ଟରେ ଉଭୟଙ୍କୁ ହାଜର କରାଯିବ ।ଦୁଇଜଣଙ୍କୁ ୧୦ […]
ନନ୍ଦିନୀ ପ୍ରଧାନ(ସମ୍ବଲପୁର) : କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ୧୨ ଦଫା ଦାବି ନେଇ ଦୁଇ ଦିନିଆ ଭାରତ ବନ୍ଦ ଡ଼ାକରାରେ ସାରା ଓଡ଼ିଶାରେ ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ଏହାର ପ୍ରଭାବ ସମ୍ବଲପୁର ସମେତ ଝାରସୁଗୁଡ଼ା ଏବଂବ୍ରଜରାଜନଗର ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି। ଶ୍ରମିକ ସଙ୍ଗଠନର ନେତା ଓ କର୍ମୀମାନେ ପିକେଟିଂ କରି ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ କରୁଛନ୍ତି। ହେଲେ ଦୋକାନ ବଜାର […]
ମନୋଜ ମହାନ୍ତି(ଭୁବନେଶ୍ୱର) ୨୮।୦୩ : ଆଜି ବିଧାନସଭାରେ ମାନସ ହତ୍ୟା ମାମଲାର ତାତି । ଶୁନ୍ୟକାଳରେ ଉଠିଲା ମାନସ ହତ୍ୟା ମାମଲାର ପ୍ରଶ୍ନ । ହତ୍ୟା କାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଆସାମୀ ଶର୍ମିଷ୍ଠାକୁ ବର୍ତ୍ତମାନ ସୁଦ୍ଧା ବି ଗିରଫ କରାଯାଇନାହିଁ । ସେକ୍ସ ସ୍କାଣ୍ଡଲ ପାଇଁ ଏହି ହତ୍ୟାକାଣ୍ଡ ହୋଇଛି ବୋଲି ଗୃହରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, […]
ବବିତା ସାମଲ(ଭଦ୍ରକ) ୨୮/୦୩ : ଟ୍ରେଡ ୟୁନିୟନ,କେନ୍ଦ୍ର ସରକାରଙ୍କ ଶ୍ରମିକ,କୃଷକ ମାରଣ ନୀତି ଓ କର୍ପୋରେଟ ସପକ୍ଷବାଦୀ ନୀତିକୁ ବିରୋଧ କରି ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି । ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟର ପ୍ରଭାବ ଭଦ୍ରକରେ ପରିଲକ୍ଷିତ ହୋଇଛି । ଭାରତ ବର୍ଷର ସମସ୍ତ୍ ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ, ବ୍ୟାଙ୍କ , ବୀମା , ସ୍ଵାଧୀନ କର୍ମଚାରୀ ଫେଡେରେସନ ମାନେ, ମାର୍ଚ୍ଚ ମାସର ୨୮ ଓ ୨୯ […]
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୫୧୨ ଜଣକୁ ବୃଦ୍ଧି ପାଇଛି ।ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୫୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୧୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୭୯୨୧ ଜଣ ସୁସ୍ଥ ହୋଇଛନ୍ତି । ଆଜିଠୁ ଷୋଡଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା […]
ଡ଼.ନବକିଶୋର ମିଶ୍ର ରାହୁଙ୍କୁ ଜ୍ୟୋତିଷ ଶାସ୍ତ୍ରରେ ଏକ ମାୟାବୀ ଗ୍ରହ ଭାବରେ ବିବେଚନା କରାଯାଏ | ରାହୁଙ୍କୁ ଭ୍ରମର ଗ୍ରହ କୁହାଯାଏ | ରାହୁ ପୁଣି ଥରେ ରାଶି ପରିବର୍ତ୍ତନ ପାଇଁ ପ୍ରସ୍ତୁତ | ରାହୁ ୧୨ ଏପ୍ରିଲ ୨୦୧୨ ରେ ରାଶି ପରିବର୍ତ୍ତନ କରିବେ | ରାହୁଙ୍କ ଚଳନ ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ ଲୋକଙ୍କ ଉପରେ ପ୍ରଭାବ ପକାଇବ | ହିନ୍ଦୁ ପଞ୍ଜିକା ଅନୁଯାୟୀ,ରାହୁ ୧୨ […]
ପିଏମ ମୋଦୀ ଭାରତର ସମ୍ଭାବନାକୁ ପ୍ରଶଂସା କରିବା ସହ ଏହାର ଶକ୍ତିର ଆଧାର ହେଉଛି ଦେଶର କୃଷକ, କାରିଗର, ବୁଣାକାର, ଇଞ୍ଜିନିୟର, କ୍ଷୁଦ୍ର ଉଦ୍ୟୋଗୀ, ଏମଏସଏମଇ କ୍ଷେତ୍ର ଏବଂ ବିଭିନ୍ନ ବୃତ୍ତିର ଲୋକ ବୋଲି କହିଛନ୍ତି। ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କହିଛନ୍ତି ଯେ ଭାରତ ଏହାର ରପ୍ତାନି ଲକ୍ଷ୍ୟକୁ ୪୦୦ ବିଲିୟନ ଡ଼ଲାରରେ ପହଞ୍ଚାଇ ଏହି ଆର୍ଥିକ ଦର୍ଶାଉଛି ଯେ ସମଗ୍ର ବିଶ୍ୱରେ ଏହାର ସାମଗ୍ରୀର ଚାହିଦା ବଢୁଛି […]
ହାଇଲାଇଟ୍ସ |ଗୁଜୁରାଟରେ ଦେଶର ପ୍ରଥମ ଷ୍ଟିଲ ରୋଡ଼ ନିର୍ମାଣ କରାଯାଇଛିଇସ୍ପାତ ବର୍ଜ୍ୟବସ୍ତୁରେ ନିର୍ମିତ ଏହି ୧ କିଲୋମିଟର ଲମ୍ବା ୬ ଲେନ ବିଶିଷ୍ଠ ଷ୍ଟିଲ ରୋଡ଼ ନୂଆଦିଲ୍ଲୀ: ଗୁଜୁରାଟରେ ଦେଶର ପ୍ରଥମ ‘ଷ୍ଟିଲ ରୋଡ଼'(ଇସ୍ପାତ ରାସ୍ତା) ନିର୍ମାଣ କରାଯାଇଛି। ଯଦିଓ ନାମ ସୂଚିତ କରେ ଯେ ଏହି ରାସ୍ତାଟି ଇସ୍ପାତରେ ହେବ, କିନ୍ତୁ ତାହା ନୁହେଁ | ବାସ୍ତବରେ, ପ୍ରତିବର୍ଷ ସମସ୍ତ ଇସ୍ପାତ କାରଖାନାରୁ ଅନେକ ମିଲିୟନ୍ ଟନ୍ ସ୍ଲାଗ୍ […]
ପ୍ରମୋଦ ନାୟକ(ଭୁବନେଶ୍ବର) : ଶେଷ ହେଲା ରାଜ୍ୟର ୧୦୫ଟି ପୌରାଞ୍ଚଳର କାଉନସିଲର ଓ ପୌରାଧ୍ୟକ୍ଷ ଏବଂ ୩ଟି ମହାନଗର ନିଗମର କର୍ପୋରେଟର ଓ ମେୟର ନିର୍ବାଚନ ଓ ତାର ଫଳାଫଳ।ଅଠର ଡେପୁଟି ମେୟର ଓ ଉପାଧ୍ୟାକ୍ଷ ଙ୍କ ପାଳି, ଏ ନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପୂର୍ବ ସୂଚନା ଅନୁଯାୟୀ ଡେପୁଟି ମେୟର ନିର୍ବାଚନ ଏପ୍ରିଲ ୬ରୁ ୮ତାରିଖ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ଏହା ୮ରୁ ୧୦ତାରିଖ ପର୍ଯ୍ୟନ୍ତ ହେବ […]
ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) କିଏ ଜିତିବ ବାଜି ଆଜି ସକାଳୁ ବୋଟ ଗଣତି ଯେତିକି ବିଳମ୍ବ ହେଉଥିଲା ପ୍ରାର୍ଥୀଙ୍କ ମନରେ ଟେନ୍ସନ ସେତିକି ବଢ଼ୁଥିଲା ।ଶେଷରେ ପ୍ରକାଶ ପାଇଛି ଫଳାଫଳ, କର୍ପୋରେଟର ଓ ମେୟର ନିର୍ବାଚନରେ ବିଜେଡିକୁ ବଡ଼ ସଫଳତା ମିଳିଛି। ବିଜେଡି ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ବିଜୟୀ ହୋଇଛନ୍ତି । ସୁଲୋଚନା ଦାସ ,ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ପ୍ରାର୍ଥିନୀ ବିଜେପିର ସୁନୀତି ମୁଣ୍ଡଙ୍କୁ୬୧ ହଜାର […]