ଡ଼. ନଣକିଵୋର ମିଶ୍ର ୨୦୨୨ ମସିହାରେ, ଦୁଇଟି ସୂର୍ଯ୍ୟ ପରାଗ ଅଛି | ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ୩୦ ଏପ୍ରିଲରେ ଘଟିବାକୁ ଯାଉଛି |ଏହା ଏକ ଆଂଶିକ ସୂର୍ଯ୍ୟ ପରାଗ ହେବ | ଏଥି ସହିତ, ଅକ୍ଟୋବର ୨୫ ରେ ଦ୍ୱିତୀୟ ସୂର୍ଯ୍ୟ ପରାଗ ହେବ | ଏହି ସୂର୍ଯ୍ୟ ପରାଗ ମଧ୍ୟ ଆଂଶିକ ହେବ | ୩୦ ଏପ୍ରିଲରେ ସୂର୍ଯ୍ୟପରାଗ ୧୨ :୧୫ ମଧ୍ୟରାତ୍ରିରୁ ଆରମ୍ଭ ହୋଇ […]
କେନ୍ଦ୍ରାପଡା(ରାକେଶ ମହାନ୍ତି): କେନ୍ଦ୍ରାପଡ଼ାରେ ଆଜି କେନ୍ଦ୍ରୀୟ କାୟାକଳ୍ପ ତିନି ଜଣିଆ କେନ୍ଦ୍ରୀୟ ଟିମ ଆଜି ପାଟକୁରା ନିର୍ବାଚନ ମଣ୍ଡଳୀ ର ୨ଟି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ର ପରିଦର୍ଶନ କରିଛନ୍ତି । ତିନି ଜଣିଆ କେନ୍ଦ୍ରୀୟ ଟିମ ପାଟକୁରା ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର ଓ ଡେରାବିଶ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ପରିସର ର ସ୍ୱଛତା,ପରିଛନ୍ନ, ସ୍ଥିତି କୁ ଅନୁଧ୍ୟାନ କରି ଆଗାମୀ ଦିନରେ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର […]
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୬୪୫୭ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୬୪୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୧୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୬୨୮୫ଜଣ ସୁସ୍ଥ ହୋଇଛନ୍ତି । ଏପ୍ରିଲ ୨୯ ତାରିଖରୁ ମେ ୬ ତାରିଖ ଯାଏଁ […]
ବବିତା ସାମଲ(ଭଦ୍ରକ): ୧୦/୦୩-ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଡଃ ଗଣେଶୀ ଲାଲ ଭଦ୍ରକ ଜିଲ୍ଲା,ତିହିଡ଼ି ବ୍ଲକ ଅନ୍ତର୍ଗତ ଦୋଳସାହିରେ ଥିବା ରାମନାରାୟଣ ଉଚ୍ଚ ବିଦ୍ୟାଳୟର ହିରକ ଜୟନ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ,ପ୍ରଥମେ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକ ଅନ୍ତର୍ଗତ ତାଳପଦା ଯାଇ କାନ୍ତକବି ଲଷ୍ମୀକାନ୍ତ ମହାପାତ୍ରଙ୍କ ସମାଧି ପୀଠରେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ ।ଏହା ପରେ ପ୍ରଫେସର ଡଃ ଗଣେଶୀ ଲାଲ କାନ୍ତକବିଙ୍କ ସ୍ମୃତି ମନ୍ଦିର ପରିଦର୍ଶନ […]
ବାସ୍ତବବ୍ୟୁରୋ: ଉତ୍ତରପ୍ରଦେଶ,ପଞ୍ଜାବ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ଆଜି ଘୋଷିତ ହେଉଛି ଏହା ସକାଳ ୮ ଟାରୁ ଭୋଟ୍ ଗଣନା ଆରମ୍ଭ ହୋଇଛି। ଗତ ଦୁଇ ମାସ ଧରି ଚାଲିଥିବା ନିର୍ବାଚନରେ ଉତ୍ତେଜନା ଦେଖାଦେଇଥିବା ବେଳେ ରାଜନୈତିକ ଦଳ ପରସ୍ପର ଉପରେ ଅନେକ କାଦୁଅ ଫିଙ୍ଗିଛନ୍ତି,ଯାହାର ପରିଣାମ ଆଜି ଜନସାଧାରଣଙ୍କ ସମ୍ମୁଖରେ | ଉତ୍ତରପ୍ରଦେଶରେ ବିଜେପି ଓ ଏସପିଙ୍କ ମଧ୍ୟରେ ଏକ ବଡ଼ ଟକ୍କର ଚାଲିଥିବାବେଳେ ପଞ୍ଜାବରେ କଂଗ୍ରେସ […]
ଦୀପକ ବେଉରା(କଟକ): ଜଳିଗଲା ଅମାଜନ ପର୍ଶଲ୍ ବୋଝେଇ କଣ୍ଟେନର ସହ ଆଉ ଏକ ଗାଡ଼ି। କଟକ ଶିଖରପୁରରେ ଘଟିଛି ଏହି ଦୁର୍ଘଟଣା। ଘନ କୁହୁଡି ପାଇଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି ।ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ଚାଉଳିଆଗଞ୍ଜ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଇଛି,ରାସ୍ତା କଡରେ ଖରାପ ହୋଇ ଠିଆ ହୋଇଥିବା ଏକ […]
ରୁଷ-ୟୁକ୍ରେନ ଯୁଦ୍ଧ: ୟୁକ୍ରେନ ସହିତ ଯୁଦ୍ଧ କରୁଥିବା ରୁଷ ବିଶ୍ୱରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଏହା ସତ୍ୱେ ବିଶ୍ଵର ୯ ଟି ଦେଶ ରୁଷ ସହିତ ଛିଡା ହୋଇଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ରୁଷ ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ରାଜ୍ୟ ମୁଖ୍ୟମାନଙ୍କ ସହିତ ଉତ୍ତମ ସମ୍ପର୍କ | କଠିନ ସମୟରେ ପୁଟିନ ଏହି ନଅ ଦେଶର ରାଜ୍ୟ ମୁଖ୍ୟଙ୍କୁ ସାହାଯ୍ୟ କରିଛନ୍ତି। ଏହାର ଫଳାଫଳ ହେଉଛି ବିଶ୍ୱର […]
ଦେଵକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକ ଖଦାଳପୋଖରୀ ପଞ୍ଚାୟରେ ୨୦୨୦-୨୧ ବର୍ଷରେ ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ମହା ଦୁର୍ନୀତିର ତଦନ୍ତ ପାଇଁ ପଞ୍ଚାୟତ ବାସୀ, ପ୍ରଥମେ ବିଡିଓ ଓ ଜିଲ୍ଲାପାଳ ନିକଟରେ ଅଭିଯୋଗ କରିଥିଲେ l ଏଥିରେ ପଂଚାୟତ ବାସୀ ନ୍ୟାୟ ନ ପାଇବାରୁ ସେମାନେ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଥିନେଇ ଆଜି ଲୋକୟୁକ୍ତଙ୍କ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ତଦନ୍ତ ଆରମ୍ଭ ହୋଇଛି। ଲୋକାୟୁକ୍ତରେ କେଶ ନମ୍ବର LY ୧୨୫୭/୨୦୨୯ ଆଧାରରେ […]
କଟକ(ଦୀପକ ବେଉରା): କଟକ ଛତ୍ରବଜାର ପରିବା ମାର୍କେଟ ନିକଟ ଭୁଶୁଡ଼ିଲା ପୋଲ ।ଏହି ପୋଲଟି ଛତ୍ରବଜାରରୁ ମାଲଗୋଦାମ ସଂଯୋଗ କରୁଥିବା ପୋଲ । ପୋଲରେ କାମ ଚାଲିଥିବା ବେଳେ କିଛି ଅଂଶ ଭୁଶୁଡ଼ିଥିବା ଜଣାପଡ଼ିଛି। ଖବର ପାଇ ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲା। ମାଟି ତଳୁ ୨ ଜଣକୁ ଉଦ୍ଧାର କରି ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଅନ୍ୟମାନଙ୍କୁ ଉଦ୍ଧାର କରାଯାଉଛି। ଛତ୍ରପୁର ବଜାର ଦେଇ ଯାଇଥିବା ତାଳଦଣ୍ଡା କେନାଲର […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୮ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୧୦୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୬୨୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୧୧୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୫୯୮୦ଜଣ ସୁସ୍ଥ ହୋଇଛନ୍ତି । ଆଜି […]