ପ୍ରମୋଦ ନାୟକ(ଭୁବନେଶ୍ୱର) ୨୩/୦୫: ସବୁ ପ୍ରତିକ୍ଷାର ଅନ୍ତ ଘଟିଲା ,ଶରତ ପଟ୍ଟନାୟକ ହେଲେ ଓଡ଼ିଶା କଂଗ୍ରେସର ନୂଆ ମୁରବି । ଶରତଙ୍କୁ ନୂଆ ପିସିସି ଭାବେ ନିଯୁକ୍ତ କଲା AICC । ଦ୍ୱିତୀୟ ଇନିଂସ ଖେଳିବେ ଶରତ । ହେଲେ ସଭାପତି ଦୌଡରେ ଆଗରେ ଥିବା ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଟିକେ ମନ ଉଣା । ତାଙ୍କ ବ୍ୟତୀତ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକ୍କିମ, ଜଟଣୀ ବିଧାୟକ ସୁର […]
ଯଶିପୁର:୨୩।୦୫- ଗୋ-ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ପ୍ରତିବାଦରେ ଆଜି ୫ ଘଣ୍ଟିଆ ଯଶୀପୁର ବନ୍ଦ । ବିଜେପି ଓ ଗୋ-ରକ୍ଷକ ସଙ୍ଘଟନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସୂଚନା ଅନୁଯାଇ, ୪୯ ନମ୍ବର ଜାତୀୟ ରାଜପଥ ବେଗୁନିଆ ଟୋଲ୍ ଗେଟ୍ ନିକଟରେ ଗତ ୨୧ ତାରିଖ ଦିନ ଗୋ-ମାଫିଆଙ୍କ ଦ୍ୱାରା ଗୋ-ସୁରକ୍ଷାକାରୀଙ୍କୁ ଆକ୍ରମଣ କରାଯାଇଥିଲା । ଏପିରିକି ଗୁଳିମାଡ଼ ମଧ୍ୟ ହୋଇଥିଲା । ଯାହାକୁ ପ୍ରତିବାଦ କରି ବିଜେପି ଓ […]
ନୂଆଦିଲ୍ଲୀ:କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ୨୦୨୨ -୨୩ ଅଧିବେଶନ ପାଇଁ ବୋର୍ଡ ପରୀକ୍ଷାର ନମୁନା ପ୍ରକାଶ କରିଛି |ଢା ଞ୍ଚାରୁ ଏହା ସ୍ପଷ୍ଟ ହୋଇଛି ଯେ ବୋର୍ଡ ପରୀକ୍ଷାରେ କେବଳ ସେହି ଛାତ୍ରମାନେ ଆଗରେ ରହିବେ, ଯେଉଁମାନେ ରୋଟ୍ ବଦଳରେ ବୁଝାମଣା ସହିତ ଅଧ୍ୟୟନ କରିବେ | ଏଥର ଇଚ୍ଛାଧୀନ ପ୍ରଶ୍ନଗୁଡିକ ୫୦ % ରୁ ୨୦ % କୁ ହ୍ରାସ କରାଯାଇଛି | ନମୁନାରେ ସମୁଦାୟ ୩୦% […]
ଦେଶରେ ବଢୁଥିବା କରୋନା ଜୀବାଣୁ କ୍ଷେତ୍ରରେ, INSACOG ଓମିକ୍ରନ୍ ର ଅନ୍ୟ ଏକ ସବ-ଭାରିଆଣ୍ଟ BA.5 ର ରୋଗୀ ଚିହ୍ନଟ କରିଛି | ପୂର୍ବରୁ INSACOG ଦେଶରେ BA.4 କୁ ଚିହ୍ନଟ କରିଥିଲା | ଏଥିମଧ୍ୟରୁ ଗୋଟିଏ ତାମିଲନାଡୁରେ ହୋଇଥିବା ବେଳେ ଅନ୍ୟଟି ତେଲେଙ୍ଗାନାରେ ଦେଖିବାକୁ ମିଳିଛି। ଭାରତୀୟ SARS-CoV-2 ସିକ୍ୱେନ୍ସିଂ ଆସୋସିଏସନ୍ (INSACOG) ରବିବାର ଏକ ବିବୃତ୍ତିରେ କହିଛି ଯେ ତାମିଲନାଡୁର ଜଣେ ମହିଳା ସବ୍-ଭାରିଆଣ୍ଟ BA.4 ରେ […]
ନୂଆଦିଲ୍ଲୀ:ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର) ଦିଲ୍ଲୀର ଶିକ୍ଷା ମଡେଲ ଦେଖି ଉତ୍ସାହିତ ହୋଇଛନ୍ତି । ସେ କହିଛନ୍ତି ଯେ ତାଙ୍କ ସରକାର ଦିଲ୍ଲୀ ଭଳି ତେଲେଙ୍ଗାନାରେ ମଡେଲ ସ୍କୁଲ ମଧ୍ୟ ଖୋଲିବେ ଏବଂ ଖୁବ୍ ଶୀଘ୍ର ଏହାର ଶିକ୍ଷକ ଓ ଅଧିକାରୀମାନଙ୍କୁ ଦିଲ୍ଲୀର ଶିକ୍ଷା ମଡେଲ ଶିଖିବା ଏବଂ ଦେଖିବା ପାଇଁ ଦିଲ୍ଲୀ ପଠାଇବେ। ଚନ୍ଦ୍ରଶେଖର ରାଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଶନିବାର ରାଜଧାନୀର ଏକ ସରକାରୀ […]
ବାଣପୁର:୨୧/୦୫- ଖୋର୍ଦ୍ଧା ଜିଲ୍ଲା ବାଣପୁର NAC ଶ୍ରୀନିବାସପୁର ଗାଁରେ ଅଘଟଣ । ରାସ୍ତାରେ ଛିଣ୍ଡି ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜେଜେ ମା’ ଓ ନାତୁଣୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାଇ,ବଣପୁର ସ୍ଥିତ ସାଳିଆ ନଦୀକୁ ଶୌଚ ପାଇଁ ଯାଉଥିବା ବେଳେ ଦୁହିଁଁଙ୍କୁ ବିଦ୍ୟୁତ ଆଘାତ ଲାଗିଛି । ଘଟଣାସ୍ଥଳରେ ହିଁ ଜେଜି ମା’ ଓ ନାତୁଣୀ ଦୁହେଁ ଟଳି ପଡିଥିଲେ ।ମୃତକ କମା ନାୟକ ଏବଂ […]
ପ୍ରମୋଦ ନାଏକ(ଭୁବନେଶ୍ୱର) ୨୧/୦୫: ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡକ୍ଟର) ସବିତା ଆଚାର୍ଯ୍ୟଙ୍କ ମତରେ, ପୂର୍ବରୁ ଦନ୍ତ ଚିକିତ୍ସା କରିବାରେ କେବଳ ପୁରୁଷମାନଙ୍କର ପ୍ରାଧାନ୍ୟ ଥିଲା । ତେବେ ସମୟ ବଦଳିବା ସହ ବିଭିନ୍ନ ପାଶ୍ଚାତ୍ୟ ଦେଶରେ ମଧ୍ୟ ମହିଳା ଦନ୍ତ ଚିକିତ୍ସକ ମଧ୍ୟ ଏ ଦିଗରେ ବେଶ ଆଗକୁ ଆସିଛନ୍ତି । ଭାରତରେ ଦନ୍ତ ଚିକିତ୍ସା ଶିକ୍ଷା ଗ୍ରହଣରେ ଝିଅମାନଙ୍କ ସଂଖ୍ୟା ଅଧିକା ରହୁଥିଲେ ମଧ୍ୟ ଦନ୍ତ ଚିକିତ୍ସକ […]
ବାସ୍ତବବ୍ୟୁରୋ:ସେନାରେ ସୈନିକ ନିଯୁକ୍ତି ଅଢେଇ ବର୍ଷ ହେଲା ବନ୍ଦ ରହିଛି। କରୋନା ମହାମାରୀ ଆରମ୍ଭ ପୂର୍ବରୁ, ୨୦୧୯ -୨୦ ବର୍ଷ ମଧ୍ୟରେ ୮୦,୦୦୦ରୁ ଅଧିକ ସୈନିକଙ୍କୁ ସେନାରେ ନିଯୁକ୍ତ କରାଯାଇଥିଲା। କିନ୍ତୁ ସେବେଠାରୁ ଆଉ କୌଣସି ନିଯୁକ୍ତି ହୋଇନାହିଁ। ସୂତ୍ରରୁ ଜଣାପଡିଛି ଯେ ଯଦି ନିଯୁକ୍ତି ଖୋଲିବ ନାହିଁ, ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ଖାଲି ପଦବୀ ସଂଖ୍ୟା ଦୁଇ ଲକ୍ଷରେ ପହଞ୍ଚିପାରେ। ମାର୍ଚ୍ଚରେ ସଂସଦ ଅଧିବେଶନରେ ବିରୋଧୀମାନେ […]
ବାସ୍ତବବ୍ୟୁରୋ:ଅଦ୍ୟାବଧି ସବୁଠୁ ବଡ ଏଜେଣ୍ଡା ପ୍ରଦାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିକୁ ଆସନ୍ତା ୨୫ ବର୍ଷ ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି। ୨୫ ବର୍ଷ ପରେ, ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ | ତାହା ଏକ ଐତିହାସିକ ମୁହୂର୍ତ୍ତ ହେବ | ରାଜନୈତିକ ଦୃଷ୍ଟିରୁ, ସେତେବେଳକୁ ଦେଶରେ ଅତି କମରେ ପାଞ୍ଚଟି ଲୋକସଭା ନିର୍ବାଚନ ଏବଂ ଦର୍ଜନେ ବିଧାନସଭା ନିର୍ବାଚନ ହୋଇଥାନ୍ତା। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଚାନ୍ଦବାଲି ବ୍ଲକରେ ଚର୍ଚ୍ଚାରେ ଥିବା ଜଳଶ୍ବରପୁର ପଂଚାୟତର ଜବର ଦଖଲ ଉଚ୍ଛେଦ ଘଟଣାରେ ମାନ୍ୟବର ଉଚ୍ଚ ନ୍ୟାୟଳୟ ନିର୍ଦେଶରେ ଜବର ଦଖଲ ଉଛେଦ ସମୟରେ ତହସିଲଦରଙ୍କ ପାତରଅନ୍ତର ନିତି ପ୍ରତିବାଦରେ ଆଜି ଆଦେନକାରୀ ଓ ତହସିଲଦାର ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି l ଜଳେଶ୍ୱରପୁରରେ ପୋଖରି କିସମ ପ୍ଲଟ ନଂ ୫୫୭/୫୫୩ରେ ଜବର ଦଖଲ ଉଛେଦ ହୋଇଥବାବେଳେ ପର୍ବରୁ ବିବାଦ ଘେରରେ ଥିବା ପ୍ଲଟ- ୫୯୫ ଗାଁ ରାସ୍ତା […]


