ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକ ଭୂଇଁବୃତ୍ତି ପଂଚାୟତ ରାମେଶ୍ୱରପୁରରେ ଗାଁରେ ଭୟାଭୟ ଅଗ୍ନିକାଣ୍ଡ ଘଟି ୪ବଖରା ଘର ପୋଡି’ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇ ଯାଇଛି l ଅଗ୍ନିକାଣ୍ଡ କାରଣ ଅସ୍ପଷ୍ଟ ଥିବା ବେଳେ ବ୍ୟାପକ କ୍ଷୟ କ୍ଷତି ହୋଇଥିବାର ସୂଚନା ମିଳିଛି l ଅଗ୍ନିକାଣ୍ଡ ର ଖବର ପାଇ ଚାନ୍ଦବାଲି ଅଗ୍ନିଶମ ବିଭାଗ ସଠିକ ସମୟରେ ପହଁଚିଥିଲେ ମଧ୍ୟ ଅଗ୍ନି ପ୍ରକୋପିରେ ସବୁ କିଛି ପୋଡି ପାଉଁଶ ହୋଇ […]

ବାସ୍ତବବ୍ୟୁରୋ:ନିକଟରେ ଭାରତୀୟ ଜନତା ପାର୍ଟି (ବିଜେପି) ତ୍ରିପୁରାରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇ ଦେଇଛି। ବିପ୍ଲାବ କୁମାର ଦେବଙ୍କ ସ୍ଥାନରେ ମାଣିକ ସାହାଙ୍କୁ ରାଜ୍ୟର ଦାଇତ୍ୱ ଦିଆଯାଇଛି। ଏହି ପରିବର୍ତ୍ତନ କାହିଁକି ହେଲା ସେନେଇ ଏବେ ଅନେକ କଳ୍ପନାଜଳ୍ପନା ଚାଲିଛି, କିନ୍ତୁ ଗତ ୬ବର୍ଷର ରାଜନୈତିକ ପରିସ୍ଥିତି ଏକ ଭିନ୍ନ ସୂତ୍ର ଦର୍ଶାଉଛି। ପରିସଂଖ୍ୟାନ ଦର୍ଶାଏ ଯେ ଏହି ବର୍ଷଗୁଡ଼ିକରେ ଦଳ ଯେଉଁଠାରେ ନିଜର ସିଏମ୍ ବଦଳାଇଛି, ସେ ନିର୍ବାଚନରେ ​​ବଡ଼ […]

ଦେଵକାନ୍ତ ମହାନ୍ତି(ଚାନ୍ଦବାଲି) ୧୭।୦୫ :ପବିତ୍ର ଚନ୍ଦନପୂର୍ଣ୍ଣିମା ଅବସରରେ ଉତ୍ସବ ମୁଖର ଆରଡ଼ି ମାଟି ।୨ବର୍ଷର ବ୍ୟବଧାନ ପରେ ଭକ୍ତଙ୍କ ଗହଣରେ ଏବର୍ଷ ଆଖଣ୍ଡଳମଣିଙ୍କ ବିବାହ ପାଇଁ ଉଠିଲା ଲଗ୍ନ ଥାଳ। ଚଳିତ ବର୍ଷ ଆସନ୍ତା ଜୁନ ୪ ତାରିଖରେ ମହା ଆଡମ୍ବରବାବା ଆଖଣ୍ଡଳମଣିଙ୍କ ଶିବବିବାହ ଉତ୍ସବ ପାଳିତ ହେବ। ଏଥିପାଇଁ ପରମ୍ପରା ଅନୁଯାୟୀ ଲଗ୍ନ ଚିଟାଉ ଥାଳ ଉଠା ନୀତି ଅନୁଷ୍ଠିତ ହୋଇଛି। ଚଳିତବର୍ଷ ଶିବପାର୍ବତୀଙ୍କ ବିବାହ ନିମନ୍ତେ ଦୁଷ୍ମନ୍ତ […]

ନୂଆଦିଲ୍ଲୀ:ଗହମ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଲା, ତା’ପରେ ୟୁରୋପରେ ମୂଲ୍ୟରେ ବୃଦ୍ଧି ଘଟିଲା। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ହେତୁ ଗହମ ଯୋଗାଣ ପ୍ରଭାବିତ ହୋଇଛି, ଯେଉଁ କାରଣରୁ ଗହମ ଦର ବୃଦ୍ଧି ପାଉଛି | ବର୍ତ୍ତମାନ ଚୀନ୍ ମଧ୍ୟ ଏହି ପ୍ରସଙ୍ଗରେ ଭାରତ ସହିତ ଦେଖାଯାଉଛି | ରପ୍ତାନି ଉପରେ ନିଷେଧାଦେଶ ସମ୍ପର୍କରେ ଚୀନ୍‌ର ସରକାରୀ ଗଣମାଧ୍ୟମ ଗ୍ଲୋବାଲ […]

ବିପଦର ପ୍ରତ୍ୟେକ ଦିଗକୁ ଅନୁଭବ କରିବା ପରେ ଅମରନାଥ ଯାତ୍ରା ପାଇଁ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରାଯାଉଛି | ଡ୍ରୋନ୍ ଆକ୍ରମଣ, ଷ୍ଟିକ୍ ବୋମା ଏବଂ ଆତଙ୍କବାଦୀଙ୍କ ଆକ୍ରମଣ ଭଳି ଆଶଙ୍କା ଦୂର କରିବା ପାଇଁ ଏକ ବହୁ ସ୍ତରୀୟ ସୁରକ୍ଷା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି | ଜୁନ୍ ୩୦ ରୁ ଅମରନାଥ ଯାତ୍ରା ସମୟରେ କେନ୍ଦ୍ରୀୟ ସାମରିକ ବାହିନୀର ବ୍ୟାପକ ନିୟୋଜନ ସହିତ କାଶ୍ମୀରରେ ଉପସ୍ଥିତ ଥିବା […]

ମନୋଜ ମହାନ୍ତି(ବାସ୍ତବବ୍ୟୁରୋ):ଫାଷ୍ଟ ପାନ୍ ଇଣ୍ଡିଆ ନାସନାଲ ମାଷ୍ଟର୍ସ ଗେମ୍ସ-୨୦୨୨- ଟିମ ମ୍ୟାନେଜର ରାଜକୁମାର ବେହେରାଙ୍କ ତତ୍ୱାଭଧାନରେ ରେ ଓଡ଼ିଶାର ଦଳର ବୃହତ ସଫଳତା | ବେଙ୍ଗାଲୁରୁରେ ଅନୁଷ୍ଠିତ କ୍ରୀଡା ଇଭେଣ୍ଟରେ ଓଡ଼ିଶାର ସଫଳ ଯାତ୍ରା ସମସ୍ତଙ୍କୁ ଗୌରବାନ୍ୱିତ କରିଛି | ଓଡ଼ିଶାର ୪୦ ବର୍ଷ ରୁ ୫୫ ବର୍ଷ ବର୍ଗରେ ଚମକ ସୁରୁଷି କରିଛନ୍ତି ଓଡ଼ିଶାର ଖେଳାଳି |ଏହି ଖେଳରେ ଓଡିଶା ଟୋଟାଲ ୧୮ ଟି ପଦକ ଜିତିଥିବା ବେଳେ, […]

ମାଆ ବାପା ସନ୍ତାନ ପାଇଁ କେତେ କଷ୍ଟ ସହନ୍ତି,କୌଣସି ପୁଅ ଝିଅ କେବେ ବୁଝାନ୍ତୁ କି ନ’ବୁଝାନ୍ତୁ ସେଥିରେ କେବେ ଅବସୋସ କରିବାର କେହି ଦେଖିନି ବାପା ମାଆ ମାନଙ୍କୁ ।ପୁଅ ଝିଅଙ୍କୁ ମଣିଷ କରିବାକୁ ବାପା, ମା’ କେତେ କଷ୍ଟ ସହନ୍ତି ତାକୁ କଳିବାକୁ ବୋଧହୁଏ କାହାରି ପାଖରେ ଭାଷା ନାହିଁ । ତାହା କେବଳ ସେହିମାନେ ନିଜେ ହିଁ ଜାଣନ୍ତି । ଏମିତି ଜଣେ ମହିଳା ନିଜ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ବ୍ଲକ ଯଶିପୁର ପଂଚାୟତରେ ବାରାକୁଲାରେ ଜଣେ ତାନ୍ତ୍ରିକ ମହିଳାଙ୍କୁ ରୋଗମୁକ୍ତ ପାଇଁ ପୂଜାପାଠ କରିବା ଆଳରେ ତାଙ୍କୁ ଅସଦାଚରଣ କରିଛନ୍ତି । ମହିଳା ଜଣକଙ୍କର ଦେହ ଖରାପ ଥିବାରୁ ତାଙ୍କ ସ୍ବାମୀ ଜଣେ ତାନ୍ତ୍ରିକଙ୍କୁ ଡ଼କାଇଥିଲେ । ତାନ୍ତ୍ରିକ ଜଣକ ସଂପୃକ୍ତ ମହିଳାଙ୍କ ଘରେ ପହଁଚି ଗୋଟିଏ ନିରଳା ଘରେ କବାଟ ବନ୍ଦ କରି ପୂଜା କାଠ କରିବାକୁ କହିଥିଲେ , ତାନ୍ତ୍ରିକ ଜଣକ ଏହି ସୁଯୋଗରେ […]

୫ ପ୍ରକାରର ଧୋକାବାଜ : ଯଦି ଆପଣ ଭାବୁଥିବେ ଯେ ଆପଣ ନିଜ ସମ୍ପର୍କରେ ବର୍ଷ ବର୍ଷ ଧରି ନିଜ ସାଥୀଙ୍କୁ ଠକି ପାରିବେ, ତେବେ ଆପଣ ନିଶ୍ଚିତ ଭାବରେ କିଛି ଭୁଲ ବୁଝାମଣାରେ ଅଛନ୍ତି | ହଁ, କୌଣସି ବ୍ୟକ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ଅନ୍ୟ ଜଣକୁ ପ୍ରତାରଣା କରିପାରିବେ ନାହିଁ | ପ୍ରତାରଣାକାରୀର ସତ୍ୟ ସର୍ବଦା ଅନ୍ୟ ଜଣଙ୍କ ସାମ୍ନାରେ କୌଣସି ପ୍ରକାରେ ବାହାରକୁ ଆସେ | […]

ପ୍ରମୋଦ ନାୟକ(ଭୁବନେଶ୍ୱର) ୧୬।୦୫ :ବିଏମ୍‌ସି ସଫେଇ କର୍ମଚାରୀ ଘେରିଲେ ସହିଦ ନଗର ଥାନା । ଜଣେ ମହିଳା ସଫେଇ କର୍ମଚାରୀଙ୍କୁ ସ୍ଥାନୀୟ ବାସିନ୍ଦା ମାଡ ମାରିବା ଅଭିଯୋଗରେ ଥାନା ଘେରାଉ କରାଯାଇଛି । ସୂଚନା ଅନୁଯାଇ, ସୋମବାର ସକାଳ ସମୟରେ ମହିଳା ସଫେଇ କର୍ମଚାରୀ ୩୧ ନମ୍ବର ୱାର୍ଡରେ ନିଜର କାର୍ଯ୍ୟ କରୁଥିଲେ । ଠିକ୍‌ ଏହି ସମୟରେ ସେଠାକାର ଜଣେ ବାସିନ୍ଦା ମହିଳା କର୍ମଚାରୀଙ୍କ ଉପରକୁ ଅଳିଆ ପକାଇଥିଲେ […]

Pin It on Pinterest