ରାଞ୍ଚି: ୨୧ ବର୍ଷ ୭ ଦିନ ବୟସରେ IAS କ୍ୟାଡରରେ ପ୍ରବେଶ କରି ସବୁଠାରୁ କନିଷ୍ଠ ହୋଇଥିବାରୁ ଲିମକା ବୁକ୍ ଅଫ୍ ରେକର୍ଡରେ ସାମିଲ ହୋଇଥିବା , ୨୦୦୦ ବ୍ୟାଚ୍ ର ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ବର୍ତ୍ତମାନ ଆୟ ବହିର୍ଭୁତ ସମ୍ପତି ଠୁଳ କାରବାର ରେକର୍ଡ କରି ଇଡିଙ୍କ ଜାଲରେ ଛନ୍ଦି ହୋଇଛନ୍ତି | ତେବେ ଏହାପୂର୍ବରୁ ଆଇଏଏସ୍ ଅଧିକାରୀ ପୂଜା ସିଙ୍ଗଲଙ୍କ ପରିବାରରୁ ଚାକିରି ପର୍ଯ୍ୟନ୍ତ […]

ଦେବେନ୍ଦ୍ର ବିଶ୍ୱାଳ(ରାଉରକେଲା): ୦୭।୦୪-ନିର୍ଯାତିତ ସ୍ୱାମୀର ଶେଷ ଭିଡିଓ,ମୃତ୍ୟୁ ପୂର୍ବରୁ ଶେଷ କଥା ।ଭିଡିଓ ବୟାନ କରୁଛି ରାଉରକେଲା ସିଭିଲ ଟାଉନସିପ ଅଂଚଳର ଯୁବ ବ୍ୟବସାୟ ରାଉଲ ଅଗ୍ରଓ୍ବାଲଙ୍କ ଆତ୍ମହତ୍ୟାର ଲୁହଭିଜା କାହାଣୀ ।ମୃତ୍ୟୁ ପୂର୍ବର ଭିଡ଼ିଓ ଏବେ ଭାଇରାଲ ହେବାର ଲାଗିଛି । ରାଉଲ ମୃତ୍ୟୁ ପୁର୍ବରୁ ନିଜେ ଭିଡ଼ିଓରେ ବାପା ମା ଭାଇ ଭଉଣୀ ପତ୍ନୀ ଓ ପୁଅ ବିଷୟରେ କହିଛନ୍ତି । ଜୀବନ ହାରିବା ପୂର୍ବରୁ ବାପା […]

ବାରିପଦା ୦୬/୦୫/୦୨୨ – ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପ୍ରଧାନ ମହାଲେଖାକାର(ଏ. ଜି )ଓ ଲେଖା ନିୟନ୍ତ୍ରକ ସହଯୋଗରେ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଆଜି ବାରିପଦାସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷ ଠାରେ ଉଦଯାପିତ ହୋଇଯାଇଛି l ବରିଷ୍ଠ ଉପ ମହାଲେଖାକାର ଶ୍ରୀରାଜ ଅଶୋକ ଅଧ୍ୟକ୍ଷତାରେ ଅନୁଷ୍ଠିତ ପେନସନ ଅଦାଲତରେ ଜିଲ୍ଲାପାଳ ଭିନୀତ ଭରଦ୍ୱାଜ, ମୁଖ୍ୟ ଅତିଥି, ସହକାରୀ ମହାଲେଖାକାର ମୁକୁଲ ଜାମଲୋଖୀ, ସୁଶ୍ରୀ ତାନ୍ୟା ଆମ୍ଭସ୍ତା, ଅତିରିକ୍ତ ଜିଲ୍ଲାପାଳ ରୁଦ୍ର […]

ଭୁବନେଶ୍ୱର:କାଳବୈଶାଖୀର କହର ଜାରି, ଓଡ଼ିଶାର ଅଧିକାଂଶ ଜିଲାରେ ତାତିରୁ ମିଳିଛି ଟିକେ ଆଶସ୍ଥ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୭ ତାରିଖ ଶନିବାର ଅପରାହ୍ନ ସୁଦ୍ଧା ରାଜ୍ୟର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଜପତି, ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସହିତ ବଜ୍ରପାତର ସମ୍ଭାବନା ରହିଛି।ଏହି ସବୁ ଜିଲ୍ଲା ଗୁଡିକରେ କାଳବୈଶାଖୀ ସମୟରେ ଘଣ୍ଟା […]

ଭୁବନେଶ୍ବର:ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ ପ୍ରଫେସର୍ ଗୀତାଞ୍ଜଳି ଦାଶ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ୟୁନିଭର୍ସିଟି ଆକ୍ଟ ୧୯୮୯ର ଧାରାରେ ଦିଆଯାଇଥିବା କ୍ଷମତାର ବ୍ୟବହାରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି।ସେ ଚାରିବର୍ଷର ଅବଧି ପାଇଁ କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ କିମ୍ବା ଏହା ପୂର୍ବରୁ ଯାହା ଆଦେଶ ଥିବ ସେ ପର୍ଯ୍ୟନ୍ତ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ। ଫକୀର […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୦୬//୦୫//୨୦୨୨।ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ମତୋ ବଜାର ଆର ଏମ ସି ମାର୍କେଟ କମ୍ପ୍ଲେକ୍ସ ଲିଟିଲ ଷ୍ଟାର ମୋବାଇଲ ଦୋକାନରୁ ୧୩ଟି ସ୍ମାର୍ଟ ଫୋନ ର ମୁଲ୍ୟ ପ୍ରାୟ ଏକ ଲକ୍ଷ ଅସିହଜାର ରୁ ଉର୍ଦ୍ଧ୍ବ ଟଙ୍କା ର ହେବ ବୋଲି ମୋବାଇଲ ଦୋକାନୀ କମଳାକାନ୍ତ ପଣ୍ଡା ସୂଚନା ଦେଇଛନ୍ତି। ଏଠି ସବୁଠୁ ବଡକଥା ହେଉଛି ଯଦି ମତୋ ଫାଣ୍ଡି ରୁ ମାତ୍ର ଅଳ୍ପ କିଛି […]

ନୂଆଦିଲ୍ଲୀ:ରେଳବାଇର ଅଣ-ବୈଷୟିକ ଲୋକପ୍ରିୟ ବର୍ଗ (NTPC) ପଦବୀ ନିଯୁକ୍ତି ପାଇଁ, ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ମେ ୯ ଏବଂ ୧୦ ରେ ଚାଲିବ | ଏହି ଅବସରରେ ପ୍ରଥମ ଥର ପାଇଁ ରେଳ ମନ୍ତ୍ରଣାଳୟ ଦେଶର ବିଭିନ୍ନ ସ୍ଥାନରୁ ୬୫ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯାଉଛି। ଏହି ଟ୍ରେନ୍ ସକାଳ ୮ ଟାରେ ପରୀକ୍ଷା କେନ୍ଦ୍ରକୁ ଯିବ | ସେହି ଦିନ ସନ୍ଧ୍ୟାରେ ଫେରିବ | ପରଦିନର ପରୀକ୍ଷା […]

ଭୁବନେଶ୍ବର(ପ୍ରମୋଦ ନାୟକ) : ସ୍ଥାନୀୟ ଜନତା ମଇଦାନରେ ଆରମ୍ଭ ହୋଇଥିବା ଭାରତର ପ୍ରଥମ ମହିଳା ବିଜନେସ୍‌ ମେଳାକୁ ଭର୍ଚୁଆଲ ‌ମାଧ୍ୟମରେ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିଛନ୍ତି ଯେ, ଓଡ଼ିଶାରେ ଆମର ମିସନ ଶକ୍ତି କାର୍ଯ୍ୟକ୍ରମ ହେଉଛି ମହିଳା ସଶକ୍ତୀକରଣର ଏକ ପ୍ରତୀକ। ଏହା ଜରିଆରେ ଗ୍ରାମୀଣ ଓଡ଼ିଶାରେ ମହିଳାମାନଙ୍କ ମଧ୍ୟରେ ବୈପ୍ଳବିକ ପରିବର୍ତ୍ତନ ଆସିପାରିଛି। ଓଡ଼ିଶାରେ ଦେଶର ପ୍ରଥମ ମହିଳା ବିଜନେସ୍ ମେଳା ଆୟୋଜନ କରିଥିବାରୁ ସେ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୦୫//୦୫//୨୦୨୨ଚାନ୍ଦବାଲି ବ୍ଲକରେ ଅତ୍ୟନ୍ତ ଅସୁରକ୍ଷିତ ଏବଂ ବିପଦ ସଂକୁଳ ଅବସ୍ଥାରେ ଥିବା ୧୦ଟି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ହେବ ନବୀକରଣ ।ଚାନ୍ଦବାଲି ବ୍ଲକ ରେ ପ୍ରତେକ ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ପାଇଁ ଖର୍ଚ୍ଚ ହେବ ସାଢେ ଚାରିକୋଟିରୁ ଉର୍ଦ୍ଧ୍ବ ଟଙ୍କା । ଆଜି ଚାନ୍ଦବାଲି ବିଧାୟକ ଡ଼ଃ ବ୍ୟାମକେଶ ରାୟ ଓ ତହସିଲଦାର ସୁଶାନ୍ତ କୁମାର ସୁତାର , ଅତିରିକ୍ତ ତହସିଲଦାର ପ୍ରଶାନ୍ତ ମହାରଣା ଓ ଚେୟାରମ୍ୟାନ […]

କୋରାପୁଟ :୦୫।୦୫: କୋରାପୁଟ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ଦଳରୁ ବହିସ୍କୃତ । କଲେଜ ଛାତ୍ରୀଙ୍କୁ ଅପହରଣ କରିଥିବା ନେଇ ଛାତ୍ର ସଭାପତି ଶିବରାଜ ଖଣ୍ଡପାନଙ୍କ ନାମରେ ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ ବିସିଂହପୁର ଥାନାରେ ଅଭିଯୋଗ ହେବାପରେ ଦଳ ତାଙ୍କୁ ବହିସ୍କୃତ କରିଛି । ଜିଲ୍ଲାର ଅନେକ ଥାନାରେ ଶିବରାଜଙ୍କ ନାମରେ ଅନେକ ସଙ୍ଗୀନ ମାମଲା ରହିଥିବା ନେଇଅପହୃତ ଛାତ୍ରୀଙ୍କ ମାଆ ଅଭିଯୋଗରେ ଦର୍ଶାଇଛନ୍ତି । […]

Pin It on Pinterest