ଦେବକାନ୍ତ ମହାନ୍ତି (ଚାନ୍ଦବାଲି): ଚାନ୍ଦବାଲିରେ ହାଇବା ଗାଡ଼ି ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ । ଚାନ୍ଦବାଲି ଏନ ଏ ସି ବଡ଼ବଜାର ତାରଣୀଛକ ନୀକଟରେ ଏକ ହାଇବା ଗାଡ଼ି ଧକ୍କାରେ ୨ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ ଆରୋହୀ ହେଉଛନ୍ତି ମତୋ ମୁସଲମାନ ବସ୍ତିର ଦୁଇ ଭାଇ ସେକ୍ ସକିଲ ଓ ସେକ୍ ଆସଲାମ । ଦୁଇଭାଇ ଭଉଣୀ ଘରକୁ ଇଦ୍ ମୁବାରକ୍ […]
ଭୁବନେଶ୍ୱର, ୦୩/୦୫:ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କ ମୁହଁରେ ହସ ଭରିବାକୁ ଚେଷ୍ଟା କରଛନ୍ତି । ମୋଟ ୪୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟ ପଠାଇଛନ୍ତି କାଳିଆ ଯୋଜନାର କିସ୍ତି ଟଙ୍କା । ରାଜ୍ୟ ରାଜକୋଷରୁ ଏଥିପାଇଁ ୮ ଶହ ୪ କୋଟି ଟଙ୍କା ଖର୍ଚ କରାଯାଇଛି ।
କଟକ ୦୩।୦୫: କଟକ ଡେପୁଟି ମେୟରଙ୍କ ଘର ଭାଙ୍ଗିବ ଇଡକୋ ।ଏ ନେଇ ଡେପୁଟି ମେୟରଙ୍କ କାନ୍ଥରେ ଲାଗିଲା ଉଚ୍ଛେଦ ନୋଟିସ। ୭ ଦିନ ମଧ୍ୟରେ ଜଗା ଖାଲି କରିବାକୁ ଇଡକୋ ପକ୍ଷରୁ ନୋଟିସରେ ଉଲ୍ଲେଖ କରାଯାଇଛି ।ଅର୍ଥାତ ମେ ୧୦ ତାରିଖରେ ସିଏମ୍ସି ଏନ୍ଫୋର୍ସମେଣ୍ଟ ଟିମ୍ ଡେପୁଟି ମେୟରଙ୍କ ଘର ଉଚ୍ଛୋଦ କରିବ। ସୂଚନା ଅନୁଯାୟୀ, କଟକ ଜଗତପୁର ଶିଳ୍ପାଞ୍ଚଳରେ ଇଡକୋ ଜାଗାରେ ଥିବା ଘର ଗୁଡ଼ିକ ଉଚ୍ଛେଦ […]
ଶୁଭ୍ରକାନ୍ତ ରାଉତରାୟ:କଲେଇ ପଂଚାୟତ ର କଲେଇ ଗ୍ରାମର ର ରଞ୍ଜନ କୁମାର ପ୍ରଧାନଙ୍କ ଏକମାତ୍ର ପୁଅ ଶୁଭମ ପ୍ରଧାନ ସୋନୁଙ୍କର 24ବର୍ଷ ବୟସରେ ଭୁବନେଶ୍ୱରରେ ମଟରସାଇକେଲ ଦୁର୍ଘଟଣାରେ ମୃତ୍ୟୁ ଘଟିଛି |ଶୁଭମ ଥିଲେ ଜଣେ ଡାକ୍ତରୀ ଛାତ୍ର ତାହାସହ ସମାଜସେବା ରେ ଲିପ୍ତଥିଲେ ଯାହା ତାଙ୍କ ଗ୍ରାମ ଠାରୁ ରହୁଥିବା ଭୁବନେଶ୍ୱର ପର୍ଯ୍ୟନ୍ତ ଦେଖିବାକୁ ମିଳୁଛି| ତାଙ୍କର ଶେଷକୃତ୍ୟ ଭୁବନେଶ୍ୱର ସତ୍ୟନଗର ସ୍ମଶାନ ରେ କରାଯାଇଥିଲା |ତାଙ୍କର ଏପରି ଖବର […]
ନିରଞ୍ଜନ ଓଝା (ମହାକାଳପଡ଼ା): ମହାକାଳପଡ଼ା ଭାରତୀୟ ଜନତା ପାର୍ଟି ତରଫରୁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ଥାନା ଘେରାଉ ଏବଂ ମହାକାଳପଡ଼ା ଥାନା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି | ସୂଚନାରୁ ପ୍ରକାଶ ତିନିଦିନ ଆଗରୁ ମହାକାଳପଡ଼ା ଛକ ନିକଟରେ ଥିବା ମଦ କାଉଣ୍ଟର ପାଖରେ ଲକ୍ଷ୍ମଣ କୁମାର ମଲ୍ଲିକଙ୍କୁ ଦିନ ଦ୍ୱିପ୍ରହରରେ ଗୁଳିମାଡ କରିଥିଲେ କିଛି ଦୁର୍ବୃତ୍ତ |ଏହି ଘଟଣା ଘଟାଇଥିବା ଦୁର୍ବୃତ୍ତ ମାନଙ୍କୁ ଦୀର୍ଘ ସମୟ […]
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୦୬୮ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୮୦୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୮୮୦୨ ଜଣ ସୁସ୍ଥ ହୋଇଛନ୍ତି । ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗିରଫଦାରୀ […]
ପ୍ରାୟତ ଏହି ପ୍ରଶ୍ନ ସମସ୍ତଙ୍କ ମନକୁ ଆସେ ଯେ ୩୦ ବର୍ଷ ବୟସ ପରେ କିପରି ଚର୍ମର ଯତ୍ନ ନେବେ? ଅଧିକାଂଶ ମହିଳା ବୁଝିଯିବା ଉଚିତ୍ ଯେ ୩୦ ବର୍ଷ ବୟସ ପରେ ଚର୍ମରେ ବହୁତ ପରିବର୍ତ୍ତନ ଆସିଥାଏ | ଏପରି ପରିସ୍ଥିତିରେ, ତୁମେ ତୁମର ଚର୍ମର ଯତ୍ନ ନିତ୍ୟରେ ପରିବର୍ତ୍ତନ ଆଣିବା ଆବଶ୍ୟକ | ଏହା ବ୍ୟତୀତ, ଚମକୁଥିବା ଚର୍ମ ପାଇଁ ଆପଣ ଏକ ସୁସ୍ଥ ଜୀବନଶୈଳୀ ମଧ୍ୟ […]
ବାସ୍ତବବ୍ୟୁରୋ: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ସିଲେଟରେ ଆୟୋଜିତ ଏକ ଇଫତାର ପାର୍ଟୀରେ ହିନ୍ଦୁମାନଙ୍କୁ ମଧ୍ୟ ଗୋମାଂସ ଖାଇବାକୁ ଦିଆଯାଇଥିଲା। ସ୍ଥାନରେ ପ୍ରଦାନ କରାଯାଇଥିବା ଇଫତାର ମେନୁରେ ଗୋମାଂସ ବଦଳାଇବା ପାଇଁ କୌଣସି ବିକଳ୍ପ ନଥିଲା | ଏହି ଘଟଣା ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛି। ବାଂଲାଦେଶ ଖବରକାଗଜ ରିପୋର୍ଟ ମୁତାବକ, ଗୁରୁବାର ଦିନ ବିଏନପିର ସିଲହେଟ ୟୁନିଟ୍ ଦ୍ୱାରା ଆୟୋଜିତ ଇଫତାର ପାର୍ଟିରେ ଅତି କମରେ ୨୦ […]
ପ୍ରମୋଦ ନାୟକ(ଭୁବନେଶ୍ୱର): ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ବସ୍ତି ମାନଙ୍କରେ ରହୁଥିବା ଶ୍ରମିକ ମାନଙ୍କୁ ଭୁବନେଶ୍ୱର ମାରୁଆଡ଼ି ସମାଜ ତରଫରୁ ସମ୍ମାନିତ କରାଯାଇଛି. ଶ୍ରମିକ ଦିବସ ଅବସରରେ ଶ୍ରମିକ ମାନଙ୍କ ରାଷ୍ଟ୍ର ନିର୍ମାଣରେ ଥିବା ଅବଦାନ କୁ ସମାଜ ତରଫରୁ ଭୁୟସୀ ପ୍ରଶଂସା କରାଯାଇଛି | ବସ୍ତି ସଂଘର ଉପସଭାପତି ବୀଣା ଦାସ ଙ୍କ ନେତୃତ୍ୱ ରେ ଆୟୋଜିତ ଏହି ସଭାରେ ମାନ୍ୟବର ଉତ୍ତର ବିଧାୟକ ସୁଶାନ୍ତ ରାଉତ […]
ଦେବକାନ୍ତ ମହାନ୍ତି( ଚାନ୍ଦବାଲି) ୧/୫/୨୦୨୨-ପ୍ରଚଣ୍ଡ ରୁଦ୍ରତାପରୁ ରକ୍ଷା ପାଇବା ପାଇଁ ଜିଲ୍ଲା ପୋଲିସ ଆରକ୍ଷୀଙ୍କ ନିର୍ଦେଶରେ ଚାନ୍ଦବାଲି ଥାନା ପକ୍ଷରୁ ଚାନ୍ଦବାଲି ଅଟୋ ଷ୍ଟାଣ୍ଡରେ ଏକ ଜଳଛତ୍ର ଷ୍ଟଲର ଉଦ୍ଘାଟନ ହୋଇଯାଇଛି l ଚାନ୍ଦବାଲି ଥାନା ପକ୍ଷରୁ ଥାନା ଅଧିକାରୀ କରୁଣାକର ରାଉତ ଏହି ଜଳଛତ୍ର ଷ୍ଟଲକୁ ଫିତା କାଟି ଉଦ୍ଘାଟନ କରିଛନ୍ତି । ଏହି ଜଳଛତ୍ର ଉଦ୍ଘାଟାନ ଉତ୍ସବରେ ଚାନ୍ଦବାଲି ଥାନାର ଏସ.ଆଇ ବି ବି ନାୟକ, ଅନୁରାଗ […]


