ପ୍ରମୋଦ ନାୟକ(ବାସ୍ତବବ୍ୟୁରୋ):ରାଜ୍ୟ ସରକାରଙ୍କ ଶ୍ରମ ଓ କମର୍ଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ମଇ ୧ ତାରିଖରେ ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ଭୁବନେଶ୍ଵରସ୍ଥିତ ଜୟଦେବ ଭବନରେ ପାଳିତ ହୋଇଯାଇଛି ।ଏହି ସମାରୋହକୁ ମାନ୍ୟବର ମନ୍ତ୍ରୀ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଏବଂ ଗ୍ରାମ୍ୟ ଉନ୍ନୟନ, ଓଡ଼ିଶା ଶ୍ରୀ ସୁଶାନ୍ତ ସିଂ ମୁଖ୍ୟଅତିଥ୍ ଭାବେ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ । ଓଡ଼ିଶା ସରକାରଙ୍କଶ୍ରମ ଓ କର୍ମଚାରୀ […]
UGC NET ୨୦୨୨ : ଜାତୀୟ ପରୀକ୍ଷା ଏଜେନ୍ସି (NTA) ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଜାତୀୟ ଯୋଗ୍ୟତା ପରୀକ୍ଷା ୨୦୨୨ (NET 2022) ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛି | ଏଥର NTA UGC NET ଡିସେମ୍ବର ୨୦୨୧ ଏବଂ UGC NET ଜୁନ୍ ୨୦୨୨ ମିଶ୍ରଣ କରି ଏକକାଳୀନ ପଞ୍ଜୀକରଣ ଆରମ୍ଭ କରିଛି | UGC NET ୨୦୨୨ ରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ପ୍ରାର୍ଥୀମାନେ […]
ବାସ୍ତବ ବ୍ୟୁରୋ:ରାତି ପାହିଲେ ଖବର କାଗଜ ପଢ଼ିବାର ନିଶା ବା ଆଗ୍ରହ ପ୍ରକାଶ କରିବା ସାଧାରଣତଃ ଗୃହିଣୀଙ୍କ କ୍ଷେତ୍ରରେ ନିଆରା ।ଏମିତି ଜଣେ ମହିଳା ଥିଲେ ଏନ୍ ଏ ସି ୱାର୍ଡ ନମ୍ୱର୍ ୧୦ ରେ,ଯିଏ ସକାଳ ପାହିଲେ ଖବର କାଗଜ ପଢ଼ିବା ସହ ସାଧାରଣଙ୍କ ମଣିଷର ସ୍ୱରକୁ ଲୋକଲୋଚନକୁ ଆଣିବା ପାଇଁ ସାମ୍ବାଦିକ ମାନଙ୍କୁ ପ୍ରେରଣା ଦେଉଥିଲେ,ଲୋକଙ୍କର ଦୁଃଖ ଖବର ପଢ଼ି ନିଜେ କାନ୍ଦି ପକାଉଥିଲେ, ସେ ହେଲେ […]
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୦୩୪ ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୮୦୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୮୭୭୯ ଜଣ ସୁସ୍ଥ ହୋଇଛନ୍ତି । ଆଜିଠୁ ସାଧାରଣ ଭକ୍ତଙ୍କ ନିମନ୍ତେ […]
ରାକେଶ ମହାନ୍ତି(କେନ୍ଦ୍ରାପଡା): କଥାରେ ଅଛି ମାଛ ଖାଇବ ଇଲିସି ଚାକିରୀ କରିବ ପୁଲିସି,ଛୋଟ ବେଳେ ହୁଏତ ବୁଝି ହୋଇନଥିଲା ଏବେ କିନ୍ତୁ ଠିକ ବୁଝି ହେଉଛି । ଇଲିସିରେ ଅଧିକ କଣ୍ଟା ହେଲେ ସୁଆଦିଆ ଆଉ ପୁଲିସି ଚାକିରୀ ସୁଆଦ ହିଁ ସୁଆଦ ହେଲେ ଏମିତି ଚେଲା ଜରିଆରେ ଲାଞ୍ଚନେଇ ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡା ସଦର ଏ ଏସ ଆଇ ପୃଥ୍ୱୀରାଜ ମିଶ୍ର । ୭ ହଜାର ଟଙ୍କା ଲାଞ୍ଚ […]
ପ୍ରମୋଦ ନାଏକ(ଭୁବନେଶ୍ୱର): ରାଜଧାନୀ ଭୁବନେଶ୍ୱରରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱରସ୍ଥିତ ଏକ ଭଡ଼ା ଘର ଭିତରୁ ମିଳିଛି ବାପାମା’ଙ୍କ ସମତେ ୧୫ ମାସ ଶିଶୁ କନ୍ୟାର ଝୁଲନ୍ତା ମୃତଦେହ। ମୃତକ ୩ ଜଣ ହେଲେ ତୁଷାର ରାଜେନ୍ଦ୍ର ଜଗତବ, ତାଙ୍କ ସ୍ତ୍ରୀ ନୀଲା ତୁଷାର ଜଗତବ ଓ ଝିଅ ସିବିନ୍ୟା ।ସେମାନଙ୍କ ଘର ମହାରାଷ୍ଟ୍ରରେ ବୋଲି ସୂଚନା ମିଳିଛି। ପାରିବାରିକ କଳହର ଚରମ ପରିଣତି ସ୍ୱରୂପ ଏକାଥରେ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୨୪//୦୪//୨୦୨୨।ଭଦ୍ରକ ଜିଲ୍ଲାର ଗୋଟିଏ ପରେ ଗୋଟିଏ ବ୍ଲକରେ ଅନୁଷ୍ଠିତ ହେଉଛି ସ୍ୱାସ୍ଥ୍ୟ ମେଳା । ଉକ୍ତ ସ୍ୱାସ୍ଥ୍ୟମେଳାରେ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ରୋଗୀ ମାନଙ୍କୁ ମାଗଣାରେ ଚିକିତ୍ସା ସହ ଔଷଧ ଯୋଗାଇ ଦିଆଯାଉଛି । ଏହି ଉତ୍ସବରେ ଯକ୍ଷ୍ମା ରୋଗ ର ନିରାକରଣ ବିଷୟରେ ଏକ ଆଶା ସାଥି ମାନଙ୍କ ଦ୍ୱାରା ଏକ ନାଟକ ମଧ୍ୟ ପରିବେଷଣ କରାଯାଇଥିଲା, ଏହି ନାଟକ ଟିକୁ ତ୍ରିଲୋଚନ […]
ଦୁଃଶାସନ ପୃଷ୍ଟି(ଭୁବନ) ୨୮।୦୪ – ଶାଳ ବଣରେ ଝୁଲୁଛି ଯୁବକଙ୍କ ମୃତଦେହ । ଢେଙ୍କାନାଳ ଜିଲ୍ଲା ଭୂବନ ଥାନା ଓଡିଶ ପଞ୍ଚାୟତ ରଗଡ଼ିପଡ଼ା ଗାଁରେ ନିକଟରେ ଘଟିଛି ଘଟଣା । ମୃତକ ଅଁଳାଝରୀ ଗାଁର ତିର୍ଥବାସୀ ପାତ୍ରଙ୍କ ପୁଅ ଦଣ୍ଡୁଆ ପାତ୍ର ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ,ମୃତକ ଅଁଳାଝରୀ ଗାଁର ଦଣ୍ଡୁଆ ପାତ୍ରଏକ ମାସ ପୂର୍ବରୁ ଓଡିଶ ପଞ୍ଚାୟତର ରଗଡିପଡାସ୍ଥିତ ପିଉସା ଘରକୁ […]
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୦୨୪ ଜଣକୁ ବୃଦ୍ଧି ପାଇଛି ।ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୮୦୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୮୭୬୭ ଜଣ ସୁସ୍ଥ ହୋଇଛନ୍ତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା […]
ଡ଼. ନବକିଶୋର ମିଶ୍ର ଶୁକ୍ର ଗ୍ରହ, ଧନ ଏବଂ ଗୌରବର କାରକ,ଗଜକେଶରୀ ଯୋଗରେ ଶୁକ୍ର ରାଶି ପରିବର୍ତ୍ତନ କରୁଛି | କୁହାଯାଉଛି ଯେ ଏହି ଯୋଗରେ ଶୁକ୍ରର ପରିବର୍ତ୍ତନ ଅନେକ ରାଶିର ଭାଗ୍ୟକୁ ଜାଗ୍ରତ କରିବ | ବାସ୍ତବରେ, ଶୁକ୍ର ଗ୍ରହକୁ ଭାଗ୍ୟର ଗ୍ରହ ମଧ୍ୟ କୁହାଯାଏ | ଆଜି ଏହି ଗ୍ରହ ୨୮ ଏପ୍ରିଲରେ ମୀନ ରେ ପ୍ରବେଶ କରିବାକୁ ଯାଉଛି | ଆମେ ଆପଣଙ୍କୁ କହିବୁ ଯେ […]


