ତପ୍ତପାଣି: ୦୫।୦୫:କାଳବୈଶାଖୀ ପ୍ରଭାବରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟି ନିକଟ ଦସେଇପୁର ଏବଂ ଖେମୁଣ୍ଡିଖୋଲ ନିକଟ ମୁଖ୍ୟ ରାସ୍ତାରେ ବିରାଟକାୟ ଗଛ ପଡି ରାସ୍ତା ଅବରୋଧ ହୋଇଛି । ବାତ୍ୟା ପୂର୍ବରୁ ପ୍ରବଳ ବର୍ଷା ସାଙ୍ଗକୁ ପବନ ମାଡ଼ରେ ମୁଖ୍ୟ ରାସ୍ତାରେ ଏକ ଘଣ୍ଟା ଧରି ପଡିରହିଛି ଏହି ବୃକ୍ଷ । ଗଞ୍ଜାମ ଗଜପତି ସୀମାନ୍ତ ତଥା ଉଭୟ ପଟରୁ ସହ ସହ ଯାନ […]

ଭୁବନେଶ୍ୱର ୦୫।୦୫ : ୨୪ଟି ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ,ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି । ପ୍ରବଳ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା। ଗୋଟିଏରୁ ଦୁଇଟି ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କି.ମି ରହିପାରେ । ପାଣିପାଗ ବିଭାଗର ସୂଚନା ଅନୁଯାଇ, କାଳବୈଶାଖୀ ହେବାର ସମ୍ଭାବନା ଥିବା ଜିଲ୍ଲା ଗୁଡିକ ହେଲା -ବାଲେଶ୍ବର,ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, […]

ଯୁଗୋପଯୋଗୀ ଚାଷ ଉପରେ ଗୁରୁତ୍ୱ ଦେବାକୁ ଚାଷୀଙ୍କୁ ପରାମର୍ଶ – ସୁବର୍ଣ୍ଣପୁର(ନାମୋଗୁରୁ): ଜିଲ୍ଲାସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଦିବସ (କୃଷକ ଦିବସ) ପାଳନ ସମାରୋହ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି l ଆଜି ସକାଳ ଘଂ 0୭-୩0 ମି ସମୟରେ ପୁଜା ପାଠ ପୂର୍ବକ ଜିଲ୍ଳାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା ଙ୍କ ହାତମୁଠାରେ ଅକ୍ଷୀମୁ୍ଠୀ ଅନୁକୂଳ କରାଯାଇଥିଲା l ଅକ୍ଷୀମୁ୍ଠୀ ଅନୁକୂଳ ସମୟରେ ଅତିରିକ୍ତ […]

ଦେବକାନ୍ତ ମହାନ୍ତି (ଚାନ୍ଦବାଲି) ୦୪//୦୫//୨୦୨୨ ।ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷତ୍ରରେ ବ୍ୟ।ପକ ପରିବର୍ତ୍ତନର ଡିଣ୍ଡିମ ପିଟୁଛନ୍ତି । ହେଲେ ଏବେବି କରେଣ୍ଟ ଚାଲିଗରେ ଚିକିତ୍ସା କରିବାକୁ ମୋବାଇଲ ଫୋନ ଲାଇଟ୍ ର ସାହାରା ନେଉଛନ୍ତି ଡାକ୍ତର । ଏକେଉଁ ଉପାନ୍ତ ଅଞ୍ଚଳର କଥା ନୁହେଁ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳର ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏମିତି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଥିଲା । ବିଦ୍ୟୁତ ନଥିବାରୁ ମେଡିକାଲ […]

ଭୁବନେଶ୍ୱର ୦୪।୦୫: ବାତ୍ୟା ଖବର ଶୁଣିଲେ ବିଶେଷକରି ଉପକୂଳ ଜିଲ୍ଲାର ଲୋକମାନଙ୍କ ମନରେ ଛନକା ପଶେ । ହେଲେ ରାଜ୍ୟ ସରକାର ଏ ନେଇ ସବୁବେଳେ ଆଗୁଆ ପ୍ରସ୍ତୁତ । ଏ ଯାଏ ଜଣାପଡିନି କେଉଁ ଆଡ଼କୁ ଯିବ ଆସୁଥିବା ବାତ୍ୟା । ହେଲେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ଜିଲ୍ଲାପାଳମାନଙ୍କୁ ଆଲର୍ଟ କରିକି ରଖିଛୁ।ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇ […]

ବାସ୍ତବବ୍ୟୁରୋ:ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରାୟ ୨୮ ବର୍ଷ ପରେ ତାଙ୍କ ପୈତୃକ ଘର ପଞ୍ଚୁର ଗ୍ରାମରେ ପହଞ୍ଚିଥିଲେ | ଯୋଗୀ ଉତ୍ତରାଖଣ୍ଡର ପୋଡି ଜିଲ୍ଲାର ଯମକେଶ୍ୱରର ପଞ୍ଚୁରରେ ପହଞ୍ଚିବା ମାତ୍ରେ ସମଗ୍ର ଗାଁ ଉତ୍ସବ ମୁଖର ଉଠିଥିଲା । ବିଶେଷକରି ଯୋଗୀଙ୍କ ପରିବାର ପାଇଁ, ଏହି ଉତ୍ସବ ଖୁସିର ବର୍ଷା ଠାରୁ କମ୍ ନୁହେଁ | ଯୋଗୀ ଆଦିତ୍ୟନାଥ ତାଙ୍କ ମାତା ସାବିତ୍ରୀ ଦେବୀଙ୍କ ପାଦ ଛୁଇଁଲେ […]

ଶୁଭ୍ରକାନ୍ତ ରାଉତରାଏ(ଭଦ୍ରକ) ୦୪.୦୫ :ଗୋଟିଏ ରାତିରେ ୩ଟି ଘରୁ କଳାକନା ବୁଲାଇଲେ ଲୁଟେରା । ଭଦ୍ରକ ଜିଲ୍ଲା ଟାଉନ୍‌ ଥାନା ବୈକୁଣ୍ଠବିହାର ସ୍ଥିତ ଏକ କଲୋନୀରୁ ଏପରି ଲୁଟ୍‌ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଂଚି ଛାନ୍‌ଭିନ୍‌ ଜାରି ରଖିଛି । ସୂଚନା ଅନୁଯାଇ,ଗତକାଲି (ମଙ୍ଗଳବାର)ବିଳମ୍ବିତ ରାତିରେ କଲୋନୀର ଅନିମା ମହାନ୍ତି ଘର ପଛ ପଟ ଝରକା ଭାଙ୍ଗି ଭଡ଼ା ଘରେ ରହୁଥିବା ବିଭୂତି ମଲ୍ଲିକଙ୍କ ଗଡରେଜ୍‌ ଭାଙ୍ଗି […]

ନର୍ଲା(ସନ୍ତୋଷ ପାତ୍ର) : ରାଜ୍ୟ ସରକାର ୨୦୧୫ ମସିହାରେ ସାଧାରଣ ଜନତାଙ୍କ ନ୍ୟାୟ ବ୍ୟବସ୍ଥା ର ସୁବିଧା ସକାଶେ ପ୍ରତେକ ବ୍ଲକ ରେ ଗୋଟିଏ ଗୋଟିଏ (ଜେ, ଏମ୍ ଏଫ୍, ସି )କୋର୍ଟ ସ୍ଥାପନ ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । ହେଲେ ଅଦ୍ୟାବଧି ଓଡ଼ିଶା ର କେତୋଟି ବ୍ଲକ୍ ରେ କୋର୍ଟ ସ୍ଥାପନ ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ କୁ […]

ନବୀନ ଦାଶ(ବରଗଡ଼) :ବରଗଡ଼ ଜିଲ୍ଲା ଭଟଲି ବ୍ଲକ କମ୍ ଗାଁ ପଞ୍ଚାୟତ କର୍ଲା ଯୋରୀ ଠାରେ ଓଡିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଅକ୍ଷୟ ତୃତୀୟା ପାଳିତ ହୋଇଯାଇଛି।ଏହି ଅବସରରେ ଗ୍ରାମର ରୋହିତ ଖମାରୀ ମୁଠି ଅନୁକୂଳ କରିଥିଲେ।ପୂର୍ବ ପ୍ରଚଳିତ ବିଧି ଅନୁସାରେ ଏହି ଦିନ ବିହନ ବୁଣିଲେ ବିହନ ଅକ୍ଷୟ ହୋଇଥାଏ,ଚାରା ରୋଗ ପୋକ ଦାଉରୁ ରକ୍ଷା ପାଇଥାଏ।ଏହି କୃଷି ଭିତ୍ତିକ ପର୍ବରେ ଗ୍ରାମର ଅନେକ ଚାଷୀ ଯୋଗଦାନ […]

ତ୍ରିନାଥ ବାରିକ(ପୁରୀ : ଆଜି ପବିତ୍ର ଅକ୍ଷୟ ତୃତୀୟା‌ରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା ଆରମ୍ଭ ହେଲା । ପରମ୍ପରା ଅନୁଯାୟୀ ମହାପ୍ରଭୁ ନନ୍ଦା-ଭଦ୍ରାରେ ବସି ଚାପ ଖେଳିଛନ୍ତି। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମ-କୃଷ୍ଣଙ୍କ ସମେତ ପଞ୍ଚ ମହାଦେବ ଜମ୍ବେଶ୍ବର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ବର ଓ ନୀଳକଣ୍ଠେଶ୍ବର ଶ୍ରୀମନ୍ଦିରରୁ ବାହାରି ବଡ଼ଦାଣ୍ଡ ଦେଇ ନରେନ୍ଦ୍ର ପୁଷ୍କରିଣୀରେ ବିଜେ କରିଛନ୍ତି। ଚନ୍ଦନ ଚକଡ଼ାରେ ଚନ୍ଦନ ନୀତିକାନ୍ତି ପରେ ନନ୍ଦା-ଭଦ୍ରାରେ […]

Pin It on Pinterest