ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୦୦୭ ଜଣକୁ ବୃଦ୍ଧି ପାଇଛି ।ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୮୦୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୮୭୫୦ ଜଣ ସୁସ୍ଥ ହୋଇଛନ୍ତି ।  ଆଜି ସକାଳ ୬ଟା ୫୦ରେ ଝଙ୍କଡ଼ବାସିନୀ […]

ନବୀନ ଦାଶ(ତାବିରା) :-ବରଗଡ଼ଜିଲ୍ଳା ଅତାବିରା ଏନଏସି ଦୀର୍ଘ ୯ବର୍ଷରୁ ଉର୍ଦ୍ଧ୍ବ ହେବ ୧୨ଟି ୱାର୍ଡ କୁ ନେଇ ଗଠିତ ହେଇଛି ସତ।ହେଲେ ଏବେବି ଲୋକେ ପାନୀୟ ଜଳ,ଶୌଚାଳୟ ସହ ଭଳି ଅନେକ ମୌଳିକ ସୁବିଧାରୁ ବଞ୍ଚିତ ରହୁଛନ୍ତି ଲୋକେ।ରାଜରାସ୍ତାରୁ କିଛି ଦୂରରେ ରହିଥିବା ୱାର୍ଡ ମାନଙ୍କ କଥା ତ ତେଣିକି ଥାଉ ଏନଏସି ମଧ୍ୟ ଦେଇ ଯାଇଥିବା ରାଜରାସ୍ତା ଉପରେ କୁଢ଼ କୁଢ଼ ଅଳିଆ ଆବର୍ଜନା ସହ ଛକ ମାନଙ୍କରେ […]

ଶୁଭ୍ରକାନ୍ତ ରାଉତରାୟ (ଭଦ୍ରକ): ବକେୟା ଦରମା ପ୍ରଦାନ ଦାବିରେ ଭଦ୍ରକ ବରପଦା ବୈଷୟିକ ଯାନ୍ତ୍ରିକ ଅନୁଷ୍ଠାନର କର୍ମଚାରୀ ମାନେ ଆନ୍ଦୋଳନ ର ପନ୍ଥା ଆପଣେଇଛନ୍ତି |୧୭ ମାସର ବକେୟା ଦରମା ଦିଅ, ଅବସରପ୍ରାପ୍ତ କର୍ମଚାରୀଙ୍କୁ ମଧ୍ୟ ବକେୟା ପାରିଶ୍ରମିକ ଦିଅ , ନହେଲେ କଲେଜ ସମ୍ମୁଖ ରାସ୍ତାରେ ଲୋକଙ୍କୁ ହାତ ପତାଇ ଭିକ ମାଗିବୁ । ଏମିତି କିଛି କହିଛନ୍ତି ଧାରଣାରେ ବସିଥିବା କଲେଜର କର୍ମଚାରୀ । ସୂଚନାଯୋଗ୍ୟଯେ ଭଦ୍ରକ […]

ସନ୍ତୋଷ ପାତ୍ର(ନର୍ଲା): ନର୍ଲା ବ୍ଲକ୍ ସଦରମହକୁମା ନର୍ଲା ଠାରେ ସମସ୍ତ ପ୍ରକାର ଭିତ୍ତିଭୂମି ଥାଇ ଏଠାକାର ହାଇସ୍କୁଲ୍ ଖେ ଳ ପଡିଆ କୁ ଏକ ମିନିଷ୍ଟଡିୟମ୍ ର ରୂପ ଦେବା ପାଇଁ ସମସ୍ତ ପ୍ରକାର ଆନୁଶାଙ୍ଗିକ କାର୍ଯ୍ୟ ସମାପ୍ତ ହୋଇସାରିଥିଲେ ମଧ୍ୟ, ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇ ନ ପାରିବା ବ୍ଲକ ପ୍ରଶାସନ ର ଆନ୍ତରିକତା କୁ ପଦାରେ ପକାଇ ଦେଇଛି । ଷ୍ଟାଡିୟମ୍ କାର୍ଯ୍ୟ ପାଇଁ ଭୂମିପୂଜା […]

ଭୁବନେଶ୍ୱର: ଭୁବନେଶ୍ୱର- କଳାରାହାଙ୍ଗ ଗ୍ରାମପଞ୍ଚାୟତର ଜିଆରଏସ୍‌ ବାବୁଲି ଚରଣ ପଢ଼ିଆରୀଙ୍କ ଆୟ ବହିର୍ଭୁତ ସଂପତ୍ତି ଭିଜିଲାନ୍ସ ବିଭାଗ କୁ ଚକିତ କରିଛି । ଭିଜିଲାନ୍ସ ବିଭାଗର ଚଢ଼ଉ ଜାରି ଥିବା ବେଳେ ଏପର୍ଯ୍ୟନ୍ତ ଜିଆରଏସ୍‌ ଶ୍ରୀ ପଢ଼ିହାରୀଙ୍କ ୫୯ଟି ପ୍ଲଟ ଠାବ ହୋଇଛି। ଏଥିରୁ ଭୁବନେଶ୍ୱରରେ ୫୮ଟି ପ୍ଲଟ ଥିବା ବେଳେ କଟକରେ ଗୋଟିଏ ପ୍ଲଟ ଠାବ ହୋଇଛି। ଶ୍ରୀ ପଢ଼ିଆରୀଙ୍କ ନନ୍ଦନକାନନ ନିକଟ ରଘୁନାଥପୁରରେ ଏକ ତିନି ମହଲା […]

ଭୁବନେଶ୍ୱର- ତାତିରୁ ମିଳିବନି ନିସ୍ତାର, ଗ୍ରୀଷ୍ମ ପ୍ରବାହ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ୨୪ ଘଣ୍ଟା ମଧ୍ୟରେ ୫ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି । ଏନେଇ ସୋନପୁର, ବୌଦ୍ଧ, ବଲାଙ୍ଗିର, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।ଏହି ଗ୍ରୀଷ୍ମ ପ୍ରବାହ ସମୟରେ ନବଜାତ, ବୃଦ୍ଧ […]

କଙ୍ଗନା ରାଣାୱତ୍ ଙ୍କ ରିଆଲିଟି ସୋ ଲକ୍ ଅପ୍ ଆରମ୍ଭରେ, ଅନେକ ଲୋକ ଏହା ଏକ ଶସ୍ତା ବିଗ୍ ବସ୍ ବୋଲି ପରିହାସ କରିଥିଲେ | ଏହା ପରେ ଶୋ ’ଟି କ୍ରମେ ଲୋକପ୍ରିୟତା ହାସଲ କରିବାରେ ଲାଗିଲା ଆଉ ଆଜି ଏଥିରେ ଅଂଶଗ୍ରହଣ କରୁଥିବା ସମସ୍ତ ପ୍ରତିଯୋଗୀ ମାନଙ୍କର ଜବରଦସ୍ତ ପ୍ରଶଂସକ ହୋଇଗଲେ | କଙ୍ଗନା ରାଣାୱତଙ୍କ ଏହି ଶୋ’ଲକ୍ ଅପ୍ ରେ ବନ୍ଦୀମାନେ ନିଜ ଜୀବନର ଆଶ୍ଚର୍ଯ୍ୟଜନକ […]

ନାଇଜେରିଆ:ନାଇଜେରିଆର ଦକ୍ଷିଣ ପୂର୍ବର ଏକ ବିଶୋଧନାଗାରରେ ବିସ୍ଫୋରଣରେ ଅତି କମରେ ୧୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ମୃତଦେହକୁ ଖୋଜିବା ସହିତ ବିସ୍ଫୋରଣର ସନ୍ଦେହରେ ଥିବା ଦୁଇ ଜଣଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି। ରାଜ୍ୟ ଅଧିକାରୀମାନେ ଆସୋସିଏଟେଡ୍ ପ୍ରେସ୍‌କୁ କହିଛନ୍ତି ଯେ ଇମୋ ରାଜ୍ୟର ଓହାଜି-ଇଗବେମା ସ୍ଥାନୀୟ ସରକାରୀ ଅଞ୍ଚଳରେ ଶୁକ୍ରବାର ରାତିରେ ବିସ୍ଫୋରଣରେ ଦୁଇଟି ଇନ୍ଧନ ସଂରକ୍ଷଣ ସ୍ଥାନ ମଧ୍ୟ ରହିଥିଲା ​​ଯେଉଁଠାରେ ୧୦୦ […]

ଶୁଭ୍ରକାନ୍ତ ରାଉତରାୟ:ଭଦ୍ରକ (କଲେଇ )ରାଜ୍ୟରେ ପ୍ରତିବର୍ଷ ମାର୍ଚ୍ଚ 5 ତାରିଖରେ ପଞ୍ଚାୟତରାଜ ଦିବସ ପାଳନ କରାଯାଉଥିବାବେଳେ ଜାତୀୟ ପଞ୍ଚାୟତରାଜ ଦିବସ ଏପ୍ରିଲ 24 ରେ ପାଳନ କରାଯାଉଛି | ଆଜି ଜାତୀୟ ପଞ୍ଚାୟତରାଜ ଦିବସ ଉପଲକ୍ଷେ ଭଦ୍ରକ ବ୍ଲକ କଲେଇ ପଂଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି | ଏହି ସଭାରେ କଲେଇ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ନିରଞ୍ଜନ ମଳିକ, ସମିତି ସଭ୍ୟା ଅହଲ୍ୟା ମଳିକ, ଶିକ୍ଷକ ନେତା ବାବୁଲା […]

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ  ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୯୮୯ ଜଣକୁ ବୃଦ୍ଧି ପାଇଛି ।ଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୯୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୮୭୨୯ ଜଣ ସୁସ୍ଥ ହୋଇଛନ୍ତି । ମନମୁଖୀ ଅଧିକ ବିଦ୍ୟୁତ୍ ବିଲ ଦେବା […]

Pin It on Pinterest