ଭୁବନେଶ୍ୱର ୧୭।୦୪: ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ଓଡ଼ିଶାବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି । ଫରେଷ୍ଟ ପାର୍କ ଓ ଭୁବନେଶ୍ବର ଏୟାର ପୋର୍ଟ ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ରହିଛି ।ଏହାକୁ ନିରାଡ଼ମ୍ବର ଭାବେ ପାଳନ କରିବର ସିଧ୍ୟାନ୍ତ ନେଇଛି […]

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ମା ବିମାଳାଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଟଳି ପଡିଲେ ଭକ୍ତ । ସୁଦୂର ଛତିଶଗଡ଼ରୁ ଛୁଟି ଆସିଥିଲେ ଜଣେ ବୃଦ୍ଧ ଶେଷ ଇଛାଥିଲା କାଳିଆକୁ ଦେଖିବେ ଆଶୀର୍ବାଦ ଲୋଡିବେ । ସେ କଣ ଏୟା ମାଗିନେଲେ “ତୋତେ ଦେଖୁ ଥିବି ପ୍ରାଣ ପକ୍ଷୀ ଉଡିଯାଉ” ସାଙ୍ଗରେ ଥିଲେ ନିଜ ପରିବାର । କିନ୍ତୁ ଜାଣି ନଥିଲେ ଯେ ଏହି ଯାତ୍ରା ହେବ […]

ନବୀନ ଦାସ(ବରଗଡ଼) ୧୬/୦୪: ଆଜି ଚୈତ୍ର ପୂର୍ଣ୍ଣିମା,ପ୍ରତିବର୍ଷ ଏହି ଦିନରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ଗଙ୍ଗା ଜଳାଭିଷେକ ସହ ମହାସ୍ନାନ ଉତ୍ସବ ପାଳିତ ହୋଇଥାଏ । ହେଲେ କରୋନା ମହାମାରୀ କାରଣରୁ ଗତ ଦୁଇବର୍ଷ ହେବ ମାଆଙ୍କ ମହାସ୍ନାନ ଉତ୍ସଵ ବନ୍ଦ ଥିବା ବେଳେ ଚଳିତ ବର୍ଷ ମାଙ୍କ ଜଳାଭିଷେକ କରିବା ପାଇଁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ମନ୍ଦିର କମିଟି […]

ବାଲେଶ୍ବର: ବାଲେଶ୍ବର ଜାତୀୟ ରାଜପଥ ବାମପଦାଠାରେ ନବନିର୍ମିତ ଏମ୍‌ସ ସାଟେଲାଇଟ୍‌ ସେଣ୍ଟରର ସାପ୍ତାହିକ ଓପିଡି ସେବା ଆଜିଠାରୁ ଆରମ୍ଭ ହୋଇଛି। ବିଶେଷଜ୍ଞ ଡାକ୍ତରମାନେ ସକାଳ ୮ଟାରୁ ମଧ୍ୟାହ୍ନ ୧ ଘଟିକା ପର୍ଯ୍ୟନ୍ତ ରୋଗୀସେବା ପ୍ରଦାନ କରିଥିଲେ। ଏହି ଦୁଇଦିନରେ ଏଣ୍ଡୋକ୍ରିନୋଲୋଜି (ଅନ୍ତଃସ୍ରାବୀ ଗ୍ରନ୍ଥି ରୋଗ) ବିଭାଗର ବିଶେଷଜ୍ଞ ଡାକ୍ତର କିଶୋର କୁମାର ବେହେରା, ଜେନେରାଲ୍ ସର୍ଜରୀ(ଶଲ୍ୟ ଚିକିତ୍ସା) ବିଭାଗର ବିଶେଷଜ୍ଞ ଡାକ୍ତର ଶାନ୍ତନୁ କୁମାର ସାହୁ ଏବଂ ସ୍କିନ୍(ଚର୍ମ ରୋଗ) […]

ସ୍ମୁତୀ ସନ୍ଧ୍ୟା କେଶର ଯତ୍ନ ପାଇଁ ଆପଣ ଅନେକ ଉତ୍ପାଦ ବ୍ୟବହାର କରନ୍ତି, କିନ୍ତୁ ଏହା ପ୍ରାୟତ ଘଟେ ଯେ ଆପଣ କେଶ ଝଡ଼ିବା ଆରମ୍ଭ କରନ୍ତି | ଏପରି ପରିସ୍ଥିତିରେ, କେଶ ନ ଝଡ଼ିବା ପାଇଁ ଆପଣ କିଛି ଅଭ୍ୟାସ ବଦଳାଇବା ଉଚିତ୍ | ଏହି କେତୋଟି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ କେଶ ଝାଡ଼ିବା ରୋକନ୍ତୁ l ପ୍ରତିଦିନ ସାମ୍ପୁ ଗ୍ରୀଷ୍ମ ଇରୁତୁ ରେ ସପ୍ତାହରେ ଅତି […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଚାନ୍ଦବାଲି ବୈତରଣୀ ନଦୀର ସୁଇସାଇଟ ଜୋନ ଭାବେ ପରିଚିତ ଚାନ୍ଦବାଲି ଗେମନ ବ୍ରିଜରେ ଗତକାଲି ଜଣେ ଯୁବତୀ ଡେଇଁ ଆତ୍ମହତ୍ୟା କରିଛଥିଲେ । ବ୍ରିଜ ଉପରୁ ନଦୀ ମଧକୁ ୧ଶହ ଫୁଟ ତଳକୁ ଡେଇଁ ଦନୀର ପ୍ରଖର ସ୍ରୋତ ମଧ୍ୟମରେ ଜଣେ ଯୁବତୀ ଭାସିଯିବାରୁ ସ୍ଥାନୀୟ ବାସୀ ଅଗ୍ନିଶମ ବିଭାଗ ଓ ଚାନ୍ଦବାଲି ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିସମ ବିଭାଗର ଟିମ ପହଁଚି […]

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଲେଖାଯାଇଥିବା ପୁସ୍ତକରେ ପ୍ରସିଦ୍ଧ ସଂଗୀତଜ୍ଞ, ସମ୍ବିଧାନର ପ୍ରଣିତା ଭୀମ୍ରାଓ ଆମ୍ବେଦକରଙ୍କ ସହ ତୁଳନା କରିଛନ୍ତି। ସେ ‘ଆମ୍ବେଦକର ଏବଂ ମୋଦୀ: ସୁଧରକା କା ବିଚାର , ପ୍ରଫର୍ମର କା କାମ’ ଶୀର୍ଷକ ଏକ ପୁସ୍ତକରେ ଭୀମରାଓଙ୍କ ସହିତ ମୋଦିଙ୍କୁ ତୁଳନା କରିଛନ୍ତି | ବ୍ଲୁକ୍ରାଫ୍ଟ ଡିଜିଟାଲ୍ ଫାଉଣ୍ଡେସନ୍ ଦ୍ୱାରା ଏହି ପୁସ୍ତକ ପ୍ରକାଶିତ ହୋଇଛି | ଇଲାୟାରାଜା ପୁସ୍ତକର ପ୍ରାରମ୍ଭରେ ଲେଖିଛନ୍ତି, ଡକ୍ଟର ଭୀମ୍ରାଓ […]

ତ୍ରିନାଥ ବାରିକ(ସତ୍ୟବାଦୀ): ୧୬।୦୪ – ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠରେ ରାଜ୍ୟ ସରକାରଙ୍କ 5 ଟି ସଚିବ ଭିକେ ପାଣ୍ଡିଆନ । ସୁଆଣ୍ଡୋରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି । ସୂଚନା ଅନୁଯାୟୀ,ସୁଆଣ୍ଡୋରେ ୧୫.୧୬ କୋଟି ବ୍ୟୟରେ ନିର୍ମାଣଧୀନ ପାର୍କ, ରାସ୍ତା, ମନ୍ଦିର, ଗୋପବନ୍ଧୁଙ୍କ ବାସ ଗୃହର କାମ ଅନୁଧ୍ୟାନ ସହ ସ୍ଥିତି ସମୀକ୍ଷା କରିବା ପାଇଁ,ଆଜି(ଶନିବାର) ସକାଳ ସମୟରେ ରାଜ୍ୟ ସରକାରଙ୍କ 5 ଟି ସଚିବ ଭିକେ […]

ଭୁବନେଶ୍ୱର, ୧୬/୦୪: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଂଚଳରେ ଘଡ଼ିଘଡ଼ି ସହ ବର୍ଷା ହେବା ସମ୍ଭାବନା। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାଇ,ଦକ୍ଷିଣ ଉପକୂଳ ଓଡ଼ିଶାରେ ବର୍ଷା ହେବ। କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୨୪ ଘଣ୍ଟା ପରେ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କନ୍ଧମାଳ, ଗଜପତି, ଗଞ୍ଜାମ ଜିଲ୍ଲାର […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୧୫//୦୪//୨୦୨୨ ।ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡିଆ ନବବର୍ଷ ଅବସରରେ ଚାନ୍ଦବାଲି ବ୍ଲକର ଘଣ୍ଟେଶ୍ବର ଗୋପୀନାଥପୁର ପଞ୍ଚାୟତରେ ଆଲୋକିକରଣ ବ୍ୟବସ୍ଥାକୁ ଉଦଘାଟନ କଲେ ଚାନ୍ଦବାଲି ବିଧାୟକ ଡ଼ଃ ବ୍ୟାମକେଶ ରାୟ । ଉକ୍ତ ପଂଚାୟତର ହଳଦିଆ ଗ୍ରାମରୁ ପାଟଣ ମଙ୍ଗଳା ପୀଠକୁ ଯାଇଥିବା ରାସ୍ତାକୁ ଆଲୋକି କରଣ ବ୍ୟବସ୍ଥାକୁ ଉଦଘାଟନ କରିବା ସହ ମାଆ ମଙ୍ଗଳାଙ୍କ ପୀଠକୁ ଯାଇ ମାଆଙ୍କ ଦର୍ଶନ କରିଥିଲେ। ଯୁବ ସରପଞ୍ଚ ବାପୁନ […]

Pin It on Pinterest