ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୧୧-୪-୨୦୨୨-ମାନସ ସ୍ବାଇଁ ହତ୍ୟା ଘଟଣାରେ ମୋଟ ୮ ଜଣ ଗିରଫ ହେବା ପରେ ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇ ପାରିନାହିଁ। ଗୋଟି ଗୋଟି କରି ଚାନ୍ଦବାଲି ପୋଲିସ ୬ ଜଣଙ୍କୁ ଗିରଫ କରିବା ପରେ କ୍ରାଇମବ୍ରାଞ୍ଚ ଆଉ ୨ ଅଭିଯୁକ୍ତଙ୍କୁ ଗିରଫ ପାଇଁ ହାତକୁ ନେଇ ଶର୍ମିଷ୍ଠା ରାଉତ ଏବଂ ଝୁନା ଭୋଇକୁ ଗିରଫ କରିଥିଲା। ଏହି ଘଟଣାର ମୋଟ୍ ୮ଜଣ ଗିରଫ ହୋଇ ସାରିଛନ୍ତି। ଗତ […]

ଦେବକାନ୍ତ ମହାନ୍ତି, ୧୧//୦୪//୨୦୨୨- ଚାନ୍ଦବାଲି ବ୍ଲକ ଭୂଇଁବୃତି ପଞ୍ଚାୟତ ବାସୀଙ୍କ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଆନ୍ଦୋଳନ କରିବା ସହ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ କରିବା ସହ ବିଡ଼ିଓଙ୍କୁ ଚେତାବନୀ ଦେଇଛନ୍ତି । ଭୂଇଁବୃତି ଫଚାୟତ ବାସୀମାନେ ଦିର୍ଘ ୧୦ ବର୍ଷ ହେବ ମା ଶୁଭଲକ୍ଷ୍ମୀ ଏସ ଏସ ଜି ଗୃପ ମାଧ୍ୟମରେ ସରକାରୀ ରାସନ ସାମଗ୍ରୀ ନେଉଥିଲେ, ହେଲେ ଚାନ୍ଦବାଲି ବିଡ଼ିଓ ବିନା କାରଣରେ ଏପ୍ରିଲ ମାସ ଠାରୁ […]

ସୋମ, ୧୧ ଏପ୍ରିଲ ୨୦୨୨: ଆଲିଆ ଭଟ୍ଟ ଏବଂ ରଣବୀର କପୁର ଦୀର୍ଘ ସମୟ ଧରି ସଂପର୍କରେ ରହିଛନ୍ତି ଏବଂ ବର୍ତ୍ତମାନ ଉଭୟ ନିଜ ସଂପର୍କରେ ଏକ ପାଦ ଆଗକୁ ବଢିବାକୁ ଯାଉଛନ୍ତି | ଦୁହେଁ ଏବେ ବିବାହ ବନ୍ଧନରେ ବାନ୍ଧି ହେବେ | ଏହି ବିବାହକୁ ଆଲିଆ ଭଟ୍ଟଙ୍କ ପରିବାର ନିଶ୍ଚିତ କରିଛନ୍ତି। ଯଦିଓ କପୁର ପରିବାର ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଉନାହାଁନ୍ତି। ଖବର ଅନୁଯାୟୀ, ଆଲିଆ ଏବଂ […]

ଭୁବନେଶ୍ୱର (ବାସ୍ତବବ୍ୟୁରୋ): ବଦଳିଲେ ରାଜ୍ୟ ସରକାରଙ୍କ ଗୁଇନ୍ଦା ନିର୍ଦ୍ଦେଶକ। ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଥିବା ଲଳିତ ଦାସଙ୍କୁ ଗୃହ ବିଭାଗର ଓଏସ୍‌ଡି ଭାବେ ବଦଳି କରାଯାଇଛି। ଏହା ସହିତ ଏଡିଜିପି ଆର୍‌.ପି କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସୂଚନା ଅନୁଯାୟୀ,ଆଇପିଏସ୍‌ ସ୍ତରରେ ଆଗକୁ ଅଦଳବଦଳ ହୋଇପାରେ। ତେବେ ଆଜି କରାଯାଇଥିବା ଅଦଳବଦଳ ଏକ ସ୍ୱାଭାବିକ ପ୍ରକ୍ରିୟା ଭଳି ମନେ ହେଉ ନାହିଁ। ଗୁଇନ୍ଦା ନିର୍ଦ୍ଦେଶକ ଭଳି […]

ଭୁବନେଶ୍ୱର ୧୧।୦୪ :କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଢ଼େଙ୍କାନାଳରେ ପୌରାଧ୍ୟକ୍ଷଙ୍କ ଘରକୁ ବୋମାମାଡ଼ ଘଟଣାରେ ଚିନ୍ତାପ୍ରକଟ କରିଛନ୍ତି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଡିଜିଙ୍କ ସହ କଥା ହୋଇଛନ୍ତି ଶ୍ରୀ ପ୍ରଧାନ ।ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଥିବାରୁ,ଏହି ଘଟଣାରେ ହସ୍ତକ୍ଷେପ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଢ଼େଙ୍କାନାଳ ହେଉଛି ଶାନ୍ତିପ୍ରିୟ […]

ଅଭୟ ସାହୁ(ମାହାଙ୍ଗା):୧୧/୦୪-ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁପ୍ତଗଙ୍ଗା ଜରୀଆ ନଦୀ କୂଳରେ ଅବସ୍ଥିତ ସିରିଡ଼ି ସାଈ ବାବା ମନ୍ଦିରର ମହାସମାରୋହରେ ଅନୁଷ୍ଠିତ ହୋଇଛି ବାର୍ଷିକ ଉତ୍ସବ । ଏହି ଉତ୍ସବରେ ବାବାଙ୍କ ଏହି ଉତ୍ସବରେ ବାବାଙ୍କ କରୁଣା ଲାଭ ପାଇଁ ହଜାର ହଜାର ସାଇପ୍ରେମୀ ଏକାଠି ହୋଇଥିଲେ । ପ୍ରତିବର୍ଷ “ସାଇ ପ୍ରଶାନ୍ତି ଟେମ୍ପୁଲ ଟ୍ରଷ୍ଟ” ମାହାଙ୍ଗା ପକ୍ଷରୁ ତିନି ଦିନ ଧରି ଚାଲିଥିବା ଏହି ମାହୋତ୍ସବରେ,ପବିତ୍ର ଶ୍ରୀରାମ ନବମୀ […]

ନୂଆଦିଲ୍ଲୀ: ଯଦି ବ୍ୟାଙ୍କ ସହ ଜଡିତ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଛି, ଯାହା ପାଇଁ ଆପଣଙ୍କ ଶାଖାକୁ ଯିବା ଆବଶ୍ୟକ, ତେବେ ସୋମବାର, ମଙ୍ଗଳବାର ଏବଂ ବୁଧବାର ଦିନ ଏହା କରନ୍ତୁ | ଏହାର କାରଣ ହେଉଛି ଗୁରୁବାର ଠାରୁ ଲଗାତାର ୪ ଦିନ ବ୍ୟାଙ୍କଗୁଡିକ ବନ୍ଦ ରହିବ | ଏହି ୪ ଟି ମଧ୍ୟରୁ ଗୋଟିଏ ଦିନ ଛୁଟି (ବ୍ୟାଙ୍କ ଛୁଟି) ରବିବାର ଛୁଟିଦିନ ହେତୁ ସମଗ୍ର ଦେଶରେ […]

ସାଂଘାଇରେ ଲକଡାଉନ,ପ୍ରତିରୋଧ କରିବାରେ ଲୋକେ ଅସମର୍ଥ ଭୋକ ଶୋଷରେ ଲୋକମାନେ ଝରକା ପାଖରେ ଚିତ୍କାର କରୁଛନ୍ତି….କରୋନା ଏବଂ ସରକାରଙ୍କ କଠୋରତା ପରେ ଚାଇନାର ସାଂଘାଇରେ ଚିତ୍କାର ହୋଇଛି। ୨୬ ନିୟୁତ ଜନସଂଖ୍ୟା ବିଶିଷ୍ଟ ଏହି ସହର, ଯାହାକୁ ଚାଇନାର ଆର୍ଥିକ ରାଜଧାନୀ କୁହାଯାଉଥିଲା, ଆଜି ଲୋକମାନେ ଶସ୍ୟ ଜଳ ପାଇଁ ବହୁତ ଇଚ୍ଛା କରୁଛନ୍ତି | ସରକାରୀ ପାର୍ଶ୍ୱରୁ ତାଲା ପକାଇବାର ଆଶଙ୍କା ମଧ୍ୟ ନାହିଁ | ସାଂଘାଇର ଅନେକ […]

ବାସ୍ତବବ୍ୟୁରୋ:ଅନେକ କୌଶଳ ଅବଲମ୍ବନ କରିବାସତ୍ୱେ ଇମ୍ରାନ ଖାନ ଗାଦି ହରାଇଛନ୍ତି। ଏବେ ସେ ଗିରଫ ହେବାର ଭୟରେ । ରିପୋର୍ଟରେ ଦର୍ଶାଯାଇଛି ଯେ ଇମ୍ରାନ ଏବଂ ତାଙ୍କ ମନ୍ତ୍ରୀମାନେ ଦେଶ ଛାଡିପାରନ୍ତି। ଏହି ଆଶଙ୍କା ମଧ୍ୟରେ ଇସଲାମାବାଦ ହାଇକୋର୍ଟ ସୋମବାର ଇମ୍ରାନ ଏବଂ ତାଙ୍କ ମନ୍ତ୍ରୀଙ୍କ ସହ ଜଡିତ ଆବେଦନ ଉପରେ ଶୁଣାଣି କରିବେ। ଏହି ଆବେଦନରେ କୁହାଯାଇଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ସରକାରରେ […]

ଦୁଃଶାସନ ପୃଷ୍ଟି(ଢେଙ୍କାନାଳ):ଢେଙ୍କାନାଳର ନବନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କୁ ଗତ ୩୦ ତାରିଖରେ ଜୀବନରେ ମାରିଦେବାର ଧମକ ସହ ୫ ରାଉଣ୍ଡ ଗୁଳିଚାଳନା ପରେ, ପୁଣି ଗତକାଲି ରାତି ୧ ଟା୩୬ ମିନିଟ ସମୟରେ ତାଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବାର ଖବର ମିଳିଛି। ଏଥିରେ ତାଙ୍କ ଘର ଫାଟକ ନଷ୍ଟ ହେଇଛି। ବୋମା ମାଡ଼ର ସିସିଟିଭି ଫୁଟେଜ ହସ୍ତଗତ ହୋଇଛି। ଘର ବାହାରକୁ ଥିବା ପାଚେରୀର କିଛି ଅଂଶ ଭାଙ୍ଗି […]

Pin It on Pinterest