ବବିତା ସାମଲ(ଭଦ୍ରକ): ୪/୧୦ -ଆଜି ଶ୍ରୀରାମ ନବମୀ,ସାରା ରାଜ୍ୟ ଉତ୍ସବମୁଖର ।ଆନନ୍ଦ ଉଲ୍ଲାସ ସହ ପାଳିତ ହେଉଛି ରାମଜନ୍ମ ପର୍ବ । ଭଦ୍ରକ ଜିଲ୍ଲାରେ ମହାଆଡମ୍ବରରେ ପାଳିତ ହେଉଛି ଶ୍ରୀ ରାମ ନବମୀ ମହୋତ୍ସବ । ଐତିହାସିକ ଗାନ୍ଧୀ ପଡ଼ିଆ ଠାରେ ଶ୍ରୀ ରାମ ମହଯଜ୍ଞ ସମିତି ତରଫରୁ ଆୟୋଜିତ ମହା ଯଜ୍ଞର ଆଜି ପୂର୍ଣ୍ଣାହୁତି। ଏଥିପାଇଁ ଆଜି ଭଦ୍ରକ ସହର ରେ ୧୨ କିଲୋମିଟର ପର୍ଯ୍ୟନ୍ତ ନଗର ସଂକୀର୍ତ୍ତନ […]
ଆଶିଷ ନାୟକ(ଆଳି): ଆଳି ହାଇସ୍କୁଲ ମିନି ଷ୍ଟାଡିୟମରେ ଆଳି ମହିଳା ଫୁଟବଲ୍ ଖେଳର ଉନ୍ନତି ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନ ଗ୍ରୁପ୍ ଅଫ୍ ଓମେନ୍ ଫୁଟବଲ ଭୁବନେଶ୍ଵର ତରଫରୁ ଏକ ଗ୍ରାସ ରୁଟ୍ ପ୍ରୋଗ୍ରାମ୍ ଅନୁଷ୍ଠିତ ହୋଇଯାଇଛି । ମହିଳା ଫୁଟବଲର ଅନ୍ତୁଡ଼ିଶାଳ କୁହାଯାଉଥିବା ସେଣ୍ଟରରୁ କିପରି ତୃଣମୂଳ ସ୍ତରରୁ ଆହୁରି ଅଧୁକ ମହିଳା ଫୁଟବଲ ଖେଳାଳି ସୃଷ୍ଟି ହୋଇପାରିବେ ସେଥିଲାଗି ଏକ ଦିନିକିଆ ତାଲିମ ଶିବିର ଆୟୋଜିତ ହୋଇଥିଲା । […]
ଭୁବନେଶ୍ୱର (ବାସ୍ତବବ୍ୟୁରୋ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କୁ ଆଜି ଗିରଫକଲା ଭିଜିଲାନ୍ସ । ଦୁର୍ନୀତିକୁ ପ୍ରୋତ୍ସାହନ ଦେବା ତଥା ଟଙ୍କା ଲୁଚାଇବାରେ ସହଯୋଗ କରିବା ଅଭିଯୋଗରେ କଳ୍ପନାଙ୍କୁ ଗିରଫ କରାଯାଇଛି। ଗତକାଲି କଳ୍ପନାଙ୍କୁ ଜେରା ବେଳ ଜଣା ପଡିଥିଲା ଯେ, ସେ ଭୁବନେଶ୍ୱର ସାଲିଆ ସାହିରେ ରହୁଥିବା ତାଙ୍କ ଭଉଣୀ ଘରେ ଟଙ୍କା ଓ ସୁନା […]
କଟକ:(ନି.ପ୍ର) ୦୯/୦୪-ଆଜି ଓଡ଼ିଶା ୱେବ ଓ ଡିଜିଟାଲ ମିଡ଼ିଆ ସଙ୍ଘ ର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅମୁଲ୍ୟ କୁମାର ଜେନା ଙ୍କ ନେତୃତ୍ୱ ରେ ଏକ 15ଜଣିଆ ପ୍ରତିନିଧି ମଣ୍ଡଳୀ କଟକ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ରେ ପହଁଞ୍ଚି ପୋଲିସ ମହା ନିର୍ଦେଶକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି | ଯେଉଁଥିରେ ବାଲେଶ୍ୱର ନୀଳଗିରି ର କର୍ତ୍ତବ୍ୟ ରତ କନକ ନ୍ୟୁଜ ସାମ୍ବାଦିକ ଙ୍କ ଉପରେ ନୀଳଗିରି IIC […]
ଭୁବନେଶ୍ୱର: ଆଜି ଅପରାହ୍ନରେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି କି,ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୧୦ ତାରିଖ ରବିବାର ଅପରାହ୍ନ ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଂଜାମ, କନ୍ଧମାଳ, ନବରଙ୍ଗପୁର, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା/ ବଜ୍ରପାତ […]
ସମୟ ସମୟରେ ଏଲିଏନ୍ ଅର୍ଥାତ୍ UFO ବିଷୟରେ ଅନେକ ରିପୋର୍ଟ ଆସୁଛି | ଅନେକ ଅଭିଯୋଗ କରିଛନ୍ତି ଯେ UFO ମାନବଙ୍କ ସହ ଶାରୀରିକ ସମ୍ପର୍କ ରଖିଛି ଏବଂ ଅନେକ ମହିଳାଙ୍କୁ ଗର୍ଭବତୀ କରିଛି | ‘ଦି ସନ୍’ର ଏକ ରିପୋର୍ଟ ଅନୁଯାୟୀ, ପ୍ରତିରକ୍ଷା ଇଣ୍ଟେଲିଜେନ୍ସ ଏଜେନ୍ସି ଦ୍ୱାରା ପେଣ୍ଟାଗନ୍ରେ ଦାଖଲ ହୋଇଥିବା ଦଲିଲରେ ଏଭଳି ଦାବି କରାଯାଇଥିଲା। ‘ମାନବ ଏବଂ ଜୈବିକ ଟିସୁ ଉପରେ ଅନୋମାଲ୍ ଆକ୍ୟୁଟ୍ ଏବଂ […]
ଫୁଲବାଣୀ ୮/୪: ନୀଳଗିରି ପୋଲିସ ଆକ୍ରୋଶମୂଳକ ଭାବେ ମାଡ ମାରି,ମିଛ ମାମଲାରେ ନୀଳଗିରିର ସାମ୍ୱାଦିକ ଲୋକନାଥ ଦଳେଇଙ୍କୁ ଗିରଫ କରିବା ସହ ଚିକିତ୍ସାଧୀନ ଅବସ୍ଥାରେ ଗୋଡ଼ରେ ବେଡ଼ି ପକାଇବା ଘଟଣାର ଫୁଲବାଣୀ ଜିଲ୍ଲା ପ୍ରେସ କ୍ଳବ ତୀବ୍ର ନିନ୍ଦା କରିବା ସହ ସମ୍ପୃକ୍ତ ଲେଡି ଆଇଆଇସି ବଦଳି ନୁହେଁ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଆଜି ଫୁଲବାଣୀ ପ୍ରେସକ୍କବ ସଭାପତି ସୁନୀଲ ପଟ୍ଟନାୟକଙ୍କ ନେତୃତ୍ୱରେ ବରିଷ୍ଠ […]
ମନୋଜ ମହାନ୍ତି(ଭୁବନେଶ୍ୱର)୦୮।୦୪ :ଭୁବନେଶ୍ୱର ଜୟଦେବ ବିହାରରେ ଓଲଟିଲା ମିନି ବସ୍। ଏହି ବସ ଦୁର୍ଘଟଣାରେ ୧୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି ।ଘଟଣାସ୍ଥଳରୁ ଆହତ ମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଆଜି (ଶୁକ୍ରବାର) ସକାଳୁ ଶ୍ରମିକଙ୍କୁ ନେଇ ଏକ ମିନି ବସ ଯାଉଥିବା ସମୟରେ,ଜୟଦେବ ବିହାର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ଗାଡିରେ […]
ଉଦ୍ୟୋଗୀମାନଙ୍କ ପାଇଁ ଏକ ଖୁସି ଖବର ଅଛି |ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ଅନୁଯାୟୀ ପାୱାର କର୍ପୋରେସନ୍ ସ୍ୱଳ୍ପ ମିଆଦି ଖୋଲା ପ୍ରବେଶ ମାଧ୍ୟମରେ ବିଦ୍ୟୁତ୍ ପାଇବା ପାଇଁ ଅନଲାଇନ୍ ସୁବିଧା ଉପଲବ୍ଧ କରିଛି। ସିକନ୍ଦରାବାଦ ସ୍ଥିତ ଇଣ୍ଡଷ୍ଟ୍ରିଆଲ୍ ୟୁନିଟ୍ ଗୁଡିକ ଏଥିରୁ ବିଦ୍ୟୁତ୍ ପାଇବାରେ ବହୁତ ସହଜ ହୋଇଛି | ଖୋଲା ପ୍ରବେଶରେ, ଷ୍ଟକ୍ ମାର୍କେଟ ପରି ବିଦ୍ୟୁତ୍ ଉପଲବ୍ଧ | ସିକନ୍ଦରାବାଦରେ ବର୍ତ୍ତମାନ କାରଖାନାଗୁଡ଼ିକ ଟାଟା, ରିଲାଏନ୍ସ, ଆଦାନୀ, […]
ବର୍ତମାନ ଦେଶକୁ ଗ୍ରାସ କରିଛି ମାହାଙ୍ଗା ପରିସ୍ଥିତି | ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରାୟ ଦିନକୁ ଦିନ ବଢି ଚାଲିଛି । ଏହା ବ୍ୟତୀତ ଖାଦ୍ୟ ସାମଗ୍ରୀ ସହିତ ଔଷଧ ଭଳି ଅନ୍ୟାନ୍ୟ ଜିନିଷର ମୂଲ୍ୟ ମଧ୍ୟ ଆକାଶଛୁଆଁ ହେଉଛି | ଏହାର ପ୍ରଭାବ ବର୍ତ୍ତମାନ ବିବାହ ଉପହାରରେ ମଧ୍ୟ ଦେଖାଯାଉଛି | ବଢୁଥିବା ମାହାଙ୍ଗା ବାଜାଜର ଗ୍ରୀଷ୍ମର ତାତିଠାରୁ ଅଧିକ କଷ୍ଟସାଧ୍ୟ | ଇନ୍ଧନର ମୂଲ୍ୟ ବୃଦ୍ଧିରେ […]


