ଆମର ସଂସ୍କୃତି ଆମର ଗୌରବଆମର ପରମ୍ପରା ଆମର ସ୍ବାଭିମାନ କଥାରେ ଅଛି ଓଳକଣା ମେଲଣ,ଆଳିରଜା ଝୁଲଣ,ଅଶୁରେଶ୍ୱର ରାମନବମୀ, ପୁରସ୍ତମ ଚନ୍ଦନ।ଆମ ଐତିହ୍ୟ ଆମ ପରମ୍ପରା ଆଜିବି ଆମକୁ ଗୌରାବାନୀତ କରେ । ପ୍ରାଚୀନ ଆଳି ପ୍ରଗଣା,ଏବେର ଡେରାବିଶ ବ୍ଲକର ଅନ୍ତିମ ଭାଗ ରେ ଅବସ୍ଥିତ ଓଳକଣା ଗ୍ରାମ । ଏହି ଗ୍ରାମରେ ଅନୁଷ୍ଠିତ ହୁଏ ‘ଓଳକଣା ମେଲଣ’। ଏହି ମେଲଣ ପଡିଆ ର ପ୍ରାୟ ୮୫ଭାଗ କେନ୍ଦ୍ରପଡା ଜିଲ୍ଲା ରେ […]
ସ୍ମୁତୀ ସନ୍ଧ୍ୟା ସାଧାରଣତ ପନିପରିବା ଖାଦ୍ୟ ପାଇଁ ବ୍ୟବହୃତ ହୁଏ,କିନ୍ତୁ ଆପଣ ଜାଣନ୍ତି କି ଚର୍ମରେ ପନିପରିବା ଲଗାଇବା ମଧ୍ୟ ଚେହେରାରେ ଏକ ପ୍ରାକୃତିକ ଚମକ ଆଣିଥାଏ |କିଛି ପନିପରିବା ଅଛି,ଯାହାକୁ କିଛି ଦ୍ରବ୍ୟ ସହିତ ମିଶାଇ ସିଧାସଳଖ ମୁହଁରେ ଲଗାଇଲେ ମଧ୍ୟ ମୃତ ସେଲକୁ ମୁହଁରୁ ବାହାର କରିଦିଏ | ଆଜି ଆମେ ଆପଣଙ୍କୁ ପନିପରିବା ର ଏପରି ଫେସ୍ ମାସ୍କ କହୁଛୁ, ଯାହା ମୁହଁରେ ଲଗାଇଲେ ତତକ୍ଷଣାତ୍ […]
ପ୍ରମୋଦ ନାୟକ(ଭୁବନେଶ୍ୱର): ୧୬।୦୩ -ଆଜିଠାରୁ ୧୨ ରୁ ୧୪ ବର୍ଷ ପିଲାଙ୍କର କୋଭିଡ ଟିକାକରଣ ଆରମ୍ଭ ହୋଇଛି। ରାଜ୍ୟର ୫୪ ଟି ଟିକାକରଣ କେନ୍ଦ୍ରରେ ଟିକାଦାନ ଆରମ୍ଭ କରାଯାଇଥିବା ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ୨୦୧୦ ମାର୍ଚ୍ଚ ୧୫ ପୂର୍ବରୁ ଜନ୍ମ ହୋଇଥିବା ପିଲାମାନଙ୍କୁ ଟିକା ଦିଆଯଉଛି। ଏହା ସହ ୬୦ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତିଙ୍କୁ ମଧ୍ୟ ଆଜିଠାରୁ ପ୍ରିକସନ ଡୋଜ ନେଇପାରିବେ। ସେ […]
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୬୮୫୨ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୬୮୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୫୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୬୯୩୪ଜଣ ସୁସ୍ଥ ହୋଇଛନ୍ତି । ଆଜିଠୁ ୧୨ରୁ ୧୪ ବର୍ଷର ପିଲାଙ୍କୁ ଦିଆଯିବ କରୋନା […]
ନୂଆଦିଲ୍ଲୀ:ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କାଶ୍ମୀର ଫାଇଲ’ରେ ମଧ୍ୟ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଚଳଚ୍ଚିତ୍ରର ପ୍ରଶଂସା କରିଛନ୍ତି। ଏହା ପରେ କଂଗ୍ରେସ ଏହାର ପ୍ରତିଶୋଧ ପରାୟଣ ହୋଇ ହୋଇଛି । କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା କହିଛନ୍ତି ଯେ ମୋଦୀ ସରକାର ସର୍ବଦା ମିଥ୍ୟା ପ୍ରଚାର କରି ରାଜନୈତିକ ଫାଇଦା ଖୋଜୁଛନ୍ତି। ସୁରଜେୱାଲା ଗୋଟିଏ ପରେ ଗୋଟିଏ ଟୁଇଟରରେ ପୋଷ୍ଟ […]
ଦେବକାନ୍ତ ମହାନ୍ତି ,ଚାନ୍ଦବାଲି ,୧୫\୦୩\୨୦୨୨-ଆରଡିଫାଣ୍ଡି ଅଧିନସ୍ଥ ସନ୍ତରା ଗାଁ ନିକଟରେ ଜୈନିକ ଠିକାଦାରଙ୍କ ଦ୍ବାରା ଏକ ଚିଙ୍ଗୁଡି ଘେରି ୩\୪ଟି ଟ୍ରାକ୍ଟର ଦ୍ବାରା ଖୋଳା ଚାଲିଥିବା ବେଳେ ଗୋଟିଏ ଟ୍ରାକ୍ଟର ଓଲଟି ପଡିବାରୁ ଚାପି ହୋଇ ଅଚିହ୍ନା ଶ୍ରମିକଙ୍କ ମୃତ୍ଯୁ ଘଟିଛି। ଏପରି ଘଟଣା ଘଟିବା ପରେ ପାଖରେ ଥିବା ଠିକାଦାର ଓ ଅନ୍ଯମାନେ ଫେରାର ହୋଇଯାଇଛନ୍ତି। ଖବରପାଇ ଆରିଡି ପୋଲିସ ପହଁଚିଥିବା ବେଳେ ଶ୍ରମିକ ମୃତ୍ଯୁ ଓ ଗାଁ […]
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୬୭୭୨ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୬୭୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୨୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୬୭୮୨ଜଣ ସୁସ୍ଥ ହୋଇଛନ୍ତି । ଆସନ୍ତା ୨୫ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ […]
ଦୀପକ ବେଉରା(କଟକ): ଏପ୍ରିଲ୍ ୨୯ ତାରିଖରୁ ଆରମ୍ଭ ହେବ ମ୍ୟାଟ୍ରିକ୍ ପରୀକ୍ଷା ଏବଂ ମେ’ ୭ ତାରିଖରେ ଶେଷହେବ। ଆଜି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପ୍ରକାଶ କରିଛି ପରୀକ୍ଷା ସୂଚି।ପ୍ରକାଶ ପାଇଥିବା ପରୀକ୍ଷା ସୂଚୀ ଅନୁଯାଇ ଏପ୍ରିଲ ୨୯ ତାରିଖରେ ଦ୍ୱିତୀୟ ଭାଷା, ମେ ୨ ତାରିଖରେ ଗଣିତ ପରୀକ୍ଷା ହେବ। ଠିକ୍ ସେହିପରି ମେ ୪ ତାରିଖରେ ବିଜ୍ଞାନ, ମେ ୫ ତାରିଖରେ ପ୍ରଥମ ଭାଷା, ମେ […]
ଭଞ୍ଜନଗର: ୧୪/୦୩- ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା,କରଡlବାଡି ଟୋଲ ଗେଟ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ ସହ ୧୦୮ ଆମ୍ବୁଲାନ୍ସ ର ମୁହାଁମୁହିଁ ଧକ୍କା ହୋଇଛି l ଫଳରେ ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି ।ସୂଚନା ଅନୁସାରେ ସାଇକ୍ରୀଷ୍ଣା ନାମକ ଏକ ଯାତ୍ରୀବାହି ବସ ସୋରଡ଼ାରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିଲା lକରଡlବାଡି ଟୋଲଗେଟ ନିକଟରେ ବସ୍ଟି ସାମ୍ନା ପଟୁ ଆସୁଥିବା ଏକ ୧୦୮ ଆମ୍ବୁଲାନ୍ସକୁ […]
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୧୧୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୬୬୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୫୧ଟି ଆକ୍ଟିଭ୍ କେସ୍ ରହିଥିବା […]


