ଭାରତରେ କରୋନା ଭାଇରସର ନୂତନ XE ଭାରିଆଣ୍ଟ ପହଂଚି ସାରିଛି ,ବୁଧବାର ମୁମ୍ବାଇରେ କରୋନା ର ଏକ ନୂତନ ଭାରିଆଣ୍ଟ ପ୍ରଥମ ମାମଲା ଚିହ୍ନଟ ହୋଇଛି |ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, XE ଭାରିଆଣ୍ଟ୍ର ଓମିକ୍ରନ୍ ଭାରିଆଣ୍ଟ BA.୧ ର ଦୁଇଟି ଷ୍ଟ୍ରେନ୍ ଏବଂ BA ର .୨ଟି … ବୈଜ୍ଞାନିକମାନେ ଦାବି କରନ୍ତି ଯେ ଏହା ଓମିକ୍ରୋନ ଅପେକ୍ଷା ଏହା ୧୦ ପ୍ରତିଶତ ଅଧିକ ସଂକ୍ରମିତ ହୋଇପାରେ | […]

ଭୁବନେଶ୍ୱର:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଲେଶ୍ୱର ଜିଲ୍ଲା ନୀଳଗିରିରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଲୋକନାଥ ଦଳେଇଙ୍କ ପ୍ରତି ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ,ପରିପେକ୍ଷୀରେ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି ।ଶ୍ରୀ ପ୍ରଧାନ ନିଜ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ କହିଛନ୍ତିକି, କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଲୋକନାଥ ଦଳେଇଙ୍କ ପ୍ରତି ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ସହିତ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୋଡ଼ରେ ବେଡ଼ି ପକାଇବା ଦୁଃଖଦାୟକ ଓ ଗଭୀର ଚିନ୍ତାଜନକ । ଶ୍ରୀ ପ୍ରଧାନ କହିଛନ୍ତି […]

ଡ଼.ନବକିଶୋର ମିଶ୍ର ବୁଧ ଗ୍ରହ କୁ ବକ୍ତବ୍ୟ ଏବଂ ବ୍ୟବସାୟର କାରକ ଭାବରେ ବିବେଚନା କରାଯାଏ | ବୁଧଙ୍କ ରାଶି ପରିବର୍ତ୍ତନ ଶୁକ୍ରବାର, ଏପ୍ରିଲ ୦୮ ରେ ଘଟିବ | ଏହି ଦିନ, ବୁଧ ମୀନ ଛାଡି ରାତି ୧୨ :୦୫ରେ ମେଷ ରାଶିରେ ପ୍ରବେଶ କରିବ | ବୁଧ ଏପ୍ରିଲ ୨୪ , ରବିବାର ପର୍ଯ୍ୟନ୍ତ ମେଷ ରାଶିରେ ରହିବେ | ମେଷ ରାଶିରେ ପ୍ରବେଶ କରିବା ଦ୍ୱାରା […]

ଭୁବନେଶ୍ୱର ୦୭।୦୪ : ଆଜି ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ପୌର ଉପାଧ୍ୟକ୍ଷ ପଦବୀ ଲାଗି ହେବ ନାମାଙ୍କନ ।୫୮ ଏନ୍ଏସି ଓ ୪୭ ପୌର ପରିଷଦର ଉପାଧ୍ୟକ୍ଷ ପାଇଁ ହେବ ନିର୍ବାଚନ । ୧୧ଟାରୁ ୧୨ ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ । ଦିନ ଗୋଟାଏ ଯାଏ ଚାଲିବ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା। ଅପରାହ୍ନ ସାଢ଼େ ଗୋଟାଏରୁ ସାଢ଼େ ୩ଟା ଯାଏ ହେବ ମତଦାନ । ମତଦାନ […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଲିଙ୍ଗରାଜ ମନ୍ଦିର ଓ ଆଖପାଖରେ ଥିବା ଆଉ ୮ଟି ମନ୍ଦିରକୁ ଗୋଟିଏ ସ୍ୱତନ୍ତ୍ର ଆଇନ ପରିସରକୁ ଆଣିବା ଲାଗି ରାଜ୍ୟ ସରକାରଙ୍କ ଅଧ୍ୟାଦେଶ ଉପରେ କେନ୍ଦ୍ର ସରକାର ରୋକ ଲଗାଇଛନ୍ତି […]

ଭାରତରେ ୨୦ ରୁ ୭୯ ବର୍ଷ ବୟସର ମଧୁମେହ ରୋଗୀଙ୍କ ସଂଖ୍ୟା ହେଉଛି ପ୍ରାୟ ୭.୫ କୋଟି, ଯାହା ୨୦୪୫ ସୁଦ୍ଧା ୧୨ .୫ କୋଟିକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ….. ବାସ୍ତବବିଶେଷ:ମଧୁମେହ ଔଷଧ ବ୍ୟବହାରରୁ ଯୌନାଙ୍ଗ ସଂକ୍ରମଣର ମାମଲା ଆମେରିକା ଏବଂ କାନାଡାରେ ହୋଇସାରିଛି। ଏବେ ଏଭଳି ମାମଲା ଭାରତରେ ମଧ୍ୟ ଦେଖାଦେଇଛି । ଆମେରିକା ଏବଂ କାନାଡା ପରେ ଭାରତ ମଧ୍ୟ ଟାଇପ-୨ ମଧୁମେହ […]

ପୁଣେ: କୋଭିଡ -୧୯ ର ଚତୁର୍ଥ ତରଙ୍ଗ ଆଗାମୀ ଦିନରେ ଭାରତକୁ ଧକ୍କା ଦେବା ନେଇ ଚିନ୍ତା ମଧ୍ୟରେ, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର (SII) ସିଇଓ ଆଦର ପୁନାୱାଲା ସୋମବାର କହିଛନ୍ତି ଯେ ଯଦି ଏହା ଘଟେ ତେବେ ଏହା ସାମାନ୍ୟ ହେବ। ‘ବିକଳ୍ପ ଇନ୍ଧନ କନକ୍ଲେଭ’ ପ୍ରସଙ୍ଗରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି (SII) ସିଇଓ କହିଛନ୍ତି ଯେ ବର୍ତ୍ତମାନ ସମୟରେ କମ୍ ସଂଖ୍ୟକ କୋଭିଡ -୧୯ […]

ନବୀନ ଦାଶ(ଅତାବିରା): ବରଗଡ଼ ଜିଲ୍ଲା ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ବି ଇ ଓ ମଛିନ୍ଦ୍ର ମଲ୍ଲିକ ଙ୍କ ତତ୍ତ୍ଵାବଧାନରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ ଫିତା କାଟି ମେଳାକୁ ଉଦଘାଟନ କରିଥିବାବେଳେ ଏ ବି ଓ କାର୍ତ୍ତିକ ବାଗ,ତପନ କୁମାର ଦାଶ, ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟର […]

ଦୀପକ ବେଉରା(କଟକ):୦୫।୦୪-କଟକର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ମିଳିଲା ଛାତ୍ରୀଙ୍କ ମୃତଦେହ ଆତ୍ମହତ୍ୟା ସନ୍ଦେହ ।ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ପୋଲିସ । ସୂଚନା ଅନୁଯାଇ, ସୋମବାର ବିଳମ୍ବିତ ରାତିରେ ଛାତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ହଷ୍ଟେଲରୁ ଉଦ୍ଧାର କରି SCBକୁ ନିଆଯାଇଥିଲା ।କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ମୃତଦେହ ଜବତ କରି ଫେଜ୍- ୨ ପୋଲିସର ତଦନ୍ତ ଆରମ୍ଭ କରିଛି […]

ଡ଼.ନବକିଶୋର ମିଶ୍ର ଜ୍ୟୋତିଷ ଶାସ୍ତ୍ରରେ, ଯେକୌଣସି ଗ୍ରହର ରାଶି ପରିବର୍ତ୍ତନର ସମସ୍ତ ୧୨ ଟି ରାଶି ଉପରେ ପ୍ରଭାବ ପକାଇଥାଏ | ୯ ଟି ଗ୍ରହ ଏପ୍ରିଲରେ ରାଶି ପରିବର୍ତନ କରିବାକୁ ଯାଉଛନ୍ତି | ଜ୍ୟୋତିଷ ଶାସ୍ତ୍ରରେ ଏହି ଘଟଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ | ଗ୍ରହମାନଙ୍କର ମହାନ ପରିବର୍ତ୍ତନର ପ୍ରଭାବ କେତେକ ରାଶି ଉପରେ ଶୁଭ ହେବ ଏବଂ କେତେକ ରାଶିକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ […]

Pin It on Pinterest