ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି ଯେ ଦେଶପ୍ରେମ ,ସଚ୍ଚୋଟତା ଏବଂ ମାନବିକତା ଆମ୍ ଆଦମୀ ପାର୍ଟିର ଆଦର୍ଶର ତିନୋଟି ସ୍ତମ୍ଭ ଏବଂ ଏହା ୨୦୨୨ -୨୩ ପାଇଁ ଦିଲ୍ଲୀ ବଜେଟରେ ପ୍ରତିଫଳିତ ହୋଇଛି। କେଜ୍ରିୱାଲ ମଙ୍ଗଳବାର ବିଧାନସଭାରେ ଭାଷଣ ଦେଇଥିଲେ। ତାଙ୍କ ସରକାର ଲୋକଙ୍କ ପାଇଁ କାମ ନକରିବାକୁ ସେ ସବୁ ପ୍ରକାର ଉଦ୍ୟମ କରୁଥିବା ସେ ଦୃଢହାକ୍ତି କରିଛନ୍ତି। କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି […]
ନୂଆଦିଲ୍ଲୀ: ଆସାମ ଏବଂ ମେଘାଳୟର ମୁଖ୍ୟମନ୍ତ୍ରୀମାନେ ମଙ୍ଗଳବାର ଦିନ ଆନ୍ତ – ରାଜ୍ୟ ସୀମା ବିବାଦର ସମାଧାନ ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିବା ପରେ ଉତ୍ତର-ପୂର୍ବ ବିବାଦ ପାଇଁ ଏହା ଏକ ଐତିହାସିକ ଦିନ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା କହିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଗତ ତିନିବର୍ଷ ମଧ୍ୟରେ ଉଗ୍ରବାଦକୁ ଦୂର କରିବା ଏବଂ ଉତ୍ତର-ପୂର୍ବ ରାଜ୍ୟରେ ସ୍ଥାୟୀ ଶାନ୍ତି ପାଇଁ କେନ୍ଦ୍ର […]
ସନ୍ତୋଷ ପାତ୍ର(ନର୍ଲା): କୋଭିଡ ମହାମାରୀ ପାଇଁ ସାରାଦେଶର ଛୋଟ ଛୋଟ ରେଳ ଷ୍ଟେସନ ମାନଙ୍କରେ ଯାତ୍ରୀ ବାହି ଟ୍ରେନ ରହଣି ଉପରେ କଟକଣା ଥିବାବେଳେ କଳାହାଣ୍ଡି ଜିଲ୍ଲା ନର୍ଲାରୋଡ ରେଳ ଷ୍ଟେସନ ରେ ମଧ୍ୟ ଏହି ନିୟମ କୁ କାର୍ଯ୍ୟକାରୀ କରାଯାଇଥିଲା |ଏହି ରେଳ ଷ୍ଟେସନ ଉପରେ ନର୍ଲା ବ୍ୟତୀତ ମ, ରାମପୁର, କର୍ଲାମୁଣ୍ଡା ପରି ନର୍ଲା ନିର୍ବାଚନ ମଣ୍ଡଳୀ ର ତିନୋଟି ବ୍ଲକ ର ଲୋକେ ନିର୍ଭର କରିଥାନ୍ତି […]
ଚନ୍ଦାହାଣ୍ଡି(କାମିନୀ ରଞ୍ଜନ ପାଣ୍ଡେ):୨୯/୦୩-ନବରଙ୍ଗପୁର ଜିଲ୍ଲା ତଥା ଦୌରା ଜଜ ସଞ୍ଜିବ କୁମାର ଦୁବେ ଆଜି ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତି ଙ୍କ ଅଦାଲତ ପରିଦର୍ଶନ ରେ ଆସି ଚନ୍ଦାହାଣ୍ଡି ବ୍ଲକ ସିନାପାଲି ନିକଟସ୍ଥ ଆମ୍ବତୋଟା ଠାରେ ନୂତନ ଭାବେ ପ୍ରସ୍ତାବିତ ଜେ ଏମ ଏଫ ସି କୋର୍ଟ କୋଠା ନିର୍ମାଣ ନିମନ୍ତେ ଚିହ୍ନଟ ହୋଇ ଥିବା ସ୍ଥାନ ପରିଦର୍ଶନ କରିଥିଲେ । ସୂଚନାଯୋଗ୍ୟ ଯେ ସିନାପାଲି ମୌଜ଼ା ରେ ନୂତନ […]
ନବୀନ ଦାସ (ବରଗଡ଼): ବରଗଡ ଜିଲ୍ଲା କଳାପାଣି ଛକର ଆନ୍ଧ୍ର ପଡ଼ା ବୃଦ୍ଧା,ଏସ. ସତ୍ ରାଜୁ ବୟସ ୬୫ ଙ୍କ ବିଦ୍ୟୁତ୍ ସ୍ପର୍ଶରେ ମୃତ୍ୟୁ ହୋଇଛି ,ସେ ସକାଳୁ ସକାଳୁ ଗାଈ ମାନଙ୍କ ପାଇଁ ବିଲରୁ ଘାସ ସଂଗ୍ରହ କରିବାକୁ ଯାଉଥିବା ବେଳେ ବିଲରେ ବିଳମ୍ବିତ ରାତିରେ ଛିଣ୍ଡି ପଡ଼ିଥିବା ୧୧ କେଭି ବିଦ୍ୟୁତ୍ ତାର ର ସମ୍ପର୍କରେ ଆସି ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡିଥିଲା ଏ […]
ଦୁନିଆରେ ସମସ୍ତଙ୍କର କିଛିନା କିଛି ସ୍ୱପ୍ନ ଥାଏ | କାହାର ବାପା ହେବାର ସପ୍ନ ତ କାହାର ସୁନ୍ଦର ଘର କରିବାର ସ୍ୱପ୍ନ | କିଏ ଦେଶ ବିଦେଶ ବୁଲିବାର ସ୍ୱପ୍ନରେ ମସଗୁଲ ତ କିଏ ଦେଶ ପାଇଁ କିଛି କରିବାର ସ୍ୱପ୍ନ ରେ ମଜି ଥାଏ |ହେଲେ ଆମେ ଆଜି ଏମିତି ଏକ ସ୍ୱପ୍ନ ଦେଖାଳିଙ୍କ କଥା କହିବୁ ଯିଏ ଏକ ଟଙ୍କିଆ କଏନ ଦେଇ ଦାମୀ ଗାଡି […]
ବାସ୍ତବ ନ୍ୟୁଜ (ନୂଆଦିଲ୍ଲୀ): ଉପଭୋକ୍ତାମାନଙ୍କ ମଧ୍ୟରେ 2GB ଫାଇଲ ସ୍ଥାନାନ୍ତର ସୀମା ସହିତ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ଵାଟସ୍ ଆପ୍ ପରୀକ୍ଷା କରୁଛି। ମାକ୍ରୁମର୍ସଙ୍କ କହିବା ଅନୁଯାୟୀ, ହ୍ଵାଟସ୍ ଆପର ଫାଇଲ୍ ସେୟାରିଂ କ୍ଷମତା ସେବାର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହୋଇପାରିଛି ଏବଂ ଏହି କାର୍ଯ୍ୟକ୍ରମ ୨୦୧୭ ରୁ ବାର୍ତ୍ତାଳାପ ମଧ୍ୟରେ ଉପଭୋକ୍ତାମାନଙ୍କୁ ମିଡିଆ ଫାଇଲ୍ ଅଂଶୀଦାର କରିବାକୁ ଅନୁମତି ଦେଇଛି, କିନ୍ତୁ ଆପର ୧୦୦MB ଫାଇଲ୍ ଆକାର ସୀମା […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୨୮/୦୩ – ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ, ସରିଲା ଶର୍ମିଷ୍ଠାଙ୍କ ଛକା ପଞ୍ଝା ଖେଳ ପଡିଲା ହାତକଡ଼ି । ଭଦ୍ରକ ନଳାଙ୍ଗ ଗାଁରୁ ବନ୍ଧାହେଲେ ଅଭିଯୁକ୍ତ ଶର୍ମିଷ୍ଠା ରାଉତ୍ ଓ ସହଯୋଗୀ ଝୁନା ଭୋଇ । ଭଦ୍ରକ ପୋଲିସ ଓ କ୍ରାଇମବ୍ରାଞ୍ଚ ମିଳିତ ଉଦ୍ୟମରେ ଉଭୟଙ୍କୁ ଗିରଫ କରାଯାଇଛି । ଆଜି ଚାନ୍ଦବାଲି ଜେଏମଏଫସି କୋର୍ଟରେ ଉଭୟଙ୍କୁ ହାଜର କରାଯିବ ।ଦୁଇଜଣଙ୍କୁ ୧୦ […]
ନନ୍ଦିନୀ ପ୍ରଧାନ(ସମ୍ବଲପୁର) : କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ୧୨ ଦଫା ଦାବି ନେଇ ଦୁଇ ଦିନିଆ ଭାରତ ବନ୍ଦ ଡ଼ାକରାରେ ସାରା ଓଡ଼ିଶାରେ ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ଏହାର ପ୍ରଭାବ ସମ୍ବଲପୁର ସମେତ ଝାରସୁଗୁଡ଼ା ଏବଂବ୍ରଜରାଜନଗର ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି। ଶ୍ରମିକ ସଙ୍ଗଠନର ନେତା ଓ କର୍ମୀମାନେ ପିକେଟିଂ କରି ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ କରୁଛନ୍ତି। ହେଲେ ଦୋକାନ ବଜାର […]
ମନୋଜ ମହାନ୍ତି(ଭୁବନେଶ୍ୱର) ୨୮।୦୩ : ଆଜି ବିଧାନସଭାରେ ମାନସ ହତ୍ୟା ମାମଲାର ତାତି । ଶୁନ୍ୟକାଳରେ ଉଠିଲା ମାନସ ହତ୍ୟା ମାମଲାର ପ୍ରଶ୍ନ । ହତ୍ୟା କାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଆସାମୀ ଶର୍ମିଷ୍ଠାକୁ ବର୍ତ୍ତମାନ ସୁଦ୍ଧା ବି ଗିରଫ କରାଯାଇନାହିଁ । ସେକ୍ସ ସ୍କାଣ୍ଡଲ ପାଇଁ ଏହି ହତ୍ୟାକାଣ୍ଡ ହୋଇଛି ବୋଲି ଗୃହରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, […]


