ବବିତା ସାମଲ(ଭଦ୍ରକ) ୨୮/୦୩ : ଟ୍ରେଡ ୟୁନିୟନ,କେନ୍ଦ୍ର ସରକାରଙ୍କ ଶ୍ରମିକ,କୃଷକ ମାରଣ ନୀତି ଓ କର୍ପୋରେଟ ସପକ୍ଷବାଦୀ ନୀତିକୁ ବିରୋଧ କରି ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି । ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟର ପ୍ରଭାବ ଭଦ୍ରକରେ ପରିଲକ୍ଷିତ ହୋଇଛି । ଭାରତ ବର୍ଷର ସମସ୍ତ୍ ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ, ବ୍ୟାଙ୍କ , ବୀମା , ସ୍ଵାଧୀନ କର୍ମଚାରୀ ଫେଡେରେସନ ମାନେ, ମାର୍ଚ୍ଚ ମାସର ୨୮ ଓ ୨୯ […]

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୫୧୨ ଜଣକୁ ବୃଦ୍ଧି ପାଇଛି ।ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୫୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୧୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୭୯୨୧ ଜଣ ସୁସ୍ଥ ହୋଇଛନ୍ତି ।  ଆଜିଠୁ ଷୋଡଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା […]

ଡ଼.ନବକିଶୋର ମିଶ୍ର ରାହୁଙ୍କୁ ଜ୍ୟୋତିଷ ଶାସ୍ତ୍ରରେ ଏକ ମାୟାବୀ ଗ୍ରହ ଭାବରେ ବିବେଚନା କରାଯାଏ | ରାହୁଙ୍କୁ ଭ୍ରମର ଗ୍ରହ କୁହାଯାଏ | ରାହୁ ପୁଣି ଥରେ ରାଶି ପରିବର୍ତ୍ତନ ପାଇଁ ପ୍ରସ୍ତୁତ | ରାହୁ ୧୨ ଏପ୍ରିଲ ୨୦୧୨ ରେ ରାଶି ପରିବର୍ତ୍ତନ କରିବେ | ରାହୁଙ୍କ ଚଳନ ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ ଲୋକଙ୍କ ଉପରେ ପ୍ରଭାବ ପକାଇବ | ହିନ୍ଦୁ ପଞ୍ଜିକା ଅନୁଯାୟୀ,ରାହୁ ୧୨ […]

ପିଏମ ମୋଦୀ ଭାରତର ସମ୍ଭାବନାକୁ ପ୍ରଶଂସା କରିବା ସହ ଏହାର ଶକ୍ତିର ଆଧାର ହେଉଛି ଦେଶର କୃଷକ, କାରିଗର, ବୁଣାକାର, ଇଞ୍ଜିନିୟର, କ୍ଷୁଦ୍ର ଉଦ୍ୟୋଗୀ, ଏମଏସଏମଇ କ୍ଷେତ୍ର ଏବଂ ବିଭିନ୍ନ ବୃତ୍ତିର ଲୋକ ବୋଲି କହିଛନ୍ତି। ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କହିଛନ୍ତି ଯେ ଭାରତ ଏହାର ରପ୍ତାନି ଲକ୍ଷ୍ୟକୁ ୪୦୦ ବିଲିୟନ ଡ଼ଲାରରେ ପହଞ୍ଚାଇ ଏହି ଆର୍ଥିକ ଦର୍ଶାଉଛି ଯେ ସମଗ୍ର ବିଶ୍ୱରେ ଏହାର ସାମଗ୍ରୀର ଚାହିଦା ବଢୁଛି […]

ହାଇଲାଇଟ୍ସ |ଗୁଜୁରାଟରେ ଦେଶର ପ୍ରଥମ ଷ୍ଟିଲ ରୋଡ଼ ନିର୍ମାଣ କରାଯାଇଛିଇସ୍ପାତ ବର୍ଜ୍ୟବସ୍ତୁରେ ନିର୍ମିତ ଏହି ୧ କିଲୋମିଟର ଲମ୍ବା ୬ ଲେନ ବିଶିଷ୍ଠ ଷ୍ଟିଲ ରୋଡ଼ ନୂଆଦିଲ୍ଲୀ: ଗୁଜୁରାଟରେ ଦେଶର ପ୍ରଥମ ‘ଷ୍ଟିଲ ରୋଡ଼'(ଇସ୍ପାତ ରାସ୍ତା) ନିର୍ମାଣ କରାଯାଇଛି। ଯଦିଓ ନାମ ସୂଚିତ କରେ ଯେ ଏହି ରାସ୍ତାଟି ଇସ୍ପାତରେ ହେବ, କିନ୍ତୁ ତାହା ନୁହେଁ | ବାସ୍ତବରେ, ପ୍ରତିବର୍ଷ ସମସ୍ତ ଇସ୍ପାତ କାରଖାନାରୁ ଅନେକ ମିଲିୟନ୍ ଟନ୍ ସ୍ଲାଗ୍ […]

ପ୍ରମୋଦ ନାୟକ(ଭୁବନେଶ୍ବର) : ଶେଷ ହେଲା ରାଜ୍ୟର ୧୦୫ଟି ପୌରାଞ୍ଚଳର କାଉନସିଲର ଓ ପୌରାଧ୍ୟକ୍ଷ ଏବଂ ୩ଟି ମହାନଗର ନିଗମର କର୍ପୋରେଟର ଓ ମେୟର ନିର୍ବାଚନ ଓ ତାର ଫଳାଫଳ।ଅଠର ଡେପୁଟି ମେୟର ଓ ଉପାଧ୍ୟାକ୍ଷ ଙ୍କ ପାଳି, ଏ ନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପୂର୍ବ ସୂଚନା ଅନୁଯାୟୀ ଡେପୁଟି ମେୟର ନିର୍ବାଚନ ଏପ୍ରିଲ ୬ରୁ ୮ତାରିଖ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ଏହା ୮ରୁ ୧୦ତାରିଖ ପର୍ଯ୍ୟନ୍ତ ହେବ […]

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) କିଏ ଜିତିବ ବାଜି ଆଜି ସକାଳୁ ବୋଟ ଗଣତି ଯେତିକି ବିଳମ୍ବ ହେଉଥିଲା ପ୍ରାର୍ଥୀଙ୍କ ମନରେ ଟେନ୍ସନ ସେତିକି ବଢ଼ୁଥିଲା ।ଶେଷରେ ପ୍ରକାଶ ପାଇଛି ଫଳାଫଳ, କର୍ପୋରେଟର ଓ ମେୟର ନିର୍ବାଚନରେ ବିଜେଡିକୁ ବଡ଼ ସଫଳତା ମିଳିଛି। ବିଜେଡି ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ବିଜୟୀ ହୋଇଛନ୍ତି । ସୁଲୋଚନା ଦାସ ,ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ପ୍ରାର୍ଥିନୀ ବିଜେପିର ସୁନୀତି ମୁଣ୍ଡଙ୍କୁ୬୧ ହଜାର […]

ଶାନ୍ତନୁ ପାତ୍ର(ନୂଆପଡା): ୨୬/୦୩- ନୂଆପଡାର ନୂଆ ଇତିହାସ ବିଜେପି ଓ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀଙ୍କୁ ପଛରେ ପକାଇ ବାଜି ଜିତିଲେ ସ୍ୱାଧୀନ ପ୍ରାର୍ଥୀ ।କଳାହାଣ୍ଡି ସାଂସଦ ବସନ୍ତ ପାଣ୍ଡାଙ୍କ ପୁଅ, ଅଭିନନ୍ଦନ ପଣ୍ଡା ବିଜେପି ପ୍ରାର୍ଥୀ ହୋଇଥିବାବେଳେ ଶାସକ ଦଳର ବିଜେଡି ପ୍ରାର୍ଥୀ କ୍ଷିତିଷ ଆଶୋକ ବୋଧଙ୍କର ହୋଇଥିଲେ । ହେଲେ ସ୍ବାଧିନ ପ୍ରାର୍ଥୀ ମହମ୍ମଦ ଆଦମ ୧,୨୬୭ ଭୋଟରେ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ନୂଆପଡା ଏନଏସିର ଅଧ୍ୟକ୍ଷ ଭାବରେ ଐତିହାସିକ […]

ମୟୁରଭଞ୍ଜର ୨୬/୦୩: ପୌର ନିର୍ବାଚନରେ ସାରା ଓଡ଼ିଶାରେ ଫଳାଫଳ ବିଜେପିର ସପକ୍ଷରେ ନାହିଁ କହିଲେ ଆତୁକ୍ତି ହେବନି। ଏହି ପରିପେକ୍ଷୀରେ ମୟୁରଭଞ୍ଜର ୨ ପୌର ପରିଷଦ ଓ ୨ ଏନ.ଏ.ସି ମଧ୍ୟରୁ ବାରିପଦା, ରାଇରଙ୍ଗପୁର ଓ କରଞ୍ଜିଆ ୩ଟି ବିଜେଡି କବଜା କରିଥିଵା ବେଳେ ଉଦଳା ଏନଏସି ବିଜେପି ସପକ୍ଷରେ ଯାଇଛି । ବାରିପଦାର ବିଜେଡି ପ୍ରାର୍ଥୀ କୃଷ୍ଣାନନ୍ଦ ମହାନ୍ତି ୨୧,୩୦୬ ଭୋଟ ପାଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର […]

ଶାନ୍ତନୁ ପଣ୍ଡା(ବିନିକା) ୨୬।୦୩ :ବିନିକା ଏନଏସି ନିର୍ବାଚନରେ ବିଜେଡ଼ିର ବଡ ଜିତ ।ଏନଏସିର ୧୨ ୱାର୍ଡରୁ ୧୧ଟିରେ ବିଜେଡିର ବାଜିମାତ l ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ସୁବାସ ଚନ୍ଦ୍ର ଭୋଇ ୨୮୧୨ ଖଣ୍ଡ ଭୋଟରେ ବିଜୟୀ ହେଇଛନ୍ତି l ସେହିପରି ବିଜେପି ଗୋଟିଏ ୱାର୍ଡରେ ବିଜୟୀ ହୋଇଛି l ବିନିକା ଏନଏସି ଅଧ୍ୟକ୍ଷ ଭାବରେ ବିଜେଡିର ସୁବାଷ ଚନ୍ଦ୍ର ଭୋଇ ବିଜୟୀ ହେବା ପରେ ୧୨ ଗୋଟି ୱାର୍ଡର ସମସ୍ତ […]

Pin It on Pinterest