ଭୁବନେଶ୍ୱର: ୨୮/୦୪-ଆଜିଠାରୁ ଯୁକ୍ତ ଦୁଇ ପରୀକ୍ଷା । ଏଥର ଅନଲାଇନ ନୁହେଁ ଅଫଲାଇନ ମୋଡରେ ହେବ ଯୁକ୍ତ ଦୁଇ ପରୀକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୩ ଲକ୍ଷ ୨୧ ହଜାର ୫୦୮ ଜଣ ଛାତ୍ର ଛାତ୍ରୀ ପରିୀକ୍ଷା ଦେବା ପାଇଁ ଏ ବର୍ଷ ବ୍ୟବସ୍ଥା କରାଯାଇଛି । କଳାରେ ୨ ଲକ୍ଷ ୧୩ ହଜାର ୪୩୨, ବିଜ୍ଞାନରେ ୭୮ […]

ନବୀନ ଦାଶ( ଅତାବିରା):ବରଗଡ଼ଜିଲ୍ଲା ଅତାବିରାବ୍ଲକ ଲରମ୍ଭା ମହାବିଦ୍ୟାଳୟ ଠାରେ ଆଠ ଦିନ ଧରି ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ମହା ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ପ୍ରମୋଦ କୁମାର ଭୋଇ ଙ୍କ ଅଧ୍ୟକ୍ଷତା ରେ ଜୀବ ବିଜ୍ଞାନ ପ୍ରାଧ୍ୟାପିକା ଡଃ ଅମୃତା ସାମନ୍ତ,ପରିଚାଳକ ହରିଶ୍ ପାତ୍ର,ଟ୍ରେନର ସୁଜାତା ଭୋଇ, ଅଧ୍ୟାପକ ସରୋଜ କୁମାର ନାୟକ, ଅଧ୍ୟାପକ ପବିତ୍ର ମହାଣା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ […]

ନବୀନ ଦାଶ: ବରଗଡ଼ ତୋରା ପଞ୍ଚାୟତ ବାନ୍ଦେନ୍ ଟିକ୍ରା ଗ୍ରାମରେ ଝୁଲନ୍ତା ଶବ କୁ ନେଇ ଏବେ ଆତଙ୍କ ରେ ଗ୍ରାମବାସୀ।ଶବ ଟି ଵିଲ ମଝିରେ ପାଖାପାଖି ୨୦ ରୁ ୨୫ଫୁଟ ଉଚ୍ଚରେ ଏକ ଗଛରେ ଝୁଲି ରହିଥିବା ବେଳେ ଶବ ଟି କାହାର ଓ କେବେ ଠାରୁ ଝୁଲୁଛି କାହାରିକୁ ଜଣାନାହିଁ।ଝୁଲନ୍ତା ଶବ କୁ ନେଇ ଲୋକେ ଘରୁ ବାହାରିବା ଓ ବିଲ କୁ ଯିବା ପାଇଁ ଭୟ […]

ଦେବକାନ୍ତ ମହାନ୍ତି( ଚାନ୍ଦବାଲି) ୨୭//୪//୨୦୨୨ – ଚାନ୍ଦବାଲି ଫଚାୟତ ସମିତିର ୩ୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି , ବୈଠକ ଆରମ୍ଭରୁ ୩୬ ଫଚାୟତର ସରପଞ୍ଚ ଓ ସମିତିସଭ୍ୟ, ଏବଂ ଜିଲ୍ଲାପରିଷଦର ସଭ୍ୟ ସଭ୍ୟା ମାନେ ସେମାନଙ୍କର ପରିଚୟ ପ୍ରଦାନ ପରେ ବୈଠକ ଆରମ୍ଭ ହୋଇଥିଲା । ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ମିନତି ସୂତାରଙ୍କ ଅଧ୍ୟକ୍ଷତାରେ ଚାନ୍ଦବାଲି ବିଧାୟକ ଡ଼. ବୋମକେଶ ରାୟ, ବିଡ଼ିଓ ଯୋତି ପ୍ରକାଶ ଦାସ […]

ପୁରୀ ୨୭।୦୪ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ଚାରିଘଣ୍ଟା ବନ୍ଦ ।ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଦ୍ଵିତୀୟ ଭୋଗମଣ୍ଡପ ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରି ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯାଇଥାଏ । ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି […]

ଡ଼.ନବକିଶୋର ମିଶ୍ର ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରାଶି ପରିବର୍ତ୍ତନ କରନ୍ତି | ଯାହା ସିଧାସଳଖ ମାନବ ଜୀବନକୁ ପ୍ରଭାବିତ କରିଥାଏ | ଗ୍ରହମାନଙ୍କର ରାଜା ସୂର୍ଯ୍ୟ ୧୪ ଏପ୍ରିଲରେ ମେଷ ରାଶିକୁ ଚଳନ କରିଛନ୍ତି | ମେ ୧୭ ପର୍ଯ୍ୟନ୍ତ ସୂର୍ଯ୍ୟ ଏହି ରାଶିରେ ରହିବେ | ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଶକ୍ତି, ସାହସ ଏବଂ ସମ୍ମାନର ଏକ କାରକ ଭାବରେ […]

ନୂଆଦିଲ୍ଲୀ: ଜାତୀୟ ରାଜଧାନୀର ନୂଆଦିଲ୍ଲୀ ରେଳ ଷ୍ଟେସନ ବାର୍ଷିକ ପ୍ରାୟ ୨୪୦୦ କୋଟି ଟଙ୍କା ରୋଜଗାରରେ ଆଗେଇ ଆସୁଛି। ଭାରତୀୟ ରେଳବାଇ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ, ଯେଉଁଥିରେ ପ୍ରତିଦିନ ପ୍ରାୟ ୨୫ ନିୟୁତ ଯାତ୍ରୀ ଯାତ୍ରା କରନ୍ତି | ପ୍ରାୟ ୧୫,୦୦୦ ଟ୍ରେନ୍ ସମଗ୍ର ଦେଶରେ ୭୦୦୦ ଷ୍ଟେସନ ଦେଇ ଯାଇଥାଏ | ସେଥିମଧ୍ୟରୁ ରେଳବାଇ ରୋଜଗାର କ୍ଷେତ୍ରରେ ରାଜଧାନୀର ନୂଆଦିଲ୍ଲୀ ରେଳ ଷ୍ଟେସନ ଆଗରେ […]

ନବୀନ ଦାଶ(ଅତାବିରା): ବରଗଡ଼ଜିଲ୍ଲା ଅତାବିରାବ୍ଲକ ସିଲେଟ ପଞ୍ଚାୟତ ସିଲେଟ ଗ୍ରାମରେ ଦେବଦେବ ମହାଦେବ ତ୍ରିଲୋଚନ ବାବା ଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି। ଏହି ଅବସରରେ ନିକଟସ୍ଥ ଜଳାଶୟକୁ ବିଧିପୂର୍ବକ (ବନ୍ଧବିବାହ) କରାଯାଇଛି।କର୍ତ୍ତା ଆସନରେ ଭାବରେ ଶିଶିର ସାହୁ ସପତ୍ନିକ ଲଳିତା ସାହୁ,ଭୁବନ ଓ ଧନମତୀ କାର୍ଯ୍ୟ ତୁଳାଇ ଥିଲେ।ପ୍ରତିଷ୍ଠା ଉତ୍ସବ ଚାରି ଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ପୂଜକ ଭାବରେ […]

ଭୁବନେଶ୍ବର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ କାଲିଠାରୁ ମଇ ୨ ତାରିଖ ଯାଏ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ କ୍ଲାସ୍ ବନ୍ଦ ରହିବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି।ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ କାଲିଠାରୁ ୟୁଜି/ପିଜି କ୍ଲାସ ବନ୍ଦ ରହିବ। ହେଲେ ପରୀକ୍ଷା, ମୂଲ୍ୟାୟନ ଆଦି ଜାରି ରହିବ। ସୂଚନାଯୋଗ୍ୟ, ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲରୁ ୨୬ରୁ ୩୦ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ […]

ଭୁବନେଶ୍ବର:ଆଜିବି ଜଳୁଛି ସାରା ଓଡିଶା,ଅପରାହ୍ନ ସାଢ଼େ ୨ଟାରେ ରାଜଧାନୀ ଭୁବନେଶ୍ବରରେ ୩୮ ଡିଗ୍ରି ତାପାମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ, ଆଜି ଦିନ ସାଢ଼େ ୨ଟାରେ ଝାରସୁଗୁଡ଼ା ସହରରେ ସର୍ବାଧିକ ୪୩.୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସମ୍ବଲପୁରରେ ୪୨.୬, ହୀରାକୁଦରେ ୪୧.୮, କେନ୍ଦୁଝରରେ ୪୦.୨ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିବା କୁହାଯାଇଛି। ଗ୍ରୀଷ୍ମ ପ୍ରବାହ ଜାରି ଥିବାରୁ ରାଜ୍ୟ ସରକାର,ସ୍କୁଲ ଓ […]

Pin It on Pinterest