ଶୁଭ୍ରକାନ୍ତ ରାଉତରାୟ(ଭଦ୍ରକ)– ପୁଣି ଧରାପଡିଲେ ଧଳା ଜହର ବେପାରୀ |ବିଗତ ଦିନରେ ଏନକାଉଣ୍ଟର ସ୍ପେସିଆଲିଷ୍ଟ ପୂର୍ବତନ ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନାଙ୍କର ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି ପରେ ଅନେକ ଦିନ ଅନ୍ତରରେ ଗ୍ରାମାଞ୍ଚଳ ଥାନା ପୋଲିସ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ତିନି ଜଣଙ୍କୁ ଗିରଫ ମଧ୍ୟ କରିଛି |ସୂଚନା ମୁତାବକ ବିନା ହେଲମେଟ ଓ ଗୋଟେ ବାଇକ ରେ ତିନି ଜଣ ଯାତ୍ରା କରିବା […]

ବାସ୍ତବବ୍ୟୁରୋ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବିଶ୍ୱରେ ଏକ ନୂତନ ବିଶ୍ୱ ବ୍ୟବସ୍ଥା ସୃଷ୍ଟି ହେଉଥିବା ଜଣାପଡିଛି। ଅନ୍ୟ ପଟେ, ପୃଥିବୀଠାରୁ ହଜାରେ କିଲୋମିଟର ଦୂରରେ ଥିବା ଚନ୍ଦ୍ରରେ ବଡ ପରିବର୍ତ୍ତନ ଆରମ୍ଭ ହୋଇସାରିଛି | ୫୦ବର୍ଷ ପୂର୍ବେ ଆପୋଲୋ ଏବଂ ସ୍ପୁଟନିକ୍ ମିଶନ୍ ପରି ବିଶ୍ଵର ନେତାମାନେ ବର୍ତ୍ତମାନ ମହାକାଶରେ ସର୍ବୋଚ୍ଚତା ପ୍ରତିଷ୍ଠା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି | ତଥାପି, ପୂର୍ବ ତୁଳନାରେ ଏଥିରେ […]

ବାସ୍ତବବ୍ୟୁରୋ:AIIMS ଦିଲ୍ଲୀରେ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ପାଇଁ ଏକ ଖୁସି ଖବର ଅଛି | ବର୍ତ୍ତମାନ ୩୦୦ ଟଙ୍କା ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା AIIMS ରେ ମାଗଣା ହୋଇଛି | ବର୍ତ୍ତମାନ ରୋଗୀମାନଙ୍କୁ ପରୀକ୍ଷା ପାଇଁ ଲମ୍ବା ଧାଡିରେ ଠିଆ ହେବାକୁ ପଡିବ ନାହିଁ ଏବଂ ଗରିବ ରୋଗୀମାନେ ମଧ୍ୟ ଏଥିରୁ ମୁକ୍ତି ପାଇବେ | ବାସ୍ତବରେ, ଏହିପରି ଅନେକ ରୋଗୀ AIIMS କୁ ଆସନ୍ତି ଯେଉଁମାନଙ୍କ ପାଇଁ […]

ନବୀନ ଦଶ(ବରଗଡ଼): କଲେକ୍ଟର ମୋନିଷା ବାନାର୍ଜୀ ହଠାତ୍ ଅତାବିରା ଧାନ ମଣ୍ଡି ପରିଦର୍ଶନ କରିବା ପରେ ଗୋଡଭଗା ଓ ଗୌରଟିକ୍ରା ମଣ୍ଡି କୁ ଯାଇଥିବା ଜଣା ପଡିଛି। ପ୍ରଥମେ ଅତାବିରା ମଣ୍ଡି ରେ ଧାନସଂଗ୍ରହ ପ୍ରକ୍ରିୟା କିପରି ଚାଳିଛି ମଣ୍ଡି ସଂପାଦକ ପ୍ରଦୀପ ବେସନକୁ ପଚାରି ସଂଗୃହିତ ହୋଇଥିବା ଧାନ ଗୁଡିକ ବୁଲି ୯୩ ଜଣ ଚାଷୀଙ୍କ ଧାନସଂଗ୍ରହ କରା ଯାଇ ଥିବାବେଳେ ଧାନସଂଗ୍ରହ ନମୁନା ରଖାଯାଇ ନଥିବା ଦେଖି […]

ରାକେଶ ମହାନ୍ତି(କେନ୍ଦ୍ରାପଡ଼ା):୧୯/୦୫/୨୨ – ସ୍ୱଚ୍ଛତା ହିଁ ମନୁଷ୍ୟର ପ୍ରକୃତ ପରିଚୟ ,ହାତରେ ଝାଡୁ, କୋଦାଳ, ଆଉ ମନରେ ସେବା ଭାବନା | ସକାଳୁ ସକାଳୁ କେନ୍ଦ୍ରାପଡା ର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଛନ୍ତି କେନ୍ଦ୍ରାପଡ଼ା ର ସଚ୍ଚିଦାନନ୍ଦ ସ୍ବେଛାସେବୀ ସଂଗଠନ | ମନ୍ଦିରର ପରିବେଶ ଅପରିଷ୍କାର ହୋଇ ପଡିଥିଲାବେଳେ, ସମସ୍ତ ଜାଗା କୁ ସଫା କରି, ବ୍ଲିଚିଙ୍ଗ ପକେଇ, ସମାଜ ପାଇଁ ସେବା ର […]

ପ୍ରମୋଦ ନାଏକ(ଭୁବନେଶ୍ବର): ୧୯।୦୫ -କମିଶନରେଟ ପୋଲିସ ଜାଲରେ ଦୁଇ କୁଖ୍ୟାତ ଲୁଟେରା ।ଲକ୍ଷାଧିକ ଟଙ୍କାର ସୁନା ଗହଣା ସେମାନଙ୍କ ନିକଟରୁ ଜବତ କଲେ କମିଶନରେଟ ପୋଲିସ । ଏମାନଙ୍କ ସହ ଆଉ କେତେଜଣ ସାମିଲ ଅଛନ୍ତି ସେନେଇ ପଚରାଉଚରା ଚାଲିଛି । ସୂଚନା ଅନୁଯାଇ,ବିଭିନ୍ନ ସ୍ଥାନରୁ ଲୋକଙ୍କଠାରୁ ଟଙ୍କା ଓ ସୁନା ଗହଣା ଲୁଟ୍ କରୁଥିଲେ ଏହି ଲୁଟେରା । ବାରମ୍ବାର ଏନେଇ ପୋଲିସ ନିକଟରେ ଅଭିଯୋଗ ହୋଇଆସୁଥିଲା ।ଗତ […]

ନୂଆଦିଲ୍ଲୀ: ମେ’ ୯ ତାରିଖରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍‌ରେଙ୍କୁ,NCST ରେ ବ୍ୟକ୍ତିଗତ ହାଜର ହେବା ନେଇ ସମନ ହୋଇଥିଲା । ମାତ୍ର ରାଜ୍ୟରେ ବାତ୍ୟା ପରିସ୍ଥିତି ଲାଗି ରହିଥିବାରୁ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଆଖି ଆଗରେ ରଖି ଜିଲ୍ଲାପାଳ ହାଜର ହୋଇନଥିଲେ |ଆଜି କମିସନଙ୍କ ନିକଟରେ ଜିଲ୍ଲାପାଳ ହାଜର ହୋଇଛନ୍ତି।ସେ କମିସନର ସଦସ୍ୟ ଅନନ୍ତ ନାଏକଙ୍କ ନିକଟରେ ହାଜର ହୋଇଛନ୍ତି। କାନପୁର ଜଳ ସେଚନ ପ୍ରକଳ୍ପ ପାଇଁ ବିସ୍ଥାପିତ […]

ବାସ୍ତବବ୍ୟୁରୋ:ଦେଶରେ 6G ଇଣ୍ଟରନେଟ୍ ସେବା ଏହି ଦଶନ୍ଧି ଶେଷ ସୁଦ୍ଧା ଆରମ୍ଭ ହେବାକୁ ଯାଉଛି। 6G ଇଣ୍ଟରନେଟର ଗତି 4G ଠାରୁ ହଜାରେ ଗୁଣ ଅଧିକ ହେବ ବୋଲି ଦାବି କରାଯାଉଛି। ଏହି ସମୟରେ, ଏହାର ଗତି 5G ଇଣ୍ଟରନେଟ୍ ସେବା ଠାରୁ 100 ଗୁଣ ଅଧିକ ହୋଇପାରେ | ଆନ୍ତର୍ଜାତୀୟ କମ୍ପାନୀ ଟେକ୍ ଟାର୍ଗେଟର ରିପୋର୍ଟ ଅନୁଯାୟୀ, 2028 ରୁ 2030 ମଧ୍ୟରେ ବିଶ୍ଵ ରେ 6G ହାଇ […]

ପ୍ରମୋଦ ନାଏକ(ଭୁବନେଶ୍ୱର) : ମଙ୍ଗଳବାର ସନ୍ଧ୍ୟାରେ ରାଜଧାନୀ ଭୁବନେଶ୍ୱରରୁ ଜଗବନ୍ଧୁ ନାୟକ ନାମକ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ବେଳେ ବଡ଼ଗଡ଼ ପୁଲିସ୍ ଆଜି ତାଙ୍କୁ ଉଦ୍ଧାର କରିବା ସହିତ ୩ ଅପହର୍ତ୍ତାଙ୍କୁ ଗିରଫ କରିଛି। ଅପହର୍ତ୍ତାମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।ଗିରଫ ଅଭିଯୁକ୍ତମାନେ ହେଉଛନ୍ତି- ବାଲିଅନ୍ତା ଥାନା ଅନ୍ତର୍ଗତ ପ୍ରଦୀପ କୁମାର ଦାସ , ପାହାଳ ର ବିଶ୍ୱନାଥ ଦାସ ଓ କେନ୍ଦ୍ରାପଡ଼ାର ରାକେଶ କୁମାର ସାହୁ । ସେମାନଙ୍କ […]

ପ୍ରମୋଦ ନାଏକ(ଭୁବନେଶ୍ୱର):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଛି । ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୩୨ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ ।ଅନୁଗୁଳ ଠାରେ ଥିବା ମେଗା ଆଲୁମିନିୟମ ପାର୍କ ପାଇଁ ରାଜ୍ୟ ସରକାର ଅର୍ଥ ବ୍ୟୟ ବରାଦ କରିଛନ୍ତି । ଏହି ପାର୍କ ବିକାଶ କାମ ଇଡକୋ ମାଧ୍ୟମରେ କରାଯିବ ବୋଲି କୁହାଯାଇଛି । ରାଜ୍ୟରେ ଏବେ ଶିଳ୍ପର […]

Pin It on Pinterest