ବାସ୍ତବବ୍ୟୁରୋ(ଭୁବନେଶ୍ବର):୬।୧୨-ତଳସରା ନିର୍ବାଚନମଣ୍ଡଳୀରୁ ଲଗାତାର ୩ ଥର ବିଧାୟକ ନିର୍ବାଚିତ ହୋଇ ହ୍ୟାଟ୍ରିକ ମାରିଥିବା, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ କଂଗ୍ରେସରୁ ବହିଷ୍କୃତ। କଂଗ୍ରେସର ଟାଣୁଆ ଆଦିବାସୀ ନେତା ଥିଲେ ପ୍ରଫୁଲ୍ଲ ମାଝୀ । ଦଳ ବିରୋଧୀ କାର୍ଯ୍ୟ, ବିଶୃଙ୍ଖଳିତ ଆଚରଣ ପାଇଁ ଦଳରୁ ବହିଷ୍କୃତ କରିଛି କଂଗ୍ରେସ । ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ,ପ୍ରଫୁଲ୍ଲ ମାଝି କଂଗ୍ରେସ ଛାଡି ବିଜେଡିରେ ଯୋଗଦେବେ।ହେଲେ କଂଗ୍ରେସରୁ ବହିଷ୍କୃତ ହେବା ପରେ ଏବେ ସେ […]
ବାସ୍ତବବ୍ୟୁରୋ(ଭୁବନେଶ୍ବର):୬।୧୨-ଆଜିବି ଅଚଳ ହେଲା ବିଧାନସଭା ।କ୍ରମାଗତ ପଞ୍ଚମ ଦିନରେ ପୂର୍ବ ଦିନପରି ଚାଲିପାରିଲାନି ଗୃହ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଆରମ୍ଭରୁ ଗୃହକୁ, ଅପରାହ୍ନ ୪ଟା ଯାଏଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମୁଲତବୀ ରଖିଲେ । ସେପଟେ କେନ୍ଦ୍ରର ଅବହେଳା ପ୍ରତିବାଦରେ ବିଜେଡି ସଦସ୍ୟଙ୍କ ହୋହଲ୍ଲା । ବିଧାନସଭାରେ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ଶାସକ ଦଳ ସଦସ୍ୟ ପ୍ରତିବାଦ କରିଛନ୍ତି । ପାଇକ ବିଦ୍ରୋହକୁ ଦେଶର […]
ମଧୁସ୍ମିତା ପ୍ରଧାନ(ସମ୍ବଲପୁର): ୬।୧୨- ଭିଜିଲାନ୍ସ ଜାଲରେ ସମ୍ବଲପୁର ଯୁଯୁମୁରା ବ୍ଲକ ଝାଙ୍କରପାଲି ପାଞ୍ଚୟତ ନିର୍ବାହୀ ଅଧିକାରୀ ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ପାଞ୍ଚୟତ ନିର୍ବାହୀ ଅଧିକାରୀ ଅଚ୍ୟୁତ ନନ୍ଦ ଖୁଣ୍ଟିଆଙ୍କ ଘରେ ଚଢାଉ କରିଛି । ଝଙ୍କରପାଲି ସ୍ଥିତ ଅଫିସ ସମେତ,ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୩ଟି ସ୍ଥାନରେ ଚଢାଉ କରାଯାଇଛି । କୁଚିଣ୍ଡା ଏନଏସି ସ୍ଥିତ ଦୁଇ ମହଲା ବାସଭବନ, ନିଜ ପୈତୃକ ଘର ସୁବର୍ଣ୍ଣପାଲିରେ […]
ବାସ୍ତବବ୍ୟୁରୋ:କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ୍ସାଇଜ୍ ଡ୍ୟୁଟି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଭାଟ୍ ହ୍ରାସ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇଛି। ଏହା ସତ୍ୱେ ଦେଶର ଅନେକ ସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ବିକ୍ରି ହେଉଛି। ଆସନ୍ତୁ ଜାଣିବା,ସବୁଠାରୁ ମହଙ୍ଗା ପେଟ୍ରୋଲ ଭାରତରେ ନୁହେଁ ହଂକଂରେ ବିକ୍ରି ହେଉଛି | ଯଦିଓ ଭାରତରେ ପେଟ୍ରୋଲ ଏବଂ ଡିଜେଲର […]
ବାସ୍ତବବ୍ୟୁରୋ:ବର୍ତ୍ତମାନର କୌଣସି ପ୍ରମାଣ ନାହିଁ ଯେ କରୋନାଭାଇରସ୍ ର ନୂତନ ରୂପ, ଓମିକ୍ରନ୍, ଅନ୍ୟ ଲକ୍ଷଣ ଅପେକ୍ଷା ଅଧିକ ବିପଜ୍ଜନକ ଅଟେ କିମ୍ବା ଏହା ବିରୁଦ୍ଧରେ ଥିବା ଟିକା କିମ୍ବା ଚିକିତ୍ସା ପ୍ରଭାବହୀନ ଅଟେ | ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ସମ୍ବାଦରେ ଏହା କୁହାଯାଇଛି। ‘ଚ୍ୟାନେଲ ନ୍ୟୁଜ୍ ଏସିଆ’ର ଖବର ଅନୁଯାୟୀ ମନ୍ତ୍ରଣାଳୟ କହିଛି ଯେ ଓମିକ୍ରନ୍ରେ ସଂକ୍ରମିତ ଦୁଇଜଣ ବ୍ୟକ୍ତି ସିଙ୍ଗାପୁରରୁ ମାଲେସିଆ ଏବଂ ଅଷ୍ଟ୍ରେଲିଆ ଯାତ୍ରା […]
ବାସ୍ତବବ୍ୟୁରୋ: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୯୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨ଜଣଙ୍କ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୨୦ ବୃଦ୍ଧି ପାଇଛି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୨୩ ଜଣ ରହିଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୦୦୬୦ ଜଣ […]
ବବିତା ସାମଲ(ଭଦ୍ରକ):୪/୧୨-ବାତ୍ୟା ‘ଜୱାଦ’ର ପ୍ରଭାବରେ ଗତ ରାତିରୁ ଭଦ୍ରକ ଜିଲ୍ଲାରେ ଝିପି ଝିପି ବର୍ଷା ଲାଗିରହିଛି । ବର୍ଷା ପାଇଁ କେତେକ ଦୋକାନ ବଜାର ବନ୍ଦ ରହିଥିବାବେଳେ,ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏଥିପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ସତର୍କତାମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି । ସମୁଦ୍ର ଉପକୂଳବର୍ତ୍ତି କୁହାଯାଉଥିବା ଧାମରା, ଚାନ୍ଦବାଲି […]
ଭୁବନେଶ୍ୱର (ବାସ୍ତବବ୍ୟୁରୋ): ସ୍ଥଳଭାଗ ମୁହାଁ ବାତ୍ୟା ‘ଜୱାଦ’।ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରୁ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୬ କିମି ବେଗରେ ଗତି କରୁଛି ‘ଜୱାଦ’ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ‘ଜୱାଦ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାଠାରୁ ଦକ୍ଷିଣପୂର୍ବ ଦିଗର ୨୫୦ କିମି ଦୂରରେ ରହିଛି । ଗୋପାଳପୁରଠାରୁ ଦକ୍ଷିଣରେ ଏହା ୩୬୦ କିଲୋମିଟରରେ ଦୂରରେ ରହିଥିବାବେଳେ,ପୁରୀଠାରୁ ଏହା ୪୩୦ କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣ ପଶ୍ଚିମ […]
ଭୁବନେଶ୍ୱର (ବାସ୍ତବବ୍ୟୁରୋ): ୪ ତାରିଖ ସଂଧ୍ୟାରୁ ୫ ତାରିଖ ସକାଳ ମଧ୍ୟରେ ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା। ସ୍ଥଳଭାଗ ଅଳ୍ପ ଛୁଇଁବା ପରେ ପୁଣି ସମୁଦ୍ରକୁ ଫେରି ଯାଇପାରେ,ଯଦି ଅଧିକ ଦିଗ ବଦଳାଏ, ତେବେ ହୁଏତ ସ୍ଥଳଭାଗ ନଛୁଇଁପାରେ।ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ପ୍ରଦୀପ ଜେନାଙ୍କ ସୂଚନାନୁଯାୟୀ, ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ଆକଳନ କରିଛନ୍ତିକି, ସ୍ଥଳ ଭାଗ ନ ଛୁଇଁ ଓଡ଼ିଶା ଉପକୂଳ ଦେଇ ଫେରିଯାଇପାରେ। ବାତ୍ୟା […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୯୮୬୭ରେ ପହଞ୍ଚିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୯୮୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୪୨୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୩୮୯୭୧ ଜଣ ସୁସ୍ଥ ହୋଇଛନ୍ତି । ବାତ୍ୟାର ରୂପ ନେଲା ଜଓ୍ୱାଦ୍ । ଏନେଇ […]


