କଟକ:(ଦୀପକ୍ କୁମାର ବେଉରା) ମ୍ୟାଟ୍ରିକ ପରୀକ୍ଷା ଫଳା ଫଳକୁ ନେଇ ଥିବା ଅସନ୍ତୁଷ୍ଟ ଛାତ୍ର ଛାତ୍ରୀ ଦେଇଛନ୍ତି ଅଫଲାଇନ ପରୀକ୍ଷା । ଜୁଲାଇ ମାସ ୩୦ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ଅଫଲାଇନ ପରୀକ୍ଷା ଆଜି ଶେଷ ହୋଇଛି । ରାଜ୍ୟରେ ମୋଟ ୫୦୪ଟି କେନ୍ଦ୍ରରେ ୧୫,୧୫୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ତେବେ ଏହି ଅଫଲାଇନ ପରୀକ୍ଷାରେ ଛାତ୍ରଛାତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ପୂର୍ବରୁ ପ୍ରଶ୍ନପତ୍ର ଅଦଳବଦଳ […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୪୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୨୩୬କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୮୩୫୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୩୫୧୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୬୩୭୧୮ ଜଣ […]
ଚୌଦ୍ୱାର:(ଦୀପକ୍ କୁମାର ବେଉରା)ଟାଙ୍ଗୀ ଚୌଦ୍ବାର ବ୍ଲକ୍ ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବୁଧବାର ଅପରାହ୍ନରେ ପାଣିରେ ବୁଡ଼ି ଟାଙ୍ଗୀ-ଚୌଦ୍ୱାର ବ୍ଲକ ଉଚ୍ଚପଦା ପଞ୍ଚାୟତ ତଥା ଟାଙ୍ଗୀଥାନା ଅନ୍ତର୍ଗତ ମଣିଆ ଗ୍ରାମର ଜଣେ ଶ୍ରମିକ ପ୍ରାଣ ହରାଇଛନ୍ତି । ମୃତ ଶ୍ରମିକ ଜଣକ ହେଲେ ସ୍ଥାନୀୟ ଶବରପଲ୍ଲୀର ଗ୍ରାମ ର ଅଶୋକ ଦେହୁରୀ ଓରଫ ବହ୍ଲା(୫୦) ।ଅଶୋକ ଶୌଚ ନିମନ୍ତେ ଗ୍ରାମ ନିକଟସ୍ଥ ପଥର ଖାଦାନକୁ ଯାଇଥିବା ସମୟରେ […]
କଟକ:(ଦୀପକ୍ କୁମାର ବେଉରା)କଟକ ବଡ଼ ମେଡ଼ିକାଲ କୋଭିଡ ୱାର୍ଡରେ ବୃଦ୍ଧଙ୍କ ମୃତ୍ୟୁ । ଏପରି ଅଭିଯୋଗ ଆସିଛି କଟକ ବଡ ମେଡିକାଲର କୋଭିଡ ଓ୍ବାର୍ଡରୁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରୋଗୀ ପ୍ରତି ଅବହେଳା ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ କଟକ ବଡ଼ ମେଡିକାଲ କୋଭିଡ ଓ୍ବାର୍ଡରେ ରୋଗୀ ପାଇଖାନାକୁ ଯାଇଥିବା ବେଳେ ତାଙ୍କର […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୧୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୧୬୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୮୨୧୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୩୮୭୨୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୬୨୦୮୮ ଜଣ ସୁସ୍ଥ […]
ନମୋଗୁରୁ(ସୁବର୍ଣ୍ଣପୁର) ସୋନପୁର- ମନମୁଣ୍ଡା ବ୍ରିଜ ତଳ ତେଲ ନଦୀ ରୁ ୪ଟି ଟ୍ରାକ୍ଟର ଓ ଗୋଟିଏ ହାଇୱl କୁ ବେନିୟମ ଭାବେ ବାଲି ଚାଲାଣ କରୁଥିବା ସମୟରେ ତହସିଲଦାର ସୋନପୁର ଶ୍ରୀ ନଵୀନ କିଶୋର ପାଢ଼ୀ ଚଢ଼ାଉ କରି ବେନିୟମ ବାଲି ଚାଲାଣ ନିମନ୍ତେ ୬୮୦୦୦ ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି l ଏହି ଚଢ଼ାଉ ସମୟରେ ରାଜସ୍ବ ନିରୀକ୍ଷକ ସୁଧୀର କୁମାର ପାଣ୍ଡିଆ ତଥା ବିଭାଗୀୟ କର୍ମଚାରୀ […]
ଶାନ୍ତନୁ ପଣ୍ଡା(ବିନିକା) ଗତ ଜୁଲାଇ ମାସ ୨୯ ତାରିଖ ରେ ଭାରତ ସରକାର ନୂତନ ଶିକ୍ଷାନୀତି ୨୦୨୦ ରେ ବ୍ୟାପକ ପରିବର୍ତ୍ତନ ଆଣିଥିଲେ। ଏହି ଶିକ୍ଷାନୀତି ରେ ସାଙ୍କେତିକ ଭାଷାକୁ ମାଧ୍ୟମିକ ଶିକ୍ଷା ରେ ଅନ୍ତର୍ଭୁକ୍ତ କରିବା ନିଷ୍ପତି ଲକ୍ଷ ଲକ୍ଷ ଶ୍ରବଣ ବାଧିତ ଛାତ୍ର ଛାତ୍ରୀ ମାନଙ୍କ ଠାରେ ନୂତନ ଉତ୍ସାହ ଏବଂ ଉନ୍ମାଦନା ଖେଳାଇ ଦେଇଛି।କିନ୍ତୁ ସମସ୍ତେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ନୂତନ ସାଙ୍କେତିକ […]
ଦେବକାନ୍ତ ମହାନ୍ତି,ଚାନ୍ଦବାଲି, ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭାଟପଡା ପଞ୍ଚାୟତ ରେ ଓଡିଶା ସରକାରଙ୍କ ପାନୀୟ ଜଳ ଯୋଗାଣ ବିଭାଗ ର ସହାୟକ ସଂସ୍ଥା ଗ୍ରାମ ଉତ୍ ଥାନ (ଆଇ.ଏସ.ଏ)ତରଫରୁ ଗ୍ରାମ୍ଯ ପାନୀୟଜଳ ଯୋଗାଣ କାର୍ଯକାରିତା ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ଯୋଜନା ର ପ୍ରଥମ ବୈଠକ ଆଜି ଚାନ୍ଦବାଲି ଭାଟପଡା ଶେରପୁର କମ୍ୟୁନିଟି ସେଣ୍ଟର ପରିସରରେ ଆୟୋଜିତ ହୋଇଥିଲା, ଏହି ବୈଠକରେ ଭାଟପଡା ପଞ୍ଚାୟତ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)ଭଦ୍ରକ ଜିଲ୍ଲା ଚାନ୍ଦବାଲି ରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଦିଗଛିଆ ମୁନିପଡିଆ ନିକଟରେ ଏକ ସଭା ଅନୁଷ୍ଠିତ ହୋଇଥିଲା, ଏହି ସଭାରେ ଡ୍ରାଇଭର ମହାସଂଘ ର ସଦସ୍ୟ ମାନେ ଉପସ୍ଥିତ ଥିଲେ, ପରେ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ଚାନ୍ଦବାଲି ଅଭିମୁଖେ ବାହାରି ଚାନ୍ଦବାଲି କଲେଜ ଛକ ନିକଟରୁ ପଦଯାତ୍ରା କରି ପ୍ରଥମେ ଚାନ୍ଦବାଲି ତହସିଲଦାର ଙ୍କୁ ଏକ ଉତ୍ତରୀୟ ଦେବାସହ ଦାବୀ ପତ୍ର ପ୍ରଦାନ କରିଥିଲେ […]
ରମେଶ ପାଗଳ(ଭଦ୍ରକ)ଗ୍ରାମାଞ୍ଚଳ ଥାନା ହରିପୁର ଛକ ରେ ଲୁଟେରା ଙ୍କ ଗୁଳିମାଡ଼। ଗୁଳିମାଡ଼ କରି ସୁନା ଓ ଟଙ୍କା ଲୁଟିନେଲେ ଦୃବୁର୍ତ୍ତ। ଗୁରୁତର ଅବସ୍ଥାରେ ଜଣେ ବ୍ୟକ୍ତି ଭଦ୍ରକ ମେଡିକାଲ ରେ ଭର୍ତ୍ତି ହୋଇଥିବା ବେଳେ ଲୁଟେରା ଙ୍କ ସହ ଧସ୍ତାଧସ୍ତି ସମୟରେ ଆଉ ଜଣେ ଆହତ ହୋଇ ଚିକିତ୍ସା ହେଉଛନ୍ତି । ସୂଚନା ଅନୁଯାୟୀ, ହରି ପୁର ଗ୍ରାମର ଦାଦା ସୁରେଶ ମହାରଣା ଓ ତାଙ୍କ ପୁତୁରା ମାନସ […]