ବାସ୍ତବବ୍ୟୁରୋ:(କଳାହାଣ୍ଡି)କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧିନ ଥୁଆମୂଳ ଭଟାଗୁଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ୧୦ ବର୍ଷର ଶିଶୁକୁ ଗୋଡାଇ ଗୋଡାଇ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏହି ଗ୍ରାମର ଘାସିରାମ ମାଝୀଙ୍କ ୧୦ ବର୍ଷର ପୁଅ ଅନିଲକୁ ସେହି ଗ୍ରାମର ଜୟସିଂ ଜାନୀ (୪୨)ନାମକ ଜଣେ ବ୍ୟକ୍ତି ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଘଟଣା ଥୁଆମୂଳ ରାମପୁର […]

ପ୍ରଭାତ ସାହା(ମାଲକାନଗିରି) ମାଲକାନଗିରି ଜିଲ୍ଲା ଖଇରୀପୁଟ ବ୍ଲକ ମୁଦୁଲିପଡ଼ା ଥାନାର ଅନ୍ତର୍ଗତ ଏକ ବୋଲେରୋ ଗାଡ଼ି ଓ ଏକ ମୋଟର ସାଇକେଲ ଯୋଗେ ୭୨୦ କେଜି ଗଂଜେଇ ଚୋରା ଚାଲାଣ ହେଉଥିଲା ।ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ମୁଦୁଲିପଡ଼ା ଥାନା ଅନ୍ତର୍ଗତ ବଣ୍ଡାଘାଟି ଆଣ୍ଡ୍ରିଆଲ ଠାରୁ ଖଇରୀପୁଟ ଅଭିମୁଖେ ଏକ ବୋଲେରୋ ଗାଡ଼ି (OD 30 R 3865) ଓ ଏକ ମୋଟର ସାଇକେଲ (OD 30 B 2372) […]

ଦେବକାନ୍ତ ମହାନ୍ତି,(ଚାନ୍ଦବାଲି)ଚନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାମ୍ନାକୁ ଆସିଛି ଖୁଲମଖୁଲା ଲାଞ୍ଚ କାରବାରର ଦୃଶ୍ୟ ଦେଖିବାକୁ ମିଳିଛି l ପୂର୍ବରୁ ବହୁତ ଅଭିଯୋଗ ହେଇ ଆସୁଥିବା ପରେ ମଧ୍ୟ ଚାନ୍ଦବାଲି ମେଡିକାଲ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନଥିବା ପରିଲକ୍ଷିତ ହେଉଛି l ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସମଗ୍ର ଅଞ୍ଚଳ ନିର୍ଭର କରିଥାନ୍ତି l ମୃତ୍ୟୁ ପ୍ରମାଣପତ୍ର ଆବେଦନ ର ୭ ଦିନ ମଧ୍ୟରେ ଦେବାକୁ ନିୟମ ଥିବାବେଳେ ଏଠାରେ […]

କଟକ:(ଦୀପକ୍ କୁମାର ବେଉରା) ସଧାରଣ ଲୋକେ ଏଣିକି ହାଇକୋର୍ଟରେ ମାମଲା ଶୁଣାଣିର ସିଧା ପ୍ରସାରଣ ଦେଖି ପାରିବେ । ଏନେଇ ‘ହାଇକୋର୍ଟ ଅଫ୍ ଓଡ଼ିଶା ଲାଇଭ୍ ଷ୍ଟ୍ରିମିଂ ଅଫ୍ କୋର୍ଟ ପ୍ରୋସିଡିଂସ୍ ରୁଲ୍ସ, ୨୦୨୧’ ଅନୁଯାୟୀ ଆଇନ ପ୍ରଣୟନ କରାଯାଇଛି । ଏହା ଅଗଷ୍ଟ ମାସ ରୁ କାର୍ଯ୍ୟକାରୀ ହେବ । ମାମଲା ଶୁଣାଣି ପ୍ରକ୍ରିୟା ସିଧା ପ୍ରସାରଣ (ଲାଇଭ ଷ୍ଟ୍ରିମିଂ) କାର୍ଯ୍ୟ ହାଇକୋର୍ଟଙ୍କ ଦ୍ବାରା ଅନୁମତିପ୍ରାପ୍ତ ବ୍ୟକ୍ତି/କର୍ମଚାରୀ କରିବେ […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ଭୁବନେଶ୍ୱର ବାସୀଙ୍କୁ କରୋନାର ଡର ଏବେ ନୟାନ୍ତ କରୁଥିବା ବେଳେ ଏବେ ଡେଙ୍ଗୁର ଡର ସମସ୍ତଙ୍କୁ ଛାନିଆ କଲାଣି । ରାଜଧାନୀରୁ ପ୍ରତିଦିନ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବା ବେଳେ ବର୍ତ୍ତମାନ ମୋଟ ରୋଗୀ ସଂଖ୍ୟା ୪୫୩କୁ ବୃଦ୍ଧି ପାଇଛି । ଏପରି ସ୍ଥିତିକୁ ଲକ୍ଷ କରି ବିଏମସି ପକ୍ଷରୁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଟିମ ଗଠନ କରାଯାଇଛି। ଏହି ଟିମ ରାଜଧାନୀର ବିଭିନ୍ନ ଅଞ୍ଚଳରେ […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୧୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୭୬୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୭୪୧୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୭୨୬୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୫୧୦୪୯ ଜଣ ସୁସ୍ଥ […]

ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ) ଟୋକିଓ ଅଲିମ୍ପିକ୍ସ ପୁରୁଷ ହକିରେ ଭାରତୀୟ ଦଳ ଆଉ ପାଦେ ଆଗରେ । ରିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଆର୍ଜେଣ୍ଟିନାକୁ ୩-୧ ଗୋଲରେ ହରାଇ ବିଜୟର ଉଲ୍ଲାସ ଦେଇଛି ପ୍ରତ୍ୟେକ ଭାରତୀୟଂକୁ । ଏହି ବିଜୟ ସହିତ ଭାରତୀୟ ଦଳ ପୁଲ୍‌ ‘ଏ’ରେ ୯ ପଏଣ୍ଟ ହାସଲ କରି କ୍ୱାର୍ଟର ଫାଇନାଲ୍‌ରେ ପହଂଚିଛି । ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ କେହି କାହାକୁ ଗୋଲ ଦେଇ ପାରି ନଥିବା ବେଳେ, […]

ପ୍ରଭାତ କୁମାର ସାହୁ (ସାକ୍ଷୀଗୋପାଳ)ବଦଳିବ ଓଡ଼ିଆ ଭାଷା ଏନ୍ତୁଡ଼ିଶାଳ ର ରୂପରେଖ।ଉଦ୍ଧାର ହେବ ବନ ବିଦ୍ୟାଳୟ।ଶେଷ ହୋଇଛି ବ୍ଲୁ ପ୍ରିଣ୍ଟ। ଖୁବଶୀଘ୍ର ପରିଚିତ ହେବ ସତ୍ୟବାଦୀ ସରା ବିଶ୍ୱରେ ଆଜି ବକୁଳବନ ବୁଲି ଦେଖିଛନ୍ତି ପୁରୀ ଜିଲାପାଳ ଙ୍କ ସହ ସତ୍ୟବାଦୀ ବିଧାୟକ ଏବଂ ବିଭାଗୀୟ ଅଧିକାରୀ ମାନେ। ଖୁବଶୀଘ୍ର ଝଲସିବି ସେହି ଛୁରିଆନା ବକୁଳବନ ବା ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ୟ୍ୟ ହରିହର ଦାସ, […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୦୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୭୦୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୭୨୫୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୭୪୧୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୪୯୩୫୦ ଜଣ ସୁସ୍ଥ […]

ବାସ୍ତବବ୍ୟୁରୋ:(ନୟାଗଡ଼)ସଂପ୍ରତି ସାରା ରାଜ୍ଯରେ ଚହଳ ପକାଇଥିବା କେନ୍ଦ୍ରାପଡ଼ା ଜିଲ୍ଲାରେ ଜନୈକ ମହିଳା କନେଷ୍ଟବଳ ପିନୁ ନାୟକ ଜନୈକ ଅନୁସୂଚିତ ଜାତିର କାର୍ଯ୍ୟରତ ସାମ୍ବାଦିକ ଶ୍ରୀ ଭୀମସେନ ସେଠୀଙ୍କୁ ବିଚ୍ ରାସ୍ତାରେ ଅଶ୍ଳୀଳ ଭାଷାରେ ଗାଳି ଦେବା ସହ ମାଡ ମାରିବା ଓ ସାର୍ଟ୍ ଚିରି ଦେବା ଘଟଣାରେ, ସାରା ରାଜ୍ୟର ସାମ୍ବାଦିକ ବନ୍ଧୁମାନେ ଏକାଠି ହେବାରେ ଲାଗିଛନ୍ତି |ପ୍ରତିଦିନ ବିଭିନ୍ନ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଉଛି |ହେଲେ […]

Pin It on Pinterest