ବାସ୍ତବ:(ସୋର) ତହସିଲ ପ୍ରଶାସନର କୋଭିଡ଼ ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ । ଅଫିସ୍ ପରିସରରେ ଶହ ଶହ ଲୋକ । ବାତ୍ୟା ୟାସ୍ କ୍ଷତିଗ୍ରସ୍ତଙ୍କୁ ମିଳୁଛି ପଲିଥିନ , ଆଉ ଏହି ପଲିଥିନ ପାଇଁ ତହସିଲ ଅଫିସରେ ଲମ୍ବା ଲାଇନ । ସନ୍ଧ୍ୟା ପର୍ଯ୍ୟନ୍ତ ପଲିଥିନ ନପାଇ ସିଧା ତହସିଲଦାରଙ୍କୁ ଘେରିବା ସହ, ତହସିଲ ପରିସରରେ ହୋ ହାଲ୍ଲା ହଙ୍ଗାମା କଲେ ଲୋକେ । ଏମିତି କୋଭିଡ଼ ନିୟମର ଉଲଂଘନର […]

ପ୍ରଭାତ ସାହୁ (ସତ୍ୟବାଦୀ)ସତ୍ୟବାଦୀ ବ୍ଲକ ର ଦୁଗଲ ପଞ୍ଚାୟତ ର ବୁଢ଼ୀମରା ଗ୍ରାମର ବାସିନ୍ଦା ବାରମ୍ବାର ପାନୀୟ ଜଳ ସମସ୍ୟା କୁ ପ୍ରଶାସନିକ ଅଧିକାରୀ ଙ୍କୁ ଜଣାଇଲେ ମଧ୍ୟ କର୍ଣ ପାତ କରିନଥିଲେ ଅଧିକାରୀ |ଫଳରେ ପୋଷ୍ଟାଲ ରେ ପଠାଇଲେ ଅଭିଯୋଗ।ଏମିତିକି ଜିଲା ପ୍ରକଳ୍ପ ନିର୍ଦେଶକ ଙ୍କୁ ମଧ୍ୟ ଡାକ ଯୋଗେ ଅଭିଯୋଗ କଲେ ମଧ୍ୟ ମିଳିଲାନି ସୁଫଳ।ଫଳରେ ନିରୁପାୟ ହୋଇ ସତ୍ୟବାଦୀ ବିଡିଓ ଙ୍କୁ ମହିଳା ମାନେ। ଏବେ […]

ପ୍ରଭାତ ସାହା(ମାଲକାନଗିରି)ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ ଭି ୭୯ସ୍ଥିତ ଡ଼ ଶ୍ୟାମା ପ୍ରସାଦ କନିଷ୍ଟ ମହାବିଦ୍ୟାଳୟ ରେ ଗତ ସୋମବାର ଦିନ ମୋଟ ୮ ଜଣ ଛାତ୍ରଛାତ୍ରୀ କଲେଜ କୁ ଆସିଥିବା ବେଳେ ଆଜି ୪୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଆସିଥିଲେ।କରୋନାର ଭୟ ଦେଶରେ ଲାଗିରହିଛି।କରୋନା ସଂକ୍ରମଣ ରୁ ଦୂରେଇ ରହିବା ପାଇଁ ମାସ୍କ ହେଉଛି ମୁଖ୍ୟ ଅସ୍ତ୍ର। ଏହି ପରିପେକ୍ଷିରେ ଆଜି କାଲିମେଳା ବ୍ଲକ […]

ବାସ୍ତବବ୍ୟୁରୋ:(ସୁବର୍ଣ୍ଣପୁର)-ଆଜି ଅପରାହ୍ନ ରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା କମିଟି, ଜିଲ୍ଲା ସ୍ତରୀୟ ଟାକ୍ସଫୋର୍ସ (ବାଲ୍ୟ ବିବାହ )ତଥା ଆଶୀର୍ବାଦ ଯୋଜନା ଆଭିମୁଖୀକରଣ ବୈଠକ ଜିଲ୍ଲପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାର ଶିଶୁ ମାନଙ୍କ ସୁରକ୍ଷା ଦିଗରେ ଆବଶ୍ୟକ ଯତ୍ନବାନ ହୋଇ ଦଳଗତ ଭାବେ କାର୍ଯ୍ୟ କରିବା ସହିତ ଶିଶୁଙ୍କ ନିମନ୍ତେ ଉଦ୍ଧିଷ୍ଟ ସରକାରଙ୍କ ବିଭିନ୍ନ ଯୋଜନାରେ […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୨୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୬୩୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୭୦୮୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୭୭୪୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୪୭୩୮୧ ଜଣ ସୁସ୍ଥ […]

କାର୍ଗିଲ ସହିଦ ଦିବସ , ଦେଶ ପାଇଁ ପ୍ରାଣବଳୀ ନେଇଥିଲେ ଭଦ୍ରକ ଜିଲ୍ଲାର ଏକମାତ୍ର କାର୍ଗଲ ସହିଦ ନିରଞ୍ଜନ ବେହେରା , ୨୨ ବର୍ଷ ପରେ ଆରମ୍ଭ ହୋଇ ପାରିଲାନି ତାଙ୍କର ସ୍ମୃତି ପିଠର ନବୀ କରଣ କାର୍ଯ୍ୟ ଦେବକାନ୍ତ ମହାନ୍ତି, (ଚାନ୍ଦବାଲି), ବିଦେଶୀ ପାକିସ୍ତାନୀ ସେନାଙ୍କ କବଳରୁ ଭାରତର କାର୍ଗଲ ରଣକ୍ଷେତ୍ରରୁ ମୁକୁଳାଇବା ପାଇଁ ଶତ୍ରୁ ଗୁଳିରେ ଯେଉଁ ବୀର ଯବାନ ମାନେ ଶହୀଦ ହୋଇଗଲେ ସେମାନଙ୍କ ମଧ୍ୟରୁ […]

ଦେବକାନ୍ତ ମହାନ୍ତି,(ଚାନ୍ଦବାଲି)ଚାନ୍ଦବାଲି ବ୍ଲକ ଓରାସାହି ପଞ୍ଚାୟତ ବାଘନଟା ଗାଁ ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି, ବିଦ୍ୟୁତ ଆଘାତରେ ଲାଗିବାରୁ ଯୁବକ ଗୁରୁତର ହୋଇପଡିଥିଲେ ,ପରିବାର ଲୋକେ ଏକ ଅଟୋ ସାହାଯ୍ୟ ରେ ଚାନ୍ଦବାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ, ମୃତ ଘୋଷଣା କରିବା ପରେ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ମୃତ […]

ପ୍ରଭାତ କୁମାର ସାହୁ(ସାକ୍ଷୀଗୋପାଳ) ଦୀର୍ଘଦିନର ଅପେକ୍ଷା ପରେ ୨୬ ତାରିଖରୁ ଖୋଲିଲା ସ୍କୁଲ । ଏଥର କିନ୍ତୁ କୋଭିଡ କଟକଣାକୁ ପାଳନ କରିବାକୁ କଡ଼ା ନିର୍ଦ୍ଦେଶ ରହିଛି । ଏହିପରିପେକ୍ଷୀରେ ପୁରୀ ଜିଲ୍ଲାର ସତ୍ୟବାଦୀ ରେ ବିଭିନ୍ନ ବିଦ୍ୟାଳୟ ଏବେ ଖୋଲିଛି । ସ୍କୁଲରେ ମନିଟରିଙ୍ଗ  ଟିମ୍‌ ଗଠନ କରାଯାଇ ପିଲାଙ୍କ ଉପରେ ନଜର ରଖାଯାଉଛି ।ନବମ ଶ୍ରେଣୀ ରୁ ପାସ୍‌ ହୋଇ ଦଶମ ଶ୍ରେଣୀ ରେ ପାଦ ଥାପି […]

ପ୍ରଭାତ ସାହା (ମାଲକାନଗିରି) ୨୬/୦୭ ଦେଶ ତଥା ସାରାବିଶ୍ୱ କରୋନା କରାଳ ଛାୟାରେ ଭୟଭୀତ ରହିଥିବା ବେଳେ ଆଜି ସ୍ଥାନୀୟ ଡେଲି ମାର୍କେଟ ଛକ ଠାରେ ଏକ ପିସ୍ତା ବାଦାମ ଵୃକ୍ଷ ରୋପଣର ଏକ ବର୍ଷ ପୂର୍ତ୍ତି ଅବସରରେ ଵୃକ୍ଷଟିର ଜନ୍ମଦିବସ କୁ ପାଳି ସମାଜକୁ ପରିବେଶୀୟ ବାର୍ତା ଦେଇଛନ୍ତି ବୋଲବମ ଭକ୍ତ ଏବଂ ବ୍ୟବସାୟୀ ଗଣ । ସମଗ୍ର ବିଶ୍ୱରେ କରୋନା ମହାମରୀ ୨ରେ ସାରାଦେଶରେ ଅମ୍ଳଜାନର ଅଭାବ […]

ବାସ୍ତବବ୍ୟୁରୋ;(ଭୁବନେଶ୍ୱର)ଓଡିଶା ୱେବ ଆଣ୍ଡ ଡିଜିଟାଲ ମିଡ଼ିଆ ସାମ୍ବାଦିକ ସଂଘ ପକ୍ଷରୁ ପୋଲିସ ଡିଜିପିଙ୍କୁ ସ୍ମାରକ ପତ୍ର ପ୍ରଦାନ। କେନ୍ଦ୍ରାପଡା ରେ କାର୍ଯ୍ୟରତ ସାମ୍ବାଦିକକୁ ମାଡ଼ ମାରିଥିବା ମହିଳା କନେଷ୍ଟବଳକୁ ତୁରନ୍ତ ଚାକିରୀରୁ ବହିଷ୍କାର କରିବା ,ସହିତ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଯୋଗାଇ ଦେବା ଦାବିରେ, ସୋମବାର ଦିନ ଓଡିଶା ୱେବ ଆଣ୍ଡ ଡିଜିଟାଲ ମିଡ଼ିଆ ସାମ୍ବାଦିକ ସଂଘ ,କଟକ ସହର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଏବଂ ରାଜ୍ୟ ଛାତ୍ର କଂଗ୍ରେସ […]

Pin It on Pinterest