ବାସ୍ତବବ୍ୟୁରୋ:(ଭୁବନେଶ୍ଵର) ଆସନ୍ତାକାଲି ଶୁକ୍ରବାର ପ୍ରଧାନମନ୍ତ୍ରୀ, ବାତ୍ୟା ‘ୟାସ୍‌’ କରିଥିବା କ୍ଷୟକ୍ଷତିର ଆକଳନ ପାଇଁ ଓଡ଼ିଶା ଆସିବେ।ଏହା ପରେ ସେ ପଶ୍ଚିମବଂଗର କ୍ଷୟକ୍ଷତି ଏରିଆ ଆକାଶ ମାର୍ଗରୁ ବୁଲି ଦେଖିବେ |ପ୍ରଥମେ ଭୁବନେଶ୍ୱରରେ ପହଞ୍ଚି ପ୍ରଶାସନିକ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିବେ ଏବଂ ତା’ପରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବାତ୍ୟା ଅଞ୍ଚଳରକୁ ଆକାଶମାର୍ଗରୁ ଦେଖିବେ। ପରେ ସେ ଶ୍ଚିମବଙ୍ଗ ଯାଇ ପୂର୍ବ ମେଦିନିପୁର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶ […]

ବାସ୍ତବବ୍ୟୁରୋ:(ଚାନ୍ଦବାଲି) ବାତ୍ୟା ‘ୟାସ୍’ ପ୍ରଭାବରେ ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି |ପୂର୍ଣ୍ଣିମା ତିଥି ଯୋଗୁଁ ଅଶାନ୍ତ ହୋଇପଡିଥିଲା ସମୁଦ୍ର। ଏଭଳି ପରିସ୍ଥିତିରେ ଲୁଣା ଜୁଆର ପାଣି ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପ୍ରବେଶ କରିଛି | ଖବର ଅନୁଯାଇ ବୈତରଣୀ ନଦୀରେ ଆସିଥିବା ଲୁଣା ଜୁଆର ଆଖଣ୍ଡଳମଣିଙ୍କ ପୁଷ୍କରିଣୀରେ ପ୍ରବେଶ କରିବା ଯୋଗୁ, ମନ୍ଦିର ଦକ୍ଷିଣ ଦ୍ବାର ବାସୁଆବଳଦ ନିକଟରେ ଲୁଣା ପାଣି ଲହଡି ଭାଙ୍ଗିଥିଲା […]

ବାସ୍ତବବ୍ୟୁରୋ:(କଟକ) ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା ଆଉ ନାହାନ୍ତି’ ଆଜି ସକାଳେ ତାଙ୍କ ପ୍ରାଣବାୟୁ ଉଡିଯାଇଛି | ଓଲିଉଡ଼ ତଥା ସଂଗୀତ ପ୍ରେମୀଙ୍କ ପାଇଁ ଏହା ଏକ ଦୁଖଦଃ ଖବର | ଶାନ୍ତିରାଜଙ୍କ ମୃତ୍ୟୁର ଖବର ପାଇ ଅନେକ ବରିଷ୍ଠ କଳାକାର ଶୋକ ପ୍ରକାଶ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ବୟସ ପାଖାପାଖି ୫୩ ବର୍ଷ ହୋଇଥିଲା | ଗତ ମେ’ ୨୨ ତାରିଖରେ କରୋନା ସଂକ୍ରମିତ […]

 ଓଲିଉଡର ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍‌ଲାଙ୍କ ୫୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । କଟକ ବକ୍ସିବଜାର ସ୍ଥିତ ବାସଭବନରେ ଶାନ୍ତିରାଜଙ୍କ ପରଲୋକ ହୋଇଯାଇଛି । କିଛିଦିନ ହେବ କୋଭିଡ ରେ ଆକ୍ରାନ୍ତ ଥିଲେ। ତେବେ ଆଜି ଦେହ ଭୀଷଣ ଖରାପ ହେବାରୁ ମେଡିକ୍ୟାଲ ନେବା ବାଟରେ ଆଖିବୁଜିଦେଲେ ଶାନ୍ତିରାଜ ଖୋସଲା । ଅପରାହ୍ନ ୧୨ଟା ୩୦ ମିନିଟରେ ହେଲିକାପ୍ଟର ଯୋଗେ ବାତ୍ୟା ‘ୟାସ୍’ରେ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ଗୁଡିକର […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା କରିଛନ୍ତି ।ଆଗାମୀ ୭ ଦିନ ପାଇଁ,ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ୧୨୮ଟି ଗାଁର ଲୋକମାନଙ୍କୁ ରିଲିଫ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ଅନୁମାନ ଅନୁଯାଇ କ୍ଷୟ କ୍ଷତି ହୋଇନଥିଲେ ମଧ୍ୟ ଲୋକେ ବହୁତ ପ୍ରଭାବିତ ହୋଇଛନ୍ତି। ଏବେ ରାଜ୍ୟ ସରକାର ଓ ପ୍ରଶାସନ ତରଫରୁ ଉଦ୍ଧାର ଓ ରିଲିଫ ପାଇଁ ଉଦ୍ୟମ ଜାରି ରହିଛି। ୨୪ […]

ବାସ୍ତବବ୍ୟୁରୋ:(କୋଣାର୍କ) ଗୋପ ଅତିରିକ୍ତ ତହସିଲଦାର ସହ କୋଣାର୍କ NAC ଅଧିକାରୀ ପହଞ୍ଚି ବାତ୍ୟା ୟସ ର କିପରୀ ରହିଛି ସ୍ଥିତି ପରଖିବା ସହ ନୋଳିଆ ସାହି ବାତ୍ୟା ଆଶ୍ରୟସ୍ଥଳୀ ଓ କୋଣାର୍କ ମାଉସୀ ମା ସାହି ସ୍କୁଲରେ ରହୁଥିବା ଲୋକମାନଙ୍କୁ ସୁଖିଲା ଖାଦ୍ୟ ଦେବା ସହ ନୋଳିଆ ସାହିର ମାଛଧରାଳିଙ୍କ ଡଙ୍ଗା କିପରି ସୁରକ୍ଷିତ ଅଛି ତଦାରଖ କରିଛନ୍ତି। କୋଣାର୍କ ଚନ୍ଦ୍ରଭାଗା କୂଳ ରେ ସମୂଦ୍ର ଅଶାନ୍ତ ଥିବା ବେଳେ […]

ସକାଳ ୯ଟାରୁ ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ବାହାନଗା-ରେମୁଣା ମଧ୍ୟରେ ବରଜଧଉଳି ଗାଁ ନିକଟରେ ଲ୍ୟାଣ୍ଡଫଲ୍ କରିବ ‘ୟାସ୍’ । ୩-୪ ଘଣ୍ଟା ମଧ୍ୟରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ । ଦିନ ଗୋଟାେ ପୂର୍ବରୁ ବାତ୍ୟା ‘ୟାସ୍’ ଲ୍ୟାଣ୍ଡଫଲ୍ କରିବ ବୋଲି ଆଶା କରାଯାଉଛି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୩୦ କି.ମି.ରୁ ୧୪୦ କି.ମି. ମଧ୍ୟରେ ରହିବ । ରାଜ୍ୟରେ ଗତ ୨୪ […]

ବାସ୍ତବବ୍ୟୁରୋ:(ଭଦ୍ରକ)ବାହାନଗା-ରେମୁଣା ମଧ୍ୟରେ ବରଜଧଉଳି ଗାଁ ନିକଟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ୟାସ୍’ ଏ ନେଇପ୍ରେସମିଟ୍ ମାଧ୍ୟମରେ ସୂଚନା ଦେଇ,ସ୍ବତନ୍ତ୍ର ରିଲିଫ୍ କମିଶନର କହିଛନ୍ତି କି,ସକାଳ ୯ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ବାହାନଗା-ରେମୁଣା ମଧ୍ୟରେ ବରଜଧଉଳି ଗାଁ ନିକଟରେ ଲ୍ୟାଣ୍ଡଫଲ୍ କରିବ ‘ୟାସ୍’ । ୩ ରୁ ୪ ଘଣ୍ଟା ମଧ୍ୟରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ । ଲ୍ୟାଣ୍ଡଫଲ୍ ସମୟରେ ୧୩୦ କି.ମି.ରୁ ୧୪୦ କି.ମି. ମଧ୍ୟରେ […]

ବାସ୍ତବବ୍ୟୁରୋ:(କୋଣାର୍କ)ବାତ୍ୟା ୟଶକୁ ଆଖିରେ ଆଖି ପୁରୀ ଜିଲ୍ଲାପାଳ ଓ ଏସପି କୋଣାର୍କ,ଅସ୍ତରଙ୍ଗ ଓ କାକଟପୁର ବ୍ଲକର ଉପକୂଳର୍ବୀ ଦୁଇ ହଜାରରୁ ଅଧିକ ଲୋକମାନଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ ରେ ଆଣି ରଖି କିଛି ସୁଖିଲା ଖାଦ୍ୟ ଦେବାସହ ସ୍ଥିତି ଅନୁଧ୍ୟାନ କରିଛନ୍ତି। ବାତ୍ୟା ୟଶ ଯୋଗୁଁ ପ୍ରବଳ ବର୍ଷା ଓ ପବନ ଯୋଗୁ ଅସ୍ତରଙ୍ଗ, କାକଟପୁର ଓ କୋଣାର୍କ ସମୁଦ୍ର କୂଳିଅ।ଅଂଚଳରୁ ଲୋକ ମାନେ ସୁରକ୍ଷିତ ରହିବା ସହ କୋଭିଡ୍ […]

ଚୌଦ୍ୱାର:(ଦୀପକ୍ କୁମାର ବେଉରା) ଗତ ୧୮ ତାରିଖ ବିଳମ୍ବିତ ରାତିରେ ଚୌଦ୍ୱାର ଥାନା ଅନ୍ତର୍ଗତ ଆଗ୍ରାହଟ ଗ୍ରାମର ଭାଗ୍ୟଧର ବେହେରା ଙ୍କ ଘରୁ ହୋଇ ଥିବା ଲୁଟ ର ମହା ଖୁଳସା କରିଛି ଚୌଦ୍ୱାର ପୋଲିସ୍ । ଭାଗ୍ୟଧର ଙ୍କ ଘରୁ ସୁନା ଅଳଙ୍କାର ସହିତ ନଗଦ ଟଙ୍କା ଲୁଟ ହୋଇ ଥିବାର ଚୌଦ୍ୱାର ଥାନା ରେ ଲିଖିତ ଅଭିଯୋଗ ହୋଇଥିଲା।ଚୌଦ୍ୱାର ପୁଲିସ ଏହି ଅଭିଯୋଗକୁ ଭିତ୍ତି କରି ତଦନ୍ତ […]

Pin It on Pinterest