ରାଜଧାନୀ ଭୁବନେଶ୍ୱରରେ ନିର୍ମାଣ ହେବ ଦ୍ୱିତୀୟ ଫୁଟ୍ ଓଭର ବ୍ରିଜ୍ ।ସହିଦନଗର – ସତସଙ୍ଗ ବିହାର ମଧ୍ୟରେ ନିର୍ମାଣ ହେବ ଏହି ଫୁଟ ଓଭର ବ୍ରିଜ୍ । ଆଜି ରାଜ୍ୟକୁ ଆସିବ ଦ୍ବିତୀୟ ପର୍ଯ୍ୟାୟ କୋଭିଡ୍‌ ଟୀକା । ଆଉ ୩ ଲକ୍ଷ ୩୪ ହଜାର ୫୦୦ କୋଭିସିଲ୍ଡ ଟୀକା ଆଜି ଭୁବନେଶ୍ୱର ଆସିବ । ଆଜି ବଲାଙ୍ଗୀରରେ ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରା ଗାଁରେ ପ୍ରସିଦ୍ଧ ସୁଲିଆ ଯାତ୍ରା ପାଳିତ ହେବ । ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତର ଓଡ଼ିଶାରେ ଆସନ୍ତା ୨ଦିନ ଘନ କୁହୁଡ଼ି ଦେଖାଯିବ। ମଧ୍ୟପ୍ରଦେଶର ବେତୁଲଠାରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ […]

ବାସ୍ତବବ୍ୟୁରୋ:ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା’ ଆସନ୍ତା ୨୧ତାରିଖରୁ ଜନତା ମଇଦାନରେ ଆୟୋଜିତ ହେବ।ଗତ କାଲି ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ପଦ୍ମନୀ ଦିଆନ କହିଛନ୍ତି କି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦର୍ଶନୀର ଉଦ୍‌ଘାଟନ କରିବେ। ଦେଶର ବିଭିନ୍ନ ସ୍ଥାନରୁ କାରିଗର ଓ ବୁଣାକାର ଏହି ହସ୍ତଶିଳ୍ପ ମେଳାରେ ଅଂଶଗ୍ରହଣ କରିବେ।ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ପରିଚାଳିତ ଏହା ପଞ୍ଚଦଶ ‘‘ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା’ | ବୁଣାକାର ଓ ହସ୍ତଶିଳ୍ପ […]

ବାସ୍ତବବ୍ୟୁରୋ:ଦୁଇ ଦିନ ପରେ ରାଜ୍ୟରେ ଉତ୍ତରା ଥଣ୍ଡା ପବନ ପ୍ରବାହ ସକ୍ରିୟ ହେବାଫଳରେ ପୁଣି ଶୀତ ଫେରିବା ସହ ବଢିବ ଶୀତ |ଆଜିଠାରୁ ଆସନ୍ତା ୨ଦିନ ଘନ କୁହୁଡ଼ି ଦେଖାଯିବବୋଲି,ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ବର, ଜଗତସିଂହପୁର, କଟକ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ ନୟାଗଡ଼ ଆଦି ଜିଲ୍ଲାରେ କୁହୁଡ଼ିର ମୋଟା ଚାଦର ଦେଖିବାକୁ ମିଳିବ। ଏଣୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି […]

ବାସ୍ତବବ୍ୟୁରୋ: ଆମେ ସମସ୍ତଙ୍କ ସାମ୍ନାରେ ବହୁତ ସୁନ୍ଦର ଦେଖାଯିବା ପାଇଁ କଣ ନ’କରୁ | ଶସ୍ତା ଠାରୁ ମହଙ୍ଗା କ୍ରିମ୍ ପର୍ଯ୍ୟନ୍ତ | ସାଙ୍ଗ ସାଥୀଙ୍କ ଠାରୁ ବିଭିନ୍ନ ପ୍ରକାରର ପଦ୍ଧତିର ମରାମର୍ଶ ସହ ସୋସିଆଲ ମିଡ଼ିଆ ର ବିଉଟି ଟିପ୍ସ, ଯାହାହେଉ ପଛେ ଆମେ ସମସ୍ତଙ୍କ ସାମ୍ନାରେ ବହୁତ ସୁନ୍ଦର ଦେଖାଯିବା ନିହାତି ଦରକାର ଠିକ କହିଲିନ | ସେହି ସମୟରେ, ବେଳେବେଳେ ଆମେ ସୁନ୍ଦର ଦେଖାଯାଉ ଏବଂ […]

ବାସ୍ତବବ୍ୟୁରୋ: ବିଶ୍ବର ଅନ୍ୟତମ ଶକ୍ତିଶାଳୀ ଭାରତୀୟ ସେନାର ୨ୟ ସର୍ବୋଚ୍ଚ ପଦବୀ ମଣ୍ଡନ କରିବେ,ଓଡ଼ିଆ ପୁଅ ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି | ସେ ହେବେ ଭାରତୀୟ ସେନାର ୪୨ତମ ଉପମୁଖ୍ୟ, ଓଡିଶା ଗର୍ବ ପ୍ରଥମ ଓଡ଼ିଆ | ସେ ଏବେ ଭାରତୀୟ ସେନାର ଦକ୍ଷିଣାଞ୍ଚଳ କମାଣ୍ଡ୍ ର ମୁଖ୍ୟ ଅଛନ୍ତି । ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କ ଘର,ଜୟବାଡା,ଜଗତସିଂହପୁର, ଶ୍ରୀ ମହାନ୍ତିଙ୍କ ପ୍ରାଥମିକ ଶିକ୍ଷା ବଗସାହି […]

:ସାବଧାନ! କରୋନା ଟିକା ପଞ୍ଜୀକରଣ ପାଇଁ ଲିଙ୍କ୍ ବା ଫୋନ କଲ, ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରିପାରେ | ବାସ୍ତବବ୍ୟୁରୋ:କରୋନା ଟୀକାକରଣ ପଞ୍ଜିକରଣ କରିବା ପାଇଁ ଯଦି ଆପଣଙ୍କର ମୋବାଇଲରେ ଏକ ଲିଙ୍କ ଅଛି ତେବେ ସାବଧାନ ରୁହନ୍ତୁ | ଆପଣ ଲିଙ୍କ୍ କ୍ଲିକ୍ କରିବା ମାତ୍ରେ ସାଇବର ଠକ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରିପାରେ | ଏହି ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶ ପୋଲିସ ପକ୍ଷରୁ ଏକ ଵିଜ୍ଞାତି […]

ଆଜି ଠାରୁ ରାଜ୍ୟରେ ପୁଣି ଟୀକାକରଣ  । କେନ୍ଦ୍ର ସଂଖ୍ୟା ୩୮୦କୁ ବଢ଼ାଯାଇଛି । ଟୀକାକରଣ ପାଇଁ ୩୧ ହଜାର ୯୦୨ ଜଣକୁ ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି ।  ଦୀର୍ଘ ୧୦ ମାସ ପରେ ଆଜି ଭକ୍ତଙ୍କ ଦର୍ଶନ ନିମନ୍ତେ ମା’ ତାରିଣୀଙ୍କ ପୀଠ ଖୋଲିଛି। ସର୍ବସାଧାରଣଙ୍କ ଦର୍ଶନକୁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି। ଆଜି ସକାଳ ୮ଟାରୁ ଭକ୍ତମାନେ ମା’ଙ୍କ ଦର୍ଶନ କରୁଛନ୍ତି।  କରୋନା କୁ ଦୃଷ୍ଟିରେ ରଖି ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାରେ ଆସନ୍ତା ମେ ୩ ତାରିଖରେ […]

ବାସ୍ତବବ୍ୟୁରୋ: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାଇ,ଆସନ୍ତା ସାତ ଦିନ ପାଣିପାଗରେ ବାରମ୍ବାର ପରିବର୍ତ୍ତନ ହେବ | ରାଜ୍ୟରେ ପୂର୍ବା ପବନର ପ୍ରବାହ ଯୋଗୁଁ ତାପମାତ୍ରା ବଢ଼ିବ। ୨୦ ତାରିଖ ଯାଏଁ ଶୀତ ଉଭେଇଯିବ। ୨୧ରୁ ୨୩ ତାରିଖ ୨ଦିନ ଶୀତ ଅନୁଭୂତ ହେବା ପରେ ରାଜ୍ୟର ତାପମାତ୍ରା ଊର୍ଧ୍ବମୁଖା ହେବ। ରାଜ୍ୟରେ ଶୀତର ଲୁଚକାଳି ଖେଳ ଦେଖିବାକୁ ମିଳିବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିକହିଛନ୍ତି । […]

ବାସ୍ତବବ୍ୟୁରୋ:ରାଜଧାନୀର ୫ ସରକାରୀ ସ୍କୂଲ ବୁଲିଲେ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ |ପଚାରି ବୁଝିଲେ ସ୍କୂଲର ସୁବିଧା ଅସୁବିଧା | ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ପ୍ରଶ୍ନ ଥିଲା ସ୍କୁଲରେ କେତେ ପିଲା ପଢ଼ୁଛନ୍ତି? କେତେ ଶିକ୍ଷକ ଅଛନ୍ତି? ଗତବର୍ଷ ରେଜଲ୍ଟ କ’ଣ ଥିଲା? ‘ମୋ ସ୍କୁଲ’ ଯୋଜନା କିପରି କାର୍ଯ୍ୟକାରୀ ହେଉଛି? କ’ଣ କ’ଣ ସୁବିଧା ଦରକାର? ଖେଳ ପଡ଼ିଆ କେମିତି ଅଛି? ପାଠାଗାର ଅଛି କି ନାହିଁ? […]

ବାସ୍ତବବ୍ୟୁରୋ:ସଂସଦୀୟ କମିଟିର ଫେସବୁକ୍ ଏବଂ ଟ୍ୱିଟର ପ୍ରତିନିଧୀଙ୍କୁ ସମନ….ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ସହିତ ସଂସଦୀୟ କମିଟି ୨୧ ଜାନୁଆରୀରେ ଫେସବୁକ୍ ଏବଂ ଟ୍ୱିଟରର ପ୍ରତିନିଧୀଙ୍କୁ ଡକାଇଛି। ସଂସଦ କମିଟି ସୋସିଆଲ ମିଡିଆର ଅପବ୍ୟବହାର ସମ୍ପର୍କରେ ଫେସବୁକ୍ ଏବଂ ଟ୍ୱିଟରର ପ୍ରତିନିଧୀଙ୍କଠାରୁ ପ୍ରଶ୍ନ ପଚାରିବ। ଦୟାକରି କୁହନ୍ତୁ ଯେ କଂଗ୍ରେସ ନେତା ଶଶି ଥରୁର ଏହି କମିଟିର ଅଧ୍ୟକ୍ଷ ଅଟନ୍ତି। ନିକଟରେ ସ୍ ଆପ୍ ର ନୂତନ ଗୋପନୀୟତା ନୀତି […]

Pin It on Pinterest